ମେକ୍ସିକୋରେ ଟ୍ରକ-ଭ୍ୟାନ ଧକ୍କା: ୨୬ ମୃତ…
ମେକ୍ସିକୋ ସିଟି,୧୫।୫ : ମେକ୍ସିକୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଉତ୍ତର ରାଜ୍ୟର ତମାଉଲିପାସର ଏକ ରାଜପଥରେ ଟ୍ରାକ୍ଟର ଟ୍ରେଲର ଏବଂ ଭ୍ୟାନ ମଧ୍ୟରେ ଧକ୍କା ହେବା ପରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୬ ଜଣଙ୍କର…
ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ମୃତ
ରାୟପୁର,୧୫ା୫: ଛତିଶଗଡ଼ର ବାଲୋଦା ବଜାର ଜିଲା ପାଲାରିଠାରେ ଟ୍ରକ୍-ପିକ୍ଅପ୍ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ରବିବାର ରାତିରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ପିକ୍ଅପ୍ରେ…
ୟୁକ୍ରେନକୁ ଜର୍ମାନୀ ଦେବ ସାମରିକ ଯାନ…
ପ୍ୟାରିସ,୧୫।୫ : ରୁଷିଆ ସହିତ ପ୍ରବଳ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ୟାରିସ ଯାତ୍ରା କରିଥିଲେ। ଏଠାରେ ସେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଭେଟିଥିଲେ। ଏହି ସମୟରେ, ଫ୍ରାନ୍ସ ସୋମବାର ୟୁକ୍ରେନ ସେନାକୁ ଦଶହଜାର ହାଲୁକା ଟ୍ୟାଙ୍କ…
ଲଡୁବାବାଙ୍କ ମନ୍ଦିରର ଭୋଗ ଅନନ୍ୟ
ଶରଣକୁଳ,୧୫ା୫(ଡି.ଏନ.ଏ.): ଓଡ଼ିଶାର ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ମନ୍ଦିର ପରିଚାଳନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବାରୁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରି ବେଶ୍ ଆନନ୍ଦ ଉପଭୋଗ କରୁଛନ୍ତି। ପ୍ରଭୁ ଲଡ଼ୁବାବାଙ୍କ ସକାଳ ବଲ୍ଲଭଠାରୁ ରାତ୍ର ବଡ଼ଶୃଙ୍ଗାର ପର୍ଯ୍ୟନ୍ତ ବିଭିନ୍ନ ନୀତି ଶୃଙ୍ଖଳିତ…
ଲିଙ୍ଗଗତ ଅସମାନତା ଯୋଗୁ ସଙ୍କୁଚିତ ହେଉଛି ମହିଳାଙ୍କ ମସ୍ତିଷ୍କ
ଲଣ୍ଡନ, ୧୫ା୫: ଅନେକ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଏ। ଘରେ ହେଉ ଅବା ବାହାରେ, ପାଠ ପଢ଼ାଠାରୁ ଆରମ୍ଭ କରି ଚାକିରି କରିବା କ୍ଷେତ୍ରରେ ପୁରୁଷଙ୍କୁ ସବୁଥିରେ ଅଗ୍ରାଧିକାର ଦିଆଯାଏ। ଏହି ଲିଙ୍ଗଗତ ଅସମାନତା କେବଳ ସମାଜକୁ…
ନଦୀ ଗର୍ଭରେ ଲୀନ ହେବ ଶତାଧିକ ଏକର ଜମି
ଖଣ୍ଡପଡ଼ା,୧୫ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ ପ୍ରତିବର୍ଷ କୁସୁମୀ ଓ କୁଆଁରିଆ ନଦୀ ବନ୍ୟାରେ ତଟବର୍ତ୍ତୀ ଫସଲ ଜମି କ୍ରମଶଃ ଲୀନ ହେବାରେ ଲାଗିଛି। ଏହାଛଡା ପ୍ରବଳ ବନ୍ୟା ସ୍ରୋତରେ ଅନେକ ଚାଷ ଜମି ମଧ୍ୟ ବାଲିଚର ହେଉଛି। ସଂପୃକ୍ତ ନଦୀ ତଟବର୍ତ୍ତୀ ଜମିର…
ଲକି ଡ୍ର ଜରିଆରେ ଇ-ସ୍କୁଟର ଜିତିଲେ ଗ୍ରାହକ
ଭୁବନେଶ୍ୱର,୧୫।୫: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଲାଲଚାନ୍ଦ୍ ଜୁଏଲର୍ସର ବ୍ରହ୍ମପୁର ଶୋ’ରୁମ୍ ପକ୍ଷରୁ ନିକଟରେ ଏକ ମେଗା ଲକି ଡ୍ର ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଲକି ଡ୍ର ଜରିଆରେ ଲାଲଚାନ୍ଦ୍ ଜୁଏଲର୍ସ ବ୍ରହ୍ମପୁର ଶୋ’ରୁମ୍ର ୩ ଗ୍ରାହକ ଭାଗ୍ୟଶାଳୀ…
ଓଭିଏ କାର୍ଯ୍ୟକାରିଣୀରେ ୨ ନୂଆ ସଦସ୍ୟଙ୍କୁ ସ୍ବାଗତ
ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଭଲିବଲ ଆସୋସିଏଶନ (ଓଭିଏ)ର କାର୍ଯ୍ୟକାରିଣୀ ବୈଠକ ରବିବାର କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓଡ଼ିଶା ଅଲିମ୍ପିକ୍ ଆସୋସିଏଶନ କାଉନ୍ସିଲ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଓଭିଏର କାର୍ଯ୍ୟକାରୀ ସଭାପତି କମଳାକାନ୍ତ ପାଣ୍ଡେ ଏଥିରେ ଅଧ୍ୟକ୍ଷତା କରିଥିଲେ। ଭଲିବଲ ଫେଡେରେଶନ…
ପ୍ରଥମ ଫାଇନାଲରେ କଟକ ବିଜୟୀ
ଭୁବନେଶ୍ୱର,୧୫ା୫ (ସ୍ପୋଟର୍ସ ବ୍ୟୁରୋ): ଓଟିଏମ୍ କଟକ ଗ୍ରାଉଣ୍ଡରେ ଅନୁଷ୍ଠିତ ୬୨ ତମ ଆନ୍ତଃଜିଲ୍ଲା ସାହାଣୀ କପ୍ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ଚରଣ ଫାଇନାଲରେ ବିଜୟୀ ହୋଇଛି କଟକ। ରବିବାରର ମ୍ୟାଚରେ ଦଳ କନ୍ଧମାଳକୁ ୨-୧ରେ ପରାସ୍ତ କରିଛି। ମ୍ୟାଚ୍ର ପଞ୍ଚମ ମିନିଟରେ…
ପ୍ରମୋଦଙ୍କୁ ୨ ସ୍ବର୍ଣ୍ଣ, ଦୀପ୍ ରଞ୍ଜନଙ୍କୁ ବ୍ରୋଞ୍ଜ
ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପ୍ରମୋଦ ଭଗତ ଥାଇଲାଣ୍ଡର ପଟାୟାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ୨ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ସିଙ୍ଗଲ୍ସ ଓ ପୁରୁଷ ଡବଲ୍ସରେ ଏହି ସଫଳତା ପାଇଛନ୍ତି। ଓଡ଼ିଶାର ଅନ୍ୟତମ ପ୍ରତିଯୋଗୀ ଦୀପ୍…
ପ୍ରଥମ ନ୍ୟାୟିକ ବିଜୟ: ରେସ୍ଲର
ନୂଆଦିଲ୍ଲୀ,୧୫ା୫(ପି.ଟି.) : ଭାରତୀୟ ରେସ୍ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜ୍ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଶନିବାର ଭାରତୀୟ ଅଲିମ୍ପିକ୍ସ ମହାସଂଘ (ଆଇଓଏ) ପକ୍ଷରୁ ନିଯୁକ୍ତ ଆଡ୍ହକ୍ କମିଟି ପୂର୍ଣ୍ଣ କ୍ଷମତା ହାସଲ କରିଛି। ଏହା ବ୍ରିଜ୍ଭୂଷଣଙ୍କ ବିରୋଧରେ ଆମର…
କର୍ନାଟକ: ୯ ମୁସଲମାନ ବିଧାୟକ କଂଗ୍ରେସର
ନୂଆଦିଲ୍ଲୀ,୧୫ା୫: ସଦ୍ୟ ଅନୁଷ୍ଠିତ କର୍ନାଟକ ବିଧାନସଭା ନିର୍ବାଚନରେ ୯ ଜଣ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେମାନେ ସମସ୍ତେ କଂଗ୍ରେସ ଟିକେଟରେ ଲଢ଼ିଥିଲେ। ଶନିବାର ଆସିଥିବା ଫଳାଫଳ ଅନୁସାରେ ବିଧାନସଭାର ୨୨୪ ଆସନ ମଧ୍ୟରୁ କଂଗ୍ରେସକୁ ୧୩୫ ଆସନ ମିଳିଥିବାବେଳେ ଭାଜପା…
Archives


