Home

ନର ହତ୍ୟାକାରୀଙ୍କ ସହିତ ହାତ ମିଳାଉଛନ୍ତି ରାହୁଲ: ସ୍ମୃତି ଇରାନୀ…

ଭୋପାଳ,୯।୭ : କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରବିବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପହଞ୍ଚିଛନ୍ତି। ଏହି ସମୟ ରାହୁଲ ଗାନ୍ଧୀ ଟିଏମସି ସହିତ ହାତ ମିଳାଇଥିବାରୁ ସେ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ…

ବରୁଣ ଧଓ୍ବାନଙ୍କୁ ଇମ୍ପ୍ରେସ କରିବା ପାଇଁ ଗୀତ ବୋଲୁଥିଲେ ଜାହ୍ମବୀ, ଟ୍ରୋଲ୍‌ କଲେ ୟୁଜର୍ସ

ମୁମ୍ବାଇ: ଜାହ୍ମବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ବବାଲ’କୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ବରୁଣ ଧଓ୍ବାନଙ୍କ ସହ ନଜର ଆସିବେ ଜାହ୍ମବୀ। ଏହାରି ଭିତରେ ସେ ବବାଲ ଫିଲ୍ମର ଏକ ଗୀତ ଗାଉଥିବାର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଏନଡିଏରେ ସାମିଲ ହେବେ ଜୟନ୍ତ ଚୌଧୁରୀ: ଆରଏଲଡିକୁ ଭାଜପାର ରାଜନୈତିକ ଆମନ୍ତ୍ରଣ, ଚାରଣି ନୁହେଁ ଯେ ଓଲଟି ଯିବୁ ବୋଲି କହିଲେ ଚାରୁ……

ଲକ୍ଷ୍ନୌ,୯।୭ : ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନର ସମୟ ପାଖେଇ ଆସୁଥିବାରୁ ଭାଜପା ଏହାର ସମୀକରଣକୁ ସୁଧାରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ପଶ୍ଚିମ ଉତ୍ତରପ୍ରଦେଶର ରାଜନୀତିରେ ଜୟନ୍ତ ଚୌଧୁରୀଙ୍କୁ କ୍ରମାଗତ ସଙ୍କେତ ମାଧ୍ୟମରେ ନୂତନ ବାର୍ତ୍ତା ଦେବା…

ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ଏସ. ଜୟଶଙ୍କର

ନୂଆଦିଲ୍ଲୀ,୯।୭: ଗୁଜରାଟ ରାଜ୍ୟ ସଭା ନିର୍ବାଚନ ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ସେ ଜୁଲାଇ ୧୦ରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଚଳିତ ମାସରେ ମୋଟ ୧୦ଟି…

ରାମ ଜନ୍ମଭୂମି ଉପରେ ରିଲିଜ୍‌ ହେବ ଫିଲ୍ମ, ନଜର ଆସିବେ ବଲିଉଡର ଦୁଇ ବଡ ତାରକା

ମୁମ୍ବାଇ: ବଲିଉଡରେ ଶ୍ରୀରାମଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଉଛି। ନିକଟରେ ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଶ’ ଫିଲ୍ମ ମୁକ୍ତିଲାଭ କରିଥିଲା। ଏହା ବ୍ୟତୀତ ରଣବୀର କପୁରଙ୍କ ‘ରାମାୟଣ’ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ତେବେ ଆଉ ଗୋଟିଏ ରାମଙ୍କ ଉପରେ ଫିଲ୍ମ…

କାନାଡାରେ ଭାରତୀୟ ଦୂତାବାସ ସାମ୍ନାରେ ଏକାଠି ହେଲେ ଖଲିସ୍ତାନୀ ସମର୍ଥକ, ତ୍ରିରଙ୍ଗା ଉଡାଇ ଭାରତୀୟ ଦେଲେ କଡା ଜବାବ

ଟରଣ୍ଟୋ,୯।୭: ଖଲିସ୍ତାନି ସମର୍ଥକମାନେ ଶନିବାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି କ୍ରମରେ ଖଲିସ୍ତାନିମାନେ କାନାଡାର ଟରଣ୍ଟୋରେ ବି ଭାରତୀୟ ବାଣିଜ୍ୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ କରିଥିଲେ। ହେଲେ ସେଠାରେ ଥିବା ମୂଳ ଭାରତୀୟ ବାସିନ୍ଦା ଏହାର କଡା ଜବାବ…

କାନାଡା ଓପନ୍‌: ଫାଇନାଲ୍‌ରେ ଲକ୍ଷ୍ୟ ସେନ୍‌, ହାରିଲେ ସିନ୍ଧୁ

ନୂଆଦିଲ୍ଲୀ,୯।୭: କମନୱେଲଥ ଗେମ୍ସ ଚାମ୍ପିଅନ ଲକ୍ଷ୍ୟ ସେନ କାନାଡା ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥି ସହିତ ପିଭି ସିନ୍ଧୁଙ୍କୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡିଛି। ମହିଳା ଏକକ ସେମିଫାଇନାଲରେ ଦୁଇଥର ଅଲିମ୍ପିକ ପଦକ…

ମୋଦିଙ୍କ ଫ୍ରାନ୍ସ ଗସ୍ତରେ ପୁଣି ରାଫାଲ ଚୁକ୍ତି ହେବା ଆଶା…

ନୂଆଦିଲ୍ଲୀ,୯।୭ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପୁଣି ଥରେ ହେବାକୁ ଯାଉଛି। ଏହା ରାଫେଲର ନୌସେନା ସଂସ୍କରଣ ହେବ। ଯାହାର ଅର୍ଥ ଏହା ଭାରତୀୟ ନୌସେନା ଦ୍ୱାରା ବ୍ୟବହୃତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ନୂଆ ଲୁକ୍‌ରେ ଅକ୍ଷୟ

ପବିତ୍ର ଶ୍ରାବଣ ମାସ ଚାଲିଛି। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଭୋଲେ ବାବାଙ୍କ ନାମ ସବୁଆଡେ ପ୍ରତିଧ୍ୱନିତ ହେଉଛି। ଏହି ଅବସରରେ ବଲିଉଡ୍‌ ଫିଲ୍ମ ‘ଓ ମାଇ ଗଡ୍‌ ୨’କୁ ନେଇ ଚର୍ଚ୍ଚା ହେଉଛି। ଫିଲ୍ମରେ ଅକ୍ଷୟ କୁମାର…

କିଛି ଲୋକଙ୍କ ଉପରେ ବିଶ୍ୱାସ କରି ଭୁଲ କଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୭ : ଏନସିପି ସଭାପତି ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନସିପି ନେତାଙ୍କ ‘ଦୁର୍ନୀତି’ ବିଷୟରେ ଦେଇଥିବା ମନ୍ତବ୍ୟକୁ ମନେ ପକାଇ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ନାଶିକ ଜିଲାର ୟୋଲା ଠାରେ ଏକ ରାଲିକୁ ସମ୍ବୋଧିତ…

୨୦୨୪ରେ କାମ କରିବ କି ଏହି ପ୍ଲାନ, ପ୍ୟାନ ଇଣ୍ଡିଆ ମିଶନରେ ଏକାଠି ହେବେ ଦଳ, ଏନଡିଏ ବୈଠକରେ ଦେଖାଯିବ ଟ୍ରେଲର

ନୂଆଦିଲ୍ଲୀ,୯।୭: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ)ର ବୈଠକ ପୂର୍ବରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଭାଜପାର ପ୍ୟାନ ଇଣ୍ଡିଆ ପ୍ରୋଜେକ୍ଟର ପ୍ରଥମ ଝଲକ ଜୁଲାଇ ୧୮ରେ ହେବାକୁ ଯାଉଥିବା ଏନଡିଏ ବୈଠକରେ ଦେଖିବାକୁ ମିଳିବ। ଏହି ବୈଠକରେ ଶିବସେନାର…

ସଲମାନଙ୍କୁ ବିବାହ କରିବା ପାଇଁ କାର୍ଡ ଛପା ସରିଥିଲେ ମଧ୍ୟ ଏହି ଅଭିନେତ୍ରୀଙ୍କ ଭାଙ୍ଗିଯାଇଥିଲା ବିବାହ

ବଲିଉଡ ଅଭିନେତ୍ରୀ ସଙ୍ଗୀତା ବିଜଲନୀ ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକର ସୁନ୍ଦରୀମାନଙ୍କ ମଧ୍ୟରେ ତାଙ୍କ ନାମ ଗଣାଯାଏ। ସେ ଜୁଲାଇ ୯, ୧୯୬୦ରେ ମୁମ୍ବାଇରେ ରହୁଥିବା ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ। ସଙ୍ଗୀତା ବିଜଲାନି ପିଲାଦିନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?