Home

ପୋଲିସ-ଭାଜପା କର୍ମୀ ମୁହାଁମୁହିଁ: ତେଜିଲା ରାଜନୀତି

ଭୁବନେଶ୍ବର, ୧।୩(ବ୍ୟୁରୋ): ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଏବଂ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ବିଧାନସଭା ଘେରାଉ ହୋଇଥିଲା। ଏହି ସମୟରେ ପୋଲିସ ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ଫଳରେ ଲୋୟର ପିଏମ୍‌ଜି…

କର୍ମୀଙ୍କୁ ଚିଠି ଲେଖିଲେ ସଭାପତି

ଭୁବନେଶ୍ୱର,୧।୩(ବ୍ୟୁରୋ): ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ ହେବ। ଏ ନେଇ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜୁ ଜୟନ୍ତୀ ପାଳନ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି।…

ଭାଜପା ଗରିବଙ୍କ ହକ୍‌ ମାରି ଦେଉଛି: ସୁଲତା

ଭୁବନେଶ୍ୱର,୧।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ବିଜେଡି ରଣହୁଙ୍କାର ଦେଇଛି। ବିଧାନସଭାରେ ଏହାକୁ ନେଇ ବିଜେଡି ସଦସ୍ୟମାନେ କେନ୍ଦ୍ର ବିରୋଧରେ ପ୍ରତିବାଦ କରିଥିବା ବେଳେ ମଙ୍ଗଳବାର ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ରାଜଭବନ ଆଗରେ…

ଗ୍ରୀସରେ ବଡ ଧରଣର ଦୁର୍ଘଟଣା ଯାତ୍ରୀବାହି ଟ୍ରେନକୁ ଧକ୍କା ଦେଲା ମାଲଗାଡ଼ି, ୨୬ ମୃତ ୮୫ରୁ ଅଧିକ ଆହତ

ଏଥେନ୍ସ,୧ ।୩: ଗ୍ରୀସରୁ ଆସିଛି ଏକ ବଡ ଖବର । ଏଠାରେ ଦୁଇଟି ଟ୍ରେନ୍ ପରସ୍ପର ସହ ଧକ୍କା ହୋଇଛନ୍ତି । ଏଥିରେ ଏବେ ପର୍ଯ୍ୟନ୍ତ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି…

କାଉନ୍‌ସିଲର ପ୍ରାର୍ଥୀ ୫୦ ହଜାର, ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ୨ ଲକ୍ଷ ଖର୍ଚ୍ଚ ଅନୁମତି

ଭୁବନେଶ୍ୱର,୧।୩(ବ୍ୟୁରୋ): ଅତାବିରା ଓ ହିନ୍ଦୋଳ ଅଧିସୂଚିତ କ୍ଷେତ୍ର ପରିଷଦର କାର୍ଯ୍ୟକାଳ ଏପ୍ରିଲ ୧୨ରେ ଶେଷ ହେବ। ଏହାପୂର୍ବରୁ ନିର୍ବାଚନ ପ୍ର୍ରକ୍ରିୟା ଶେଷ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ପ୍ରସ୍ତୁତି କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ…

ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର,୧।୩(ବ୍ୟୁରୋ): ଢେଙ୍କାନାଳ ଜିଲା ହିନ୍ଦୋଳ ଓ ବରଗଡ଼ ଜିଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର କାର୍ଯ୍ୟକାଳ ଏପ୍ରିଲ ୧୨ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ଏହି ଦୁଇ ସ୍ଥାନରେ ନିର୍ବାଚନ କରିବା ପାଇଁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୩ରେ…

ସ୍ବାମୀଙ୍କ ସହମତିରେ ନଣନ୍ଦଙ୍କୁ ବିବାହ କରିଥିଲେ ଭାଉଜ

ପାଟନା,୧।୩: ବିହାର ସମସ୍ତିପୁର ଜିଲାର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହମତି କ୍ରମେ ନଣନ୍ଦଙ୍କୁ ବିବାହ କରିଥିଲେ। ଉକ୍ତ ଯୁବତୀଙ୍କୁ ତାଙ୍କ ବଡ଼ ଭଉଣୀ ଅପହରଣ କରିନେଇଥିବା ଭାଉଜ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାର ତଦନ୍ତ ଦାୟିତ୍ୱ ଜଣେ…

ମାସକର ଶିଶୁକୁ ଝୁଣି ମାରିଦେଲେ କୁକୁର

ଜୟପୁର, ୧।୩: ରାଜସ୍ଥାନର ସିରୋହି ଜିଲାର ଏକ ହସ୍ପିଟାଲରେ ମାସକର ଶିଶୁକୁ ବୁଲା କୁକୁର ଘୋଷାଡ଼ି ନେଇ ଝୁଣି ମାରିଦେଇଛନ୍ତି। ଶିଶୁଟି ହସ୍ପିଟାଲର ଟିବି ଓ୍ବାର୍ଡରେ ମାଆ ପାଖରେ ଶୋଇଥିଲା। ସୋମବାର ରାତିରେ ଏହି ଘଟଣା ଘଟିଛି। ଦୁଇଟି ବୁଲା କୁକୁର…

ଆଣବିକ ଅସ୍ତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହେଲାଣି ଇରାନ: ମିଳିତ ଜାତିସଂଘ ଏଜେନ୍ସି

ଭିୟନା,୧ ।୩: ମିଳିତ ଜାତିସଂଘର ପରମାଣୁ ପ୍ରହରି ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି ତା’ର ଏକ ସଦ୍ୟତମ ରିପୋର୍ଟରେ ଦାବି କରିଛି, ଇରାନ ତା’ର ପରମାଣୁ ସମୃଦ୍ଧ କାରଖାନାରେ ୮୩.୭ ପ୍ରତିଶତ ଶୁଦ୍ଧତାକୁ ସମୃଦ୍ଧ ୟୁରାନିୟମ କଣିକା ବିକଶିତ କରିଛି ଏବଂ…

ଶହୀଦଙ୍କ ବାପାଙ୍କୁ ମାଡ଼ ମାରି ଗିରଫ କଲା ପୋଲିସ

ପାଟନା, ୧।୩: ୨୦୨୦ ଗଲଓ୍ବାନ ଶହୀଦ ଯବାନ ଜୟ କିଶୋରଙ୍କ ବାପାଙ୍କୁ ସୋମବାର ରାତିରେ ପୋଲିସ ଗିରଫ କରିନେଇଛି। ସରକାରୀ ଜାଗାରେ ଯବାନଙ୍କ ସ୍ମାରକୀ ହୋଇଥିବାବେଳେ ଯବାନଙ୍କ ବାପା ରାଜ କପୁର ସିଂ ଉକ୍ତ ଜାଗାକୁ ଜବରଦଖଲ କରି ରଖିଥିବା ଅଭିଯୋଗ…

ପାସ୍‌ପୋର୍ଟ ଚିରିଦେବାରୁ ଆମେରିକାରେ ଫସିଛନ୍ତି ୪୨ ଛାତ୍ରୀଛାତ୍ର

ଓ୍ବାଶିଂଟନ୍‌, ୧।୩: ହୋଟେଲ କର୍ତ୍ତୃପକ୍ଷ ଭୁଲବଶତଃ ଛାତ୍ରୀଛାତ୍ରଙ୍କ ପାସ୍‌ପୋର୍ଟ ଚିରିଦେବା ଯୋଗୁ ବ୍ରିଟେନର ୪୨ଜଣ ଆମେରିକାରେ ଫସି ରହିଛନ୍ତି। ବ୍ରିଟେନ୍‌ର ଓ୍ବାଲସାଲସ୍ଥିତ ବାର୍‌ବିକୋନ୍‌ ସ୍କୁଲର ୪୨ ଜଣ ଛାତ୍ରୀଛାତ୍ର ସ୍କି ଟ୍ରିପ୍‌ ପାଇଁ ନ୍ୟୁ ହାମ୍ପଶିରେ ଆସିଥିଲେ। ସେମାନେ ରହୁଥିବା ହୋଟେଲର…

ଉମେଶ ପାଲ୍‌ ହତ୍ୟା ପାଇଁ ଜେଲରୁ ହୋଇଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୧।୩: ୨୦୦୫ରେ ବିଏସ୍‌ପି ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ସାକ୍ଷୀ ଥିବା ଉମେଶ ପାଲ୍‌ଙ୍କୁ ହତ୍ୟା କରିବା ପାଇଁ ଉତ୍ତରପ୍ରଦେଶର ବରେଲି ଜେଲରୁ ଯୋଜନା ପ୍ରସ୍ତୁତ ହୋଇଥିଲା। ମୁଖ୍ୟ ଷଡ଼ଯନ୍ତ୍ରକାରୀ ସଦାକତ୍‌ ଖାନ୍‌ଙ୍କ ହଷ୍ଟେଲରେ ଆକ୍ରମଣକାରୀମାନେ ଏକାଠି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri