Home

ଦୃଷ୍ଟି ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ବୁଝାମଣାପତ୍ରର ନବୀକରଣ

ଭୁବନେଶ୍ୱର,୧ା୭(ଅସମାପିକା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓସେପା ସମ୍ମିଳନୀ କକ୍ଷରେ ଓସେପା ଓ ସାଇଟସେଭରସ ଇଣ୍ଡିଆ ଏକ ଉନ୍ନୟନ ସଂସ୍ଥା ମଧ୍ୟରେ ଦୃଷ୍ଟି ବାଧିତ ଓ ସ୍ବଚ୍ଛ ଦୃଷ୍ଟି ଶିକ୍ଷାର୍ଥୀଙ୍କ ନିମନ୍ତେ ଅନ୍ତର୍ନିବେଶୀ ଶିକ୍ଷାର ସମୃଦ୍ଧି ପାଇଁ ଏକ…

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୧ା୭(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସ ଓ ବିଏସ୍‌ଏଫ୍‌ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡ଼ାମ୍ବ ଥାନା ଅଞ୍ଚଳ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଛି। ଏ ନେଇ ମାଲକାନଗିରି ଏସ୍‌.ପି. ନିତିଶ୍‌ ବାଧ୍ୱାନୀ…

ହନୁମାନଙ୍କ ମନ୍ଦିରରେ ୨୭୦୦ କିଲୋଗ୍ରାମର ରୁଟି ଭୋଗ, କ୍ରେନରେ ଅଟା ଚକଟା…

ସିକର,୧।୭ : ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ ଚୁଲା ତିଆରି କରି ୨୭୦୦ କିଲୋଗ୍ରାମର ବିଶାଳକାୟ ରୁଟି ପ୍ରସ୍ତୁତ କରାଯାଇଛି ଯୋଧପୁର ଏବଂ…

ଜନ୍ମଦିନରେ ପୋଷ୍ଟର: ଅଖିଳେଶ ହେବେ ଦେଶର ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୧।୭ : ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଶନିବାର ୫୦ ବର୍ଷ ପୂରଣ ହୋଇଛି। ହୋଇଛି। ୧ ଜୁଲାଇ ୨୦୨୩ ରେ ଅଖିଳେଶ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ…

ଇଂରେଜଙ୍କ ତୁଳନାରେ ଦେଶବାସୀଙ୍କ ଅଧିକ ରକ୍ତ ଶୋଷିଛନ୍ତି କଂଗ୍ରେସ-ଭାଜପା: କେଜରିଓ୍ବାଲ…

ଗ୍ବାଲିୟର,୧।୭ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲ ଶନିବାର ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି ଯେଉଁଥିରେ ସେ ଉଭୟ ଭାଜପା-କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆଜି ମଧ୍ୟପ୍ରଦେଶ…

ଅଧିକ ଟଙ୍କା ରୋଜଗାର ଆଶାରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ

ସୋରଡ଼ା,୧ା୭(ଲମ୍ବୋଦର ପାଣିଗ୍ରାହୀ): ଅଳ୍ପ ସମୟରେ ବିନା ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବା ଆଶାରେ ଅଞ୍ଚଳର ଶତାଧିକ ଯୁବକ ଅର୍ଥ ଶ୍ରାଦ୍ଧ କରି ଏବେ ଚିନ୍ତାରେ ପଡ଼ିଛନ୍ତି। ଗଞ୍ଜାମ ଜିଲା ସୋରଡା ଏନ୍‌ଏସି ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ୪ ମାସ…

ପୁଟିନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ଗସ୍ତଦଳ ଯାଉଥିବା ପୋଲ ତଳେ ଥିଲା ବୋମା…

ମସ୍କୋ,୧।୭ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋର ଏକ ପୋଲ ଉପରେ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିବା ଘଟଣାର ପର୍ଦ୍ଦଫାଶ ହୋଇଛି। ତେବେ ଏହାକୁ ରୁଷିଆର ଗୁପ୍ତଚର ସର୍ଭିସ ଦ୍ୱାରା ପଣ୍ଡ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତଦଳ ପାର ହେବାକୁ ଥିବା…

ପୃଥିବୀ ପୃଷ୍ଠରୁ ୩୮,୮୦୮ଫୁଟ ଗଭୀର ଗାତ ଖୋଳୁଛି ଚାଇନା

ବେଜିଂ,୧।୭: ପୃଥିବୀ ପୃଷ୍ଠକୁ ଏବେ ଖୋଳିବାରେ ଲାଗିପଡ଼ିଛି ଚାଇନା। ଚାଇନା ପୃଥିବୀର କ୍ରଷ୍ଟକୁ ଏବେ ଏତେ ଗଭୀର ଭାବରେ ଖୋଳୁଛି ଯାହା ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଭୂମିରୁ ୫୦ରୁ ୧୦୦ ଫୁଟ ଖୋଳିଲେ, ଭୂତଳ…

ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ଜୀବନ ଗଲା

କୋରାପୁଟ,୧ା୭(ଅମିତାଭ ବେହେରା): ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲା ଲମତାପୁଟ ବ୍ଲକ ତୁଷୁବା ପଞ୍ଚାୟତର କଞ୍ଚଣା ଗ୍ରାମରେ। ସୂଚନାନୁସାରେ, ସେଇ ଗ୍ରାମର ଅର୍ଜୁନ କିର୍ଷାଣୀଙ୍କ…

୧୦ ଜୁଲାଇରୁ ମାଗଣା ଚାଉଳ: ଏବେ ହିତାଧିକାରୀଙ୍କୁ ମିଳିବ ଟଙ୍କା…

ବେଙ୍ଗାଲୁରୁ,୧।୭ : ଶନିବାର କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା କହିଛନ୍ତି ସେ ଜୁଲାଇ ୧୦ ରୁ ଅନ୍ନ ଭାଗ୍ୟ ଯୋଜନା ଅନ୍ତର୍ଗତ ମାଗଣା ଚାଉଳ ବଦଳରେ ଟଙ୍କା ବଣ୍ଟନ ଆରମ୍ଭ କରିବେ। ଏହି ଯୋଜନା ଅନୁଯାୟୀ, ବିପିଏଲ ପରିବାରକୁ ଅତିରିକ୍ତ ପାଞ୍ଚ କିଲୋଗ୍ରାମ…

ଇସ୍ରାଏଲର ବ୍ୟବସାୟୀଙ୍କୁ ମାରିବାକୁ ଚାହୁଁଥିଲା ଇରାନ

ଜେରୁସାଲେମ,୧।୭:ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଏକ ବଡ ଖୁଲାସା କରିଛି। ଦେଶର ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିବା ଇରାନର ଯୋଜନାକୁ ପଣ୍ଡ କରିଦେଇଛିି। ଏଥିରେ ପାକିସ୍ତାନର ସମ୍ପୃକ୍ତି ଥିବା ମଧ୍ୟ ସୂଚନା ରହିଛି ବୋଲି ମୋସଦା କହିଛି। ଇରାନରେ…

ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ମୁଁ ସହଯୋଗ କରିଥିବାରୁ ଅନୁତପ୍ତ: ମିଆଁଦାଦ…

ଇସଲାମାବାଦ,୧।୭ : ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଜାଭେଦ ମିଆଁଦାଦ କହିଛନ୍ତି ସେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ହେବାରେ ସାହାଯ୍ୟ କରିଛନ୍ତି। ା ତେବେ ଏନେଇ ସେ ଅନୁତପ୍ତ। ଶନିବାର ଏଆରଓ୍ବାଇ ନ୍ୟୁଜକୁ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri