Home

ରାଜଧାନୀରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ରାଜଧାନୀ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଗଲାଣି। ୟୁନିଟ ୮ରେ ଥିବା ଏକ ଘରୁ ଏସ୍‌ଟିଏଫ୍‌ ଟିମ୍‌ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଏସ୍‌ଟିଏଫ୍‌ ଟିମ୍‌ ବେପାରୀ ଚିତ୍ତରଞ୍ଜନ ସାହୁକୁ…

ଓ୍ବାଙ୍ଖେଡେରେ ଏମଆଇ-ଏସଆରଏଚ ଲଢ଼େଇ…

ମୁମ୍ବାଇ,୨୧।୫ : ଆଇପିଏଲ ୨୦୨୩ର ୬୯ ତମ ମ୍ୟାଚରେ ପାଞ୍ଚ ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ରବିବାର ଅପରାହ୍ନ ସାଢ଼େ ୩ଟାରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ମଧ୍ୟରେ ଲଢ଼େଇ ହେବ। ଏମଆଇ ଏସଆରଏଚ ବିପକ୍ଷରେ ଏକ ବଡ଼…

ଜି- ୭ ଦେଶର ସମର୍ଥନ ଲୋଡ଼ିଲେ ଜେଲେନ୍‌ସ୍କି

ହିରୋସୀମା,୨୧ା୫: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଜାପାନର ହିରୋସିମାରେ ପହଞ୍ଚିଛନ୍ତି। ଏଠାରେ ସେ ଜି- ୭ ଦେଶର ମୁଖ୍ୟମାନଙ୍କୁ ଭେଟିଥିଲେ। ଏହି ସମୟ ମଧ୍ୟରେ ସେ ଯୁଦ୍ଧ ସମ୍ବନ୍ଧରେ ଜି -୭ ଦେଶରୁ ସମର୍ଥନ ଲୋଡିଥିଲେ। ଜେଲେନ୍‌ସ୍କି…

ସ୍ଲୋଗାନରେ ସୀମିତ ସ୍ବଚ୍ଛତା ଅଭିଯାନ

ରାଉରକେଲା ଅଫିସ,୨୧।୫: ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ତେବେ ଏହି ଅଭିଯାନ କାନ୍ଥରେ ଚିତ୍ର ଅଙ୍କା ଏବଂ ସ୍ଲୋଗାନ ଲେଖା ମଧ୍ୟରେ ସୀମିତ ରହିଯାଇଛି। ସହର ସାରା କୁଢ କୁଢ ଅଳିଆ ଆବର୍ଜନା ପଡିରହୁଥିବା…

ବିପର୍ଯ୍ୟସ୍ତ ଆମ୍ବୁଲାନ୍ସ ସେବା, ରୋଗୀ ହଟହଟା

ଲୋଇସିଂହା,୨୧।୫(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଦୀର୍ଘବର୍ଷ ହେଲା ଅଚଳ ହୋଇ ପଡିରହିଛି। ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଟଣା ଉପଖଣ୍ଡର ଏକ ପୁରୁଣା ଆମ୍ବୁଲାନ୍ସ (ଓଡି୦୩ଏନ୭୪୧୩)କୁ ଏଠାରେ ଯୋଗାଇ ଦିଆଯାଇଛି। ଉକ୍ତ…

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀ ସାଜିଛନ୍ତି ଦାଦନ ଶ୍ରମିକ

ନୂଆପଡା ଅଫିସ,୨୧ା୫: ନୂଆପଡ଼ା ଜିଲାରେ ଚାଷୀଙ୍କ ଉନ୍ନତି ପାଇଁ କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ସାହଜଟ-ବାଲିପାଟି ଗ୍ରାମରେ ଭୃଷି ଡୋଙ୍ଗରୀ, ଭାଲୁ ଡୋଙ୍ଗରୀ, ସିରିଆଲ ଖୋଲ ଡୋଙ୍ଗରୀ ମଧ୍ୟ ଭାଗରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି…

ଲାଞ୍ଚ ନେଇ ଧରାପଡ଼ିଲେ କିରାଣି

ସୋନପୁର,୨୧ା୫(ନି.ପ୍ର.): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼। ଏରିଅର ବିଲ୍‌ କରାଇ ଦେବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି।…

କୂଳ ଖାଇ ଚାଲିଛି ମହାନଦୀ

ବୌଦ୍ଧ,୨୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଚିରସ୍ରୋତା ମହାନଦୀ ଜିଲାର ମନମୁଣ୍ଡାଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ମହାନଦୀ କୂଳରେ ୨୦୦ରୁ ଅଧିକ ଗ୍ରାମ ଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଘର କରି…

ପ୍ରଜାପତି

ଫୁଲରୁ ଫୁଲ ଉଡ଼ିବୁଲୁଥିବା ରଙ୍ଗବେରଙ୍ଗ ପ୍ରଜାପତିର ଦୃଶ୍ୟ ସତରେ କେଡ଼େ ମନଲୋଭା। ସୁନ୍ଦର ଦେଖାଯାଉଥିବା ଏହି ପ୍ରଜାପତି ଏକ ଶଁବାଳୁଆରୁ ସୃଷ୍ଟି ଏକଥା ପ୍ରାୟ ସମସ୍ତେ ଜାଣିଥିବେ। ଜାଣିବା ଏହା ବିିଷୟରେ ଆହୁରି ଅନେକ ତଥ୍ୟ… ପ୍ରଜାପତି ଖୁବ୍‌ କ୍ଷୁଦ୍ର ଆକାରର…

ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଧୂମପାନ

ବର୍ତ୍ତମାନ ଅନେକ ଯୁବତୀ ଯୁବକଙ୍କ ପାଇଁ ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କରିବା ଯେମିତି ଏକ ଫ୍ୟାଶନ୍‌ ହୋଇଗଲାଣି। ହେଲେ ଆପଣ ଜାଣିନ୍ତି କି, ଧୂମପାନ ଏବଂ ତମାଖୁସେବନ ଭଳି ବଦଭ୍ୟାସ ଧୀରେ ଧୀରେ ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ନଷ୍ଟ…

କ୍ଷମା…

କୁହାଯାଏ କ୍ରୋଧ ମଣିଷର ଏମିତି ଏକ ଶତ୍ରୁ, ଯାହା ନିଜ ସହ ଅନ୍ୟକୁ ବି କ୍ଷତି ପହଞ୍ଚାଇଥାଏ। ଏଥିପାଇଁ କେବେକେବେ ବନ୍ଧୁତାର ସମ୍ପର୍କ ହେଉ ଅବା ପରିବାର କିମ୍ବା ଅନ୍ୟ କାହା ସହ ଭୁଲ୍‌ ବୁଝାମଣା କିମ୍ବା ଝଗଡ଼ା ହୋଇଯାଏ। ଆଉ…

ଜି-୭ ସମ୍ମିଳନୀରେ ପରିବେଶର ବାର୍ତ୍ତା ଦେଲେ ମୋଦି, ପିନ୍ଧିଲେ ସ୍ବତନ୍ତ୍ର ଜ୍ୟାକେଟ୍‌

ନୂଆଦିଲ୍ଲୀ/ଟୋକିଓ,୨୧ା୫: ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ନିଜ ପୋଷାକ ମାଧ୍ୟମରେ ପରିବେଶର ବାର୍ତ୍ତା ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ରିସାଇକ୍ଲିଡ୍‌ ସାମଗ୍ରୀରେ ନିର୍ମିତ ଏକ ସ୍ବତନ୍ତ୍ର ଜ୍ୟାକେଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri