Home

ମନୀଷ ସିସୋଡିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ,୩।୬: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲା ସହ ଜଡିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଉକ୍ତ ମାମଲାରେ…

ଶକ୍ତି ଦେଖାଇଲେ ଶରଦ, କହିଲେ ଭାଜପାକୁ ତା’ର ସ୍ଥାନ ନିଶ୍ଚିତ ଦେଖାଇବି

ମୁମ୍ବାଇ,୩।୭: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ନେତା ଶରଦ ପାଓ୍ବାର ତାଙ୍କର ଶକ୍ତି ଦେଖାଇଛନ୍ତି। ଅଜିତ ପାଓ୍ବାର ଏନସିପିରୁ ଅଲଗା ହେବାର ଗୋଟିଏ ଦିନ ପରେ ଶରଦ ସତାରାରେ ସମର୍ଥକଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଏନସିପି ନେତା କହିଛନ୍ତି, ଆଜି ଆମେ…

ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ପ୍ରାଣ ହରାଇଲେ ମହିଳା

ଚିଲିକା,୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ଅନ୍ତର୍ଗତ ସାମନ୍ତରାପୁର ସହିଦନଗରର ଜଣେ ମହିଳାଙ୍କର ପାଣିରେ ବୁଡ଼ି ଜୀବନ ଯାଇଛି। ମୃତକ ଜଣକ ହେଲେ ବାପୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି। ଟିକିନି ସୋମବାର ଭୋର୍‌ ୪ଟାରୁ ପୋଖରୀରେ ଗାଧୋଉ ଥିବା ସମୟରେ ତାଙ୍କର…

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଆସନ୍ତା କାଲି ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟର ବୈଠକ

ମୁମ୍ବାଇ,୩।୭: ଏକନାଥ ଶିନ୍ଦେ ସରକାରଙ୍କ ୯ ନୂଆ ବିଧାୟକ ଶପଥ ଗ୍ରହଣ କରିବା ପରେ ଜୁଲାଇ ୪ ମଙ୍ଗଳବାର ମହାରାଷ୍ଟ୍ର କ୍ୟାବିନେଟର ବୈଠକ ହୋଇପାରେ ବୋଲି କୁହାଯାଉଛି। ଏହି ବୈଠକ ମନ୍ତ୍ରଣାଳୟରେ ହେବ। ରାଜନୀତିର ଏହି ଛକାପଞ୍ଝା ଖେଳ ଭିତରେ ସୋମବାର…

କାହାକୁ ଗୁରୁ କରିବା ପୂର୍ବରୁ ମାନି ରଖନ୍ତୁ ଚାଣକ୍ୟଙ୍କ ଏହି କଥା…

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ ଆପଣଙ୍କୁ ଗୋବିନ୍ଦଙ୍କ ସହ ସାକ୍ଷାତ କରାନ୍ତି। ଏହାର ଅର୍ଥ ଜୀବନକୁ ସଫଳ କରିବା ପାଇଁ…

ରାଜନୈତିକ ଦଳଙ୍କୁ ଦେବାକୁ ପଡିବ ଆର୍ଥିକ ବିବରଣୀ, ଅନ ଲାଇନ ପୋର୍ଟାଲ ଆରମ୍ଭ କଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୩।୭: ସୋମବାର ନିର୍ବାଚନ କମିଶନ ଏକ ଅନଲାଇନ ପୋର୍ଟାଲ ଆରମ୍ଭ କରିଛନ୍ତି। ସମସ୍ତ ରାଜନୈତିକ ଦଳଙ୍କୁ ଏହି ପୋର୍ଟାଲରେ ସେମାନଙ୍କର ଆର୍ଥିକ ବିବରଣୀ ପ୍ରଦାନ କରିବାକୁ ପଡିବ।ଆର୍ଥିକ ବିବରଣୀ ସହିତ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଖର୍ଚ୍ଚ ଏବଂ ଦଳ ଗ୍ରହଣ କରିଥିବା…

୨୨ ସପ୍ତାହରେ ଜନ୍ମ ନେଲା ଶିଶୁ, ଓଜନ ୩୫୦ ଗ୍ରାମ୍‌, ଶୁଭେଚ୍ଛା ଜଣାଇଲା ପୂରା ହସ୍ପିଟାଲ

ଆପଣ ନିଶ୍ଚିତ ଦୁନିଆର ଅନେକ ପ୍ରି-ମାଚ୍ୟୁୟର ଶିଶୁଙ୍କ ବିଷୟରେ ଶୁଣିଥିବେ। କିଛି ପିଲା ୪୦୦ରୁ ୮୦୦ ଗ୍ରାମ ଭିତରେ ହୋଇଥାନ୍ତି। କିନ୍ତୁ ଏବେ ଏକ ଶିଶୁ ମାତ୍ର ୨୨ ସପ୍ତାହରେ ଜନ୍ମ ନେଇଛି। ଯାହାକୁ ଦୁନିଆର ସବୁଠାରୁ ଛୋଟ ଶିଶୁ କୁହାଯାଉଛି।…

ସଙ୍କଟରେ ଏଏପି ସରକାର, ଆରଆରଟିଏସ ଖର୍ଚ୍ଚ ରିପୋର୍ଟ ତଲବ କଲେ ସୁପ୍ରିମ୍‌କୋର୍ଟ..,

ନୂଆଦିଲ୍ଲୀ,୩।୭ : ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାରଙ୍କୁ ତାଗିଦ କରିଛନ୍ତି। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କୁ ତିନି ଆର୍ଥିକ ବର୍ଷରେ ବିଜ୍ଞାପନରେ ହୋଇଥିବା ଖର୍ଚ୍ଚର ବିବରଣୀ ଦେବାକୁ କୋର୍ଟ କହିଛନ୍ତି। ବାସ୍ତବରେ, ଏହି…

ଦୀର୍ଘବର୍ଷ ପରେ ପୂରଣ ହେଲା ଦାବି, ନିଯୁକ୍ତ ହେଲେ ସ୍ଥାୟୀ ଡାକ୍ତର

ଗଞ୍ଜାମ,୩ା୭(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ହୁମା ସ୍ବାସ୍ଥ୍ୟକେନ୍ଦ୍ରରେ ନୂତନ ଡାକ୍ତର ଡାକ୍ତର ଶାଶ୍ୱତ ପଣ୍ଡା ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ଏନେଇ ହୁମା ସମିତି ମେମ୍ବର ଧ୍ରୁବ ଚରଣ…

ଜାତୀୟ ପୁରୁଷ ଆୟୋଗ ଗଠନ ଆବେଦନକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ଘରୋଇ ହିଂସାର ଶିକାର ହୋଇଥିବା ବିବାହିତ ପୁରୁଷଙ୍କ ଦ୍ୱାରା ଆତ୍ମହତ୍ୟା ମାମଲାର ସମାଧାନ ପାଇଁ ନିର୍ଦ୍ଦେଶନାମା ମାଗୁଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପୁରୁଷଙ୍କ ପାଇଁ ଜାତୀୟ ଆୟୋଗ ଗଠନ କରିବାକୁ ଆବେଦନକାରୀ ଦାବି କରିଥିଲେ। ସୁପ୍ରିମକୋର୍ଟ ଆବେଦନକୁ…

ଦଙ୍ଗା ବନ୍ଦ କର, ଆମେ ଶାନ୍ତି ଚାହୁଁ କହି ଅନୁରୋଧ କଲେ ନାହେଲଙ୍କ ଜେଜେମା’

ପ୍ୟାରିସ,୩ା୭: ଫ୍ରାନ୍ସରେ ପୋଲିସ ଗୁଳିରେ ଜଣେ ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହେବା ପରେ ଆରମ୍ଭ ହୋଇଥିବା ହିଂସା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ୬ ଦିନରେ ଫ୍ରାନ୍ସରେ ୩ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରାଯାଇସାରିଲାଣି।…

ହିଂସା ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛ: ମଣିପୁର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୭ : ମଣିପୁର ହିଂସା ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟରେ କୋର୍ଟ ତିନୋଟି ମୁଖ୍ୟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ରାଜ୍ୟରେ ମେତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହିଂସାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri