Home

ଆତଙ୍କବାଦ ବିରୋଧୀ ଲଢ଼େଇରେ ‘ଯଦି, କିନ୍ତୁ’ର ସ୍ଥାନ ନାହିଁ

ଓ୍ବାଶିଂଟନ, ୨୪ା୬: ଆତଙ୍କବାଦ ମାନବଜାତିର ଶତ୍ରୁ। ଆତଙ୍କବାଦ ବିରୋଧୀ ଲଢ଼େଇରେ ଯଦି ଏବଂ କିନ୍ତୁ ରହିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି କହିିଛନ୍ତି। ୯/୧୧ ଆକ୍ରମଣକୁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ…

ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତ

ବ୍ରାସିଲିଆ୨୪ା୬: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତିକରୁଛି। ଦେଶର ନିର୍ବାଚନ ପ୍ରକ୍ରିୟାକୁ ନେଇ ଅନାସ୍ଥାଭାବ ବିସ୍ତାର କରିବା ଉଦ୍ଦେଶ୍ୟରେ ସେ ମିଥ୍ୟା ଦାବି କରିଥିବା ଅଭିଯୋଗ ରହିଛି। ବ୍ରାସିଲିଆସ୍ଥିତ ଏକ ସଂଘୀୟ ନିର୍ବାଚନ ଅଦାଲତରେ…

ଚାଷୀଙ୍କ ଜୀବିକା ପ୍ରତି ସରକାର ଉଦାସୀନ

ନୂଆଦିଲ୍ଲୀ, ୨୪ା୬: କେନ୍ଦ୍ର ସରକାର ଗତ ୭ ତାରିଖରେ ପ୍ରାଣୀଧନ ଓ ପ୍ରାଣୀଧନ ଉତ୍ପାଦ(ଆମଦାନୀ ଓ ରପ୍ତାନି) ବିଲ୍‌, ୨୦୨୩ ଆଣିଥିଲେ। ଏହା ପ୍ରଚଳିତ ପ୍ରାଣୀଧନ ଆମଦାନୀ(ସଂଶୋଧନ) ଆଇନ, ୨୦୦୧ ସ୍ଥାନରେ କାର୍ଯ୍ୟକାରୀ ହୋଇଥାନ୍ତା। ଏଥିପାଇଁ ଜନସାଧାରଣ ଏବଂ ଆମଦାନିକାରୀ ରପ୍ତାନିକାରୀମାନେ…

ସାମ୍ବାଦିକଙ୍କୁ ମାଡ ମାରିଲେ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ, ଭିଡିଓ ଭାଇରାଲ

ଇସଲାମବାଦ,୨୩।୬:ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର୍‌ ଜଣେ ସାମ୍ବାଦିକଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଯେତେବେଳେ ସେ ଦାର୍‌ଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ ରାଗିଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ତୃଣମୂଳ ନେତାଙ୍କ ହତ୍ୟାକୁ ନେଇ ହିଂସାକାଣ୍ଡ: ଭାଜପା ନେତାଙ୍କ ଘରେ ବୋମା ବିସ୍ଫୋରଣ କଲେ ଦୁବୃର୍ତ୍ତ

କୋଲକତା,୨୩।୬:ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ଜାରି ରହିଛି। ପୁରୁଲିଆରେ ଯେଉଁଠାରେ ତୃଣମୂଳ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିଲା ସେଠାରେ ଭାଜପା ନେତାଙ୍କ ଘରେ ଅଗ୍ନିକାଣ୍ଡ ଓ ବୋମା ବିସ୍ଫୋରଣ ହୋଇଛି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗଳାର ପୁରୁଲିଆ ଜିଲାରେ ତୃଣମୂଳ ନେତାଙ୍କ ହତ୍ୟାକୁ…

ବିଶ୍ୱ ଯୁଦ୍ଧ ପାଇଁ ଟଙ୍କା ଦେଇପାରିବ ହେଲେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବ ପାକିସ୍ତାନ ପାଇଁ ଅର୍ଥ ନାହିଁ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମବାଦ,୨୩।୬: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ବିଷମ ପରିସ୍ଥିତ ଦେଇ ଗତି କରୁଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବିଶ୍ୱର ବିଭିନ୍ନ ଦେଶରୁ ସାହାଯ୍ୟ ନ ପାଇବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ନିରାଶ ହୋଇ କହିଛନ୍ତି,…

ଏଲନ ମସ୍କଙ୍କ ଟେସଲା କମ୍ପାନୀକୁ ନିବେଶ ପାଇଁ ଅନୁମତି ଦେଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୩।୬:କର୍ନାଟକର ସିଦ୍ଧରମୈୟା ସରକାର ବିଶ୍ୱର ବୃହତ୍ତମ ବୈଦ୍ୟୁତିକ କାର ନିର୍ମାତା ଟେସଲାକୁ ରାଜ୍ୟରେ ନିବେଶ ପାଇଁ ଆମନ୍ତ୍ରଣ କରିଛି। ଏନେଇ ସୂଚନା ଦେଇଛନ୍ତି କର୍ନାଟକର ଉଦ୍ୟୋଗ ମନ୍ତ୍ରୀ ଏମ୍‌.ବି ପାଟିଲ୍‌। ସେ କହିଛନ୍ତି, ଏଲନ ମସ୍କଙ୍କ ଟେସଲା କମ୍ପାନୀ ପାଇଁ ଭାରତରେ…

ଅଣ-ସରକାରୀ ସଂସ୍ଥା ସହ ଜଡିତ ମହିଳାଙ୍କୁ ଆଫଗାନିସ୍ତାନ ଦେଲା ଚେତାବନୀ

କାବୁଲ,୨୩।୬:ଆଫଗାନିସ୍ତାନର ତାଲିବାନ ଶାସନରେ ବହୁ କ୍ରୁରତାର ଶିକାର ହେଉଛନ୍ତି ଆଫଗାନୀ ମହିଳା। ସିରିଆ ଆଇନ ଦ୍ୱାରା ପରିଚାଳିତ ତାଲିବାନର ଶାସନ ଅଧୀନରେ ଆଫଗାନିସ୍ତାନର ମହିଳାମାନଙ୍କ ଉପରେ ଅତ୍ୟଧିକ ଅତ୍ୟାଚାର କରାଯାଉଛି । ମହିଳାଙ୍କ ସ୍ବାଧୀନତାକୁ ଖଣ୍ଡନ କରି ତାଲିବାନ କାନ୍ଦାହାର ପ୍ରଦେଶର…

ବେଆଇନ ପାର୍କିଂ ଯୋଗୁଁ ଦୂର୍ଘଟଣା,ହେଲପର ମୃତ

କେନ୍ଦୁଝର, ୨୩ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ବାଇପାସ ରାସ୍ତା ସିଦ୍ଧମଠ ନିକଟରେ ଏକ ଦୁର୍ଘଟଣା ଘଟିଛି। ବେଆଇନ ପାର୍କିଂ କରିଥିବା ଏକ ଟ୍ରକ ପଛ ପଟରେ ଆଉ ଏକ ଟ୍ରକ୍‌ ଧକ୍କା…

ପାଟନାରୁ ଯାହା ଆରମ୍ଭ ହୁଏ ତାହା ଜନ ଆନ୍ଦୋଳନର ରୂପ ନିଏ; ବିରୋଧି ଦଳ ବୈଠକ ପରେ କହିଲେ ମମତା

ପାଟନା,୨୩।୬: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ୧୭ଟି ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଶେଷ ହେବା ପରେ ସମସ୍ତ ଦଳର ମୁଖ୍ୟ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ…

ଦି କପିଲ ଶର୍ମା ଶୋ’ର ଏହି ସିଜିନ୍‌ର ଶେଷ ଏପସୋଡ ହେଲା ସୁଟ୍‌

ମୁମ୍ବାଇ: ଲୋକପ୍ରିୟ ଶୋ ‘ଦି କପିଲ ଶର୍ମା ଶୋ’ ଘରେ ଘରେ ପରିଚିତ। ତେବେ ଏହି ଶୋର ଏହି ସିଜିନ୍‌ ଶେଷ ହେବାକୁ ଯାଉଛି। କପିଲ ଶର୍ମା ଶୋର ଶେଷ ଏପିସୋଡ ଗୁରୁବାର ସୁଟ୍‌ ହୋଇଛି। ଶୋ’ର ସବୁ ଅଭିନେତା ଏବଂ…

କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି ରାଜୀବ ଖଣ୍ଡେଲୱାଲ!

ମୁମ୍ବାଇ: ରାଜୀବ ଖଣ୍ଡେଲୱାଲ ଟିଭି, ଚଳଚ୍ଚିତ୍ର ଏବଂ ଓଟିଟି ଦୁନିଆରେ ଏକ ଜଣାଶୁଣା ନାମ। ତାଙ୍କର ଚମତ୍କାର ପ୍ରଦର୍ଶନରେ ସେ ସମସ୍ତଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ଖାସ୍‌ କରି ଝିଅମାନେ ତାଙ୍କର ବଡ ଫ୍ୟାନ୍‌। ନିକଟରେ ଏକ ସାକ୍ଷାତକାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?