Home

ଯାଜପୁର ପୌରପାଳିକା ଗୋଦାମ ଗୃହ ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର ଅଫିସ,୧୫ା୫: ଯାଜପୁର ପୌରପାଳିକା ଗୋଦାମଗୃହ ସୋମବାର ସକାଳେ ଜଳିଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗାନ୍ଧିଛକ ନିକଟରେ ଊର୍ଦ୍ଦୁ ସ୍କୁଲରେ ସ୍ଥାୟୀ ଭାବେ ପୌରପାଳିକା ଗୋଦାମ ଗୃହ ଚାଲିଥିଲା। ଏଠାରେ ଫିନାଇଲ, ମଶାତେଲ, ପରିମଳ ଲାଗି ବ୍ୟବହୃତ…

୧୯,୩୫୩ ଚାଷୀ ନିରାଶ

ଭଦ୍ରକ ଅଫିସ, ୧୫।୫: ଧାର କରଜ କରି ଖରିଫ୍‌ ଧାନ ଚାଷ କଲେ। ଅମଳ ପରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଭଲ ଦରରେ ବିକି ଉପଯୁକ୍ତ ପ୍ରାପ୍ୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ପଞ୍ଜୀକରଣ…

ସାପକୁ ଚୁମ୍ବନ, ଭିଡିଓ ଦେଖିଲେ…

ସାପକୁ ଦେଖିଲେ ଯେ କେହି ଭୟଭୀତ ହୋଇଯାନ୍ତି। ନ କାମୁଡ଼ିଲେ ବି ଏହାକୁ ଦେଖିବା କ୍ଷଣି ଭୟରେ ଦେହ ଥରି ଉଠେ। କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ବ୍ୟକ୍ତି…

ଶ୍ରମିକଙ୍କ ନାଁରେ ରୋଜଗାରକୁ ବନ୍ଦ କରାଯାଉ

ନୟାଗଡ଼ ଅଫିସ,୧୫।୫: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଶ୍ରମିକଙ୍କ ନାଁରେ ମେଶିନ ଦ୍ୱାରା କାର୍ଯ୍ୟ କରି ମିଥ୍ୟ ଶ୍ରମ ଦିବସ ସୃଷ୍ଟି କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି। ପୋଖରୀ ଖନନଠାରୁ ଆରମ୍ଭ କରି…

ପୋଖରୀ ନାଁ ବଦଳାଇ ଅର୍ଥ ଲୁଟ୍‌ ଅଭିଯୋଗ

ପୋଲସରା,୧୫ା୫: ଗ୍ରାମାଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତିରେ କାମ ଯୋଗାଇଦେବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ…

ସିଗ୍‌ନାଲ ଫେଲ୍‌: ଅଢ଼େଇ ଘଣ୍ଟା ଅଟକିଲା ଟ୍ରେନ୍‌

ନୟାଗଡ଼ ଅଫିସ,୧୫।୫: ସିଗ୍‌ନାଲ ଫେଲ୍‌ ଯୋଗୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଶନିବାର ରାତିରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଆସୁଥିବା ମେମୁ ଟ୍ରେନ୍‌ ପ୍ରାୟ ଅଢ଼େଇ ଘଣ୍ଟା ଧରି ରାଜସୁନାଖଳା ଷ୍ଟେଶନ ଓ ବୋଲଗଡ଼ ରୋଡ ରେଳ ଷ୍ଟେଶନଠାରେ ଅଟକି ରହିଥିଲା। ସେହିପରି ନୂଆଗଁାରୁ…

ମେଣ୍ଟ ଭାଙ୍ଗିବାରୁ ଗଞ୍ଜାମରେ ଖାତା ଖୋଲୁନି ଭାଜପା

ବ୍ରହ୍ମପୁର ଅଫିସ,୧୫ା୫: ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜର୍ଦ୍ଦୋଶ ନିକଟରେ ଗଞ୍ଜାମ ଗସ୍ତରେ ଆସି ଆସିକା ଲୋକସଭା କ୍ଷେତ୍ରର କେତେକ ବିଧାନସଭା ସେଗ୍‌ମେଣ୍ଟକୁ ଯାଇ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିଥିଲେ। ବ୍ରହ୍ମପୁରରେ ଆଗଧାଡ଼ିର ନେତା ଓ କର୍ମୀଙ୍କ ସହ ଆଲୋଚନା କରି ଆଗାମୀ…

ପାରଳା ସହରର ରାସ୍ତାଘାଟ ଶୋଚନୀୟ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ଶୋଚନୀୟ ଅବସ୍ଥାରେ ଥିବା ବେଳେ ପ୍ରଶାସନର ଦୃଷ୍ଟି କେବେ ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିିଶେଷ କରି ସହରର ପ୍ରମୁଖ ରାସ୍ତା ଦୟନୀୟ ହେବାରେ ଲାଗିଛି। ରାଣୀପେଣ୍ଠରୁ…

ଦୃଢ଼ ଇଚ୍ଛାଶକ୍ତି କଠିନ ପରିଶ୍ରମ ସଫଳତାର ଚାବିକାଠି

ମହାକାଳପଡ଼ା,୧୫ା୫ (ଡି.ଏନ.ଏ.): ଖରାଦିନ ଆସିଲେ ଥଣ୍ଡା ପାନୀୟ ପ୍ରତି ବେଶ୍‌ ଚାହିଦା ବୃଦ୍ଧି ପାଇଥାଏ। ଡହଡ଼ହ ଖରାରୁ ଟିକେ ଆଶ୍ୱସ୍ତି ପାଇବାକୁ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଥଣ୍ଡା ପାନୀୟ ପ୍ରତି ମନ ବଳାଇଥାନ୍ତି। ଆଇସ କ୍ରିମ ହେଉ କି କୁଲିଫି…

ମତେ ୧୦ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି ପାକିସ୍ତାନୀ ସୈନ୍ୟ: ଇମ୍ରାନ…

ଇସଲାମାବାଦ,୧୫।୫ : ଦେଶଦ୍ରୋହ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନୀ ସୈନ୍ୟବିଭାଗ ୧୦ ବର୍ଷ ଜେଲରେ ରଖିବାକୁ ଚାହୁଁଛନ୍ତି । ସୋମବାର ସେ ଏଭଳି ଅଭିଯୋଗ କରିଛନ୍ତି। ସୋମବାର ସକାଳେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ କହିଛନ୍ତି , ତେଣୁ…

ମେକ୍ସିକୋରେ ଟ୍ରକ-ଭ୍ୟାନ ଧକ୍କା: ୨୬ ମୃତ…

ମେକ୍ସିକୋ ସିଟି,୧୫।୫ : ମେକ୍ସିକୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଉତ୍ତର ରାଜ୍ୟର ତମାଉଲିପାସର ଏକ ରାଜପଥରେ ଟ୍ରାକ୍ଟର ଟ୍ରେଲର ଏବଂ ଭ୍ୟାନ ମଧ୍ୟରେ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୬ ଜଣଙ୍କର…

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ମୃତ

ରାୟପୁର,୧୫ା୫: ଛତିଶଗଡ଼ର ବାଲୋଦା ବଜାର ଜିଲା ପାଲାରିଠାରେ ଟ୍ରକ୍‌-ପିକ୍‌ଅପ୍‌ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ରବିବାର ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri