Home

୩୫ ବର୍ଷ ପରେ ମାଆଙ୍କୁ ପାଇଲେ ପୁଅ

ପଟିଆଲା,୨୯ା୭: ଦୀର୍ଘ ୩୫ ବର୍ଷ ପରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଖୋଜି ପାଇଛନ୍ତି। ଜଗଜିତ୍‌ ସିଂ ବନ୍ୟା ଉଦ୍ଧାର କାର୍ଯ୍ୟରେ ସ୍ବେଚ୍ଛାସେବୀ ଭାବେ ନିୟୋଜିତ ଥିବାବେଳେ ନିଜ ମାଆଙ୍କୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଜୁଲାଇ ୨୦ରେ ପଞ୍ଜାବର ପଟିଆଲା…

ଅଭିଷେକ ବାନାର୍ଜୀଙ୍କ ନାଁରେ ଲୁକ୍‌ଆଉଟ୍‌ ସର୍କୁଲାର ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ ଏବଂ ତାଙ୍କ ସ୍ତ୍ରୀ ରୁଜିରାଙ୍କ ନାଁରେ ଇସ୍ୟୁ ହୋଇଥିବା ଲୁକ୍‌ ଆଉଟ୍‌ ସର୍କୁଲାର (ଏଲ୍‌ଓସି) ପ୍ରତ୍ୟାହାର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ସେମାନେ…

ଆଣବିକ ଖଣିଜ ଉତ୍ତୋଳନ ପାଇଁ ଘରୋଇ ସଂସ୍ଥାକୁ ମିଳିବ ଅନୁମତି

ନୂଆଦିଲ୍ଲୀ,୨୯ା୭: ଲିଥିୟମ ସମେତ ୬ ଆଣବିକ ଖଣିଜ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଅନୁମତି ମିଳିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍‌, ୨୦୨୩ ଧ୍ୱନି ମତରେ ପାରିତ ହୋଇଛି। ପ୍ରଚଳିତ ଆଇନ…

ଫିଲିପାଇନ୍ସରେ ବୋଟ୍‌ ଦୁର୍ଘଟଣା: ୨୭ ମୃତ

ମାନିଲା,୨୯ା୭: ଫିଲିପାଇନ୍ସର ଏକ ହ୍ରଦରେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ୨୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ସାମର୍ଥ୍ୟଠାରୁ ଅଧିକ ଯାତ୍ରୀ ଥିବା ଜାଣି ମଧ୍ୟ ଏହାକୁ ଚଳାଇବା ପାଇଁ କ୍ୟାପ୍‌ଟେନ୍‌ ନିଷ୍ପତ୍ତି ନେଇଥିଲେ ବୋଲି ତଟସୁରକ୍ଷା ମୁଖ୍ୟ କହିଛନ୍ତି। ଏମ୍‌/ବି…

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବାର୍ବାଡୋସ, ୨୯।୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଶନିବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆକୁ ୫ ଉଇକେଟରେ ଜିତି ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ତେଣୁ…

ଏସିଆନ୍ ଗେମ୍ସ ୨୦୨୩: ଜାଣନ୍ତୁ କେବେ ଏବଂ କାହା ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୨୮। ୭: ଭାରତୀୟ କ୍ରିକେଟ ଟିମ୍ ସେପ୍ଟେମ୍ବର ୨୩ରୁ ଚାଇନାର ହାଙ୍ଗଜୁ ସହରରେ ଆୟୋଜିତ ହେବାକୁ ଥିବା ୧୯ତମ ଏସିଆନ୍ ଗେମ୍ସ ଲାଗି ପ୍ରସ୍ତୁତ। ଋତୁରାଜ ଗାଏକୱାଡଙ୍କ ଅଧିନାୟକତ୍ଵରେ ଭାରତୀୟ ଟିମ୍ ସ୍ବର୍ଣ୍ଣ ପଦକ ଲାଗି ଖେଳିବ। ଆଇସିସି ରାଙ୍କିଙ୍ଗ୍…

ରାମ ମନ୍ଦିର ଉଦଘାଟନ ଦେଖିବାକୁ ଜାନୁୟାରୀ ପାଇଁ ଏବେଠାରୁ ହେଉଛି ହୋଟେଲ ବୁକିଂ

ଅଯୋଧ୍ୟା,୨୮।୭: ଅଯୋଧ୍ୟାରେ ୨୦୨୪ ଜାନୁୟାରୀରେ ରାମ ମନ୍ଦିର ଉଦଘାଟନ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏବେ ସାରା ଦେଶର ଟ୍ରାଭେଲ ଏଜେଣ୍ଟଙ୍କ ନଜର ଅଯୋଧ୍ୟା ଉପରେ ରହିଛି। ହୋଟେଲ, ଗେଷ୍ଟ ହାଉସ ଓ ଧର୍ମଶାଳାରେ ୨୦-୨୬ ଜାନୁୟାରୀ ମଧ୍ୟରେ…

ଚିରାଗ ପାସଓ୍ବାନ, ପଶୁପତି ପାରସ, ଉପେନ୍ଦ୍ର କୁଶଓ୍ବାହଙ୍କ ପାଇଁ ଭାଜପା ପ୍ରସ୍ତୁତ କଲା ସିଟ ଫର୍ମୁଲା, ମୁକେଶ ସହନିଙ୍କ ପାଇଁ ବି ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୨୮।୭: ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନିଜର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏନଡିଏରେ ଯୋଗଦେଉଥିବା ନୂତନ ଦଳ ସହ ଆସନ ବାଣ୍ଟିବା ପାଇଁ ଦଳ ଏକ ସୂତ୍ର ଏବଂ ରଣନୀତି ପ୍ରସ୍ତୁତ କରିଛି।…

ନିଜ ବିବାହରେ ମା’ଙ୍କୁ ବି ଡାକି ନ ଥିଲେ ସୈଫ

ବମ୍ବେ: ନବାବ ଘରର ପୁଅ। ହେଲେ ଲୁଚିଲୁଚି କରିଥିଲେ ବିବାହ। ଆମେ କହୁଛି ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ କଥା। ଅଭିନେତ୍ରୀ ଅମୃତା ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସେ। ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି…

ଇଣ୍ଡିଗୋ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଡିଜିସିଏ

ନୂଆଦିଲ୍ଲୀ,୨୮।୭: ବିମାନ ଚଳାଚଳ ନିୟନ୍ତ୍ରକ(ଡିଜିସିଏ) ସୁଲଭ ବିମାନ ସେବା ଯୋଗାଉଥିବା ଘରୋଇ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହାଛଡ଼ା ଡିଜିସିଏର ଆବଶ୍ୟକତା ଏବଂ ଓଇଏମ୍‌ର ନିର୍ଦ୍ଦେଶାବଳୀ ଅନୁଯାୟୀ କମ୍ପାନୀକୁ କାଗଜପତ୍ର ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ…

ଅଧ ଘଣ୍ଟାରେ ଫେରି ଆସିଲା ଦିଲ୍ଲୀରୁ ପ୍ୟାରିସ ଯାଉଥିବା ବିମାନ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ(ଆଇଜିଆଇ)ରେ ଶୁକ୍ରବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା। ଯେତେବେଳେ ଦିଲ୍ଲୀରୁ ପ୍ୟାରିସ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିବାର ସୂଚନା ଦିଆଯାଇଥିଲା। ଏହି ସୂଚନା ମିଳିବା ପରେ ଏୟାରପୋର୍ଟ…

ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ,୨୮।୭: ଛଟେଇ କରିବ ଆମାଜନ। ଆମେରିକାରେ ଫ୍ରେସ୍‌ ଗ୍ରୋସରୀ ଷ୍ଟୋର୍‌ କର୍ମଚାରୀଙ୍କୁ କମ୍ପାନୀ ପକ୍ଷରୁ ଛଟେଇ କରାଯିବ। ଏନେଇ ଓ୍ବାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। ଅର୍ଥବ୍ୟବସ୍ଥା ବିଗୁଡ଼ୁଥିବାରୁ କମ୍ପାନୀ ନିଜର ପୁର୍ନଗଠନ ଉପରେ କାମ କରୁଛି। ଏଣୁ ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?