Home

ନାବାଳିକାଙ୍କୁ ଅପହରଣ କରି ନେଇ ଶାରୀରିକ ସମ୍ପର୍କ ରଖିଲେ ଯୁବକ: ଜଣାପଡ଼ିବା ପରେ…

ଦେବଗଡ,୨୦।୫(ଶଶାଙ୍କ ଶେଖର ଝାଙ୍କର)ନାବାଳିକା ପ୍ରେମିକାଙ୍କୁ ଅପହରଣ ଓ ଶାରିରୀକ ସମ୍ପର୍କ ସ୍ଥାପନ ମାମଲାରେ ରିଆମାଳ ଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତ ପ୍ରେମିକ ଗୁଣ୍ଡିଆପାଲି ଗ୍ରାମର ଲିକୁନ ବଣିଚୂଳ (୨୨)କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ…

ଘରକୁ ଫେରୁଥିଲେ ମାଧବ, ଧକ୍କା ଦେଲା ଅଜଣା ଗାଡ଼ି: ଆଉ ତା’ପରେ…

କେସିଙ୍ଗା,୨୦।୫(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ପରଲସିଙ୍ଗା ଗ୍ରାମର ମାଧବ ମହଲା (୨୮) ଷୋହଳ ପ୍ରହରୀ ଦେଖିବାକୁ ଗତକାଲି ସନ୍ଧ୍ୟାରେ କେସିଙ୍ଗା ଗୌନ୍ତିଆ ପଡାକୁ ଯାଇଥିଲା। ପ୍ରହରୀ ଦେଖି ନିଜ ଗ୍ରାମକୁ ଏକ ମୋଟର ସାଇକେଲ (ନ-ଓ.ଆର.୦୮ଏଫ.୭୩୭୦) ଯୋଗେ ନିଜ…

ରୋମରେ ମେଲୋନିଙ୍କ ସହ ଡିନର କଲେ ମୋଦି: ଗୋଟିଏ କାର୍‌ରେ ବସି…

ରୋମ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାଞ୍ଚ-ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟ ଇଟାଲୀରେ ପହଞ୍ଚିଛନ୍ତି। ସେ ରୋମରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ସାକ୍ଷାତ କରିଥିଲେ। ଉଭୟ ଏକାଠି ଡିନର କରିଥିଲେ। ଏହା ପରେ ଦୁଇ ନେତା କଲୋସିୟମ ପରିଦର୍ଶନ…

IPLରେ ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି କୋହଲି, ଜାଣନ୍ତୁ କେତେ

ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ ଖେଳାଳିମାନଙ୍କଠାରୁ ଯଥେଷ୍ଟ ଅଧିକ। ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କର ମୋଟ ଆୟ ପ୍ରାୟ ୨୩୦କୋଟି…

ପୁଣି ଏକ ବିଶ୍ୱରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ନୂଆଦିଲ୍ଲୀ,୨୯।୫: ବୈଭବ ସୂର୍ଯ୍ୟବଂଶୀ ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ୯୩ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ରାଜସ୍ଥାନ ରୟାଲ୍ସ ୫ ବଲ ବାକି ଥାଇ ୨୨୧ ରନର ଟାର୍ଗେଟକୁ ସଫଳତାର ହାସଲ କରିଥିଲା। ଏହି ଇନିଂସ ସହିତ ବୈଭବ ଏକ…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର ଶୋଇଥିବାବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଶୋଇଥିବା ବିଛଣାରେ…

ବସୁଧା ପ୍ରକଳ୍ପ ବନ୍ଦ: ବାରଣ ନଳକୂପ ପାଣିକୁ ବ୍ୟବହାର କରୁଛନ୍ତି କିଡ୍‌ନୀ ପ୍ରଭାବିତ ଗ୍ରାମବାସୀ

ଲୋଇସିଂହା,୨୦।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ କଦଳୀପାଲି ଗ୍ରାମର ବସୁଧା ପ୍ରକଳ୍ପ ଗତ ଦୁଇମାସ ହେବ ଚାଲୁନାହିଁ। ବିଦ୍ୟୁତ ସମସ୍ୟା ଯୋଗୁ ପ୍ରକଳ୍ପ ବନ୍ଦ ରହିଥିବାରୁ ପିଇବା ପାଣି ପାଇଁ ଗ୍ରାମବାସୀ ହଟହଟା ହେଉଛନ୍ତି ା ଜନସ୍ବାସ୍ଥ୍ୟ ବିଭାଗ…

ସ୍ତ୍ରୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କଲେ ସ୍ବାମୀ: ଆଉ ତା’ପରେ ଘଟିଲା…

ବାଲେଶ୍ୱର,୨୦ା୫(ବାଞ୍ଛାନିଧି ଦେ):ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ୍‌ ଅଭିଯୋଗରେ ବାଲେଶ୍ବର ଜିଲା ବାଲିଆପାଳ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନୁଯାୟୀ, ବିବାହ ପରେ ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ନେଇ ଜାମସେଦପୁର ଯାଇଥିଲେ। ସେଠାରେ ରହିବା…

ଭୋକ ମେଣ୍ଟାଇବାକୁ ଶିଶୁ ବିକ୍ରି କରୁଛନ୍ତି ଏହି ଦେଶର ଲୋକେ

ଘୋର,୨୦ା୫:ଆଫ୍‌ଗାନିସ୍ତାନରେ ଲୋକମାନଙ୍କ ଅର୍ଥନୈତିକ ସ୍ଥିତି ବିଗିଡ଼ିଗଲାଣି। କାମ ଧନ୍ଦା ମିଳୁ ନ ଥିବାରୁ ଲୋକମାନେ ଖାଇବାକୁ ପାଉନାହାନ୍ତି। ଅଧିକାଂଶଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଲାଣି। ସକାଳ ହେବା ମାତ୍ରେ, ଆଫଗାନିସ୍ତାନର ଘୋର ପ୍ରଦେଶର ରାଜଧାନୀ ଚାଘଚାରାନରେ ଲୋକମାନେ କାମ ପାଇଁ ପଡ଼ିଆରେ ଭିଡ଼…

ଭାଜପା ନେତାଙ୍କ ଅକାଳ ବିୟୋଗ: ଗାଧୁଆ ଘରେ ପଡ଼ିଯିବାରୁ…

ନୂଆପଡ଼ା,୨୦ା୫ (ମକାରୁ ବେମାଲ):ଭାଜପାର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଧରମବନ୍ଧା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓମ୍‌ ପ୍ରକାଶ କଲାରଙ୍କ ମଙ୍ଗଳବାର ଅକାଳ ବିୟୋଗ ଘଟିଛି। ତାଙ୍କୁ ୫୨ବର୍ଷ ହୋଇଥିଲା। ସୋମବାର ସକାଳେ ଗାଧୁଆ ଘରେ ପଡ଼ିଯିବାରୁ ତାଙ୍କ ମସ୍ତିଷ୍କରେ ଆଘାତ ଲାଗିଥିଲା। ଗୁରୁତର…

ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ: ମିଳୁନି ସରକାରୀ ସହାୟତା

ରିଆମାଳ ୨୦।୫( ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ ନାଉଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ତେଲିମୁଣ୍ଡା (ଫୁଲସରନାଳୀ) ଗ୍ରାମର ଗିରିଧାରି କିସାନ (୫୦) ଆଜିକୁ ୩ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି। ବର୍ତ୍ତମାନ ଅର୍ଥ…

ନିଶା ବିରୋଧରେ ଅଣ୍ଟା ଭିଡ଼ିଲେ ମହିଳା: ଅବକାରୀ-ପୋଲିସର ହାତ ଅପହଞ୍ଚ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ଉପରେ ରୋକ୍‌ ଲାଗି ପାରୁ ନାହିଁ। ଜିଲାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଗଳିକନ୍ଦିରେ ଅବାଧରେ ଏହି କାରବାର ଚାଲିଛି। ଚିରାଚରିତ ଢଙ୍ଗରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ବଛାବଛା କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?