Home

ସକ୍ରିୟ ମାମଲା-ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌…

ନୂଆଦିଲ୍ଲୀ, ୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ଯେଉଁଠି ଡବଲ ଇଞ୍ଜିନ ସରକାର, ସେଠାରେ ବଢିଯାଏ ବିକାଶର ଗତି: ମୋଦି

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକ ବିଧାନସଭା ନିର୍ବାଚନ ଅବସରରେ ଭିଡିଓ କନଫରେନସିଂ ଜରିଆରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଅନୁଶାସିତ କର୍ମୀଭାବେ ଆପଣ ସମସ୍ତ କର୍ମୀ ଓ ଜନତାଙ୍କୁ ଦର୍ଶନ…

ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତର ମିଳିଲା ସନ୍ଧାନ…

ମେକ୍ସିକୋ ସିଟି,୨୭।୪ : ବୈଜ୍ଞାନିକମାନେ ମେକ୍ସିକୋର ୟୁକାଟାନ ଉପଦ୍ୱୀପ ଉପକୂଳରେ ପୃଥିବୀର ଦ୍ୱିତୀୟ ଗଭୀର ନୀଳ ଗର୍ତ୍ତ ଆବିଷ୍କାର କରିଛନ୍ତି। ବ୍ଲୁ ହୋଲ ଚେଟୁମାଲ ବେ’ର ଜଳ ତଳେ ଅବସ୍ଥିତ, ପ୍ରାୟ ୮୦୦ ଫୁଟ ଗଭୀରରେ ଏବଂ ୧୪୭,୦୦୦ ବର୍ଗଫୁଟ ଅଞ୍ଚଳରେ…

ଖୋଲିଲା ବଦ୍ରିନାଥଙ୍କ ଫାଟକ: ପ୍ରଥମ ପୂଜା ମୋଦିଙ୍କ ନାମରେ…

ବଦ୍ରିନାଥ,୨୭।୪ : ଭଗବାନ ଶ୍ରୀ ବଦ୍ରିନାଥ ମନ୍ଦିରର ଫାଟକ ଭକ୍ତମାନଙ୍କ ପାଇଁ ଗୁରୁବାର ସକାଳ ୭ଟା ୧୦ରେ ବ୍ରହ୍ମ ବେଳା ଶୁଭ ସମୟରେ ପୂର୍ଣ୍ଣ ବୈଦିକ ଜପ ଓ ରୀତିନୀତି ସହିତ ଖୋଲା ଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଆୟୁର୍ବେଦ ଡାକ୍ତରଙ୍କ ଦରମା ଏମବିବିଏସ ଡାକ୍ତରଙ୍କ ସହ ହେବନି ସମାନ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୨୭।୪ : ଆୟୁର୍ବେଦ ଡାକ୍ତରମାନେ ଏମବିବିଏସ କରିଥିବା ଡାକ୍ତରଙ୍କ ଭଳି ସମାନ କାମ କରନ୍ତି ନାହିଁ। ତେଣୁ ସେମାନେ ସମାନ ଦରମା ପାଇବାକୁ ହକଦାର ନୁହଁନ୍ତି । ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହା କହିଛନ୍ତି। ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟଙ୍କ…

ଆଣବିକ ଆକ୍ରମଣ କଲେ କିମ୍‌ଙ୍କ ସରକାରଙ୍କ ଅନ୍ତ ଘଟିବ: ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୨୭।୪ : କିମ ଜୋଙ୍ଗ ଉନଙ୍କ ଶାସନକୁ ଅନ୍ତ କରିବାକୁ ଦକ୍ଷିଣ କୋରିଆ ଏବଂ ଆମେରିକା ଚେତାବନୀ ଦେଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲ କହିଛନ୍ତି, ଯଦି ଉତ୍ତର କୋରିଆ ଆଣବିକ ଅସ୍ତ୍ର…

ପୃଥିବୀର ଭବିଷ୍ୟତ ପାଇଁ ଭାରତ-ଆମେରିକା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୭।୪ : ଭାରତରେ ନୂତନ ଭାବେ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହିଛନ୍ତି ପୃଥିବୀର ଭବିଷ୍ୟତ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦେଶ ଅନେକ ପ୍ରସଙ୍ଗରେ ଏକାଠି କାମ କରୁଛନ୍ତି ଏବଂ ଏହା…

୧୪ ବର୍ଷ ପରେ ଜେଲରୁ ମୁକୁଳିଲେ ପୂର୍ବତନ ଏମ୍‌ପି ଆନନ୍ଦ ମୋହନ

ପାଟନା,୨୭।୪: ବାହୁବଳୀ ପୂର୍ବତନ ଏମ୍‌ପି ଆନନ୍ଦ ମୋହନ ସିଂ ଗୁରୁବାର ଭୋର ୪ଟା ୩୦ରେ ବିହାରର ସହର୍ସା ଜେଲରୁ ମୁକୁଳିଛନ୍ତି। ଆନନ୍ଦ ମୋହନଙ୍କୁ ଅପରାହ୍ନରେ ମୁକ୍ତ କରାଯିବ ବୁଧବାର ସୂଚନା ମିଳିଥିଲା। ତେବେ ଆଇନ ବ୍ୟବସ୍ଥା ପ୍ରଭାବିତ ନ ହେବା ପାଇଁ…

ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ: ଜାତିସଂଘରେ ଭାରତର ଜବାବ…

ଜେନେଭା,୨୭।୪ : ମିଳିତ ଜାତିସଂଘରେ ସ୍ଥାୟୀ ମିଶନରେ ଭାରତର ପରାମର୍ଶଦାତା ପ୍ରତୀକ ମାଥୁର କହିଛନ୍ତି, ଜମ୍ମୁ-କଶ୍ମୀର ଏବଂ ଲଦାଖର ୟୁନିଅନ ଟେରିଟୋରୀ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ରହିଛି ଏବଂ ରହିବ ମଧ୍ୟ। କୌଣସି ଦେଶ ଭୁଲ ତଥ୍ୟ, ବାକ୍ୟ…

ବିଭିନ୍ନ ଗାଁରେ ନରସଂହାର: ୬୦ ମୃତ ଦେହ ମିଳିଲା…

କୀନସାସା,୨୭।୪ : ପୂର୍ବ କଙ୍ଗୋର ଉତ୍ତର କିଭୁ ପ୍ରଦେଶର କେତେକ ଗ୍ରାମରେ ୬୦ ଜଣଙ୍କ ମୃତଦେହ ମିଳିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବିଦ୍ରୋହୀମାନେ ଏହି ଲୋକଙ୍କୁ ହତ୍ୟା କରିଛନ୍ତି। ବିୱିଟୋ ଅଞ୍ଚଳର ଡେପୁଟି ଗଭର୍ନର ଆଇଜାକ କିବିରା…

କ୍ରିକେଟରଙ୍କ ଉନ୍ନତିରେ କ୍ରିକେଟର ବିକାଶ

ଭୁବନେଶ୍ୱର,୨୭ା୪(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ପୁରୁଷ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବରେ ନିଯୁକ୍ତ ହୋଇଥିବା ଦୀନେଶ ମୋଙ୍ଗିଆ ବୁଧବାର ଓଡ଼ିଶାରେ ପହଞ୍ଚିବା ସହିତ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ମୋଙ୍ଗିଆ ଓଡ଼ିଶା କ୍ରିକେଟ ପାଇଁ ତାଙ୍କର…

ସ୍ପୋଟର୍‌ସ ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ୱର, ୨୭।୪ (କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓମେନ୍ସ ଲିଗ୍‌ର ୬ଷ୍ଠ ସଂସ୍କରଣ ବୁଧବାରଠାରୁ ଗୁଜରାଟର ୩ଟି ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ୨ଟି ଦଳ ଭାଗ ନେଉଥିବାବେଳେ ପ୍ରଥମ ଦିବସରେ ସ୍ପୋଟର୍‌ସ ଓଡ଼ିଶା ବିଜୟ ସହ ଅଭିଯାନ ଆରମ୍ଭ କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri