Home

ଗୋଟାବାୟାଙ୍କ ବିରୋଧରେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିବାର ଅଭିଯୋଗ, ଗିରଫ ଦାବି

କଲମ୍ବୋ,୨୩।୬: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ ବିବାଦରେ ଛନ୍ଦି ହୋଇପଡିଛନ୍ତିି। ସେ ସମାଧିସ୍ଥଳର ପୋଲିସ ରେକର୍ଡ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ୧୯୮୯ରେ ମାର୍କ୍ସବାଦୀଙ୍କ ମଧ୍ୟରେ ଏକ ହିଂସାତ୍ମକ ବିଦ୍ରୋହ ହୋଇଥିଲା। ଗୋଟାବାୟା ସେହି ସମୟରେ ଜଣେ ସେନା ଅଧିକାରୀ…

ପୂର୍ବ ଇମ୍ଫାଲର ଦୁଇଟି ଅଞ୍ଚଳରେ ଗୁଳିକାଣ୍ଡ

ଇମ୍ଫାଲ,୨୩।୬: ମଣିପୁରର ପୂର୍ବ ଇମ୍ଫାଲର ୟେଙ୍ଗଙ୍ଗପୋକପ ଜିଲାର ନୁଇଟି ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଶୁକ୍ରବାର ଅପରାହ୍ନରେ ଉରାଙ୍ଗପଟ ଏବଂ ଗ୍ବାଲଟବି ଗ୍ରାମରେ କିଛି ବୁନ୍ଧୁକଧାରୀ ଗୁଳି ଚଳାଇଥିଲେ। ଏହି ଗାଁରେ ନିୟୋଜିତ ସୁରକ୍ଷା ବାହିନୀର ସୈନ୍ୟମାନେ ବନ୍ଧୁକଧାରୀଙ୍କୁ କଡା ଜବାବ ଦେଇଥିଲେ।…

ବାଲିଗୁଡାରେ ନୂତନ ଏସଡିପିଓଙ୍କ ଯୋଗଦାନ

ବାଲିଗୁଡା, ୨୩।୬ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ନୂଆ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ୟଶ ପ୍ରତାପ ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ l ସେ ପ୍ରୋବେସନାରୀ…

ଟାଇଟାନ ଦୁର୍ଘଟଣାର ସାମ୍ନାକୁ ଆସିଲା କାରଣ

ଓ୍ବାଶିଂଟନ୍‌,୨୩।୬: ଟାଇଟାନିକ ଧ୍ୱଂସାବଶେଷ ଦେଖିବା ପାଇଁ ଗଭୀର ସମୁଦ୍ର ଭିତରକୁ ଯାଇଥିବା ଟାଇଟାନ କାହାଣୀର ଦୁଃଖଦ ସମାପ୍ତି ହୋଇଛି। ବୁଡ଼ାଜାହାଜ ନିଖୋଜ ହେବା ପରେ ୫ ଯାତ୍ରୀଙ୍କୁ ମୃତ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଆମେରିକାର ନୌସେନା ରବିବାର ଦିନ ଏକ ଜୋରରେ…

ଏକାଠି ଚାଲିବାକୁ ମିଳିଲା ସହମତି: ନୀତୀଶ

ପାଟନା,୨୩।୬: ବିହାରର ପାଟନାରେ ବିରୋଧୀ ଦଳର ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ନୀତୀଶ କୁମାର କହିଛନ୍ତି, ଏହା ଏକ ଭଲ ସାକ୍ଷାତ ଥିଲା। ଆଉ ସମସ୍ତେ ଏକାଠି ଚାଲିବାକୁ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ମାସରେ ମଲ୍ଲିକାର୍ଜୁନ…

ପୁଟିନଙ୍କ ଆକ୍ରମଣର କଡା ଜବାବ ଦେଲେ ଜେଲନସ୍କିଙ୍କ ସେନା

କ୍ୱିଭ,୨୩।୬: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନି। ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ମିଶାଇଲ ମାଡ କରି ଚାଲିଛି। ହେଲେ ୟୁକ୍ରେନ ମଜଭୁତ ହୋଇ ଯୁଦ୍ଧ କ୍ଷେତ୍ରରେ ଲଢି ଚାଲିଛି। ଶୁକ୍ରବାର ୟୁକ୍ରେନ ଦାବି…

ବିମାନରେ ବସି ହାଇଜ୍ୟାକ୍‌ ବିଷୟରେ କଥା ହେଉଥିଲେ ଯାତ୍ରୀ, କର୍ମଚାରୀଙ୍କ ଅଭିଯୋଗରେ ହେଲେ ଗିରଫ

ଭିଷ୍‌ତରା ଏୟାର ଲାଇନ୍ସର ବିମାନ ଉଡ଼ାଣ ସମୟରେ ରିତେଶ ସଞ୍ଜୟକୁକର ଜୁନେଜା ନାମକ ଜଣେ ପୁରୁଷ ଯାତ୍ରୀଙ୍କୁ ବିମାନ କର୍ମଚାରୀ ସଦସ୍ୟଙ୍କ ଅଭିଯୋଗରେ ଗିରଫ କରାଯାଇଛି। ସେ ହାଇଜ୍ୟାକ୍‌ ବିଷୟରେ କଥା ହେଉଥିବାର ବିମାନ କର୍ମଚାରୀମାନେ ଶୁଣିବାକୁ ପାଇଥିଲେ। କର୍ମଚାରୀଙ୍କ ଅଭିଯୋଗ…

ଟାଇଟାନିକର ଭଗ୍ନାବଶେଷ ଦେଖିବାକୁ ଚାହୁଁ ନ ଥିଲେ ଅରବପତିଙ୍କ ପୁଅ

ଲଣ୍ଡନ,୨୩।୬: ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଟାଇଟନ ବୁଡାଜାହାଜରେ ଯାଇଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପାକିସ୍ତାନ ମୂଳ ବାସିନ୍ଦା ଜଣେ ଅରବପତି ଶହଜାଦା ଦାଉଦ ଓ ତାଙ୍କ ୧୯ ବର୍ଷୀୟ ପୁଅ ସୁଲେମାନ ଦାଉଦଙ୍କର ବି ମୃତ୍ୟୁ…

ମୋଦି ଇଜିପ୍ଟ ଗସ୍ତ ସମୟରେ ଅଲ-ହକିମ ମସଜିଦରେ ବିତାଇବେ ଅଧ ଘଣ୍ଟା

କାହିରା,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଦେଶ ଗସ୍ତରେ ଅଛନ୍ତି। ଆମେରିକା ଗସ୍ତ ପରେ ଶନିବାର ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ମିଶ୍ର ଗସ୍ତ କରିବେ। ଏହି ସମୟରେ ସେ ମିଶ୍ରର ରାଜଧାନୀ କାହିରାରେ ଏକାଦଶ ଶତାବ୍ଦୀର ଅଲ-ହାକିମ ମସଜିଦ ପରିଦର୍ଶନ କରିବେ।…

ବିରୋଧୀ ଦଳ ବୈଠକରେ କଂଗ୍ରେସକୁ ଟାର୍ଗେଟ କଲେ ମମତା

ପାଟନା,୨୩।୬: ପାଟନାରେ ବିରୋଧୀ ମେଳି ପାଇଁ ବୈଠକ ଚାଲିଛି। ବହୁ ବିରୋଧୀ ଦଳ ଗୋଷ୍ଠୀ ଏଥିରେ ସାମିଲ ଅଛନ୍ତି। ତେବେ ଏମଧ୍ୟରେ ମମତା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ପଶ୍ଚିମବଙ୍ଗରେ କଂଗ୍ରେସର ମନୋଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ…

ଚାଇନା ସହ ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନାର ‘ପ୍ରଳୟ’, ରାଫେଲ-ସୁଖୋଇ ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୨୩।୬: ଚାଇନା ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନା ପୁର୍ବୋତ୍ତର ଭାରତରେ ଏକ ବଡ ଏକ୍ସରସାଇଜ କରିବାକୁ ଯାଉଛି। ଏହି ଓ୍ବାର ଏକ୍ସରସାଇଜକୁ ‘ପ୍ରଳୟ’ ନାମ ଦିଆଯାଇଛି। ବାୟୁସେନା ସହ ଜଡିତ ସୂତ୍ରର ସୂଚନା ଅନୁଯାୟୀ, ‘ପ୍ରଳୟ’ ସମସ୍ତ ଏହାରବେସରୁ…

ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା, କିଏ କିଏ ସ୍ଥାନ ପାଇଲେ ଜାଣନ୍ତୁ

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ, ଦିନିକିଆ ଏବଂ ଟି -୨୦ ସିରିଜ ଖେଳାଯିବ। ଏଥିପାଇଁ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ ଟିମ ଇଣ୍ଡିଆ ଘୋଷଣା କରିଛି। ରୋହିତ ଶର୍ମା ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ଦଳର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?