Home

ଧରିତ୍ରୀ ପ୍ରଭାବ: ରାସ୍ତା ମରାମତି କଲା ଆର୍‌ଡି ବିଭାଗ

କେସିଙ୍ଗା,୨୨ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ମାଟିଆ ଗ୍ରାମର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ବର୍ଷା ପାଣି ଜମି ରହୁଥିବାରୁ ସ୍କୁଲ ଛାତ୍ରୀଛାତ୍ର ଆଣ୍ଠୁଏ ପାଣି କାଦୁଅ ପାଣିରେ ସ୍କୁଲ ଯାଉଥିଲେ। ‘ମୁଖ୍ୟ ରାସ୍ତା ଉପରେ…

ଭାରତ-ବାଂଲାଦେଶ ମହିଳା ଏକଦିବସୀୟ ସିରିଜର ଶେଷ ମ୍ୟାଚ ଟାଇ…

ଢାକା,୨୨।୭ : ଭାରତ ଏବଂ ବାଂଲାଦେଶ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଢାକାରେ ଖେଳା ଯାଇଥିବା ଶେଷ ମ୍ୟାଚ ଟାଇରେ ଶେଷ ହୋଇଛି। ତିନି ମ୍ୟାଚ ବିଶିଷ୍ଟ ସିରିଜ ୧-୧ରେ ଶେଷ ହୋଇଛି।…

ଭାସିଗଲା ପୋଲ, ବିଦ୍ୟାଳୟ ଯିବାରୁ ବଞ୍ଚିତ ହେଲେ କୁନିକୁନି ପିଲା

କଣ୍ଟିପାଳ/ଆନନ୍ଦପୁର,୨୨ା୭(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବ୍ଲକ ଶାଳବଣି ପଞ୍ଚାୟତର ବାଲିପଶିଠାରେ ଘାଗରା ନାଳ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ନଦୀ ଜଳରେ ଭାସିଯାଇଛି। ଶୁକ୍ରବାର ରାତିରେ ଘାଗରା ନାଳରେ ଅଧିକ ଜଳ ପ୍ରବାହିତ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।…

ଶ୍ରୀଲଙ୍କାରେ ହେବ ଭାରତୀୟ ମୁଦ୍ରାରେ କାରବାର…

କଲମ୍ବୋ,୨୨।୭ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେଙ୍କ ଭାରତ ଗସ୍ତସମୟରେ ସେ ଶ୍ରୀଲଙ୍କା ଅର୍ଥନୀତିରେ ଭାରତୀୟ ଟଙ୍କା ବ୍ୟବହାର ବୃଦ୍ଧି କରିବାକୁ ଆହ୍ବାନ ଆହ୍ବାନ ଦେଇଛନ୍ତି। ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ଅଲି ସାବରି ଶନିବାର କହିଛନ୍ତି ଭାରତୀୟ ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ…

ବାସ୍ତୁଦୋଷ ଥିଲେ ଲାଗି ରହେ ଘରେ କଳହ, ଜାଣନ୍ତୁ କ’ଣ କଲେ ପାଇହେବ ମୁକ୍ତି…

ବାସ୍ତୁଶାସ୍ତ୍ର କହେ, ଘରେ ବାସ୍ତୁଦୋଷ ଥିଲେ କଳହ ଲାଗି ରହେ। ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଏ, ରୋଗବ୍ୟାଧି ଲାଗି ରହେ ଇତ୍ୟାଦି। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ…

ପୁଣି ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଟାର୍ଗେଟ: ‘୫୬ ଇଞ୍ଚର ଛାତି ଥିଲେ ଗୃହରେ ଆସି ଜବାବ ଦିଅନ୍ତୁ’

ଇମ୍ଫାଲ,୨୨।୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲା ପୁରା ଦେଶକୁ ସ୍ତବ୍ଧ କରି ଦେଇଛି। ସୁପ୍ରିମକୋର୍ଟଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ଏହି ମାମଲା…

ପୋଷା କୁକୁର ମୃତ୍ୟୁ ନେଇ ସିଆରପିଏଫ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ହାଇକୋର୍ଟ ବିଚାରପତି…

ନୂଆଦିଲ୍ଲୀ,୨୨।୭ : ବର୍ତ୍ତମାନ କଲିକତା ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଗୌରାଙ୍ଗ କାନ୍ତଙ୍କ ଏକ ଚିଠି ଭାଇରାଲ ହେବାରେ ଲାଗିଛି। ସେ ଦିଲ୍ଲୀ ପୋଲିସର ଯୁଗ୍ମ ସିପି ‘ସୁରକ୍ଷା’ ମଙ୍ଗେଶ କାଶ୍ୟପଙ୍କୁ ଏହି ଚିଠି ଲେଖିଛନ୍ତି। ଏହି…

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଭେଟିଲେ ଆମ୍ରପାଲି-ନିରହୁଆ

ବମ୍ବେ: ବାଗେଶ୍ୱର ଧାମ୍‌ର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଭେଟିଛନ୍ତି ଭୋଜପୁରୀ ସୁପରଷ୍ଟାର ଦିନେଶ ଲାଲ ଯାଦବ(ନିରହୁଆ) ଏବଂ ଅଭିନେତ୍ରୀ ଆମ୍ର୍ରପାଲି ଦୁବେ। ଏହାର ଫଟୋ ଅଭିନେତ୍ରୀ ନିଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ତିନିଜଣ ଯାକ ହାତ ଯୋଡ଼ି…

ସୁମ୍ବୁଲଙ୍କୁ ମିଳିଲା ବଡ ଶୋ’

ବମ୍ବେ: ବିଗ୍‌ବସ୍‌ରୁ ଆସିବା ପରେ ମିଳିଲା ବଡ ବ୍ରେକ୍‌। ଆମେ କହୁଛୁ ଅଭିନେତ୍ରୀ ସୁମ୍ବୁଲ ତୌକିର ଖାଁଙ୍କ ବିଷୟରେ। ‘ଇମଲି’ ଚରିତ୍ରରେ ଘରେ ଘରେ ପରିଚିତ ହୋଇଥିବା ସୁମ୍ବୁଲ ଖୁବ୍‌ଶୀଘ୍ର ସୋନି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ଏକ ଧାରାବାହିକରେ ନଜର…

୫୦ ଘଣ୍ଟାରେ ୩ ପିଲା ନିଖୋଜ, ଟେର୍‌ ପାଉନି ପୋଲିସ

ଲକ୍ଷ୍ନୌ,୨୨ା୭: ଉତ୍ତରପ୍ରଦେଶର ଆମେଠି ଜିଲାର ଜୟସ କୋଟଓ୍ବାଲି ଅଞ୍ଚଳରୁ ପ୍ରାୟ ୫୦ ଘଣ୍ଟା ଭିତରେ ତିନିଜଣ ଶିଶୁ ନିଖୋଜ ହୋଇଯାଇଛନ୍ତି। ପୋଲିସ ଏପର୍ଯ୍ୟନ୍ତ କୌଣସି ଟେର୍‌ ପାଉନାହିଁ। ଯଦିଓ ଆମେଠି ପୋଲିସ କହିଛି ଯେ, ନାବାଳକ ପିଲାମାନଙ୍କୁ ଖୋଜିବା ପାଇଁ ଅନେକ…

ହାଜିପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ପଶୁପତି…

ପାଟନା,୨୨।୭ : କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ପଶୁପତି କୁମାର ପାରସ ତାଙ୍କ ପୁତୁରା ଚିରାଗ ପାସୱାନଙ୍କ ସହ ବୁଝାମଣାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏନଡିଏ ବୈଠକରେ ଚିରାଗ ପାସୱାନ ତାଙ୍କ ପାଦ…

ଦାଦନ ଖଟିବାକୁ ଯାଇ ସ୍ବାମୀ ନିଖୋଜ, ଦୁଇ ଶିଶୁଙ୍କୁ ଧରି ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

କେନ୍ଦୁଝର,୨୨ା୭(ନରେଶ ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଡ଼ା ପଞ୍ଚାୟତର ବଡ଼କୁମୁଣ୍ଡୁ ଗ୍ରାମର ଡିଲେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଗତ ୧୮ ଜୁନ୍‌ ୨୦୨୨ରେ ସେ କାମ କରିବାକୁ ଯାଇଥିଲେ। ସେ ଅନ୍ୟମାନଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?