Home

ଏହି ଜିଲାରେ କାଲିଠୁ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର, ପିଲାଙ୍କ ଘରକୁ ଶୁଖିଲା ଖାଦ୍ୟ….

ଭଦ୍ରକ,୨୦ା୫: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗରମ ସାଙ୍ଗକୁ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାରେ ଅଙ୍ଗନବାଡ଼ି କେନ୍ଦ୍ର…

ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍‌ ଗଲେ

ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ ପ୍ରାୟ ସାଢେ ୧୦ ଟାରେ ବିଜୟ ଗ୍ରାମ ନିକଟ କୁଟି ପୋଖରୀକୁ ଗାଧୋଇବା…

ମୋଦି ମେଲୋନିକୁ ମେଲୋଡି ଉପହାର ଦେବା ପରେ ଏଭଳି କହିଲା ଚକୋଲେଟ କମ୍ପାନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଏକ ସ୍ୱତନ୍ତ୍ର ଉପହାର ସ୍ୱରୂପ ‘ମେଲୋଡି’ ଟଫି ପ୍ରଦାନ କରିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏବେ, ମେଲୋଡି ତିଆରି କରୁଥିବା…

୧୦ ଲକ୍ଷ ଟଙ୍କାର ତାର ଚୋରି କରି ୫ ବନ୍ଧାହେଲେ, ସୂଚନା ଦେଇ ଏସ୍‌ପି କହିଲେ…

କେସିଙ୍ଗା,୨୦ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବେଦାନ୍ତ ପମ୍ପ୍‌ ହାଉସ୍‌ରୁ ଗତ ୧୫ ତାରିଖରେ ତମ୍ବାତାର ଚୋରି ହୋଇଥିଲା। ଏ ନେଇ ବେଦାନ୍ତର ସାଇଟ୍‌ ଇନ୍‌ଚାର୍ଜ ଯଶୋବନ୍ତ ନନ୍ଦ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କେସିଙ୍ଗା…

ବାୟୁସେନାର ଟ୍ରେନିଂ ବିମାନ କ୍ରାଶ, ୨ ପାଇଲଟ୍…

ଇସଲାମବାଦ,୨୦ା୫: ମିଆଁୱାଲି ନିକଟରେ ପାକିସ୍ତାନ ବାୟୁସେନାର ଏକ ବିମାନ କ୍ରାଶ ହୋଇଛି । ଜିସେହଙ୍ଗଡୁ K-8 ଟ୍ରେନିଂ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଦୁର୍ଘଟଣା ପୂର୍ବରୁ, ଉଭୟ ପାଇଲଟ୍ ପାରାଚ୍ୟୁଟ ମାଧ୍ୟମରେ ବିମାନରୁ ବାହାରି ସୁରକ୍ଷିତ ଭାବରେ ବାହାରି…

ଥରକେ ୮ କର୍ମଚାରୀଙ୍କୁ ଛଟେଇ କଲା ମେଟା! ଶୋଇଥିବା ବେଳେ ପଠାଇଲା ମେଲ୍, ଛାନିଆ କର୍ମଚାରୀ

ନୂଆଦିଲ୍ଲୀ,୨୦ା୫: ଆଜିର ସମୟରେ, ମଣିଷକୁ ସାହାଯ୍ୟ କରିବା ପାଇଁ ଯେଉଁ ପ୍ରଯୁକ୍ତିବିଦ୍ୟା ତିଆରି କରାଯାଇଥିଲା ତାହା ଏବେ ଅନେକଙ୍କ ଚାକିରି ପାଇଁ ବିପଦ ପାଲଟିଛି । ଆମାଜନ, ଆଇବିଏମ ଏବଂ ଇନଫୋସିସ ଭଳି ପ୍ରମୁଖ କମ୍ପାନୀଗୁଡ଼ିକ ପରେ, ମେଟା ମଧ୍ୟ ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ବିଏଲ୍‌ଓ ସୁପରଭାଇଜରଙ୍କ ସମେତ ଚାଲିଗଲା ୨ ଜୀବନ

ଛତ୍ରପୁର,୨୦ା୫(ଦିଲ୍ଲୀପ ସାମଲ): ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି। ଗଞ୍ଜାମ ଥାନା ଅଧିନସ୍ଥ ବିରିପୁର ଗ୍ରାମ ନିକଟରେ ସ୍କୁଟି ସହିତ ବାଇକ୍‌ ମୁହାଁମୁହିଁ ହୋଇଥିଲା। ମୃତକମାନେ ହେଲେ ହଂସପୁର ଗ୍ରାମର ରଘୁନାଥ ପ୍ରଧାନ ଓ ହୁମ୍ବର ଗ୍ରାମର ଯୋଗେନ୍ଦ୍ର ଦାଶ।…

ମାଲାମାଲ ହେଲେ ଜାହ୍ନବୀ: ‘ପେଡ୍ଡି’ ପାଇଁ ମିଳିଲା…

ଦକ୍ଷିଣ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମ ‘ପେଡ୍ଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସ୍ପୋଟର୍‌ସ ଆକ୍ସନ-ଡ୍ରାମାରେ ସେ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ନଜର ଆସିବେ। ଏହା ସେମାନଙ୍କର ପ୍ରଥମ ଫିଲ୍ମ। ଉଭୟଙ୍କ ଯୋଡିକୁ ଦେଖିବାକୁ ଦର୍ଶକମାନେ ଉତ୍ସାହର…

ଅଜବ ପ୍ରେମ କାହାଣୀ: ବନ୍ଧୁତା ବଜାୟ ରଖିବାକୁ ନେଲେ ୩ ସାଙ୍ଗ ନେଲେ ଏମିତି ନିଷ୍ପତ୍ତି,ଜାଣିଲେ…

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ବିବାହକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖି ୟୁଜର୍ସମାନେ କହିଛନ୍ତି ୟାକୁ ହିଁ କୁହନ୍ତି ବନ୍ଧୁତା। ଆପଣ ବନ୍ଧୁମାନଙ୍କୁ ବ୍ୟବସାୟରେ ଶେୟାର କରୁଥିବା ଦେଖିଥିବେ କିମ୍ବା ଏକାଠି ବିଶ୍ୱ ଭ୍ରମଣ କରିବାର ଦେଖିଥିବେ, କିନ୍ତୁ…

ଜୀବନରେ ସବୁବେଳେ ଏହି ୪ ପ୍ରକାର ଲୋକଙ୍କଠାରୁ ଦୂରେଇ ରହିବା ଉଚିତ୍‌, ନଚେତ୍‌…

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ କୌଟିଲ୍ୟଙ୍କ କୃତୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏହା ଜୀବନର ନୈତିକ ଶିକ୍ଷା, ପ୍ରତ୍ୟେକଙ୍କ ପାଇଁ ଏବଂ ପ୍ରତ୍ୟେକ ଯୁଗରେ ଉପଯୋଗୀ। ଏହି କାରଣରୁ ତାଙ୍କ ବାଣୀ, ଶିକ୍ଷା ଏବଂ ନୀତି…

ହତ୍ୟା ନା ଆତ୍ମହତ୍ୟା: ମଡେଲ ଟ୍ବିଶା ଶର୍ମାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ସାଂଘାତିକ ଖୁଲାସା

ଭୋପାଳ,୨୦।୫: ଭୋପାଳରେ ମଡେଲ ଟ୍ବିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଏମ୍ସ ଭୋପାଳର ରିପୋର୍ଟ ନିଶ୍ଚିତ କରିଛି ଯେ, ଟ୍ବିଶାଙ୍କ ମୃତ୍ୟୁ ଫାଶୀ ଦେବା ଯୋଗୁ ହୋଇଥିଲା। ତାଙ୍କର…

ଭୟାବହ ସଡ଼କ ଦୁର୍ଘଟଣା: ଜିଲା ବିଜେଡି ସଭାପତି ଗୁରୁତର

ଲୋଇସିଂହା,୨୦।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥର ସାଲେଭଟା ନିକଟରେ ଗତ ବିଳମ୍ବିତ ରାତିରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ସୁବର୍ଣ୍ଣପୁର ଜିଲା ବିଜେଡି ସଭାପତି ସରୋଜ କମ୍ପ ଗୁରୁତର ଆହତ ହୋଇଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?