Home

ସଫଳତା ପଥେ ଜିନୁ

ପ୍ରଥମେ ଥିଏଟର ତା’ପରେ ଧାରାବାହିକ। ବାସ୍‌, ସେଇଠୁ ହିଁ ସେ ଅଭିନୟକୁ ପେସା କରିବାକୁ ମନସ୍ଥ କରିନେଇଥିଲେ। ୨୦୦୮ରେ ସେ ପାଦ ଥାପିଥିଲେ ଜଲିଉଡ୍‌ରେ। ଏହି ଅଭିନେତା ଜଣକ ହେଉଛନ୍ତି ଜିନୁ। ବର୍ତ୍ତମାନ ଅପେରା ସ୍ବର୍ଣ୍ଣମହଲରେ ନିଜ କ୍ୟାରିୟରକୁ ଆଗେଇ ନେଉଛନ୍ତି।…

ମୋହନା ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଆର.ଉଦୟଗିରି,୩୦ା୩(ଡି.ଏନ.ଏ.): ମୋହନା ଗ୍ରାମରେ ଥିବା ମୁଖ୍ୟ ବଜାର ଓ ସାହିଗୁଡ଼ିକରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ମୋହନା ସଦର ମହକୁମା ହୋଇଥିଲେ ମଧ୍ୟ ଡ୍ରେନେଜ ବ୍ୟବସ୍ଥା ନାହିଁ। ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ବର୍ଷା ହେଲେ ଡ୍ରେନ୍‌ର ପାଣି ରାସ୍ତାରେ…

ତାଟିପାଟି ଗ୍ରାମ୍ୟ ରାସ୍ତା ଶୋଚନୀୟ

ପାରଳାଖେମୁଣ୍ଡି,୩୦ା୩(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଗ୍ରାମ୍ୟ ରାସ୍ତାଟି ଦୀର୍ଘ ବର୍ଷ ଧରି ଏପରି ଅବସ୍ଥାରେ ପଡି ରହୁଥିବା ଏବଂ ରାସ୍ତା ନିର୍ମାଣ କରାଯାଉଥିଲେ ମଧ୍ୟ ନିମ୍ନମାନର କାମ…

ରାମନବମୀରେ ମନ୍ଦିରରେ ଲାଗିଲା ଭୀଷଣ ନିଆଁ

ହାଇଦ୍ରାବାଦ୍‌,୩୦।୩: ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଭେନୁଗୋପାଲା ସ୍ବାମୀ ମନ୍ଦିରରେ ରାମନବମୀ ଉତ୍ସବ ସମୟରେ ଅଗ୍ନିକାଣ୍ଡ ଘଟିଛି। ରାମନବମୀ ପାଳନ ପାଇଁ ମନ୍ଦିରରେ ଏକ ପେଣ୍ଡାଲ ଲଗାଯାଇଥିଲା। ଏହି ସମୟରେ ସେଠାରେ ଶର୍ଟସର୍କିଟ ଯୋଗୁ ଏହି ପେଣ୍ଡାଲରେ ନିଆଁ ଲାଗିଯାଇଥିଲା। କିଛି…

ସ୍କାନରରେ ୨୫୦ ଶିକ୍ଷକଙ୍କ ଜାଲ୍‌ ପ୍ରମାଣପତ୍ର

ଛତ୍ରପୁର,୩୦ା୩(ଡି.ଏନ.ଏ): ଗଞ୍ଜାମ ଜିଲାରେ ଜାଲ୍‌ ଶିକ୍ଷାଗତଠାରୁ ଆରମ୍ଭ କରି ଜାତିଗତ ଓ ବିଭିନ୍ନ ପ୍ରମାଣପତ୍ର ଦାଖଲ କରି ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଏନେଇ ଦୀର୍ଘ ବର୍ଷ ପୂର୍ବରୁ ଖୋଳତାଡ ଚାଲିଥିବାବେଳେ ତଦନ୍ତର ଶିଥିଳତା ଯୋଗୁଁ ଏହାର ସୁଫଳ ମିଳିପାରୁନି। ବିଭିନ୍ନ ଅଭିଯୋଗକୁ…

‘ଦିଦି ନଂ-୧’ରେ ସ୍ବାମୀ-ସ୍ତ୍ରୀର ପରିଭାଷା

ଜୀ-ସାର୍ଥକର ବିବାହ ମହୋତ୍ସବ ଧାରାରେ ସାମିଲ ହୋଇଛି ଅନ୍ୟତମ ଲୋକାପ୍ରିୟ ରିଆଲିଟି ଶୋ’ ‘ଦିଦି ନଂ-୧’ । ଏହି ସପ୍ତାହ ଦିଦି ନଂ-୧ରେ ଦିଦିମାନେ ସେମାନଙ୍କର ବୈବାହିକ ଜୀବନର ତିକ୍ତ-ମଧୁର ସମ୍ପର୍କ ବିଷୟରେ ଆଲୋଚନା କରୁଛନ୍ତି। ନିଜର ସ୍ବତନ୍ତ୍ର ଦିନର ସ୍ମୃତି…

ସମ୍ବିତ କୁମାରଙ୍କ ଆକଳନ

ସମ୍ବିତ କୁମାର ନିଜ ଅଭିନୀତ ତଥା ନିକଟରେ ରିଲିଜ୍‌ ହୋଇ ସଫଳତା ହାସଲ କରିଥିବା ଓଡ଼ିଆ ଫିଲ୍ମ ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’କୁ ନେଇ ଯାହା ଆକଳନ କରିଥିଲେ ତାହା ସତ ହୋଇଛି। ଏ ନେଇ ସମ୍ବିତ କହନ୍ତି, ‘ଏହି ସିନେମାର…

ହଳଦିଆ ତରଭୁଜର ଚାହିଦା ବଢୁଛି

ନୂଆପଡ଼ା ଅଫିସ,୩୦।୩:ନୂଆପଡା ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ଭେରାକାଲା ଗ୍ରାମର ଏକ ପରିବାର ପନିପରିବା ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି। ଉକ୍ତ ଗ୍ରାମର ଭୁକୁରାମ ପଟେଲଙ୍କ ସ୍ତ୍ରୀ ଜବତିନବାଇ ପଟେଲ ଏବଂ ତାଙ୍କ ୨…

ପ୍ରିୟେ ତୁ ମୋ ସିଏ

ଓଡ଼ିଆ ସିନେମା ‘ପ୍ରିୟେ ତୁ ମୋ ସିଏ’ ଆସନ୍ତା ମାସରେ ପରଦା ଉପରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲିଡ୍‌ ରୋଲ୍‌ରେ ଅମ୍ଳାନ ଅଭିନୟ କରିଥିବା ବେଳେ ତାଙ୍କ ସହ ପ୍ରଥମ ଥର ପାଇଁ ଦେଖାଦେବେ…

ଖଲିସ୍ତାନ ହିଂସା ମାମଲାରେ ୩ ଗିରଫ

ମେଲବୋର୍ନ,୩୦ା୩: ମେଲବୋର୍ନ ଇଷ୍ଟ ନେବରିଂ ପୋଲିସ ଟିମ୍‌ ୩ ଜଣଙ୍କୁ ଗିରଫ କରିଥିବା ଗୁରୁବାର ସୂଚନା ଦେଇଛି। ଜାନୁୟାରୀ ୨୯ରେ ଫେଡେରେଶନ ସ୍କୋୟାରରେ ଚାଲିଥିବା ଖଲିସ୍ତାନ ଉପନିର୍ବାଚନ କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତ ଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।…

ରାମନବମୀରେ ବଡ଼ ଦୁର୍ଘଟଣା: ଭୁଶୁଡିଲା ମନ୍ଦିର କୂଅ ଛାତ

ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଏକ ବଡ ଦୁର୍ଘଟଣା ଘଟିଛି। ସ୍ନେହା ନଗର ନିକଟସ୍ଥ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଛାତ ଭୁଶୁଡି ପଡିଛି। ଫଳରେ ୨୫ରୁ ଅଧିକ ଭକ୍ତ  କୂଅ ଭିତରେ ଫସି ରହିଛନ୍ତି।…

ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍‌ସ୍କ୍ରିପ୍‌ଶନ ମଡେଲ ଲଞ୍ଚ୍‌ କରିଛି। ଆମେରିକାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍‌ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍‌ ସଂସ୍କରଣ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri