Home

ପବନହଂସ ବିକ୍ରି ସ୍ଥଗିତ

ନୂଆଦିଲ୍ଲୀ, ୪ା୭: ପବନହଂସରୁ ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ଥଗିତ ରଖିବା ଲାଗି କେନ୍ଦ୍ର ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। ହେଲିକପ୍ଟର ସେବା ପ୍ରଦାନକାରୀ ଭାରତ ସରକାର ଏବଂ ଓଏନ୍‌ଜିସିର ମିଳିତ ଉଦ୍ୟୋଗ ପବନହଂସ ଲିଃ କିଣିବା ପାଇଁ ଷ୍ଟାର୯ ମୋବିଲିଟି ପ୍ରା.ଲିଃ…

ସେନାରେ ଅଫିସରଙ୍କ ଅଭାବ

ନୂଆଦିଲ୍ଲୀ, ୪।୭: ଭାରତୀୟ ସୈନ୍ୟବାହିନୀର ୟୁନିଟଗୁଡ଼ିକରେ ମେଜର, କ୍ୟାପଟେନ୍‌ ଭଳି ମଧ୍ୟମ ବର୍ଗ ଅଫିସର ସଂଖ୍ୟାରେ ଘୋର ଅଭାବ ଦେଖାଦେଇଛି, ଯାହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ବିଭିନ୍ନ କର୍ପସ, କମାଣ୍ଡ ଏବଂ ଡିଭିଜନ ମୁଖ୍ୟାଳୟରେ ୬ ବର୍ଷ ସେବା ସମ୍ପୂର୍ଣ୍ଣ କରିଥିବା…

୯୦୦ ସ୍ଥାନରେ ୩୦ ପୋଲିସଙ୍କୁ ଦାୟିତ୍ୱ

ବାରିପଦା,୪ା୭(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଏସିଆ ମହାଦେଶର ଦ୍ୱିତୀୟ ସର୍ବବୃହତ୍‌ ଅଭୟାରଣ୍ୟ ଶିମିଳିପାଳର ବନ୍ୟପ୍ରାଣୀ, ବୃକ୍ଷଲତା ଓ ସୁରକ୍ଷା ଦାୟିତ୍ୱରେ ଥିବା ବନ କର୍ମଚାରୀ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି। ଏକମାସ ମଧ୍ୟରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନରେ…

ଶିନ୍ଦେଙ୍କୁ ହଟାଇବା ପାଇଁ ଭାଜପା ସହ ହାତ ମିଳାଇଛନ୍ତି ଅଜିତ

ମୁମ୍ବାଇ, ୪ା୭: ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥବା ଏନ୍‌ସିପି ନେତା ଅଜିତ ପାଓ୍ବାର ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଏକନାଥ ଶିନ୍ଦେଙ୍କୁ ହଟାଇବେ ବୋଲି ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି) ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦିଲ୍ଲୀରେ ବନ୍ଦେ ଭାରତ ଟ୍ରେନ ପାଇଁ ନୂଆ ରକ୍ଷଣାବେକ୍ଷଣ ସେଡ୍‌ ନିର୍ମାଣକୁ ଅନୁମୋଦନ

ନୂଆଦିଲ୍ଲୀ,୩।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବନ୍ଦେ ଭାରତ ଟ୍ରେନ ପାଇଁ ଏକ ନୂତନ ରକ୍ଷଣାବେକ୍ଷଣ ସେଡ୍‌ ନିର୍ମାଣ ପାଇଁ ରାସ୍ତା ସଫା କରିଦେଇଛନ୍ତି। ଏହାର ନିର୍ମାଣରେ ବାଧା ସୃଷ୍ଟି କରୁଥିବା ଗଛଗୁଡିକୁ ହଟାଇବା ଏବଂ ପ୍ରତିରୋପଣ କରିବାକୁ ନେଇ ଆସିଥିବା…

ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଗତି ମଇଦାନରେ ମନ୍ତ୍ରିପରିଷଦର ବୈଠକ ଜାରି

ନୂଆଦିଲ୍ଲୀ,୩।୭: ଦିଲ୍ଲୀର ପ୍ରଗତି ମଇଦାନରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରି ଅମିତ ଶାହା, ନୀତୀନ ଗଡକରି. ଅନୁରାଗ ଠାକୁର, ଜି କିଶନ ରେଡ୍ଡି ଓ ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି।…

ସୁନୀଲ ତଟକରେଙ୍କୁ ମହାରାଷ୍ଟ୍ର ଏନସିପିର ଅଧ୍ୟକ୍ଷ କଲେ ଅଜିତ ପାୱାର

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ଗଭୀର ହେବାରେ ଲାଗିଛି। ରବିବାର (ଜୁଲାଇ ୨) ବିଦ୍ରୋହ ପରେ ଏନସିପି ଦୁଇଟି ଦଳରେ ବିଭକ୍ତ ହୋଇଛି। ବର୍ତ୍ତମାନ ଉଭୟ ଗୋଷ୍ଠୀରୁ ନୂତନ ନିଯୁକ୍ତି ଏବଂ ବରଖାସ୍ତ କରାଯାଉଛି। ଅଜିତ ପାୱାର ଗୋଷ୍ଠୀ ସୁନୀଲ ତଟକରେଙ୍କୁ…

ଜୁଲାଇ ୧୩ରେ ଲଞ୍ଚ ହେବ ‘ଚନ୍ଦ୍ରୟାନ -୩’

ନୂଆଦିଲ୍ଲୀ,୩।୭: ଚନ୍ଦ୍ରାୟାନ -୩ ମିଶନ ଜୁଲାଇ ୧୩ରେ ଲଞ୍ଚ ହେବ। ସୋମବାର ଏନେଇ ଇସ୍ରୋ ଚେୟାରମ୍ୟାନ ଏସ୍‌. ସୋମନାଥ ସୂଚନା ଦେଇଛନ୍ତି। ସୋମନାଥ କହିଛନ୍ତି, ଆମେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କରିବାକୁ ସକ୍ଷମ ହେବୁ। ଜୁଲାଇ ୧୩ରେ ଉତକ୍ଷେପଣ ପାଇଁ ଉଦ୍ୟମ…

ଅଜିତଙ୍କୁ ଝଟକା, ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଥିବା ୨ ବିଧାୟକ ନେଲେ ୟୁଟର୍ନ

ମୁମ୍ବାଇ,୩।୭: ମହାରାଷ୍ଟ୍ର ରାଜନୀତିରେ ହୋଇଥିବା ବଡ ଧରଣର ଅଦଳବଦଳ ପରେ ଏବେ ୟୁଟର୍ନର ପ୍ରକ୍ରିୟା ବି ଆରମ୍ଭ ହୋଇ ଗଲାଣି। ଅଜିତ ପାଓ୍ବାରଙ୍କ ସହ ବିଦ୍ରୋହ କରିଥିବା ଦୁଇ ବିଧାୟକ ଘର ଲେଉଟାଣି କରିଛନ୍ତି। ଅଜିତଙ୍କ ସମର୍ଥକ ବିଧାୟକ ଦିଲିପ ମୋହିତେ…

ଶରଦ ପାଓ୍ବାରଙ୍କ ଦାବି, ୩ ମାସରେ ସବୁଖେଳ ହେବ ଶେଷ, ଯେଉଁ ବିଧାୟକ ଯାଇଛନ୍ତି ସେମାନେ ପୁଣି ଫେରିବେ

ମୁମ୍ବାଇ,୩।୭: ଏନସିପି ନେତା ଅଜିତ ପାଓ୍ବାରଙ୍କ ବିଶ୍ୱାସଘାତକତା ପରେ ଶରଦ ପାଓ୍ବାର ଏକ ପ୍ରେସ କନଫରେନ୍ସ କରିଛନ୍ତି। ଏହି ସମୟରେ ସେ ଅଜିତଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ମୋତେ ଛାଡି ଯାଇଥିବା ନେତା ପୂର୍ବରୁ ବି ନିର୍ବାଚନରେ…

ବିଦ୍ରୋହୀ ନେତାଙ୍କ ଉପରେ ଏନସିପିର କାର୍ଯ୍ୟାନୁଷ୍ଠାନ, ଅଜିତ ପାଓ୍ବାରଙ୍କ ସମେତ ଅନ୍ୟ ନେତାଙ୍କୁ ଦଳରୁ ବହିଷ୍କାର

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ବିଦ୍ରୋହ ପରେ ରାଜନୈତିକ ଉତ୍ତେଜନା ଜାରି ରହିଛି। ବର୍ତ୍ତମାନ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନସିପି ସେମାନଙ୍କୁ ଦଳରୁ ବହିଷ୍କାର କରିଛି।ଏନସିପିର ମହାରାଷ୍ଟ୍ର ୟୁନିଟ ସଭାପତି ଜୟନ୍ତ ପାଟିଲ ଏହି ବିଧାୟକମାନଙ୍କୁ ବରଖାସ୍ତ କରିବାବେଳେ ଦଳର…

ଖଲିସ୍ତାନର ଧମକପୂର୍ଣ୍ଣ ପୋଷ୍ଟରକୁ ନେଇ ଚେତାବନୀ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ,୩।୭: ଖଲିସ୍ତାନ ସମର୍ଥକଙ୍କୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି। ଖାଲିସ୍ତାନ ସମର୍ଥକମାନେ କାନାଡାରେ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ଦେଇଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ପୋଷ୍ଟର ଭାଇରାଲ ହୋଇଛି। ଏଥିରେ ଜୁଲାଇ ୮ରେ ଖାଲିସ୍ତାନୀ ରାଲି କରିବା ନେଇ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri