Home

କଲ୍ୟାଣର ‘ଟେମ୍ପଲ ଜୁଏଲେରି କଲେକ୍ସନ’

ନୂଆଦିଲ୍ଲୀ,୧୫।୫: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସର ଆକର୍ଷଣୀୟ ଓ ସୂକ୍ଷ୍ମ କାରିଗରିର ଏକ ଅପୂର୍ବ ଡିଜାଇନ ‘ଟେମ୍ପଲ ଜୁଏଲେରି’ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ‘ଟେମ୍ପଲ ଜୁଏଲେରି’ ହେଉଛି ଏକ ଆକର୍ଷଣୀୟ ଓ ସୂକ୍ଷ୍ମ ଷ୍ଟାଇଲ୍‌ର…

ଲୋକସମ୍ବଳ ବିନିଯୋଗରେ ଦାଦନ ସମସ୍ୟା ହଟିବ

କେନ୍ଦ୍ରାପଡ଼ା ଅଫିସ, ୧୫ା୫: ରାଜ୍ୟ ସରକାର ଓଡ଼ିଶାକୁ ୧୩ରୁ ୩୦ ଜିଲା କଲେ। ଅବିଭକ୍ତ କଟକ ଜିଲାରୁ କେନ୍ଦ୍ରାପଡ଼ା ୧୯୯୩ ମସିହା ଏପ୍ରିଲରେ ସ୍ବତନ୍ତ୍ର ମାନ୍ୟତା ମିଳିଲା। ତେବେ ଏହି ଜିଲା ମାନ୍ୟତା ପରେ ସବୁ କିଛି ଠିକ୍‌ଠାକ୍‌ ଚାଲିନାହିଁ। ସ୍ବାଧୀନତାର…

ଆଜି ସରିବ ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍‌ ଏକ୍ସପୋ

ଭୁବନେଶ୍ୱର,୧୫।୫: ଚଳିତବର୍ଷର ଗ୍ରୀଷ୍ମ (ଖରାଦିନ) ଏବଂ ବିବାହ ଋତୁ ଉପଲକ୍ଷେ ୨୦୨୩ ଏପ୍ରିଲ ୨ୟ ସପ୍ତାହରୁ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଶୁଭାରମ୍ଭ ହୋଇଥିବା ଟ୍ରାଡିଶନାଲ ହ୍ୟାଣ୍ଡଲୁମ୍‌ ଏକ୍ସପୋ ସୋମବାର ଶେଷ ହେଉଛି। ବିଶେଷକରି ଗ୍ରୀଷ୍ମପ୍ରବାହ ଓ ବିବାହ ଋତୁ ଉଭୟ ଗ୍ରାହକ…

ଯୁଦ୍ଧଜାହାଜରୁ ବ୍ରହ୍ମୋସ୍‌ ମିଶାଇଲ ପରୀକ୍ଷା

ନୂଆଦିଲ୍ଲୀ, ୧୫।୫: ନୌସେନାର ଫ୍ରଣ୍ଟଲାଇନ୍‌ ଗାଇଡେଡ୍‌ ମିଶାଇଲ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ମୋର୍ମୁଗାଓରୁ ବ୍ରହ୍ମୋସ୍‌ ସୁରପସୋନିକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି। ଜାହାଜ ଏବଂ ଅସ୍ତ୍ର ଦୁଇଟିଯାକ ଭାରତରେ ନିର୍ମାଣ କରାଯାଇଥିବାବେଳେ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଏହା ଆଉ ଏକ ସଫଳତା।…

ଦେଶରେ ଶୀଘ୍ର ଲାଗୁ ହେବ ୟୁସିସି: ବିଶ୍ୱଶର୍ମା

ହାଇଦ୍ରାବାଦ,୧୫ା୫: ଭାରତରେ ଶୀଘ୍ର ସମାନ ଦଓ୍ବୋନୀ ସଂହିତା (ୟୁସିସି) ଲାଗୁ ହେବ। ଏଥିସହ ବହୁ ବିବାହ ପ୍ରଥା ମଧ୍ୟ ଉଚ୍ଛେଦ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର ସୂଚନା ଦେଇଛନ୍ତି। ତେଲଙ୍ଗାନା ଭାଜପା ସଭାପତି ତଥା ଲୋକ ସଭା…

ବିଷାକ୍ତ ମଦ ପିଇ ୧୦ ମୃତ

ଭିଲୁପୁରମ୍‌, ୧୫।୫: ତାମିଲନାଡ଼ୁ ମାରାକାନମସ୍ଥିତ ଇକିୟାର୍କୁପ୍ପାମ ଓ ଚେଙ୍ଗେଲପେଟ୍‌ରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୩୩ରୁ ଊଦ୍ଧର୍‌ବ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ୪ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା…

୧୦୦ କୋଟି କ୍ଲବରେ ‘ଦି କେରଲା ଷ୍ଟୋରି’

ମୁମ୍ବାଇ: ବିବାଦୀୟ ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ ହେବାର ୯ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୨.୯୯ କୋଟି ଟଙ୍କା ଆୟ କରିସାରିଲାଣି। ପ୍ରଯୋଜନା ସଂସ୍ଥା ସନ୍‌ଶାଇନ୍‌ ପିକ୍ଚର୍ସ ପକ୍ଷରୁ ରବିବାର ଏନେଇ ସୂଚନା ଦିଆଯାଇଛି। କେବଳ ଶନିବାର ଏହି…

ସମସ୍ୟାଘେରରେ ବେତ କାରିଗର

କାଏମା,୧୫ା୫(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ମିର୍ଜାପୁର ପଞ୍ଚାୟତ କଣ୍ଟାବଣିଆ ଗାଁର ବେତ କାରିଗର ଏବେ ସମସ୍ୟାଘେରରେ। ଏହି ଗାଁରେ ପାଖାପାଖି ୪୦ରୁ ଊର୍ଦ୍ଧ୍ୱ ପରିବାର ବେତରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ତାହାକୁ ବିକ୍ରି କରି ପରିବାର ଗୁଜରାଣ…

କ୍ଷମା ମାଗିଲେ ନଭାଦ ଲାପିଡ୍‌

ନୂଆଦିଲ୍ଲୀ: ବିବେକ ଅଗ୍ନିହୋତ୍ରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ଗତବର୍ଷ ଏକ ପ୍ରୋପାଗଣ୍ଡା, ଅଶ୍ଳୀଳ ସିନେମା ଭାବେ ଅଭିହିତ କରି ବିବାଦୀୟ ହୋଇଥିବା ଇସ୍ରାଏଲୀ ପ୍ରଯୋଜକ ନଭାଦ ଲାପିଡ୍‌ ନିଜ ମନ୍ତବ୍ୟ ପାଇଁ ରବିବାର କ୍ଷମା ମାଗିଛନ୍ତି। ନଭାଦ କହିଛନ୍ତି,…

ମୁଖ୍ୟମନ୍ତ୍ରୀ ବଛା ଚାଲିଛି, ୧୮ରେ ଶପଥ

ବେଙ୍ଗାଲୁରୁ,୧୫ା୫: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ନିଷ୍ପତ୍ତି ନେବେ। ନୂଆ ନେତା ଚୟନ ପାଇଁ ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ବସିଥିବା କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକ ଏଥିପାଇଁ ସର୍ବସମ୍ମତିକ୍ରମେ ଖାର୍ଗେଙ୍କୁ…

ଆଜି ବିଧାୟିକା ଭାବେ ଶପଥ ନେବେ ଦୀପାଳି

ଭୁବନେଶ୍ବର,୧୫ା୫(ବ୍ୟୁରୋ): ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ ରବିବାର ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଝାରସୁଗୁଡ଼ା ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ଦୀପାଳିଙ୍କୁ ନବୀନ…

୧୪ ଏସ୍‌ଡିସି ଶୁଭାରମ୍ଭ ନେଇ ରାଜନୀତି

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୪ ଜିଲାରେ ନୂତନ ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ୯ଟି ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ହୋଇଥିଲା। ଏବେ ମୋଟ୍‌ ୨୩ ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri