Home

ବ୍ୟାଗ୍‌ କିଣିବାକୁ ଆସି ଲୁଟିନେଲେ ନଗଦ ଟଙ୍କା ସହ ଅଳଙ୍କାର

ସୋରଡା,୧୧।୦୬: ଗଞ୍ଜାମ ଜିଲା ସୋରଡା ବଡଦାଣ୍ଡରେ ବ୍ୟବସାୟୀ ଦୀନବନ୍ଧୁ ଚୌଧୁରୀଙ୍କ ଘରେ ବନ୍ଧୁକ ଦେଖାଇ କିଛି ଦୁର୍ବୃତ୍ତ ଲୁଟ୍‌ କରିଥିବା ଜଣାପଡିଛି। ରବିବାର ସକାଳୁ ବନ୍ଧୁକ ଦେଖାଇ ସେମାନେ ସୁନା,ରୁପା, ଏବଂ ନଗଦ ଟଙ୍କା ନେଇଯାଇଛନ୍ତି। ସୂଚନାଯୋଗ୍ୟ, ଗ୍ରୋସରୀ ଦୋକାନ ଓ…

ବାର୍ଥ ଡେ’ କେକ୍‌ ଚାଖୁଥିଲେ ମହିଳା, ହଠାତ୍‌ ବାହାରି ଆସିଲା ଦାନ୍ତ, ଭିଡିଓ ଦେଖିଲେ…

ବୃଦ୍ଧାବସ୍ଥା ହେଉଛି ଜୀବନର ସବୁଠାରୁ କଷ୍ଟଦାୟକ ପର୍ଯ୍ୟାୟ। ଯେତେବେଳେ ଜଣେ ବ୍ୟକ୍ତିଙ୍କର ବହୁତ ଅଭିଜ୍ଞତା ଥାଏ କିନ୍ତୁ ସେହି ଅନୁଭୂତିଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ପାଖରେ ଶକ୍ତି ନ ଥାଏ, ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ଜୀବନରେ ରହିଥିବା ମନୋରଞ୍ଜନ…

ସମଲିଙ୍ଗୀ ପ୍ରାଇଡ୍‌ ପରେଡକୁ ନେଇ ଆମେରିକାରେ ତେଜିଲା ବିବାଦ

ଓ୍ବାଶିଂଟନ୍‌,୧୧।୬: ଆମେରିକାରେ ସମଲିଙ୍ଗୀ ପ୍ରାଇଡ୍‌ ପରେଡକୁ ନେଇ ରାଜନୀତି ସରଗରମ ରହିଛି। ଆମେରିକାରେ ଚଳିତ ମାସରେ ସେମାନଙ୍କର ପ୍ରାଇଡ୍‌ ପରେଡକୁ ବାତିଲ କରି ଦିଆଯାଇଛି। ଯାହାକୁ ନେଇ ବିଭିନ୍ନ ମହଲରୁ ବୟାନବାଜି ଜାରି ରହିବା ସହ ପରେଡ ବନ୍ଦ ପାଇଁ ଧମକ…

ଧରାପଡିଲା ତାଲିବାନର ଚାଲାକି, ଭାରତକୁ ଯୋଡୁଥିବା ଗ୍ୟାସ ପାଇପ ଲାଇନ ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛି ହକ୍କାନି ଗ୍ରୁପ

ନ୍ୟୁୟର୍କ,୧୧।୬: ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନର ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ଅନେକ ଅର୍ଥନୈତିକ ପ୍ରକଳ୍ପକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟତଃ ତୁର୍କମେନିସ୍ତାନ-ଆଫଗାନିସ୍ତାନ-ପାକିସ୍ଥାନ-ଭାରତ (TAPI) ଗ୍ୟାସ ପାଇପଲାଇନର ଆଫଗାନିସ୍ତାନ ବିଭାଗ ନିର୍ମାାଣକୁ ନିୟନ୍ତ୍ରଣ…

ଉଷ୍ମ ହେଲା ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକୁ ନେଇ ବାହାରିଥିବା ମେଢ ପ୍ରସଙ୍ଗ, କାନାଡା ମେୟର କହିଲେ ଏହା କୌଣସି ଅପରାଧ ନୁହେଁ

ଟରଣ୍ଟୋ,୧୧।୬: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣାକୁ ନେଇ କାନାଡାରେ ବାହାରିଥିବା ମେଢକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାକୁ ଦୃଷ୍ଟିରେ ରଖି କାନାଡାର ଆଇନ ପ୍ରଣୟନକାରୀ ସଂସ୍ଥା କହିଛି ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାର ମେଢ ବାହାର…

କ୍ୟୁବା ସହିତ ଚାଇନାର ଗୁପ୍ତ ଚୁକ୍ତି, ଆମେରିକା ବିରୋଧରେ ଚଳାଇଛି ଗୁପ୍ତ କାର୍ଯ୍ୟ

ଓ୍ବାଶିଂଟନ,୧୧ା୬: ଚାଇନା ନାକ ତଳେ ଆମେରିକା ଉପରେ ଗୁପ୍ତଚର କରୁଛି କି? ଏଭଳି ପ୍ରଶ୍ନ ବାଇଡେନ ପ୍ରଶାସନର ଜଣେ ଅଧିକାରୀ କରିଛନ୍ତି। ସେ କହିଛନ୍ତି, ଚାଇନା କ୍ୟୁବାରେ ଏକ ଗୁପ୍ତଚର କାର୍ଯ୍ୟ କରୁଛି ଏବଂ ୨୦୧୯ ଏହାର ଗୁପ୍ତଚର ଆଧାରକୁ ନବୀକରଣ…

ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମର ଲୋକପ୍ରିୟ ଅଭିନେତାଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଏବଂ ପଞ୍ଜାବୀ ଫିଲ୍ମ ଅଭିନେତା ମଙ୍ଗଲ ଢିଲୋନଙ୍କ ରବିବାର ସକାଳେ ଦେହାନ୍ତ ହୋଇଛି। ସେ ଗତ କିଛି ବର୍ଷ ଧରି କ୍ୟାନ୍‌ସର ରୋଗରେ ପୀଡିତ ଥିଲେ। କ୍ୟାନସରରେ ପୀଡିତ ହୋଇ ପଞ୍ଜାବର ଲୁଧିଆନା ସହରର ଏକ ଡାକ୍ତରଖାନାରେ…

ଇସାଇଙ୍କ ସବୁଠାରୁ ବଡ ଦେଶରେ ପ୍ରଥମଥର ହେବ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ, ‘ହିନ୍ଦୁ ଫୋବିୟା’ ଉପରେ ହେବ ଆଲୋଚନା

ଓ୍ବାଶିଂଟନ,୧୧।୬: ବୃହତ୍ତମ ଖ୍ରୀଷ୍ଟିଆନ ଦେଶ ବା ଇସାଇଙ୍କ ସବୁଠାରୁ ବଡ ଦେଶ ଆମେରିକା ଜୁନ ୧୪ରେ ପ୍ରଥମ ଥର ପାଇଁ ହିନ୍ଦୁ-ଆମେରିକୀୟ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ସେଠାରେ ନିକଟରେ ଗଠିତ ’ଆମେରିକୀୟ ହିନ୍ଦୁ’ ରାଜନୈତିକ କ୍ରିୟାନୁଷ୍ଠାନ କମିଟି ଏହି…

ସର୍ବିଆ ପବ୍‌ରେ ‘ଓ ଅଣ୍ଟାବା’ ଗୀତରେ ଠୁମକା ଲଗାଇଲେ ସାମନ୍ଥା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧଓ୍ବାନ ଏବଂ ହଟ୍‌ ସାମନ୍ଥା ରଥ ପ୍ରଭୁ ଏକାଠି ନଜର ଆସିବାକୁ ଯାଉଛନ୍ତି। ପପୁଲାର ହଲିଉଡ ଓ୍ବେବ ସିରିଜ୍‌ ‘ସେଟାଡଲ’ର ଇଣ୍ଡିଆନ ରିମେକ୍‌ରେ ଦୁହେଁ ଅଭିନୟ କରୁଛନ୍ତି। ସର୍ବିଆରେ ଏହି ଫିଲ୍ମର ସୁଟିଂ ଚାଲିଛି।…

ପଞ୍ଜାବ ସରକାରଙ୍କ ବଡ ନିଷ୍ପତ୍ତି, ପେଟ୍ରୋଲ ଡିଜେଲ ଉପରେ ବଢିଲା ଭାଟ

ଚଣ୍ଡିଗଡ଼,୧୧।୬: ପଞ୍ଜାବ ସରକାର ଏକ ବଡ ନିଷ୍ପତ୍ତି ନେଇ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ହେଉଛି ବର୍ତ୍ତମାନ ପଞ୍ଜାବର ଲୋକଙ୍କୁ ଏକ ଲିଟର ପେଟ୍ରୋଲ ପାଇଁ ଅଧିକ ଟଙ୍କା ଦେବାକୁ ପଡିବ। ଏଥି ସହିତ…

ଜନ୍‌ସନଙ୍କ ଇସ୍ତଫା: ଅଡୁଆରେ ଋଷି ସୁନକଙ୍କ ଦଳ

ଲଣ୍ଡନ: ପାର୍ଟିଗେଟ୍‌ ମାମଲାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସଂସଦୀୟ କମିଟି ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ସେ ଇସ୍ତଫା ଦେଇଛନ୍ତି। ଜନ୍‌ସନ ଇସ୍ତଫା ଦେବାରୁ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି…

ବୋରିସ ଜନସନଙ୍କ ଇସ୍ତଫା ଯୋଗୁ ଅଡୁଆରେ ପ୍ରଧାନମନ୍ତ୍ରୀ ସୁନକଙ୍କ ପାର୍ଟି, ଘାରିଛି ଉପନିର୍ବାଚନରେ ପରାଜୟର ଭୟ

ଲଣ୍ଡନ,୧୧।୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପାର୍ଟିଗେଟ ମାମଲାରେ ସଂସଦ ପଦରୁ ଇସ୍ତଫା ଦେଇଦେଇଛନ୍ତି। ତାଙ୍କର ଇସ୍ତଫା ସଂସଦୀୟ ସମିତିର ସେହି ବୟାନ ପରେ ଆସିଛି, ଯେଉଁଥିରେ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଜନସନଙ୍କ ଇସ୍ତଫା ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri