ବଦଳିଲା କେଜରିଓ୍ବାଲଙ୍କ ମନ୍ତବ୍ୟ: ସିବଲଙ୍କୁ କହୁଥିଲେ ଦୁର୍ନୀତିଗ୍ରସ୍ତ,ଏବେ କହିଲେ ସଚ୍ଚୋଟ…
ନୂଆଦିଲ୍ଲୀ,୧୧।୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲ ରବିବାର ରାମଲୀଲା ମୈଦାନରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଏଏପି ଏକ ରାଲିର ଆୟୋଜନ କରିଥିଲା। ଏଥି…
ଜଳିଗଲା ପାର୍ଟ୍ସ ଦୋକାନ
ଭୁବନେଶ୍ୱର,୧୧ା୬(ବ୍ୟୁରୋ): କଟକରୋଡ୍ରେ ହିନ୍ଦୁସ୍ଥାନ ଜୁଏଲର୍ସ ନିକଟରେ ଥିବା କିଛି ଦୋକାନରେ ରବିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି। ଗୋଟିଏ ଦମକଳ ନ ପାରିବାରୁ ଆଉ ଗୋଟିଏ…
ରଥଯାତ୍ରା ସମୟରେ ଡ୍ରୋନ୍ ଉଡ଼ାଣ ମନା
ପୁରୀ ଅଫିସ,୧୧ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସମୟରେ ଡ୍ରୋନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ଏନେଇ ପୁରୀ ପୋଲିସ ଟୁଇଟ୍ ଯୋଗେ ସୂଚନା ଦେଇଛି। ଟୁଇଟ୍ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍ ଜୋନ୍ରେ ଯାଉଛି। ତେଣୁ ଡ୍ରୋନ୍ ଉଡ଼ାଣ ମନା।…
ଯିବାର ଥିଲା ଅହମ୍ମଦାବାଦ, ପହଞ୍ଚିଗଲା ଲାହୋରରେ
ଇସଲାମାବାଦ,୧୧ା୬: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଖରାପ ପାଗ ଯୋଗୁ ପାକିସ୍ତାନର ଲାହୋରରେ ପହଞ୍ଚିଥିଲା। ସୂଚନାନୁସାରେ, ଭାରତୀୟ ବିମାନକ୍ଷେତ୍ରକୁ ଫେରିବା ପୂର୍ବରୁ ଏହା ଗୁଜରାନଓ୍ବାଲାରେ ପହଞ୍ଚିଥିଲା। ଅବଶ୍ୟ ଏହି ସମୟ ମଧ୍ୟରେ ବିମାନରେ କିଛି ଅଘଟଣ ଘଟି…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଭାରତ ୨୦୯ ରନରେ ପରାଜିତ…
ଲଣ୍ଡନ,୧୧।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୨୦୯ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ସମସ୍ତ ଓ୍ବିକେଟ ହରାଇ…
୫-ଟି ସଚିବଙ୍କ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ
ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଆନନ୍ଦପୁର ବ୍ୟାରେଜ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କରେ କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟାରେ ଆନନ୍ଦପୁର ବିଏନ୍ହାଇସ୍କୁଲ ପଡ଼ିଆରେ ହେଲିକପ୍ଟର ଯୋଗେ ଆସି…
ଟିଏମସି ପ୍ରାର୍ଥୀଙ୍କ ଘରେ କରାଯାଉଛି ନାମାଙ୍କନ ପତ୍ରର ହୋମ ଡେଲିଭରୀ: ଶୁଭେନ୍ଦୁ ଅଧିକାରୀଙ୍କ ଅଭିଯୋଗ…
କୋଲକାତା,୧୧।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ମାତ୍ରେ ରାଜ୍ୟର ବିଭିନ୍ନ ବ୍ଲକରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଶାସକ ଦଳରପ୍ରାର୍ଥୀ ତଥା ବିରୋଧୀ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ସଂଗ୍ରହ କରିବା ପାଇଁ ବିଡିଏ କାର୍ଯ୍ୟାଳୟରେ ପହଞ୍ଚିବା ଆରମ୍ଭ…
ଲାଲୁ ଜଣେ ନିର୍ଭୀକ ଯୋଦ୍ଧା, ଜନ୍ମଦିନରେ ଲାଲୁଙ୍କୁ ପ୍ରଶଂସା କଲେ ଷ୍ଟାଲିନ…
ପାଟନା/ଚେନ୍ନାଇ,୧୧।୬ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ଜନ୍ମଦିନରେ ରବିବାର (ଜୁନ ୧୧) ଅଭିନନ୍ଦନ ଜଣାଇ ତାଙ୍କୁ ସାମାଜିକ ନ୍ୟାୟର ନିର୍ଭୀକ ଯୋଦ୍ଧା…
ଦୈନିକ ସଂକ୍ରମଣ ୧୪୦, ସକ୍ରିୟ ମାମଲା ୦.୦୧ ପ୍ରତିଶତ…
ନୂଆଦିଲ୍ଲୀ, ୧୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ଥରିଲା ଜାପାନ
ଟୋକିଓ,୧୧ା୬: ରବିବାର ଅପରାହ୍ନରେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ଏଠାରେ ଥିବା ହୋକାଇଡୋରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଥିବା ଜାପାନ ପାଣିପାଗ ବିଭାଗ ସୂଚନାରୁ ପ୍ରକାଶ। ଭୂକମ୍ପର କେନ୍ଦ୍ରସ୍ଥଳ ଉରାକାଓ୍ବା ସହର…
ମିଳିତ ବିରୋଧୀ ମେଣ୍ଟରେ ସାମିଲ ହେବନି ଏନସି: ଓମାର…
ଶ୍ରୀନଗର,୧୧।୬ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ବିରୋଧୀ ଦଳକୁ ଭାଜପା ବିରୋଧରେ ଏକଜୁଟ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପ୍ରୟାସରେ ନୀତୀଶ କ୍ରମାଗତ ଭାବରେ ସମସ୍ତ ପ୍ରମୁଖ ଦଳର ମୁଖ୍ୟ ନେତାଙ୍କୁ…
ମୋରଡ଼ାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନଚାଉଳ
ମୋରଡ଼ା,୧୧ା୬(ଡି.ଏନ୍.ଏ.): ବର୍ଷ ତମାମ ହାତୀ ଉପଦ୍ରବ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଲାଗି ରହିଥିବା ବେଳେ ଏହାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ଘଟଣା ମୋରଡ଼ା ବ୍ଲକରେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି। ହାତୀ…
Archives


