ଶ୍ରେଷ୍ଠ ୧୦ ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ଏଲ୍ଭିପିଇଆଇ
ନୂଆଦିଲ୍ଲୀ,୩।୪: ଏଲ ଭି ପ୍ରସାଦ ଆଇ ଇନ୍ଷ୍ଟିଚ୍ୟୁଟ୍ (ଏଲଭିପିଇଆଇ)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟସ୍ତରର ସ୍ବୀକୃତି ଓ ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଏସସିଆଇଏମଏଜିଓ ର଼୍ୟାଙ୍କିଙ୍ଗ୍ ଏଜେନ୍ସି ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ସ୍ବାସ୍ଥ୍ୟ ଗବେଷଣା ଅନୁଷ୍ଠାନର ଫଳାଫଳ ପ୍ରକାଶ…
କୋଇଲା ଉତ୍ପାଦନରେ ଏମ୍ସିଏଲ୍ର ସର୍ବକାଳୀନ ରେକର୍ଡ
ଭୁବନେଶ୍ୱର,୩।୪: ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମ୍ସିଏଲ୍) ପକ୍ଷରୁ ନିକଟରେ ଆୟୋଜିତ ବାର୍ଷିକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓମ୍ ପ୍ରକାଶ ସିଂ କମ୍ପାନୀର ବାର୍ଷିକ କାର୍ଯ୍ୟକଳାପ ବିଷୟରେ ବିସ୍ତୃତ ଭାବେ ଆଲୋକପାତ…
ପୂର୍ବତଟ ରେଳପଥରେ ୨୪୧.୫୧ ଏମ୍ଟି ପଣ୍ୟ କାରବାର
ଭୁବନେଶ୍ୱର,୩।୪: ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ୍ ପୂର୍ବତଟ ରେଳପଥ ୨୦୨୨-୨୩ ଆର୍ଥିକବର୍ଷର ପଣ୍ୟ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଏପରିକି ରେଳପଥ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍ ପଣ୍ୟ ପରିବହନ କରିଛି। ସେହିଭଳି ପୂର୍ବତଟ ରେଳପଥ ୨୦୨୧-୨୨…
ଶାସନନୀତିରେ ସଚିବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର,୩।୪: ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରି ଅଫ୍ ଇଣ୍ଡିଆ (ଆଇସିଏସ୍ଆଇ)ର ଭୁବନେଶ୍ୱର ଅଧ୍ୟାୟ ପକ୍ଷରୁ ‘ଶକ୍ତିର ସଶକ୍ତୀକରଣ’ ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ନାଲକୋର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର…
ଟାଟା ଏଆଇଏ ଏନ୍ଏଫ୍ଓ ଶୁଭାରମ୍ଭ
ନୂଆଦିଲ୍ଲୀ,୩।୪: ଟାଟା ଏଆଇଏ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍ ଓ ଟାଟା ଏଆଇଏ ଡାଇନାମିକ୍ ଆଡଭାଣ୍ଟେଜ୍ ଫଣ୍ଡ୍ର ଏନ୍ଏଫ୍ଓ ଶୁଭାରମ୍ଭ କରାଯାଇଛି। ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍ର ପାଣ୍ଠିକୁ ନିରନ୍ତରତାକୁ କିମ୍ବା ପରିବେଶ, ସାମାଜିକ…
ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ
ଭୁବନେଶ୍ୱର,୩।୪: ପାରାଦୀପ ପୋର୍ଟ ଅଥରିଟି (ପିପିଏ) ପକ୍ଷରୁ ରବିବାର ବାର୍ଷିକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନନ୍ଦା ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ କ୍ରମାଗତ ଭାବେ ପାରାଦୀପ ପୋର୍ଟ ଖାଲି ରାଜ୍ୟରେ…
ମଜୁରି ମାଗିବାରୁ ମାଡ଼, ବେଙ୍ଗାଲୁରୁରୁ ଚାଲିଚାଲି ଫେରିଲେ ୩ ଶ୍ରମିକ
ପଟ୍ଟାଙ୍ଗି,୩ା୪(ଡି.ଏନ.ଏ.): ନିଜ ଅଞ୍ଚଳରେ କାମ କଲେ ଟଙ୍କା ଠିକ ସମୟରେ ମଜୁରି ମିଳୁନାହିଁ। ବାହାର ରାଜ୍ୟରେ କାମ କଲେ ପରିଶ୍ରମର ଉଚିତ୍ ମଜୁରି ମିଳିବ ଏହି ଉଦ୍ଦେଶ୍ୟ ନେଇ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ନିର୍ଯାତନାର ଶିକାର…
ଆତ୍ମସମର୍ପଣ କରିବେ ଟ୍ରମ୍ପ, ବନ୍ଦ ରହିବ ରାସ୍ତା
ନ୍ୟୁୟର୍କ,୩ା୪: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓକିଲଙ୍କ ନିକଟରେ ଆତ୍ମସମର୍ପଣ କରିବେ। ଏହା ପୂର୍ବରୁ ନ୍ୟୁୟର୍କ ସିଟି ପୋଲିସ ଟ୍ରମ୍ପ୍ ଟାଓ୍ବାରକୁ ବନ୍ଦ କରି ମ୍ୟାନହଟନ କ୍ରାଇମବ୍ରାଞ୍ଚ ନିକଟରେ ରାସ୍ତା ଅବରୋଧ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ…
ଆମେରିକାରେ ଘୂର୍ଣ୍ଣିଝଡ଼ ମୃତ୍ୟୁସଂଖ୍ୟା ୩୨କୁ ବୃଦ୍ଧି
ଓ୍ବାଶିଂଟନ,୩ା୪: ଆମେରିକାର ଦକ୍ଷିଣ ଏବଂ ମଧ୍ୟପଶ୍ଚିମ ଘୂର୍ଣ୍ଣିଝଡ଼ରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଟେନେସି କଣ୍ଟିରେ ୯ ଜଣ ପ୍ରାଣ ହରାଇଥିବା ବେଳେ ଓ୍ବିନେ ଏବଂ ଆର୍କାନ୍ସରେ ୪ ଜଣ, ସୁଲିଭାନ ଏବଂ ଇଣ୍ଡିୟାନାରେ ୩ ଜଣ ଏବଂ ଇଲିନୋଏଜରେ…
୨୬ ଅଭିଯୁକ୍ତ ଗୁଜରାଟ କୋର୍ଟରେ ନିର୍ଦ୍ଦୋଷ
ଗୋଧ୍ରା, ୩ା୪ : ଗୁଜରାଟରେ ୨୦୦୨ ଦଙ୍ଗା ବେଳେ କାଲୋଲରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୧୨ରୁ ଊର୍ଦ୍ଧ୍ୱ ଲୋକଙ୍କୁ ହତ୍ୟା ଓ ଗଣବଳାତ୍କାର କରାଯାଇଥିଲା। ମାମଲାର ୨୦ ବର୍ଷ ପରେ ତଥ୍ୟ ପ୍ରମାଣ ଅଭାବରୁ ଗୁଜରାଟର ଏକ ଅଦାଲତ ସମସ୍ତ ୨୬ ଅଭିଯୁକ୍ତଙ୍କୁ…
ଲୋକଙ୍କୁ ଲୁଟିବାକୁ ମୋଦି ସୁପାରି ନେଇଛନ୍ତି :ଖାର୍ଗେ
ନୂଆଦିଲ୍ଲୀ, ୩ା୪(ପି.ଟି.) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭୋପାଳରେ ଉଦ୍ବୋଧନ ଦେଲାବେଳେ ତାଙ୍କ ଛବିକୁ ଖରାପ କରିବା ପାଇଁ କେତେଜଣ ବଦ୍ଧପରିକର ଏବଂ ସେମାନେ ଏଥିପାଇଁ ସୁପାରି ଦେଇଛନ୍ତି ବୋଲି କହିଥିଲେ। ଭାରତରେ ତଥା ଦେଶ ବାହାରେ କେତେଜଣ ଏହି…
ରାମକୃଷ୍ଣ ମିଶନ୍ ଉପାଧ୍ୟକ୍ଷ ସ୍ବାମୀ ପ୍ରଭାନନ୍ଦଙ୍କ ଦେହାନ୍ତ
କୋଲକାତା,୩।୪: କୋଲକାତାସ୍ଥିତ ସେବା ପ୍ରତିଷ୍ଠାନରେ ଶନିବାର ରାମକୃଷ୍ଣ ମଠ ଏବଂ ମିଶନ୍ର ଉପାଧ୍ୟକ୍ଷ ସ୍ବାମୀ ପ୍ରଭାନନ୍ଦଙ୍କ ପରଲୋକ ଘଟିଛି। ତାଙ୍କୁ ୯୧ ବର୍ଷ ହୋଇଥିଲା। ଗତ ୬ ମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସ୍ବାମୀ ପ୍ରଭାନନ୍ଦଙ୍କ ଶେଷ ଦର୍ଶନ…
Archives


