Home

ତୃତୀୟ ସାମ୍ମୁଖ୍ୟ ‘ଯିବେ ନ ଯିବେ’

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଦାପି ନିଜ ଆଭିମୁଖ୍ୟ ବଦଳାଇବେ ନାହିଁ। ମନ୍ମଥ ନାଥ ଦାସଙ୍କ ଭଳି ଜଣେ ବିଶିଷ୍ଟ ଐତିହାସିକଙ୍କୁ ରାଜ୍ୟ ସଭା ନିର୍ବାଚନରେ ବିଜେଡି ସମର୍ଥନ କରି ନ ଥିଲା। ହେଲେ ନିକଟରେ ଭାଜପା ରାଜ୍ୟ ସଭା…

ଜନସଂଖ୍ୟା ପରିବର୍ତ୍ତନରେ ପରିବାର

ଅନ୍ତର୍ଜାତୀୟ ପରିବାର ଦିବସ ପ୍ରତିବର୍ଷ ୧୫ ମେ’ ରେ ପାଳନ କରାଯାଇଥାଏ। ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦ ସେପ୍ଟେମ୍ବର ୧୯୯୩ରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ସେଥିରେ ଏହି ଦିବସ ପାଳନ ପାଇଁ ପରିବାରଗୁଡ଼ିକ ପ୍ରତି ଅନ୍ତର୍ଜାତୀୟ ସମ୍ପ୍ରଦାୟର ଗୁରୁତ୍ୱକୁ…

ଗଛକାଟି ରାସ୍ତା ଅବରୋଧ କଲେ ମାଓବାଦୀ

ରାୟଗଡ଼ା/ଚନ୍ଦ୍ରପୁର,୧୫ା୫(ସ୍ବ.ପ୍ର.): ମାଓବାଦୀ ବନ୍ଦ ଡାକରା ସ୍ବରୂପ ଗଛ କାଟି ରାସ୍ତା ଅବରୋଧ ସହ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ମାଓବାଦୀଙ୍କ ଦାରା ରିଲିଜ ହୋଇଥିବା ଅଡିଓ ଟ୍ୟାପ୍‌ ମୁତାବକ ସୋମବାର ଏହି ବନ୍ଦ ପାଳନ ଆହ୍ବାନ ଦିଆଯାଇଥିଲା। ମାଓବାଦୀ ଦ୍ୱାରା…

ଆଜିଠାରୁ ଦୁବାଇକୁ ସିଧାସଳଖ ବିମାନ ଯାତ୍ରା

ଭୁବନେଶ୍ୱର, ୧୫।୫(ବ୍ୟୁରୋ): ସୋମବାରଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏଥିପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସନ୍ଧ୍ୟା ୬ଟା ୪୫ରେ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇ ଅଭିମୁଖେ ଉଡ଼ାଣ ଭରିବ। ୧୮୦…

ଓଡ଼ିଶାରେ ୨୦ ଦେଶର ପ୍ରତିନିଧି

ଭୁବନେଶ୍ୱର, ୧୫।୫ (ବ୍ୟୁରୋ): ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଏହି ବୈଠକରେ ୪ଟି ପ୍ରାଥମିକତା କ୍ଷେତ୍ର…

ସିବିଏସ୍‌ଇ ୧୦ମ ଶ୍ରେଣୀ: ୯୫% ନମ୍ବର ରଖିଲେ ଏସିଡ୍‌ ପୀଡ଼ିତା କାଫି

ଚଣ୍ଡିଗଡ଼, ୧୫।୫: ଚଣ୍ଡିଗଡର ଦୃଷ୍ଟିବାଧିତା କାଫି ସିବିଏସ୍‌ଇ ୧୦ମ ଶ୍ରେଣୀ ପରୀକ୍ଷାରେ ୯୫.୨% ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। କାଫି ଏବେ ପାଲଟିଛନ୍ତି ଅନେକ ପିଲାଙ୍କ ପାଇଁ ପ୍ରେରଣା। ରେଜଲ୍ଟକୁ ନେଇ କାଫିଙ୍କ ସମେତ ତାଙ୍କ ପରିବାର ବେଶ୍‌ ଖୁସି ଅଛନ୍ତି।…

ନୀଳରକ୍ତରୁ ଦାମୀ ଔଷଧ, କଙ୍କଡ଼ା ବିଲୁପ୍ତପ୍ରାୟ

ବାଲେଶ୍ୱର ଅଫିସ,୧୫।୫:ଜଳଜୀବ ଉପକାରୀ କଙ୍କଡ଼ା (ନୀଳରକ୍ତ କଙ୍କଡ଼ା) କେବଳ ଆମେରିକା ଓ ଏସିଆ ମହାଦେଶରେ ହିଁ ଦେଖିବାକୁ ମିଳିଥାନ୍ତି। ଏହା ୪ପ୍ରଜାତିର ହୋଇଥିବାବେଳେ ଭାରତରେ ଦୁଇ ପ୍ରଜାତିର ଦେଖାଯାଇଥାନ୍ତି। ବିଶେଷକରି ନୀଳରକ୍ତ କଙ୍କଡ଼ା ବଙ୍ଗୋପସାଗର ଉପକୂଳରେ ବିଶେଷଭାବେ ଦେଖିବାକୁ ମିଳିଥାଏ। ନଦୀ…

ଅମିତାଭଙ୍କ ସହ ସନ୍ଧ୍ୟା କାଟିବା ପାଇଁ ଚାହୁଁଥିଲେ ରେଖା, ହାତରୁ ଚାଲିଯାଇଥିଲା ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡ଼ିକୁ କିଏ ବା ନ ଜାଣେ। ‘ମୁକଦ୍ଦର କା ସିକନ୍ଦର’ରୁ ‘ସିଲସିଲା’ ପର୍ଯ୍ୟନ୍ତ ଏହି ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହି ଯୋଡ଼ିଙ୍କ ଫିଲ୍ମ ଆସିବା ମାତ୍ରେ ବକ୍ସ ଅଫିସରେ…

ଭୋକରେ ରହି ଯୀଶୁଙ୍କୁ ଭେଟିବା ପାଇଁ ଜୀବନ ଦେଇଥିଲେ ୨୦୧ ଲୋକ, ୬୦୦ ଏବେ ବି ନିଖୋଜ…

ନାଇରୋବି,୧୫।୫ : କେନିଆରେ ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ନିଜ ଜୀବନ ଦେଇଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଶନିବାର ଶାଖୋଲା ଜଙ୍ଗଲରେ ଆଉ ୨୨ ଟି ମୃତଦେହ ମିଳିଥିଲା। ଏପର୍ଯ୍ୟନ୍ତ ୨୦୧ ଟି ମୃତଦେହ ମିଳିଛି। ୬୦୦ ଲୋକ ନିଖୋଜ…

ଆଜିଠୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ରାଜ୍ୟରେ ପୁଣି ତାପମାତ୍ରା ବଢ଼ି ଚାଲିଛି। ରବିବାର ୧୪ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନାରେ, ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗୀରରେ…

ଚେନ୍ନାଇକୁ ହରାଇ କୋଲକାତାର ଷଷ୍ଠ ବିଜୟ

ଚେନ୍ନାଇ,୧୪ା୫: ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲ୍‌ର ୬୧ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୬ ଉଇକେଟରେ ବିଜୟୀ ହୋଇଛି। ଏହି ବିଜୟ ସହ କୋଲକାତା ୬ଟି ମ୍ୟାଚ୍‌ରେ ବିଜୟୀ ହୋଇ ୧୨ ପଏଣ୍ଟ ପାଇଛି। ଅଧିନାୟକ ମହେନ୍ଦ୍ର…

ରୁଷିଆ-ଚାଇନାର ନୋ ଲିମିଟ୍‌ ଚୁକ୍ତି ପୃଥିବୀ ପାଇଁ ଆଣିବ ବିପଦ: ଜାପାନ…

ମସ୍କୋ/ବେଜିଂ,୧୪।୫ : ୟୁକ୍ରେନରେ ଚାଲିଥିବା ମହାଯୁଦ୍ଧ ସମୟରେ ରୁଷିଆ ଏବଂ ଚାଇନା ପରସ୍ପରର ଅତି ନିକଟତର ହୋଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ଯଥେଷ୍ଟ ବୃଦ୍ଧି ପାଇଛି। ଏହି କାରଣରୁ କେବଳ ୟୁରୋପ ନୁହେଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri