ସମ୍ରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର
ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘ସମ୍ ହସ୍ପିଟାଲ’ରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏପରିକି ଏକ ଜଟିଳ କ୍ୟାନ୍ସର ରୋଗୀଙ୍କର କଷ୍ଟ ଦୂର କରାଯାଇପାରିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ବିଶେଷକରି ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ସୁଷମା ବୟନିକାର ଉପସଭାପତି
ଭୁବନେଶ୍ୱର,୩୦।୩: ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଏବଂ ହସ୍ତଶିଳ୍ପ ବିଭାଗ ଅଧୀନରେ ଥିବା ବୟନିକା ପରିଚାଳନା ପରିଷଦର ନିର୍ବାଚନ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବରିଷ୍ଠ ନାରୀନେତ୍ରୀ ସୁଷମା ପ୍ରଧାନ ବୟନିକାର ଉପସଭାପତି ଭାବେ ନିିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ…
ନ୍ୟୁ ୟେକିଂ ପିଟି ଲିମିଟେଡ୍ ସହ ଜେଏସ୍ଏଲ୍ ରାଜିନାମା
ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ନିକେଲର ଦୀର୍ଘକାଳୀନ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏକ ପ୍ରମୁଖ ରଣନୀତିକ ପଦକ୍ଷେପ ଗ୍ରହଣ କରିଛି। ବିଶେଷକରି କମ୍ପାନୀ ନ୍ୟୁ ୟେକିଂ ପିଟି ଲିମିଟେଡ୍ ସହ…
ଆଇପିକ୍ୟୁର ୫ମ ସଂସ୍କରଣର ଫଳାଫଳ
ନୂଆଦିଲ୍ଲୀ,୩୦।୩: ମ୍ୟାକ୍ସ ଲାଇଫ୍ ଇନ୍ସୁରାନ୍ସର ଫ୍ଲାଗଶିପ୍ ସର୍ଭେ ଇଣ୍ଡିଆ ପ୍ରୋଟେକ୍ସନ କ୍ୱୋଟେଣ୍ଟ ସର୍ଭେ (ଆଇପିକ୍ୟୁ)ର ୫ମ ସଂସ୍କରଣର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ସର୍ଭେ ଦେଶର ପୂର୍ବାଞ୍ଚଳରେ ବାସ କରୁଥିବା ସହରୀ ଭାରତୀୟମାନଙ୍କ ଆର୍ଥିକ ପ୍ରସ୍ତୁତୀକରଣର ଗଭୀର ତଥ୍ୟକୁ…
୩୦ଦିନରେ ୧୩୩୮କୋଟି ଦେବ ଗୁଗଲ
ନୂଆଦିଲ୍ଲୀ,୩୦।୩: ବହୁ ରାଷ୍ଟ୍ରୀୟ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲର ମନମାନୀ ଓ ଆଇଟି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଅପବ୍ୟବହାର ବିରୋଧରେ ଦୀର୍ଘ ବର୍ଷ ହେବ ଆଇନଗତ ଲଢେଇ ଜାରି ରହିଛି। ଏପରିକି ବୁଧବାର ନ୍ୟାସନାଲ କମ୍ପାନି ଲ ଅପିଲେଟ୍ ଟ୍ରିବ୍ୟୁନାଲ (ଏନସିଏଲଏଟି)…
ଲୋକ ସଭା ସଦସ୍ୟତା ଫେରିପାଇଲେ ମହମ୍ମଦ ଫୈଜଲ
ନୂଆଦିଲ୍ଲୀ,୩୦ା୩: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ନେତା ମହମ୍ମଦ ଫୈଜଲ ବୁଧବାର ନିଜ ଲୋକ ସଭା ସଦସ୍ୟତା ଫେରିପାଇଛନ୍ତି। ସୁପ୍ରିମକୋର୍ଟରେ ଫୈଜଲଙ୍କ ଆବେଦନ ଶୁଣାଣିର କିଛି ଘଣ୍ଟା ପୂର୍ବରୁ ଲୋକ ସଭା ସେକ୍ରେଟାରି ଜେନେରାଲ ଉତ୍ପଳ କୁମାର ସିଂ ଏକ ବିଜ୍ଞପ୍ତି…
ନିର୍ଣ୍ଣାୟକ ହେବ କର୍ନାଟକ ଲଢ଼େଇ
ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୩: କର୍ନାଟକ ବିଧାନସଭାର ୨୨୪ ଆସନ ପାଇଁ ମେ’ ୧୦ରେ ଭୋଟ ଗ୍ରହଣ କରାଯିବ ବୋଲି ବୁଧବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସିଇସି କୁମାର କହିଛନ୍ତି, ଭୋଟରମାନେ ସପ୍ତାହାନ୍ତ ଛୁଟିରେ…
ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ସାହାରାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୦ା୩ : ସୁପ୍ରିମକୋର୍ଟ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟିଜ ଆକାଉଣ୍ଟକୁ ୫,୦୦୦ କୋଟି ଟଙ୍କା ସ୍ଥାନାନ୍ତର କରିବା ଲାଗି ବୁଧବାର ସାହାରା ଗ୍ରୁପ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏମ୍.ଆର. ଶାହା ଏବଂ ସି.ଟି. ରବିକୁମାରଙ୍କୁ…
ମୁସରତ ହିଲାଲି ହେବେ ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍ ଜଷ୍ଟିସ୍
ଇସ୍ଲାମାବାଦ, ୩୦।୩: ପାକିସ୍ତାନର ଜଷ୍ଟିସ୍ ମୁସରତ ହିଲାଲି ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍ ଜଷ୍ଟିସ୍ ହେବେ। ମୁସରତି ଏପ୍ରିଲ୍ ୧ରେ ଏହି ଦାୟିତ୍ୱ ଗ୍ରହଣ କରିବେ। ହାଇକୋର୍ଟ ଚିଫ୍ ଜଷ୍ଟିସ୍ ଦାୟିତ୍ୱ ଗ୍ରହଣ କରିବାରେ ମୁସରତ ଦ୍ୱିତୀୟ ମହିଳା। ତାଙ୍କ…
ମାନବ ଜାତି ପାଇଁ ଘାତକ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’
ଓ୍ବାଶିଂଟନ୍, ୩୦।୩: ଶିକ୍ଷା ହେଉ ଅବା ଉଦ୍ୟୋଗ, ପ୍ରତିଟି କ୍ଷେତ୍ରରେ ଏବେ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଜଣେ ଅନ୍ୟ ଜଣଙ୍କଠାରୁ କିପରି ଆଗରେ ରହିବ ସେ ନେଇ ତର୍କ ଓ ତର୍ଜମା ଲାଗି ରହିଛି। ବିଜ୍ଞାନ ଗବେଷଣାରେ ମଧ୍ୟ ସମାନ ପରିସ୍ଥିତି…
ୟୁପିଆଇ ପେମେଣ୍ଟରେ ଏନ୍ପିସିଆଇର ନୂଆ ନିୟମ
ନୂଆଦିଲ୍ଲୀ, ୩୦।୩: ଦେଶରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ୟୁନିଫାଇଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ଏକ ବଡ଼ ଭୂମିକା ଗ୍ରହଣ କରିଛି। ଏଣିକି ମର୍ଚ୍ଚାଣ୍ଟ ୟୁପିଆଇ ଟ୍ରାଞ୍ଜାକ୍ସନରେ ୧.୧% ପର୍ଯ୍ୟନ୍ତ ବିନିମୟ ଶୁଳ୍କ ଦେବାକୁ ପଡ଼ିବ, ଯାହା ଆସନ୍ତା ଏପ୍ରିଲ ମାସରୁ ଲାଗୁ…
୨ ଟଙ୍କା ବଢ଼ିଲା ଓମ୍ଫେଡ ଦୁଗ୍ଧ ଦର
ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟ ସରକାର ଓମ୍ଫେଡ ଦୁଗ୍ଧ ମୂଲ୍ୟ ବୃଦ୍ଧି କରିଛନ୍ତି। ୫୦୦ ମିଲିଲିଟର ପ୍ୟାକେଟ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଏ ନେଇ ଓମ୍ଫେଡ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଟୋନ୍ଡ ପ୍ୟାକେଟ ପିଛା…
Archives


