Home

ଆଠ ବର୍ଷରେ ୫ ଥର ୟୁଏଇ ଗସ୍ତ କଲେଣି ମୋଦି

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ଦିନ ପୂର୍ବରୁ ତାଙ୍କର ୟୁନାଟେଡ ଆରବ ଏମିସେଟ୍ସ(ୟୁଏଇ) ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ସମୟରେ ସେ ଭାରତୀୟ ମୁଦ୍ରା ଓ ଦିରହମ(ୟୁଏଇ ମୁଦ୍ରା)କାରବାର କରିବାକୁ ଘୋଷଣା କରିଛନ୍ତି। ଏହି ଗସ୍ତ ସମୟରେ ମୋଦି…

ରୋମାଣ୍ଟିକ ହେଲେ ବିକି-କ୍ୟାଟ୍ରିନା

ବଲିଉଡର ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍‌ଧାମରେ ପାଳନ କରିଛନ୍ତି। ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ ନିକଟରେ ତାଙ୍କ ସ୍ବାମୀ ବିକି କୌଶଲଙ୍କ ସହ ଛୁଟିରେ ଯାଇଥିଲେ। ବିକି ସୋସିଆଲ ମିଡିଆରେ ଛୁଟିଦିନର କିଛି ରୋମାଣ୍ଟିକ ଫଟୋ…

ହରିପୁର ବଜାର ରାସ୍ତା ଶୋଚନୀୟ

ରସୁଲପୁର,୧୭ା୭(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ହରିପୁର ବଜାର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପୂର୍ତ୍ତ ବିଭାଗ ଅଧୀନ ୨୦ ନମ୍ବର ଜାତୀୟ ରାଜପଥର ଏହି ବଜାର ନିକଟରେ ଏକାଧିକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଏବେ ଲଘୁଚାପଜନିତ…

କେନାଲ ଲୋକାର୍ପିତକୁ ବର୍ଷେ ହେଲାଣି: ପାଣି ଆସିନି

କେନ୍ଦ୍ରାପଡ଼ା, ୧୭ା୭ (ଜଗନ୍ନାଥ ଧଳ): ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ୨୦୨୨ ମେ’ ୧୮ ରେ ଉଦ୍‌ଘାଟନ ହୋଇଥିଲା। ଗରଦପୁର ବ୍ଲକ କଳାବୋଦାଠାରେ ଆୟୋଜିତ ଉତ୍ସବ ତତ୍କାଳୀନ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଏହି କେନାଲରେ ଖରିଫ ଚାଷ…

ଖରସ୍ରୋତା ଗର୍ଭରେ ଲୀନ ହେଉଛି ପଠାଜମି

କେନ୍ଦ୍ରାପଡ଼ା,୧୭ା୭(ଜଗନ୍ନାଥ ଧଳ): ଖରସ୍ରୋତା ନଦୀ କୂଳରୁ ଅତଡ଼ା ଖାଉଥିବାରୁ ପଠାରେ ଥିବା ହେକ୍ଟର ହେକ୍ଟର ଚାଷ ଉପଯୋଗୀ ଜମି ନଦୀଗର୍ଭକୁ ଚାଲିଯାଉଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା ଗ୍ରାମର ଚାଷୀ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି…

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି ସୀମା ହେଦର

ନୂଆଦିଲ୍ଲୀ,୧୭।୭: ପାକିସ୍ତାନ ଛାଡି ଭାରତ ପଳାଇଆସିଥିବା ସୀମା ଗୁଲାମ ହେଦର ଏବଂ ତାଙ୍କ ସ୍ବାମୀ ସଚିନଙ୍କୁ ଜାମିନ ମିଳିଛି। କିଛି ସର୍ତ୍ତରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଛି। କୋର୍ଟ କହିଛନ୍ତ, ଯଦି ସୀମାଙ୍କୁ ସହର ବାହାରେ କୌଣସି ସ୍ଥାନକୁ ଯିବାକୁ ପଡେ,…

ଆସାମ ବନ୍ୟା: ୧ ଲକ୍ଷରୁ ଅଧିକ ପ୍ରଭାବିତ, ୩୭୧ ଗାଁ ଉବୁଟୁବୁ…

ଗୁଆହାଟୀ,୧୭।୭ : ଆସାମରେ ବନ୍ୟା ପରିସ୍ଥିତି ସଙ୍କଟ ଜନକ ରହିଛି। ରାଜ୍ୟର ୧୦ ଟି ଜିଲାର ପ୍ରାୟ ଏକ ଲକ୍ଷ ଲୋକ ଏବେ ମଧ୍ୟ ବନ୍ୟା ପରିସ୍ଥିତିରେ ଅଛନ୍ତି। ଲୋକଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ଏଠାରେ ବନ୍ୟା ଯୋଗୁଁ ଶହ…

ବାୟୁ ପ୍ରଦୂଷଣ ପ୍ରଭାବ: ସହର ଅପେକ୍ଷା ଗାଁରେ ଅଧିକ ପୀଡ଼ିତ: ଆୟୁ କମୁଛି ପ୍ରାୟ ୯ ମାସ…

ନୂଆଦିଲ୍ଲୀ,୧୭।୭ : ବୈଜ୍ଞାନିକମାନେ ବିଶ୍ଳେଷଣ ପରେ ଜାଣିବାକୁ ପାଇଛନ୍ତି ବାୟୁ ପ୍ରଦୂଷଣ ଗ୍ରାମ ଏବଂ ସହରକୁ ପ୍ରାୟ ସମାନ ଭାବରେ ପ୍ରଭାବିତ କରିଥାଏ। କିନ୍ତୁ ପ୍ରଦୂଷଣ ନିୟନ୍ତ୍ରଣ ପାଣ୍ଠି କେବଳ ସହରାଞ୍ଚଳ ପାଇଁ ରହିଛି। ସହରବାସୀଙ୍କ ତୁଳନାରେ, ବାୟୁ ପ୍ରଦୂଷଣର ସଂସ୍ପର୍ଶରେ…

ମାଟି ପକାଇ ଜଳ ନିଷ୍କାସନ ପଥ ଅବରୋଧ

ବରୀ,୧୭ା୭(ମହେନ୍ଦ୍ର ସ୍ବାଇଁ): ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ବାମପାର୍ଶ୍ୱରେ ଚାଷଜମିକୁ ଜଳପ୍ରବାହିତ ଓ ଜଳ ନିସ୍କାସନ କରିବା ପାଇଁ ବାଲିବିଲ ପଞ୍ଚାୟତସ୍ଥିତ ଗାନ୍ଧି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ କଲର୍ଭଟ ନିର୍ମାଣ କରାଯାଇଛି। ସାରନ୍ଦାପାଟରେ ବର୍ଷା ଜଳ ଜମି ରହି ଶହଶହ ହେକ୍ଟର…

ଏଇ ଭାରତରେ

ଭାରତରେ ବାହାଘରରେ ପ୍ଲାଷ୍ଟିକ୍‌ ବ୍ୟବହାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିବାବେଳେ ଏହାକୁ ଦୂର କରିବା ଲାଗି ବେଙ୍ଗାଲୁରୁର ଦୁଇ ମହିଳାଙ୍କ ପ୍ରୟାସ ପ୍ରେରଣାଦାୟକ। ଏହି ଦୁଇ ମହିଳା ହେଉଛନ୍ତି ବର ଓ କନ୍ୟାଙ୍କ ମାତା। କନ୍ୟାଙ୍କ ମାତା ଚାରୁଲତା…

ଦୂର ଦାରିଦ୍ର୍ୟ

ଶୈଳେନ୍ଦ୍ର ଦ୍ୱିବେଦୀ   ନିକଟରେ ଜଣେ ବନ୍ଧୁ କହିଲେ, ଆମେରିକାରେ ଦାରିଦ୍ର୍ୟ ନାହିଁ। ଲେଖକ ଚଟାପଟ ଉତ୍ତର ଦେଇଥିଲେ, ଅବିକଳ ଭାରତ ପରି ନ ଥାଇ ପାରେ, କିନ୍ତୁ ଆମେରିକାରେ ଦାରିଦ୍ର୍ୟ କିଛି କମ୍‌ ଐତିହାସିକ ନୁହେଁ। ୨୦୨୧ ତଥ୍ୟ ଅନୁସାରେ…

ବିରୋଧୀ ଏକତା ବୈଠକ: ଦିନକ ପରେ ବେଙ୍ଗାଲୁରୁ ଯିବେ ଶରଦ ପାଓ୍ବାର…

ମୁମ୍ବାଇ୧୭।୭ : ସୋମବାରଠାରୁ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଙ୍କ ଦୁଇ ଦିନିଆ ଏକତା ବବୈଠକରେ ଦେଶର ବିରୋଧୀ ଦଳର ବରିଷ୍ଠ ନେତାମାନେ ଯୋଗଦେବେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବାର ରଣନୀତି ଉପରେ ଆଲୋଚନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?