Home

ଗୁରୁ ପୂର୍ଣ୍ଣିମା ଅବସରରେ ଟେକ୍ସାସରେ ଭଗବତ ଗୀତା ପାଠକଲେ ୧୦ ହଜାର ଲୋକ

ଟେକ୍ସାସ,୪।୭: ଗୁରୁ ପୂର୍ଣ୍ଣିମା ଅବସରରେ ଆମେରିକାର ଟେକ୍ସାସରେ ଭଗବତ ଗୀତା ପାଠ କରିବାକୁ ୪-୮୪ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୦ ହଜାର ଲୋକ ଏକାଠି ହୋଇଥିଲେ। ଏହି କାର୍ଯ୍ୟକ୍ରମ ଯୋଗ ସଂଗିତା ଓ ଏସଜିଏସ ଗୀତା ଫାଉଣ୍ଡେଶନ ଦ୍ୱାରା ଭଗବତ ଗୀତା…

ଏନସିପି ଛାଡି ଶିନ୍ଦେ ସରକାରରେ ସାମିଲ ହୋଇଥିବା ନେତାଙ୍କ ଉପରେ ଚାଲିଛି ଭ୍ରଷ୍ଟାଚାରର ଯାଞ୍ଚ

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ଯେଉଁ ନେତାଙ୍କ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା)ଭ୍ରଷ୍ଟାଚାରର ଅଭିଯୋଗ ଲଗାଇଛି ଏବେ ସେମାନେ ସରକାରରେ ସାମିଲ ହୋଇଯାଇଛନ୍ତି। ବିରୋଧୀ ପୂର୍ବରୁ ହିଁ ଭାଜପାକୁ ‘ଓ୍ବାଶିଂ ମେଶିନ’ କହି ଟାର୍ଗେଟ କରି ଚାଲିଛି। ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ…

କ୍ୟାବିନେଟ ସମ୍ପ୍ରସାରଣକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ, ନିର୍ବାଚନୀ ରାଜ୍ୟକୁ କରାଯିବ ଫୋକସ

ନୂଆଦିଲ୍ଲୀ,୪।୭: ଲୋକ ସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳ ବଦଳର ପ୍ରସ୍ତୁତି ଚାଲିଛି। କୁହାଯାଉଛି କି ଆଗାମୀ କିଛିଦିନ ମଧ୍ୟରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ଆଉ କେତେଜଣ ମନ୍ତ୍ରିଙ୍କ ନାମ ଯୋଡା ଯାଇପାରେ। କ୍ୟାବିନେଟ ସମ୍ପ୍ରସାର ପାଇଁ ପ୍ରସ୍ତୁତି ସମ୍ପର୍କରେ…

ମୋଦିଙ୍କ କ୍ୟାବିନେଟରେ ଦେଖିବାକୁ ମିଳିବ ମହାରାଷ୍ଟ୍ର ଇଫେକ୍ଟ

ନୂଆଦିଲ୍ଲୀ,୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଏବେ ଅଦଳବଦଳ ହେବାର ଅନୁମାନ କରାଯାଉଛି।ମନ୍ତ୍ରୀଙ୍କ ନୂଆ ତାଲିକା ଯେ କୌଣସି ସମୟରେ ଜାରି କରାଯାଇପାରେ। ଆଗାମୀ ଲୋକ ସଭା ନିର୍ବାଚନକୁ ଆଖି ଆଗରେ ରଖି ନୂଆ ନାମର ଏଣ୍ଟ୍ରି ହୋଇପାରେ ବୋଲି ଅନୁମାନ…

ପ୍ରଫୁଲ୍ଲ ପଟେଲଙ୍କ ଦାବି, ଏନସିପିର ୫୧ ବିଧାୟକ ଭାଜପା ସହ ମିଶି ଗଢିବାକୁ ଚାହୁଁଥିଲେ ସରକାର

ମୁମ୍ବାଇ,୪।୭: ଶରଦ ପାଓ୍ବାରଙ୍କ ପାର୍ଟି ଏନସିପି ଏବେ ସବୁଠାରୁ ବଡ ସଙ୍କଟ ସହ ଲଢିବାରେ ଲାଗିଛି। ଅଜିତ ପାୱାର ଏବଂ ଘନିଷ୍ଠ ନେତାଙ୍କ ବିଦ୍ରୋହ ପରେ ଶରଦ ପାୱାରଙ୍କୁ ବ୍ୟାକଫୁଟରେ ଦେଖିବାକୁ ମିଳିଛି। ବରିଷ୍ଠ ଏନସିପି ନେତା ତଥା ଏମପି ପ୍ରଫୁଲ୍ଲ…

ଗୁଜରାଟ-ଆସାମରେ ବନ୍ୟା

ନୂଆଦିଲ୍ଲୀ,୪।୭: ମୌସୁମୀ ସକ୍ରିୟ ହେବା ପରେ ଏବେ ପ୍ରାୟ ସାରା ଦେଶରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ମାସରେ କିଛି ରାଜ୍ୟରେ ଝିପିଝିପି ବର୍ଷା ହେବାର ସମ୍ଭାବନା ବି ରହିଛି। ଗୁଜରାଟ, ଆସାମ, ହିମାଚଳ ପ୍ରଦେଶ,…

ଛଅ ମାସ ମଧ୍ୟରେ ଦ୍ୱିତୀୟଥର ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ କଲେଣି ଖଲିସ୍ତାନ ସମର୍ଥକ, ନିନ୍ଦା କଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୪।୭: ଆମେରିକା ରବିବାର ସାନ ଫ୍ରାନ୍ସିସକୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ କରାଯାଇଥିବା ଆକ୍ରମଣ ଯୋଜନାକୁ ନିନ୍ଦା କରିଛି। ଆମେରିକାର ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ଦିୟା ଟିଭି ରିପୋର୍ଟ କରିଛି ଯେ ଖାଲିସ୍ତାନୀ କଟ୍ଟରପନ୍ଥୀମାନେ ସକାଳ ୧ଟା…

କୃତୀ ରୋଲର ସ୍କେଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ରୋଲର ସ୍କେଟିଙ୍ଗରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇଥିବା ରାଜ୍ୟର ଖେଳାଳିଙ୍କୁ ଓଡ଼ିଶା ସ୍କେଟିଙ୍ଗ ଆସୋସିଏଶନ ପକ୍ଷରୁ ସୋମବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ଜାତୀୟ ରୋଲର ସ୍କେଟିଙ୍ଗ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ବିଭିନ୍ନ…

ଭାରତରେ ବିଶ୍ୱବିଜେତା ଗୋଲକିପର୍‌

କୋଲକାତା, ୪ା୭: ବିଶ୍ୱ ବିଜେତା ଆର୍ଜେଣ୍ଟିନା ଫୁଟବଲ ଦଳର ଗୋଲକିପର ଏମିଲିଆନୋ ମାର୍ଟିନେଜ୍‌ ଭାରତ ଗସ୍ତରେ ଆସିଛନ୍ତି। ଦକ୍ଷିଣ ଏସିଆ ଟୁର୍‌ରେ ରହିଥିବା ମାର୍ଟିନେଜ୍‌ ସୋମବାର କୋଲକାତାରେ ପହଞ୍ଚିଥିଲେ। ନେତାଜୀ ସୁଭାଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ…

ଜାସ୍ପର ଜିତିଲେ ତୃତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୪।୭: ବେଲଜିୟମର ଆଲ୍‌ପେସିନ-ଡେକେୟୁନିଙ୍କ୍‌ ଟିମ୍‌ ରାଇଡର ଜାସ୍ପର ଫିଲିପସେନ ଚଳିତ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ତୃତୀୟ ଷ୍ଟେଜ୍‌ ଜିତିଛନ୍ତି। ସୋମବାର ଆମୋରେବେଟା ଇସ୍କାନୋ (ସ୍ପେନ୍‌)ଠାରୁ ବେଓନି ପର୍ଯ୍ୟନ୍ତ ୧୯୩.୫ (୧୨୦.୨ ମାଇଲ) କିଲୋମିଟର ବିଶିଷ୍ଟ ଫ୍ଲାଟ୍‌…

ଭାରତୀୟ ଦଳରେ ଓଡ଼ିଶାର ମହମ୍ମଦ ରାଜା

ଭୁବନେଶ୍ୱର, ୪।୭,(ତପନ ସ୍ବାଇଁ): ବାହାରିନର ମାନାମାଠାରେ ଏଫ୍‌ଆଇଭିବି (ଅନ୍ତର୍ଜାତୀୟ ଭଲିବଲ ଫେଡେରେଶନ) ୨୧ ବର୍ଷରୁ କମ୍‌ ପୁରୁଷ ଭଲିବଲ ବିଶ୍ୱ ଚାମ୍ପିୟନଶିପ୍‌ ଚଳିତ ମାସ ୮ରୁ ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ଭାରତୀୟ ଭଲିବଲ ଦଳ ମନୋନୟନ କରାଯାଇଛି।…

ସ୍ବିଟେକ୍‌, ପେଗୁଲା, ଜୋକୋଭିଚ୍‌ଙ୍କ ବିଜୟ

ଓ୍ବିମ୍ବେଲଡନ୍‌, ୪ା୭: ଟେନିସ୍‌ର ସର୍ବପୁରାତନ ଗ୍ରାଣ୍ଡସ୍ଲାମ ଇଭେଣ୍ଟ ସୋମବାର ଆରମ୍ଭ ହୋଇଛି। ଏହି ଗ୍ରାସକୋର୍ଟ ଟୁର୍ନାମେଣ୍ଟର ପ୍ରଥମ ଦିନରେ ମହିଳା ଖେଳାଳିଙ୍କ ମଧ୍ୟରେ ଇଗା ସ୍ବିଟେକ୍‌, ଭିକ୍ଟୋରିଆ ଆଜାରେଙ୍କା ଓ ଜେସିକା ପେଗୁଲା ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ପୁରୁଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri