ଜଳ ସ୍ରୋତ ହ୍ରାସ: ମହାନଦୀ ମଝିରେ ବାଲିପଠା ସୃଷ୍ଟି
ମହାକାଳପଡ଼ା, ୯ା୪(ଡି.ଏନ.ଏ.): କେନ୍ଦ୍ରାପଡା ଓ ଜଗତ୍ସିଂହପୁର ଜିଲାର ପାରାଦୀପ ମଧ୍ୟଭାଗରେ ଚିରସ୍ରୋତା ମହାନଦୀ ପ୍ରବାହିତ ହେଉଛି। ମହାକାଳପଡା ବ୍ଲକର ରାମନଗର ଓ ବତିଘର ପଞ୍ଚାୟତର ହେଟାମୁଣ୍ଡିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ସଂଲଗ୍ନ ପ୍ରବାହିତ ହୋଇଥିବା ମହାନଦୀ ବଙ୍ଗୋସାଗରର ମୁହାଣରେ ମିଶ୍ରଣ ହୋଇଛି।…
ଛଦ୍ମଚାଷୀ ଟାର୍ଗେଟ୍ ପୂରଣ କଲେ
ପଟ୍ଟାମୁଣ୍ଡାଇ,୯ା୪(ସ୍ବ.ପ୍ର.): ଚଳିତ ଖରିଫ ଋତୁ ପାଇଁ ଧାନକିଣା ଅବଧି ମାର୍ଚ୍ଚ ୩୦ରେ ଶେଷ ହେଇଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ୧୪ଟି ମଣ୍ଡିରୁ ୫୮୮୩ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨…
ଜଣ୍ଡିସ୍ ଆଶଙ୍କାରେ ଜିଲାବାସୀ
କେନ୍ଦ୍ରାପଡ଼ା ଅଫିସ,୯ା୪: ଖରାର ପ୍ରକୋପ ବଢ଼ୁଛି। ଅସହ୍ୟ ତାତି ସହ ପାନୀୟ ଜଳ ସମସ୍ୟା କେନ୍ଦ୍ରାପଡ଼ା ଜିଲାବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଏହି ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ପ୍ରତ୍ୟହ ଅଭିଯୋଗର ସଂଖ୍ୟା ବଢ଼ୁଛି। ଅପରପକ୍ଷରେ ଜିଲାର ଏବେ…
ଅବଧି ଶେଷ ପରେ ବି ସରୁନି ରାସ୍ତା ନିର୍ମାଣ
ଚଣ୍ଡିଖୋଲ,୯ା୪(ଡି.ଏନ.ଏ.): ମାତ୍ର ୩ ବର୍ଷ ହେବ ଜଳ ସମ୍ପଦ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ରାସ୍ତା ନିର୍ମାଣ ଆଳରେ ବିପୁଳ ଟଙ୍କା ବିଭାଗୀୟ ଅଧିକାରୀମାନେ ଲୁଟ୍ କରିଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବୈରୀ-ଚଣ୍ଡିଖୋଲ ହାଇଲେଭଲ କେନାଲ ବନ୍ଧ…
୯୮,୨୯୪ ବର୍ଗଫୁଟ୍ର ରିବନ୍ରେ ମାନସିକ ସ୍ବାସ୍ଥ୍ୟ ସଚେତନତା
ଯାଜପୁର ରୋଡ୍,୯ା୪(ଡି.ଏନ୍.ଏ.): ଯାଜପୁର ରୋଡ୍ର ବ୍ୟାସନଗର ଷ୍ଟାଡିୟମଠାରେ ଶନିବାର ମାନସିକ ସ୍ବାସ୍ଥ୍ୟ ସଚେତନତାକୁ ନେଇ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୋଟାରାକ୍ଟ କ୍ଳବ ଭୁବନେଶ୍ୱର ରୟାଲ ଓ ରୋଟାରାକ୍ଟ କ୍ଳବ ବ୍ୟାସଭୂମି ଯାଜପୁର ରୋଡ୍ର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ…
ବିଷାକ୍ତ ପାଣି ଛାଡୁଛନ୍ତି ରାଇସ୍ ମିଲ୍
ଯାଜପୁର ଅଫିସ୍/କୋରେଇ (ଡି.ଏନ୍.ଏ.),୯ା୪: ଯାଜପୁର ଜିଲାର ବିଭିନ୍ନ ରାଇସ୍ ମିଲ୍ରୁ ବାହାରୁଥିବା ବର୍ଜ୍ୟ ପାଣି ପରିବେଶ ଏବଂ ସ୍ବାସ୍ଥ୍ୟ ପ୍ରତି ବିପଦର କାରଣ ହୋଇଛି। ଏହାର ବିଶୋଧନ ପାଇଁ ଉନ୍ନତମାନର ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଇଟିପି) ଲଗାଯାଇ ନ ଥିବାରୁ ବେଳକୁ ବେଳ…
୭ ଓ୍ବିକେଟରେ ଜିତିଲା ସିଏସକେ…
ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)କୁ ୭ ଓ୍ବିକେଟରେ ପରାଜିତ କରିଛି । ଧାର୍ଯ୍ୟ ୧୫୮ ରନ ଲକ୍ଷ୍ୟର ପିଛା କରି ସିଏସକେ ୧୮.୧ ଓଭରରେ ୩ ୱିକେଟ ହରାଇ…
ଧରପଗଡ଼ ଜୋରଦାର, ୭ ଲକ୍ଷ ୭୨ ହଜାର ୭୯୫ ଟଙ୍କାର ଫାଇନ୍ ଆଦାୟ
କେନ୍ଦୁଝର,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ରାସ୍ତାରେ ଶୂନ୍ୟ ଦୁର୍ଘଟଣା ପାଇଁ ପରିବହନ ଓ ପୋଲିସ ବିଭାଗ ମିଳିତ ଚଢ଼ାଉ କରି ଗାଡ଼ି ଧରପଗଡ଼ ଚଳିତ ମାସ ୧ ତାରିଖରୁ ଆରମ୍ଭ କରିଛି। ଏକ ସପ୍ତାହ ମଧ୍ୟରେ କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ…
ନକଲି ସାର୍ଟିଫିକେଟରେ ୬ ଆବେଦନକାରୀ, ବଲାଙ୍ଗୀର ଲିଙ୍କ୍ ସନ୍ଦେହ
ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଜିଲାରେ ନକଲି ସାର୍ଟିଫିକେଟ ଦେଇ ପୋଷ୍ଟାଲ ବିଭାଗରେ ଚାକିରି କରିବା ପାଇଁ ଆବେଦନ କରି ୬ଜଣ ଧରାପଡ଼ିଛନ୍ତି। ସେମାନଙ୍କ ନାମରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ ଭଦ୍ରକ ଜିଲା ଭଣ୍ଡାରୀପୋଖରୀର ସୋନାଲି ସ୍ବାଇଁ, ଜଗତସିଂହପୁର…
ସିଏସକେକୁ ୧୫୮ ରନର ଟାର୍ଗେଟ ଦେଲା ଏମଆଇ…
ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି। ମ୍ୟାଚରେ ସିଏସକେ ଟସଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଏମଏସ ଧୋନିଙ୍କ…
ପୋଖରୀରେ ବୁଡ଼ି ୨ ଛାତ୍ରଙ୍କ ଜୀବନ ଗଲା
ଧାମନଗର,୮ା୪(ସ୍ବ.ପ୍ର./ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ଏନ୍ଏସି ଅଧୀନ ଚିଲପଦୀ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ବୁଡ଼ି ଶନିବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଦକ୍ଷିଣବାଡ଼ ଗ୍ରାମର ସୁଦର୍ଶନ ମଲ୍ଲିକଙ୍କ ପୁଅ କମଳ ଲୋଚନ(୧୭) ଓ ବାଲେଶ୍ୱର ଜିଲା…
ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଦୁର୍ଘଟଣା ଗ୍ରସ୍ତ…
ନୂଆଦିଲ୍ଲୀ,୮।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ କାର ଶନିବାର ଜମ୍ମୁ-କଶ୍ମୀରର ରାମବନ ଜିଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ସୂଚନା ଅନୁଯାୟୀ, ତାଙ୍କ କାର ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି।…
Archives


