Home

ରାଜ୍ୟପାଳଙ୍କ ବିରୋଧରେ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଏର…

ଚେନ୍ନାଇ,୧।୭ : ତାମିଲନାଡୁରେ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କରିବା ପରଠାରୁ ରାଜ୍ୟପାଳଙ୍କୁ ସରକାରଙ୍କ ପକ୍ଷରୁ ଘେରିବା ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟପାଳଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ରିଟ ପିଟିଶନ ଦାଖଲ କରାଯାଇଛି। ଦେଶିଆ ମକ୍କଲ ସକତି କାଚିର…

ତିସ୍ତାଙ୍କ ଜାମିନ ନାମଞ୍ଜୁର, ତୁନ୍ତ ଆତ୍ମସମର୍ପଣ କରିବରକୁ କୋର୍ଟଙ୍କ ନିର୍ଦ୍ଦେଶ…

ଅହମଦାବାଦ,୧।୭ : ଗୁଜରାଟ ହାଇକୋର୍ଟ ଶନିବାର ଦ୍‌ସମାଜସେବୀ ତିସ୍ତା ସେତାଲଭାଡଙ୍କ ନିୟମିତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଅଭିଯୋଗରେ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ। ଜଷ୍ଟିସ ନିର୍ଜର ଦେଶାଇଙ୍କ…

ଜାହାଜ ଭିତରେ ପୂରା ସହର, ଆସନ୍ତାବର୍ଷ ଆରମ୍ଭ କରିବ ଯାତ୍ରା, ଜାଣନ୍ତୁ କ’ଣ ସବୁ ରହିଛି ସୁବିଧା…

ଆଜିର ସମୟରେ ଅନେକ ପ୍ରକାରର ବିଳାସପୂର୍ଣ୍ଣ ଜିନିଷ ଉପଲବ୍ଧ। ମାନବ ଜୀବନକୁ ସହଜ କରିବା ପାଇଁ ଏହି ଜିନିଷଗୁଡ଼ିକ ତିଆରି କରାଯାଇଛି। ଏହି ସୃଷ୍ଟିଗୁଡ଼ିକ ଦେଖିବା ପରେ ଅନେକ କଥା ବିଶ୍ୱାସ କରିହୁଏ ନାହିଁ। କିଛି ବର୍ଷ ପୂର୍ବେ ଲୋକମାନେ ସମୁଦ୍ରରେ…

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ

ବେଜିଂ,୧ା୭: ଶନିବାର ଅପରାହ୍ନରେ ଦକ୍ଷିଣ-ପୂର୍ବ ଚାଇନାର ଜିଆଙ୍ଗସି ପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି। ରାଜ୍ୟ ବ୍ରଡ୍‌କାଷ୍ଟର ସିସିଟିଭି ଫୁଟେଜରେ କିୟାନତାଇ ନ୍ୟୁ ମ୍ୟାଟେରିଆଲ କମ୍ପାନୀରେ ନିଆଁ ଲାଗିଥିବା ରାଜ୍ୟ ଗଣମାଧ୍ୟମ ଏ ସମ୍ପର୍କରେ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା…

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ବିବେକ ଓବରୋଏ

ନୂଆଦିଲ୍ଲୀ/ଲଣ୍ଡନ,୧।୭:ବିବେକ ଓବରୋଏ ଦର୍ଶକଙ୍କୁ ବହୁତଗୁଡିଏ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କିନ୍ତୁ ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦରରେ ଅଛନ୍ତି। ନିକଟରେ ବିବେକ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଛନ୍ତି। ସେ ଇଂଲଣ୍ଡରେ ବ୍ରିଟେନ-ଇଣ୍ଡିଆ ୨୦୨୩ ଉତ୍ସବରେ ଯୋଗ…

୨୦ ଜୁଲାଇରେ ଆରମ୍ଭ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶନିବାର ଏହି ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନରେ ଫଳପ୍ରଦ ବିତର୍କ ଏବଂ ବିଧାନସଭା କାର୍ଯ୍ୟକୁ ସମର୍ଥନ…

ଗଦର-୨ଫିଲ୍ମ ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅମିଶା, କହିଲେ ଦରମା ଦିଆଯାଇ ନାହିଁ….

ମୁମ୍ବାଇ:୨୨ବର୍ଷ ପୂର୍ବେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଫିଲ୍ମ ଗଦର ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରିଥିଲା। ଏବେ ପୁଣି ଥରେ ଗଦର-୨ ରିଲିଜ୍‌ ହେବାକୁ ଯାଉଛି।ଫିଲ୍ମକୁ ନେଇ ସନ୍ନି ଦେଓଲ ଏବଂ ଅମିଶା ପଟେଲ ଜୋରଦାର ପ୍ରମୋଶନ କରୁଛନ୍ତି। କିନ୍ତୁ ଏହି…

ନକଲି ଔଷଧ ବିକ୍ରି: ୨୧ରାଜ୍ୟର ୨୦୯ଟି କମ୍ପାନୀ କରିଛନ୍ତି ସରକାରଙ୍କ ନୋଟିସ୍‌କୁ ଅଣଦେଖା

ନୂଆଦିଲ୍ଲୀ,୧।୭:ନକଲି ଔଷଧ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ସଂଗୃହିତ ତଥ୍ୟ ଅନୁଯାୟୀ ଗତ ଚାରି ବର୍ଷ ମଧ୍ୟରେ ୭୮ ଟି କମ୍ପାନୀକୁ ନକଲି ଔଷଧ ବିଷୟରେ ୨୦ରୁ ଅଧିକ ଥର ନୋଟିସ ଦିଆଯାଇଛି। ଯେତେବେଳେ କେନ୍ଦ୍ରୀୟ ଟିମ୍‌ ପୁନର୍ବାର…

ଭାରତର ପରିଚୟ ହୋଇଯାଇଛି ଡିଜିଟାଲ ବିନିମୟ, ସହକାରୀ ମହା ସମ୍ମିଳନୀରେ କହିଲେ ମୋଦି

ନୂଆଦିଲ୍ଲୀ,୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୧୭ ତମ ଭାରତୀୟ ସହକାରୀ ମହା ସମ୍ମେଳନକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ମୋଦି ଗତ ୯ବର୍ଷରେ ସହକାରିତା କ୍ଷେତ୍ର ସମ୍ପର୍କରେହୋଇଥିବା ପରିବର୍ତ୍ତନ ଓ ପ୍ରୟାସ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…

ବର୍ହିବ୍ୟାପାର ମନ୍ତ୍ରୀଙ୍କୁ ଶାନ୍ତ ରହିବାକୁ ଦେଇଥିଲେ ଉପଦେଶ, ଏବେ ଓଲଟା ପଡିବାରୁ ଜୟଶଙ୍କରଙ୍କୁ ବନ୍ଧୁ ବୋଲି କହିଲେ ଥରୁର

ନୂଆଦିଲ୍ଲୀ,୧।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଶାନ୍ତ ରହିବାକୁ କହିଥିଲେ କଂଗ୍ରେସ ନେତା ଶଶି ଥରୁର। ଶନିବାର ଏକ ସ୍ପଷ୍ଟୀକରଣ ଉପସ୍ଥାପନ କରିବାବେଳେ ସେ କହିଛନ୍ତି ଯେ ଲଣ୍ଡନରେ ଭାରତୀୟ ପତାକା ଖୋଲିଦେବା ଘଟଣାରେ ଖାଲିସ୍ତାନୀମାନେ ଦେଇଥିବା ପ୍ରତିକ୍ରିୟାକୁ ନେଇ ବର୍ହିବ୍ୟାପାର…

କୋର୍ଟ ବହୁତ ଭଲ କାମ କରୁଛି ଯାହା ନଜରକୁ ଆସୁନାହିଁ: ସିଜେଆଇ

ନୂଆଦିଲ୍ଲୀ,୧।୭: ଜାମ୍ମୁ କାଶ୍ମୀର ଗସ୍ତରେ ଯାଇଥିବା ସିଜେଆଇ ହିଓ୍ବାଇ ଚନ୍ଦ୍ରଚୁଡ ଶ୍ରୀନଗରରେ ୧୯ତମ ଆଇନ ସେବା ପ୍ରାଧିକରଣ ବୈଠକରେ ଉଦଘାଟନୀ ଭାଷଣ ଦେଇଛନ୍ତି। ଏହି ସମୟରେ ସେ କୋର୍ଟ ପ୍ରଶାସନର ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ଆମର ନିଷ୍ପତ୍ତି ପ୍ରାୟତ…

ସ୍ବିଡେନରେ କୁରାନ ଜଳେଇବା ଘଟଣାରେ ପ୍ରତିକ୍ରିୟା ରଖିଲା ନାଟୋ

ସ୍ଟକ୍‌ହୋଲ୍‌ମ,୧।୭:ସ୍ବିଡେନର ଜଣେ ବ୍ୟକ୍ତି ଏକ ମସଜିଦ ବାହାରେ କୁରାନ ଜାଳି ବିରୋଧ ପ୍ରଦର୍ଶନ କରିଥିଲେ। ତେବେ ଘଟଣାକୁ କେହି କେହି ବିରୋଧ କରୁଥିବାବେଳେ କେହି ଏହାକୁି ବ୍ୟକ୍ତିଙ୍କୁ ସମର୍ଥନ କରୁଥିଲେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ନାଟୋର ମୁଖ୍ୟ ଜେନ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri