Home

ଘାତକ ପାଲଟିଛନ୍ତି ଇରାନ ସରକାର : ୧୨ ଦିନରେ ୬୪ ଜଣଙ୍କୁ ଫାଶୀ,…

ତେହେରାନ,୧୧।୫ : ଡ୍ରଗ୍ସ ଏବଂ ବଳାତ୍କାର ଅଭିଯୋଗରେ ଇରାନରେ ୭ ଜଣଙ୍କୁ ଫାଶୀ ଦିଆଯାଇଛି। ଗତ ୧୨ ଦିନ ମଧ୍ୟରେ, ଇରାନରେ ୬୪ ଜଣଙ୍କୁ ଫାଶୀ ଦିଆଗଲାଣି। ମିଳିତ ଜାତିସଂଘ ମାନବିକ ଅଧିକାର ମୁଖ୍ୟ ଇରାନରେ ବହୁ ସଂଖ୍ୟକ ମୃତ୍ୟୁଦଣ୍ଡ ସମ୍ପର୍କରେ…

ଜୀବନସାଥୀ ବାଛିବା ସମୟରେ ଏସବୁ ପ୍ରତି ଧ୍ୟାନ ଦେବା ଜରୁରୀ

ମହାନ ପଣ୍ଡିତ, ଶିକ୍ଷକ, କୁଶଳୀ କୂଟନୀତିଜ୍ଞ, ରଣନୀତିଜ୍ଞ ତଥା ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ସମସ୍ତ ଦିଗ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ କିପରି ଜୀବନସାଥୀ…

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ 

ଫୁଲବାଣୀ ଅଫିସ,ଫିରିଙ୍ଗିଆ, ୧୧।୫: କନ୍ଧମାଳ ଜିଲାର ମାଓବାଦୀ ଅଧ୍ୟୁଷତ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ମୃତ…

ଲାଲ କିଲ୍ଲାରେ ଆକ୍ରମଣ ଷଡ଼ଯନ୍ତ୍ର କରିଥିଲା ଆଇଏସଆଇ…

ନୂଆଦିଲ୍ଲୀ,୧୧।୫ : ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ବଡ ଷଡଯନ୍ତ୍ର ସମ୍ପର୍କରେ ଦିଲ୍ଲୀ ପୋଲିସ ପ୍ରକାଶ କରିଛି। ୨୦୨୩ ବର୍ଷ ଆରମ୍ଭରେ, ଦିଲ୍ଲୀ ପୋଲିସ ଆତଙ୍କବାଦୀ ନୌଶାଦ ଏବଂ ଜଗଜିତ ସିଂଙ୍କୁ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରୁ ଗିରଫ କରିଥିଲା। ସୂଚନାନୁସାରେ, ଦିଲ୍ଲୀର…

ଦୈନିକ ସଂକ୍ରମଣ ୧୭ ଶହ ତଳେ, ସକ୍ରିୟ ମାମଲା ୨୦ ହଜାରରୁ କମ…

ନୂଆଦିଲ୍ଲୀ, ୧୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଇଡେନରେ ଆରଆର-କେକେଆର ମୁହାଁମୁହିଁ, ଉଭୟଙ୍କ ପାଇଁ କର ବା ମର ସ୍ଥିତି…

କୋଲକାତା,୧୧।୫ : ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ରାଜସ୍ଥାନ ପଞ୍ଚମ ସ୍ଥାନରେ ରହିଛି। ସେହିପରି ଷଷ୍ଠ…

ବାଇଡେନ ସରକାର ଆଗତ କଲେ ନାଗରିକତ୍ୱ ଅଧିନିୟମ…

ଓ୍ବାଶିଂଟନ,୧୧।୫ : ଆମେରିକାର ଶାସକ ଡେମୋକ୍ରାଟିକ ପାର୍ଟି ଆମେରିକାର ନାଗରିକତ୍ୱ ଆଇନ ପ୍ରଣୟନ କରିଛି। ଏହା ଏକ ସଂସଦ ବିଲ। ଗ୍ରୀନ କାର୍ଡ ପାଇଁ ଦେଶର କୋଟା ଶେଷ କରିବା ଏବଂ ଏଚ-୧-ବି ଭିଜା ସିଷ୍ଟମକୁ ସଂଶୋଧନି କରିବା ପାଇଁ ଏହି…

୪୩ ବର୍ଷ ମଧ୍ୟରେ ମିଳିଥିବା ୨୨ଜଣ ମହିଳାଙ୍କ ମୃତଦେହ ହୋଇନି ଚିହ୍ନଟ: ଇଣ୍ଟରପୋଲ ଆରମ୍ଭ କଲା ‘ଅପରେଶନ ଆଇଡେଣ୍ଟିଫାଏ ମି’…

ପ୍ୟାରିସ,୧୧।୫ : ଗତ ୪୩ ବର୍ଷ ମଧ୍ୟରେ ଜର୍ମାନୀ, ବେଲଜିୟମ ଏବଂ ନେଦରଲାଣ୍ଡରେ ୨୨ ଜଣ ମହିଳାଙ୍କ ମୃତଦେହ ମିଳିଥିଲା, ଯାହା ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ହିଂସାର ଶିକାର ହୋଇଥିବା ଜଣାପଡିଛି ଏବଂ କେତେକ…

ଟମକା-ମଙ୍ଗଳପୁର ରାସ୍ତା କାର୍ଯ୍ୟରେ ଶିଶୁ ଶ୍ରମିକ

କାଳିଆପାଣି,୧୧ା୫(ଡି.ଏନ.ଏ.): ଟମକା-ମଙ୍ଗଳପୁର କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି। ମାତ୍ର ଏହି କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଛି। ଟମକା-ମଙ୍ଗଳପୁର ରାସ୍ତାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ବେଦାନ୍ତ ଫେକର-କଲରଙ୍ଗୀ ଖଣି ଗେଟ୍‌ ସମ୍ମୁଖରୁ ଟାଟା ପାଚେରି ପର୍ଯ୍ୟନ୍ତ ଜଣେ ଠିକାଦାର…

କୁପୋଷଣର ଶିକାର ହେଉଛନ୍ତି ଶିଶୁ

ଯୋଡ଼ା,୧୧ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବଡ଼ କାଳିମାଟି ପଞ୍ଚାୟତ ଅଧୀନରେ ଥିବା ପୀଢ଼ପୋଖରୀ ଗାଁ ସରକାରୀ ଅବହେଳାର ଶିକାର ହୋଇଛି। ଏହି ଗାଁର ଅଧିକାଂଶ ଲୋକ ଦାରିଦ୍ର୍ୟ ସୀମାରେଖା ମଧ୍ୟରେ କାଳାତିପାତ କରୁଛନ୍ତି। ବ୍ଲକ୍‌ଠାରୁ ସ୍ବଳ୍ପ ଦୂରରେ ଏହି ଗାଁ…

ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ଅଳିଆଗଦା

ଭୋଗରାଇ,୧୧ା୫(ଡି.ଏନ. ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର ବଜାରରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ମଦ ବୋତଲ ଓ ପ୍ଲାଷ୍ଟିକ ଜରି ଗଦା ହୋଇରହିଛି। ଏହା ଓଡ଼ିଆ ଜାତି ପ୍ରତି ଅସମ୍ମାନ ଓ କୁଠାରଘାତ ସଦୃଶ ବୋଲି ବୁଦ୍ଧିଜୀବୀମାନେ…

ଚାଇନାର ଆତଙ୍କବାଦୀ ପ୍ରେମ: ରୌଫଙ୍କୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଭାରତର ପ୍ରସ୍ତାବ ନେଇ ଉଠାଇଲା ଆପତ୍ତି…

ବେଙ୍ଗାଲୁରୁ,୧୧।୫ : ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରୌଫ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରିବାକୁ ଭାରତର ପ୍ରସ୍ତାବକୁ ଚାଇନା ବିରୋଧ କରିଛି। ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଫୋରମମରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଦେଇଥିବା ପ୍ରତିଶ୍ରୁତି ଚାଇନା ଭୁଲିଯାଇଛି। ରୌଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri