Home

ସଙ୍କଟରେ ଏଏପି ସରକାର, ଆରଆରଟିଏସ ଖର୍ଚ୍ଚ ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ..,

ନୂଆଦିଲ୍ଲୀ,୩।୭ : ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କୁ ତାଗିଦ କରିଛନ୍ତି। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କୁ ତିନି ଆର୍ଥିକ ବର୍ଷରେ ବିଜ୍ଞାପନରେ ହୋଇଥିବା ଖର୍ଚ୍ଚର ବିବରଣୀ ଦେବାକୁ କୋର୍ଟ କହିଛନ୍ତି। ବାସ୍ତବରେ, ଏହି…

ଦୀର୍ଘବର୍ଷ ପରେ ପୂରଣ ହେଲା ଦାବି, ନିଯୁକ୍ତ ହେଲେ ସ୍ଥାୟୀ ଡାକ୍ତର

ଗଞ୍ଜାମ,୩ା୭(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ହୁମା ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତର ଡାକ୍ତର ଶାଶ୍ୱତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏନେଇ ହୁମା ସମିତି ମେମ୍ବର ଧ୍ରୁବ ଚରଣ…

ଜାତୀୟ ପୁରୁଷ ଆୟୋଗ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ଘରୋଇ ହିଂସାର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ଦ୍ୱାରା ଆତ୍ମହତ୍ୟା ମାମଲାର ସମାଧାନ ପାଇଁ ନିର୍ଦ୍ଦେଶନାମା ମାଗୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପୁରୁଷଙ୍କ ପାଇଁ ଜାତୀୟ ଆୟୋଗ ଗଠନ କରିବାକୁ ଆବେଦନକାରୀ ଦାବି କରିଥିଲେ। ସୁପ୍ରିମକୋର୍ଟ ଆବେଦନକୁ…

ଦଙ୍ଗା ବନ୍ଦ କର, ଆମେ ଶାନ୍ତି ଚାହୁଁ କହି ଅନୁରୋଧ କଲେ ନାହେଲଙ୍କ ଜେଜେମା’

ପ୍ୟାରିସ,୩ା୭: ଫ୍ରାନ୍ସରେ ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହେବା ପରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ୬ ଦିନରେ ଫ୍ରାନ୍ସରେ ୩ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇସାରିଲାଣି।…

ହିଂସା ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛ: ମଣିପୁର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ମଣିପୁର ହିଂସା ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟରେ କୋର୍ଟ ତିନୋଟି ମୁଖ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ରାଜ୍ୟରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକୁ…

ମୁମ୍ବାଇରେ ନୂଆ ଘର କିଣିଲେ ଜ୍ୟାକ୍‌ଲିନ୍‌, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିସ୍‌ ମୁମ୍ବାଇର ବାନ୍ଦ୍ରା ଓ୍ବେଷ୍ଟରେ ଏକ ନୂଆ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଏହି ଘର ପାଲି ହିଲ୍‌ ଅଞ୍ଚଳରେ ଅବସ୍ଥିତ। ଯେଉଁଠାରେ ବହୁ ବଲିଉଡ୍‌ ଷ୍ଟାର ବି ରହୁଛନ୍ତି। ରିପୋର୍ଟ ଅନୁଯାୟୀ, ଜ୍ୟାକ୍‌ଲିନ୍‌ଙ୍କ ନୂଆ ଘରେ ଏକ…

ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା…

ଓ୍ବାଶିଂଟନ,୩।୭ : ଆସନ୍ତା ବର୍ଷ ୨୦୨୪ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିକ୍କି ହାଲି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଟନ୍ତି। ଆମେରିକାର ଫକ୍ସ ନ୍ୟୁଜରେ ଏକ ସାକ୍ଷାତକାର ଦେଇ ସେ ଚାଇନା ସୈବାହିନୀର ଦକ୍ଷତା ଏବଂ ସେନା…

ଗୋଟିଏ ଦିନରେ ଏହି ଫିଲ୍ମ ରୋଜଗାର କଲା ୧୨ କୋଟି

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଚତୁର୍ଥ ଦିନରେ ଅର୍ଥାତ୍‌ ରବିବାର ଏହି ଫିଲ୍ମ ୧୨ କୋଟି ଟଙ୍କା ସଂଗ୍ରହ କରିଛି। ଏହା ସହିତ ଫିଲ୍ମ…

ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆମେରିକାରେ ଗୁଳିକାଣ୍ଡ..

ଓ୍ବାଶିଂଟନ,୩।୭ : ଆମେରିକାରେ ଏବେ ଗୁଳିକାଣ୍ଡ ସାଧାରଣ ଘଟଣା ପାଲଟିଛି। ଜୁଲାଇ ୪ରେ ଆମେରିକାରେ ସ୍ବାଧୀନତା ଦିବସ ପାଳନ କରାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୭…

୩ ଛୁଆଙ୍କୁ ଧରି କୂଅକୁ ଡେଇଁଲେ ମା’, ଦୁଇ ମୃତ, ଦୁଇ ଗୁରୁତର

ବ୍ରହ୍ମପୁର,୩ା୭(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କରଡ଼ାକଣା ପଞ୍ଚାୟତ ଲାଉଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଘରୋଇ ଅଶାନ୍ତିକୁ କେନ୍ଦ୍ରକରି ଜଣେ ମହିଳା ଚରମ ପଦକ୍ଷେପ ନେଇଛନ୍ତି। ନିଜେ ତାଙ୍କର ୩ ଛୁଆଙ୍କୁ…

ମୋଦିଙ୍କ ବାସଭବନ ଉପରେ ଡ୍ରୋନ…

ନୂଆଦିଲ୍ଲୀ,୩।୭ : ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ ଉଡ଼ିବାର ଖବର ଆଲୋଡ଼ନ ସୃଷ୍ଟି କରିଛି। ଏସପିଜି ଏହି ବିଷୟରେ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲା, ସୂଚନା ପାଇବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି…

ମହାରାଷ୍ଟ୍ରରେ ପୋଷ୍ଟର ଓ୍ବାର: ଏକଜୁଟ ହୁଅନ୍ତୁ ଉଦ୍ଧବ-ରାଜ ଠାକରେ…

ମୁମ୍ବାଇ,୩।୭ : ଏନସିପି ନେତା ଅଜିତ ପାୱାରଙ୍କ ବିଦ୍ରୋହୀ ମନୋଭାବ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏତେ ବଡ ରାଜନୈତିକ ଘଟଣାାକ୍ରମ ବିରୋଧୀ ଦଳର ନେତାମାନଙ୍କୁ ମଧ୍ୟ ଥରାଇ ଦେଇଛି। ଏହି ସମୟରେ ମୁମ୍ବାଇରେ ପୋଷ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?