Home

ହାତୀ ଉପଦ୍ରବ ବଢୁଛି

ଢେଙ୍କାନାଳ ଅଫିସ,୧୨।୬: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବାରେ ବିଫଳ ହୋଇଛି ବନ ବିଭାଗ। ଏହାକୁ ନେଇ ଅସନ୍ତୋଷ ତୀବ୍ର ରୂପ ଧାରଣ କଲାଣି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହେଉ ନ ଥିବାରୁ ଧନଜୀବନ ହାନି ବଢ଼ିବାରେ ଲାଗିଛି।…

୩ କି.ମି. ଜଙ୍ଗଲ ରାସ୍ତା ପିଚୁ ହେବ

ବଇଣ୍ଡା,୧୨।୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କନ୍ତପଡ଼ାରୁ ମଇମୁରା ପଞ୍ଚାୟତକୁ ସଂଯୋଗ କରୁଥିବା ୧୧ କି.ମି. ଦୀର୍ଘ ତରଣ୍ଡା-କେଞ୍ଚୁଆନାଳି-ବିପ୍ରଡିହ ସଡ଼କର ଅବଶିଷ୍ଟ ୩ କି.ମି. ମାଟି ରାସ୍ତା ପିଚୁ ଢଳେଇ ହେବ। ଶନିବାର ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆଠମଲ୍ଲିକ ବିଧାୟକ ରମେଶ…

ତିହିଡ଼ି ବଜାରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

ତିହିଡ଼ି,୧୨ା୬ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବଜାରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦିନେ ବର୍ଷା ହେଲେ ସପ୍ତାହକ ପର୍ଯ୍ୟନ୍ତ ପାଣି ଜମି ରହୁଛି। ରାସ୍ତାର ଉଭୟପାର୍ଶ୍ୱରେ ବର୍ଷା ପାଣି ଜମି ରହିବା ଫଳରେ ଦୁର୍ଗନ୍ଧ ହେବା ସହ ପରିବେଶ ପ୍ରଦୂଷିତ…

ପାଣିଟାଙ୍କିରୁ ବାହାରୁଛି ବାଲି

ବୈଶିଙ୍ଗା,୧୨ା୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଚାଞ୍ଝିପଦା ପଞ୍ଚାୟତର କୁରାଢ଼ିକ ଗ୍ରାମରେ ୨୦୧୯ରୁ ବସୁଧା ଯୋଜନା ମାଧ୍ୟମରେ ନର୍ମିତ ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ପାଣି ଟାଙ୍କି ସହିତ ୨ଟି ବୋରିଂ ଖୋଳା ଯାଇଥିଲା। ହେଲେ ଦୀର୍ଘ ଦିନ…

ଲଭ ଜିହାଦ ନେଇ ଇନ୍ଦ୍ରେଶ-ପଙ୍କଜା ମୁହାଁମୁହିଁ…

ଭୋପାଳ,୧୨।୬ : ଲଭ-ଜିହାଦ ପ୍ରସଙ୍ଗରେ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି। ଜବଲପୁରରେ ଭାଜପାର ରାଷ୍ଟ୍ରୀୟ ସଚିବ ପଙ୍କଜା ମୁଣ୍ଡେ ଲଭ ଜିହାଦ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ପ୍ରେମ ହେଉଛି ପ୍ରେମ। ଏହାକୁ ସମ୍ମାନ ଦେବା ଉଚିତ। ପ୍ରେମ…

ପାଇପ୍‌ ବିଛା ହୋଇଛି, ଜମି ପଡ଼ିଆ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କୋଡ଼ିପଶା ପଞ୍ଚାୟତ କୋଡ଼ିପଶା ଜୁଆଙ୍ଗ ଗ୍ରାମରେ ହୋଇଥିବା ସୋଲାର ଉଠା ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି। ଜିଲାର ପୁରାତନ ଜନଜାତି ଜୁଆଙ୍ଗମାନଙ୍କ ଚାଷଜମିକୁ ପାଇପ ବିଛାଇ ଏକ ନାଳରୁ ପାଣି ଉଠାଇ ଜଳସେଚନ…

ପୋତିଦେଲେ ନାଳ, ସମସ୍ୟା ଭୋଗିବେ ଚାଷୀ

ବନ୍ତ,୧୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତ କୁଆଁର୍ଦ୍ଦା ଗ୍ରାମରେ ପାଣି ନାଳକୁ ପୋତି ଦିଆଯାଇଥିବାରୁ ଚାଷୀମାନେ ସମସ୍ୟା ଭୋଗିବେ ବୋଲି ଅଭିଯୋଗ କରିଛନ୍ତି। ନାଳର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଜିଲାପାଳ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ,…

ଶହେ ତଳେ ଦୈନିକ ସଂକ୍ରମଣ …

ନୂଆଦିଲ୍ଲୀ, ୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ଚାରା ନଷ୍ଟ କରି ରାସ୍ତା ନିର୍ମାଣ

କେନ୍ଦୁଝର,୧୨ା୬ (ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ଅନ୍ତର୍ଗତ ୧୫ ନଂ. ୱାର୍ଡ ୪୯ ନଂ. ଜାତୀୟ ରାଜପଥ ମୋଚିଗାଁ ଓଭରବ୍ରିଜ ନିକଟରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ୱାରା ବନୀକରଣ ନଷ୍ଟ କରି ରାସ୍ତା ନିର୍ମାଣ ଚାଲିଛି। ଜିଲା ମୁଖ୍ୟାଳୟଠାରୁ ମାତ୍ର ୨…

ବାଲି ବଦଳରେ ପାହାଡ଼ ମାଟିରେ ଚାଲିଛି କାମ

ଖଇରା,୧୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ତାଳମହୁରୀଠାରେ ନିର୍ମାଣାଧୀନ ଆଦର୍ଶ ବିଦ୍ୟାଳୟ ଛାତ୍ରୀନିବାସକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି ା ବୋରିଂ କାର୍ଯ୍ୟ ସରିବା ପରେ ଏବେ ଗାତ ଫିଲିଂ ପାଇଁ ବାଲି ବଦଳରେ ପାହାଡ ମାଟି ଫିଲିଂ…

ଦ୍ୱୈତନଗରରୁ ଆସୁଥିବା ବସ୍‌ ତାଳବଣିଆରେ ରହିବେ

ପୁରୀ ଅଫିସ ୧୨ା୬: ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି। ମହାପ୍ରଭୁଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବା ନେଇ ସେବାୟତମାନେ…

ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ର ପ୍ରସ୍ତୁତିକୁ ନେଇ ଦିନ ଗୋଟାଏରେ ସମିକ୍ଷା ବୈଠକ କରିବେ ମୋଦି

ନୂଅଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ୧ଟାରେ ସାମୁଦ୍ରିକ ଝଡ ‘ବିପର୍ଯ୍ୟୟ’ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିବେ। ଏଥିରେ ଘୂର୍ଣ୍ଣିବଳୟର ମୁକାବିଲା ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯିବ। କୁହାଯାଇଛି ଯେ ଏନଡିଆରଏଫ ସହ ଜଡିତ ଏଜେନ୍ସି ଏବଂ ଅଧିକାରୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?