ଫ୍ରାନ୍ସର ଅନେସି ସହରରେ ଶିଶୁଙ୍କ ଉପରେ ଗୁଳିମାଡ, ଅନେକେ ଗୁରୁତର
ଅନେସି,୮।୬: ଫ୍ରାନ୍ସର ଅନେସି ସହରରେ ଏକ ପାର୍କରେ ପିଲାମାନଙ୍କ ଉପରେ ଜଣେ ଅଜଣା ବ୍ୟକ୍ତି ଛୁରାମାଡ କରିଥିବା ଜଣାପଡିଛି। ଏହି ଘଟଣାରେ ୪ଜଣ ଶିଶୁଙ୍କ ସମେତ ୫ ଜଣ ଆହତ ହୋଇଥିବା କୁହାଯାଇଛି। ଫ୍ରାନ୍ସ ପୋଲିସ ଦେଇଥିବା ସୂଚନାଅନୁଯାୟୀ ଆକ୍ରମଣକାରୀଙ୍କୁ ଗିରଫ…
ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୮।୬: ଓଡ଼ିଶା ଉପକୂଳରେ ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବୁଧବାର ସନ୍ଧ୍ୟା ୭.୩୦ରେ ଓଡ଼ିଶା ଉପକୂଳବର୍ତ୍ତୀ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର…
କାନାଡାରେ ଇନ୍ଦିରା ଗାନ୍ଧୀଙ୍କ ପ୍ରଜ୍ଞାପନ ମେଢକୁ ନେଇ ଜୟଶଙ୍କର କହିଲେ, ନା ଏହା ସମ୍ପର୍କ ପାଇଁ ଠିକ ନା ସେମାନଙ୍କ ପାଇଁ ଠିକ
ନୂଆଦିଲ୍ଲୀ,୮।୬: ବର୍ହିବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଗୁରୁବାର କାନାଡାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାଣ୍ଡର ଏକ ପ୍ରଜ୍ଞାପନ ମେଢ ବାହାର କରିବା ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଏଠାରେ ବଡ ପ୍ରସଙ୍ଗ…
ପ୍ରକାଶ ପାଇଲା ଯୁକ୍ତଦୁଇ କଳା, ଧନ୍ଦାମୂଳକ ରେଜଲ୍ଟ
ଭୁବନେଶ୍ୱର,୮ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସଚିବ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। www.orissaresults.nic.inରେ ଛାତ୍ରୀଛାତ୍ର ସେମାନଙ୍କ…
ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କର ହେଲା ପୋଷ୍ଟ ମର୍ଟମ, ଶରୀର ଭେଦ କରିଛି ୬ ଗୁଳି
ଲକ୍ଷ୍ନୌ,୮।୬: ଉତ୍ତର ପ୍ରଦେଶର ଗ୍ୟାଙ୍ଗଷ୍ଟର ସଞ୍ଜିବ ଜିଭାଙ୍କର ହତ୍ୟା ପରେ ଏବେ ପୋଲିସ ସବୁ ଆଙ୍ଗଲରୁ ଯାଞ୍ଚ କରୁଛି। ଲକ୍ଷ୍ନୌ କୋର୍ଟ ପରିସର ମଧ୍ୟରେ ସଞ୍ଜିିବ ଜଭାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ବିଳମ୍ବିତ ରାତିରେ ଗ୍ୟାଙ୍ଗଷ୍ଟରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହାର…
ମୌସୁମୀ ବିଳମ୍ବ ହେଲେ ବି ବର୍ଷା ସ୍ବଭାବିକ ହେବ: ପାଣିପାଗ ବିଶେଷଜ୍ଞ
ନୂଆଦିଲ୍ଲୀ,୮।୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ସପ୍ତାହ ବିଳମ୍ବରେ ମୌସୁମୀ ଗୁରୁବାର କେରଳ ଛୁଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯଦିଓ ଦେଶରେ ମୌସୁମୀ ବିଳମ୍ବ ହୋଇଛି ଏହା ବର୍ଷା ଉପରେ ପ୍ରଭାବ ପକାଇବ ନାହିଁ ବୋଲି…
ବିନା ଯାଞ୍ଚରେ ଫାଇନ୍ ଆଦାୟ କରୁଛି ପରିବହନ ବିଭାଗ
ସୋରଡ଼ା,୮ା୬(ଡି.ଏନ୍.ଏ.): ବିନା କୌଣସି ଯାଞ୍ଚରେ କିପରି ଫାଇନ ପକାଇବା ଅଭ୍ୟାସ ଆରମ୍ଭ କଲେଣି ପରିବହନ ବିଭାଗ ତା’ର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ଠାରେ। ଏଠାକାର କବିରାଜ ସାହିର ଏମ୍ ସୁନୀଲ କୁମାର ଆଚାରୀ ନିଜ କାର…
ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ଉତ୍ସବ ପାଳିଲେ ଖଲିସ୍ତାନୀ
ଓଣ୍ଟାରିଓ,୮।୬: କାନାଡାରେ ଖାଲିସ୍ତାନୀଙ୍କ ଆଉ ଏକ ଲଜ୍ଜାଜନକ କାର୍ଯ୍ୟ ସାମ୍ନାକୁ ଆସିଛି। ବାସ୍ତବରେ କାନାଡାର ବ୍ରମ୍ପଟନ ଅଞ୍ଚଳରେ ଏକ ପ୍ରଜ୍ଞାପନ ମେଢ ବାହାରିଥିଲା। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ଏଥିରେ ସାମିଲ କରାଯାଇଥିଲା। ପ୍ରଜ୍ଞାପନ ମେଢରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ଏହାକୁ…
ଆମେରିକାରେ କାନାଡା ଜଙ୍ଗଲ ନିଆଁର ପ୍ରଭାବ
ଓ୍ବାଶିଂଟନ,୮ା୬: କାନାଡା ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଆମେରିକାର ପୂର୍ବ ତଟ ଏବଂ ମଧ୍ୟପଶ୍ଚିମ ଦେଶରେ ଜଙ୍ଗଲ ନିଆଁରୁ ଧୂଆଁ ବ୍ୟାପି ଉଭୟ ଦେଶର ରାଜଧାନୀକୁ ଘନ କୁହୁଡ଼ିରେ ବୁଧବାରଠାରୁ ଆଚ୍ଛାଦିତ କରି ରଖିଛି। ଫଳରେ…
କାଜଲଙ୍କ ସହ ଝିଅ ନିଶାଙ୍କ ପିଲାଦିନର ଫଟୋ ଭାଇରାଲ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲ ଏବଂ ଅଜୟ ଦେବଗନଙ୍କ ଝିଅ ନିଶା ତାଙ୍କ ଷ୍ଟାଇଲ୍ ଷ୍ଟେଟ୍ମେଣ୍ଟ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସେ ସବୁଠାରୁ ଲୋକପ୍ରିୟ ଷ୍ଟାର୍କିଡ୍ଙ୍କ ମଧ୍ୟରୁ ଜଣେ। ତାଙ୍କ ଫଟୋ ଏବଂ ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ପ୍ରାୟତଃ…
ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍ ଗୀତାଞ୍ଜଳି ଆୟରଙ୍କ ଦେହାନ୍ତ
ନୂଆଦିଲ୍ଲୀ,୮।୬: ଦୂରଦର୍ଶନର କ ଆଙ୍କର୍ ଗୀତାଞ୍ଜଳି ଆୟରଙ୍କ ବୁଧବାର ଦେହାନ୍ତ ହୋଇଛି। ବ୍ରେନ୍ ହାମ୍ରେଜ୍ ଯୋଗୁ ଗୀତାଞ୍ଜଳିଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗୀତାଞ୍ଜଳି ଦୂରଦର୍ଶନରେ ପ୍ରଥମେ ଇଂରାଜୀ ଆଙ୍କର୍ ଥିଲେ। ତାଙ୍କ ମୃତ୍ୟୁ ଖବରରେ…
କେରଳ ଛୁଇଁଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ
ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କିନ୍ତୁ ଏହା ଓଡ଼ିଶା ଛୁଇଁବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତରୁ ପ୍ରକାଶ। ଆଇଏମ୍ଡି କହିଛି, ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଆସନ୍ତା ଦୁଇ ଦିନ…
Archives


