ବିବାହ ପାଇଁ ଜରୁରୀ ହେବ ସିକଲ ସେଲ ଆନିମିଆର ଅନୁବାଂଶିକ ପରାମର୍ଶ କାର୍ଡ…
ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପଶ୍ଚିମ ଅଞ୍ଚଳର ଆଦିବାସୀ ପ୍ରାଧାନ୍ୟ ଧର, ଝାବୁଆ ଏବଂ ଆଲିରାଜପୁର ଜିଲାରେ ଜୁନ ୨୭ ରୁ ସିକଲ ସେଲ ଆନିମିଆ ଭୋଗୁଥିବା ଲୋକଙ୍କ ପାଇଁ ଜେନେଟିକ ପରାମର୍ଶ କାର୍ଡ ଉପଲବ୍ଧ ହେବ। ଏହି ଜେନେଟିକ ପରାମର୍ଶକାର୍ଡ ମାଧ୍ୟମରେ…
ପଶୁପତି ମନ୍ଦିରରେ ଦୁର୍ନୀତି ଯାଞ୍ଚ୍ ପାଇଁ ପହଞ୍ଚିଲେ ଅଧିକାରୀ…
କାଠମାଣ୍ଡୁ,୨୫।୬ : ଦୁର୍ନୀତି ନିବାରଣ ସଂସ୍ଥା ରବିବାର ନେପାଳର ପାଶୁପତିନାଥ ମନ୍ଦିର ପରିସର ଖାଲି କରି ମନ୍ଦିରରେ ଜାଲହରୀ ସହ ଜଡିତ ଦୁର୍ନୀତିର ଯାଞ୍ଚ ପାଇଁ ଅଧିକାରୀମାନେ ମନ୍ଦିରର ଜଲହରୀରେ ବ୍ୟବହୃତ ସୁନା ଯାଞ୍ଚ ଆରମ୍ଭ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ,…
କଂଗ୍ରେସ ପାଇଁ ଶ୍ୱଶୁର ଘର ସଦସ୍ୟ ହେଉଛନ୍ତି ମୁସଲମାନ: ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ…
ବେଙ୍ଗାଲୁରୁ,୨୫।୬ : କର୍ନାଟକର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ କେ.ଏସ. ଇଶ୍ୱରପ୍ପା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମସଜିଦ ଭାଙ୍ଗି ମନ୍ଦିର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ଯେପରି ଅଯୋଧ୍ୟାରେ ଘଟିଛି, ସେହିପରି କାଶୀ ବିଶ୍ୱନାଥ ମନ୍ଦିର…
ରାହୁଲଙ୍କ ପ୍ରେମ ଦୋକାନରେ ପ୍ରେମ କାହା କାହା ପାଇଁ ଉଦ୍ଧିଷ୍ଟ: ଏଏପିର ପ୍ରଶ୍ନ…
ନୂଆଦିଲ୍ଲୀ,୨୫।୬ : ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମଧ୍ୟରେ ଏବେ ବାକ୍ ଯୁଦ୍ଧ ଜାରି ରହିଛି। ପାଟନାରେ ବିରୋଧୀ ଦଳର ବୈଠକରେ ଏଏପି ସୁପ୍ରିମୋ ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ମଧ୍ୟରେ…
ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ, ପହଞ୍ଚିଗଲା ପାଟ୍ରୋଲିଂ ଗାଡ଼ି, ଚମ୍ପଟ ମାରିଲେ ଦୁର୍ବୃତ୍ତ
ରାଇକିଆ,୨୫ା୬(ପ୍ରଦୀପ ବେହେରା/ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲା ରାଇକିଆ ଥାନା କତିଙ୍ଗିଆଠାରେ ଶନିବାର ବିଳମ୍ବିତ ରାତିରେ ଅଜଣା ଦୁର୍ବୃତ୍ତ ଷ୍ଟେଟ୍ବ୍ୟାଙ୍କ ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ କରିଥିବା ଜଣାପଡ଼ିଛି। ଏଟିଏମ୍ରେ କେହି ସିକ୍ୟୁରିଟି ଗାର୍ଡ ନ ଥିବାରୁ ଏଟିଏମ୍ ଦାୟିତ୍ୱରେ ଥିବା କର୍ମଚାରୀ…
ବଦଳିବ ଲିଙ୍ଗରାଜ ମନ୍ଦିରର ରୂପରେଖ, ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା
ଭୁବନେଶ୍ୱର,୨୫ା୬(ବନ୍ଦନା ସେଠୀ): ନୂଆରୂପ ପାଇବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ବଦଳିବ ଏକାମ୍ରକ୍ଷେତ୍ରର ରୂପରେଖ। ଏଥିପାଇଁ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା। ଲିଙ୍ଗରାଜ ମନ୍ଦିର ସାମ୍ନାରେ ଉଦ୍ୟାନ ନିର୍ମାଣ ସହିତ ଏହାର ସୌନ୍ଦର୍ଯ୍ୟକରଣ ତଥା ମନ୍ଦିର ଚାରି ପାଖରେ ପରିକ୍ରମା…
ଶିବରାଜଙ୍କ ସରକାରଙ୍କ ପ୍ରତି ବିଭାଗରେ ଭରି ରହିଛି ଦୁର୍ନୀତି: କମଲନାଥ…
ଭୋପାଳ,୨୫।୬ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ରାଜ୍ୟର ଭାଜପା ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସରକାରଙ୍କ ପ୍ରତି ବିଭାଗରେ ଦୁର୍ନୀତି ଭରି ରହିଛି। କୋଟି କୋଟି ଟଙ୍କାର ଦୁର୍ନୀତି…
କାର୍ ସହ ନଦୀସ୍ରୋତରେ ଫସିଗଲେ ମହିଳା
ଚଣ୍ଡିଗଡ଼,୨୫ା୬: ରବିବାର ସକାଳେ ହରିୟାଣାର ପଞ୍ଚକୁଲାରେ ଏକ ଖବର ଚର୍ଚ୍ଚାକୁ ଆସିଛି। ପାହାଡ଼ ଉପରେ ବର୍ଷା ହେବା ପରେ ଘାଗର ନଦୀରେ ଜଳ ପ୍ରବାହ ହଠାତ୍ ବୃଦ୍ଧି ହେତୁ ଜଣେ ମହିଳା ତାଙ୍କ କାର୍ ସହିତ ଭାସିଯାଇଥିଲେ। ସୌଭାଗ୍ୟ ବଶତଃ କାର୍ଟି…
୪୮ ଘଣ୍ଟାରେ ଦୁଇ ଶିଖ୍ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ହତ୍ୟା
ଇସଲାମାବାଦ,୨୫ା୬: ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଉପରେ ଆକ୍ରମଣ ବନ୍ଦ ହେବାର ନାଁ ନେଉନାହିଁ। ପାକିସ୍ତାନର ପେଶାୱାରରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ରବିବାର ପୁଣି ଜଣେ ଶିଖ୍ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତେବେ ୪୮ ଘଣ୍ଟା…
ବିଦ୍ୟୁତ୍ ବିଭ୍ରାଟ ନେଇ ଟାଟା ପାଓ୍ବାର କାର୍ଯ୍ୟାଳୟ ଘେରାଉ
କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ରଥଯାତ୍ରା ସମୟରେ ବିଦ୍ୟୁତ୍ ବିଭ୍ରାଟକୁ ନେଇ ରବିବାର ଟାଟା ପାଓ୍ବାର କାର୍ଯ୍ୟାଳୟକୁ ପୁରୁଣା ବଜାରବାସୀ ଘେରାଉ କରିଛନ୍ତି। ବାରମ୍ବାର ବିଦ୍ୟୁତ୍ କାଟ୍ ଓ ବିଭ୍ରାଟର କାରଣର ଜବାବ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ମାଗିଛନ୍ତି। ସବୁଦିନ ଏଭଳି ଅଘୋଷିତ ବିଦ୍ୟୁତ୍…
ଆମେରିକାର ଟାମ୍ପା ସହରରେ ରଥଯାତ୍ରା…
ଫ୍ଲୋରିଡା ,୨୫।୬ : ସ୍ବଦେଶ ହେଉ ଅବା ପ୍ରବାସ, ଯେଉଁଠି ଓଡ଼ିଆ, ସେଇଠି ଜଗନ୍ନାଥ ଆଉ ରଥଯାତ୍ରା। ଓଡ଼ିଆଙ୍କ ପ୍ରାଣ ଓ ପରିଚୟ ହେଉଛନ୍ତି ପ୍ରଭୁ ଶ୍ରୀକାଳିଆ ସାଆନ୍ତ। ବିଳମ୍ବରେ ହେଲେ ମଧ୍ୟ ନିଜ କର୍ମମୟ ଜୀବନ ଜଞ୍ଜାଳରୁ ସାମୟିକ ବିରତି…
କେନ୍ଦୁପତ୍ର ତୋଳାଳିଙ୍କ ପାରିଶ୍ରମିକରୁ ଫାଇନ ଅର୍ଥ ଆଦାୟ
କେନ୍ଦୁଝର,୨୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଅଧିନସ୍ଥ କେନ୍ଦୁପତ୍ର ତୋଳାଳିମାନଙ୍କ ଇପିଏଫ୍ ନିୟମିତ ଜମା ନ କରିବାରୁ ୫୦ ହଜାର ଟଙ୍କା ଫାଇନ୍ ହୋଇଛି। ତେବେ ଏହି ଫାଇନ କେନ୍ଦୁପତ୍ର ତୋଳାଳିଙ୍କ ଫଣ୍ଡରୁ ପ୍ରଦାନ କରାଯାଇ ଥିବାରୁ ତୋଳାଳିମାନଙ୍କ ମଧ୍ୟରେ…
Archives


