ଅନୁଗୋଳରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଶୋ’ ରୁମ୍
ଅନୁଗୋଳ ଅଫିସ,୮ା୪: ଅନୁଗୋଳ ବଜାରରେ ଶନିବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ବଜାରରେ ଥିବା ମଙ୍ଗଲମ୍ ନାମକ ଏକ ଡ୍ରେସ୍ ଶୋ’ ରୁମ୍ ହୁତ୍ହୁତ୍ ହୋଇ ଜଳୁଛି। ଖବର ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ କରିବା ପାଇଁ…
ପ୍ରିୟଙ୍କା ହୋଇ ପାରନ୍ତି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ପ୍ରମୋଦ କ୍ରିଷ୍ଣମ୍
ପ୍ରୟାଗରାଜ,୮।୪ : ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍ କହିଛନ୍ତି। ପ୍ରୟାଗରାଜଠାରେ ଶନିବାର ଖବରଦାତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୧୦ ଆହତ
ଡୋଡୋମା,୮ା୪: ଶନିବାର ପଶ୍ଚିମ କେନିଆର ତାଞ୍ଜାନିଆ ସୀମା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମିଗୋରୀ ସହରର ରାଜପଥରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ପଥଚାରୀ, ମୋଟରସାଇକେଲ ଏବଂ ଟ୍ୟାକ୍ସି ଉପରେ ମାଡ଼ିଗଲା।…
ଚନ୍ନି ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା…
ଚଣ୍ଡିଗଡ଼,୮।୪ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଜେଲରୁ ବାହାରିବା ପରେ ପଞ୍ଜାବ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ପୁଣି ସରଗରମ ହେବାରେ ଲାଗିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଭାଜପାରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। କାରଣ…
ବୋଫର୍ସ-ନ୍ୟାଶନାଲ ହେରାଲ୍ଡ ଦୁର୍ନୀତି ଟଙ୍କା କେଉଁଠି ଲୁଚାଯାଇଛି: ରାହୁଲଙ୍କୁ ହିମନ୍ତଙ୍କ ପ୍ରଶ୍ନ …
ଗୁଆହାଟୀ,୮।୪ : ଆଦାନୀ ମାମଲା ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶନିବାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଶର୍ମା କହିଛନ୍ତି , ଏହା ଆମର ନମ୍ରତା ଯେ ଆମେ…
ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ,୫ ଆହତ
ବାରିପଦା ଅଫିସ,୮ା୪: ମୟୂରଭଞ୍ଜ ଜିଲା ଏନ୍ଏସିରେ ଶନିବାର ଅପରାହ୍ନରେ ଏକ ଦୁଃଖଦ ଘଟଣା ଘଟିଛି। କରଞ୍ଜିଆ ଏନ୍ଏସିର ୧୫ ନଂ ଓ୍ବାର୍ଡର ଜଣେ ମହିଳାଙ୍କ ମୃତଦେହ ସତ୍କାର କରିବା ପାଇଁ ପରିବାର ଓ ଆତ୍ମୀୟ ସ୍ବଜନ ଆସି ଶ୍ମଶାନକୁ ନେଇଥିଲେ। ଏହି…
କଂଗ୍ରେସ ଏବେ ଗୁଣ୍ଡାଙ୍କ ଦଳ: କେନ୍ଦ୍ରମନ୍ତ୍ରୀ…
ନୂଆଦିଲ୍ଲୀ,୮।୪ : ତାମିଲନାଡୁର ଡିଣ୍ଡିଗୁଲ ଜିଲା କଂଗ୍ରେସ ସଭାପତି ମାଣିକନ୍ଦନ ବିଚାରପତିଙ୍କ ଜିଭ କାଟିବା ଲାଗି ଦେଇଥିବା ବିବୃତ୍ତିକୁ କେନ୍ଦ୍ର କରି ବିବାଦ ଆରମ୍ଭ ହୋଇଛି। ଏ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉଦ୍ୟୋଗ,ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସକୁ କଡ଼ା…
ଡିସି ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ…
ଗୁଆହାଟୀ,୮।୪ : ଆଇପିଏଲ ସିରିଜ ୧୬ର ୧୧ ତମ ମ୍ୟାଚ ଶନିବାର ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ମଧ୍ୟରେ ଗୁଆହାଟୀର ବର୍ସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଥିବାବେଳେ ଅଧିନାୟକ…
ପଦ୍ମ ଧରିଲେ ସି.ରାଜାଗୋପାଳାଚାରୀଙ୍କ ଅଣନାତି…
ନୂଆଦିଲ୍ଲୀ,୮।୪ : କଂଗ୍ରେସର ପୂର୍ବତନ ନେତା ତଥା ପ୍ରଥମ ଭାରତୀୟ ଗଭର୍ନର ଜେନେରାଲ ସି ରାଜାଗୋପାଳାଚାରୀଙ୍କ ନାତି ସି.ଆର କେଶବନ୍ ଶନିବାର ଭାଜପାରେ ଯୋଗ ଦେଇଛନ୍ତି। କେଶବନ୍ ଫେବୃଆରୀରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଭାଜପାରେ ଯୋଗଦେବା ପରେ ସେ କହିଛନ୍ତି, ମୋ…
ଶେହବାଜଙ୍କୁ ଝଟକା: ସିଜେପିଙ୍କ ଅଧିକାର ହ୍ରାସ ପ୍ରସ୍ତାବ ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି…
ଇସଲାମାବାଦ,୮।୪ : ଦେଶର ପ୍ରଧାନ ବିଚାରପତି (ସିଜେପି)ଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ଏକ ପ୍ରସ୍ତାବକୁ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ସଂସଦକୁ ପୁନର୍ବିଚାର ପାଇଁ ଫେରସ୍ତ କରିଛନ୍ତି। ଅଲଭି କହିଛନ୍ତି ଯେ ପ୍ରସ୍ତାବିତ ଆଇନ ଦ୍ୱାରା ଅଧିକାର ପରିସର…
ଇରାନ ସହିତ ବିବାଦ: ଆମେରିକା ମୁତୟନ କଲା କ୍ଷେପଣାସ୍ତ୍ର ନିୟନ୍ତ୍ରିତ ଯୁଦ୍ଧପୋତ…
ଓ୍ବାଶିଂଟନ,୮।୪ : ଇରାନ ସହିତ ବିବାଦ ମଧ୍ୟରେ ଆମେରିକାର ନୌସେନା ପଶ୍ଚିମ ଏସିଆରେ ୧୫୪ ଟୋମାହାକ କ୍ଷେପଣାସ୍ତ୍ର ପରିବହନ କରିବାରେ ସକ୍ଷମ ଏକ ଗାଇଡେଡ ମିସାଇଲ ବୁଡ଼ାଜାହାଜ ନିୟୋଜିତ କରିଛି। ବାହାରେନର ଗଲ୍ଫ ରାଷ୍ଟ୍ରରେ ଅବସ୍ଥିତ ୫ତମ ଫ୍ଲାଇଟର ମୁଖପାତ୍ର ଟିମୋଥି…
୧୦ କିଗ୍ରା ଓଜନ କମାଇଲେ ଏହି କ୍ରିକେଟର
ହାଇଦ୍ରାବାଦ,୮ା୪: ସିଏସ୍କେ ଅଲରାଉଣ୍ଡର ଶିବମ ଦୁବେ ପିଲାଦିନେ ଅଧିକ ମୋଟା ଥିଲେ। କ୍ରିକେଟରେ ଯୋଗ ଦେବା ପରେ ସେ ତାଙ୍କର ଓଜନ କମାଇଥିଲେ। ବର୍ତ୍ତମାନ ସେ ଆଇପିଏଲ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ହୋଇ ଅଛନ୍ତି। ଚେନ୍ନାଇ ସୁପର…
Archives


