Home

ଉନ୍ନୟନ କାର୍ଯ୍ୟ ଠପ୍‌, ହୋଇପାରୁନି ବିଲ୍‌

ତେନ୍ତୁଳିଖୁଣ୍ଟି, ୧୮ା୬(ଚିଦାନନ୍ଦ ସାହୁ) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସଫଳ ରୂପାୟନ ନେଇ କର୍ମଚାରୀ ନିଯୁକ୍ତି କରାଯାଉଛି। କିନ୍ତୁ ଏବେ ଚାଲିଥିବା ଅମଲାଙ୍କ ଧର୍ମଘଟ ଓ କମ୍‌ ସଂଖ୍ୟକ କର୍ମଚାରୀ ଥିବାରୁ ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇ ପଡ଼ିଛି। ନବରଙ୍ଗପୁର…

ଡମ୍ପିଂ ୟାର୍ଡ ଭ୍ରମ ସୃଷ୍ଟି କରୁଛି ନୋଡାଲ ଆର୍‌ସିଡି ହାଇସ୍କୁଲ

ନବରଙ୍ଗପୁର, ୧୮ା୬(ସଦାଶିବ ପ୍ରହରାଜ) ୫-ଟି ମାଧ୍ୟମରେ ହାଇସ୍କୁଲଗୁଡ଼ିକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରୂପାନ୍ତରଣ କରାଯାଉଛି। ଏହାର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରିବାକୁ ୫-ଟି ସଚିବ ପ୍ରତ୍ୟେକ ଉଦ୍‌ଘାଟନ ସମୟରେ କହୁଛନ୍ତି। ତେବେ ଏହାର ଓଲଟା ଚିତ୍ର ନବରଙ୍ଗପୁର ସଦର…

ଜଙ୍ଗଲରେ ହ୍ରାସ ପାଉଛି ବାଉଁଶ

ମାଲକାନଗିର, ୧୮ା୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା ଓ ମାଲକାନଗିରି ବନାଞ୍ଚଳରେ ପ୍ରାୟ ୨୦ ବର୍ଷ ପୂର୍ବରୁ ବିଭିନ୍ନ ଜଙ୍ଗଲରେ ବହୁ ପରିମାଣର ବାଉଁଶଗଛ ଦେଖିବାକୁ ମିଳୁଥଲା। ଏହି ବାଉଁଶ ବନ ବିଭାଗ ପ୍ରତିବର୍ଷ ସିଲିଭ୍‌ କଲ୍‌ଚର କଟିଂ…

‘୨୦୨୫ ସୁଦ୍ଧା ଟିବି ମୁକ୍ତ ହେବ ଭାରତ’ ‘ମନ କି ବାତ’ରେ ମୋଦି କହିଲେ ଲକ୍ଷ୍ୟ ବଡ ନିଶ୍ଚିତ ହେଲେ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏଥର ଥିଲା ମନ କି ବାତ କାର୍ଯ୍ୟକ୍ରମର ୧୦୨ତମ ଅଧ୍ୟାୟ। ମନ କି ବାତ କାର୍ଯ୍ୟକ୍ରମ ମାସର ଶେଷ ରବିବାରରେ ଅନୁଷ୍ଠିତ…

ସରକାରଙ୍କ ଭତ୍ତା ଯୋଜନା ଭେଳିକି

ନୂଆଗାଁ, ୧୮ା୬ (ଧନେଶ୍ୱର ସାହୁ )୬୦ ବର୍ଷରୁ ଊର୍ଦ୍ଧ୍ୱ ବୃଦ୍ଧାବୃଦ୍ଧଙ୍କୁ ସରକାର ଭତ୍ତା ଦେଉଥିବା କଥା କହୁଛନ୍ତି । ହେଲେ ନୂଆଗାଁ ବ୍ଲକରେ ୬୪ ବର୍ଷର ବୃଦ୍ଧାବୃଦ୍ଧ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ଭତ୍ତା ପ୍ରଦାନ କରାଯାଉ ନାହିଁ ।…

ରେଳଧାରଣା କଡ଼ରେ ପଡ଼ିଛି ମୃତଦେହ

ବଲାଙ୍ଗୀର,୧୮ା୬(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଳ ଷ୍ଟେଶନ ନିକଟ ଖୁଜେନପାଲି ବ୍ରିଜ୍‌ ରେଳ ଧାରଣା କଡ଼ରେ ରବିବାର ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହକୁ ରେଳବାଇ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି। ଯୁବକଙ୍କ ମୃତ୍ୟୁର…

ମୋଦିଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବାକୁ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ମିଲବେନ

ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ସପ୍ତାହରେ ଆମେରିକାର ପ୍ରଥମ ସରକାରୀ ରାଜକୀୟ ଗସ୍ତ ସମୟରେ ଜଣାଶୁଣା ହଲିଉଡ ଅଭିନେତ୍ରୀ ତଥା ଗାୟିକା ମେରି ମିଲବେନ ନ୍ୟୁୟର୍କ ଏବଂ ୱାଶିଂଟନ ଡିସିରେ ତାଙ୍କ କାର୍ଯ୍ୟକ୍ରମରେ ପରଫର୍ମ କରିବେ। ଶନିବାର ଜାରି କରାଯାଇଥିବା…

ମୃତଦେହ ପରିବହନ ବ୍ୟବସ୍ଥାକୁ ଅଣଦେଖା

ନୟାଗଡ଼, ୧୮ା୬(ଲୋକନାଥ ମିଶ୍ର) ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ମୃତ ବ୍ୟକ୍ତିଙ୍କୁ ଘରକୁ ନେବା ପାଇଁ କୌଣସି ବ୍ୟବସ୍ଥା ନାହିଁ ା ସରକାର, ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଆଖିବୁଜି ଦେଇଥିବାରୁ ବିଭିନ୍ନ ସମୟରେ ବାଇକ୍‌, ଟ୍ରଲି, ରିକ୍ସା କିମ୍ବା…

ଆନ୍ଧ୍ର ବିହନ ଉପରେ ନିର୍ଭର ଗଜପତି ଚାଷୀ

ପାରଳାଖେମୁଣ୍ଡି (ଗିରିଧାରୀ ପରିଚ୍ଛା), ୧୮ା୬: ଗଜପତି ଜିଲାର ଅଧାରୁ ଅଧିକ ଚାଷୀ ଆନ୍ଧ୍ରପ୍ରଦେଶର ଧାନ ବିହନ ଉପରେ ନିର୍ଭର କରୁଛନ୍ତି। ପ୍ରତ୍ୟେକ ବର୍ଷ ଓଡ଼ିଶା ପକ୍ଷରୁ ଯେତିକି ବିହନ ଯୋଗାଯାଉଛି ତାହା ଆବଶ୍ୟକତାର ଅଧା ହୋଇଥିବା ବେଳେ ଓଡ଼ିଶାର ଧାନ ବିହନରେ…

ଆଜି ପ୍ରଚାରିତ ହେବ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ, ବିଶେଷ କାରଣ ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ହେବ ପ୍ରଚାରିତ

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୧୮ ଜୁନରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଜୁନ ୧୮ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି କାର୍ଯ୍ୟକ୍ରମର ଏହା ହେଉଛି ୧୦୨ ତମ ଅଧ୍ୟାୟ। ପ୍ରତିଥର…

ଭାରତ ବୁଲିବାକୁ ଆସିଥିଲେ ପାକିସ୍ତାନ ୟୁଟ୍ୟୁବର, ରାସ୍ତାରେ ସରିଗଲା ତେଲ, ଆଉ ତା’ ପରେ…

ପାକିସ୍ତାନ ୟୁଟ୍ୟୁବର୍‌ ତଥା ମୋଟରସାଇକେଲ ଚାଳକ ଅବରାର ହାସନ ଏକ ମାସ ଧରି ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ପଞ୍ଜାବ, ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ମୁମ୍ବାଇ, କେରଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୁଲି ପ୍ରାୟ ୮୦୦୦ କିଲୋମିଟର…

ବିଞ୍ଝାରପୁର ବ୍ଲକରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପ୍ରୀତିପୁର, ୧୮ା୬(ସୁଶାନ୍ତ ବେହୁରିଆ) ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିଯୋଗୁ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି। ଏହି ବ୍ଲକର ପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତ ସମେତ ପଡୋଶୀ ବ୍ଲକର ରୋଗୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri