ବନ୍ଧାହେବେ ଦୁର୍ନୀତିଗ୍ରସ୍ତ ଅଧିକାରୀ
ଭାପୁର,୨୭ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ଭାପୁର ବ୍ଲକ ଦୁର୍ନୀତିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚିତ। କେତେବେଳେ ଗୋଟିଏ ଶହେ ମିଟର ରାସ୍ତାକୁ ୨୧ ଥର ବିଲ କରି ତ କେତେବେଳେ ନାଳ ଭିତରେ ପୋଖରୀ ଖୋଳି। ପୁଣି କେତେବେଳେ କୂଅ, ପୋଖରୀ,…
ଦୁର୍ନୀତି ଅଭିଯୋଗକୁ ୧୫ ଦିନ ପୂରିଲା, ତଦନ୍ତ ଶୂନ
ନାଉଗାଁ,୨୭ା୫(ସ୍ବ.ପ୍ର.): ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ ସରପଞ୍ଚ ନୀହାର ରଞ୍ଜନ ବସ୍ତିଆଙ୍କ ଅଜାଣତରେ ତାଙ୍କ ଡିଏସ୍ସି(ଡିଜିଟାଲ ସିଗ୍ନେଚର ସାର୍ଟିଫିକେଟ୍)କୁ ଅପବ୍ୟବହାର କରି ପଞ୍ଚାୟତର ଅର୍ଥ ହଡ଼ପ ସହ ଏମ୍ଜିଏନ୍ଆରଇଜିଏସ୍ରେ କାର୍ଯ୍ୟ ନ ହୋଇ ଲକ୍ଷାଧିକ ଟଙ୍କାର ବିଲ୍ ହୋଇଛି। ଗତ ୮…
କୂଅ ଖୋଳିବାକୁ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ
ନିରାକାରପୁର,୨୭।୫(ଡି.ଏନ.ଏ): କୂଅ ଖୋଳିବାକୁ ଆସି ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଜଣେ ବୟସ୍କ। ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ କାମଗୁରୁଠାରେ। ମୃତକ ଜଣକ ହେଲେ ନୟାଗଡ ଜିଲା ରଣପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣ…
ବିନା ସିଓଆର୍ରେ ଚାଲିଛି ବେସରକାରୀ ବିଦ୍ୟାଳୟ
ଜଗତ୍ସିଂହପୁର ଅଫିସ,୨୭ା୫: ବେସରକାରୀ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଖୋଲି ପାରିବ ନାହିଁ ବୋଲି ସରକାରୀ କଟକଣା ଅଛି। କାରଣ ଏହିସବୁ ଶିକ୍ଷାନୁଷ୍ଠାନ (୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ) କାର୍ଯ୍ୟକ୍ଷମ ହେବାକୁ ହେଲେ ଅନୁମୋଦନ ପ୍ରମାଣପତ୍ର ତଥା ସିଓଆର୍ (ସାର୍ଟିଫିକେଟ୍ ଅଫ ରେକଗ୍ନାଇଜେଶନ୍) ବାଧ୍ୟତାମୂଳକ।…
୬ ବର୍ଷ ବିତିଲା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ହେଲାନି
ଆଳି,୨୭ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ଦଶିପୁର ଓ ଏକମାଣିଆ ପଞ୍ଚାୟତ ଗଠନ ହେବାର ୬ ବର୍ଷ ବିତିଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟ ନିର୍ମାଣ ହୋଇପାରୁନି। ଏହି ୨ଟି ପଞ୍ଚାୟତ ଗଠନ ହେବାର କିଛିଦିନ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ…
ପୁଣି ଅଳଭା ବ୍ରାହ୍ମଣୀ ପଠାରୁ ବାଲିମାଟି ଚାଲାଣ
ପଟ୍ଟାମୁଣ୍ଡାଇ,୨୭ା୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ବ୍ରାହ୍ମଣୀ ନଦୀ ଅଳଭାପାଳରେ ବଡ଼ ବଡ଼ ଗାତ କରାଯାଇ ପୁଣି ମାଟି ଚାଲାଣ କରାଯାଇଛି। ମାଟି ବ୍ୟବସାୟୀମାନେ ଏଥିରେ ଲାଭବାନ୍ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ସରକାରଙ୍କ ସମସ୍ତ…
ପ୍ରକଳ୍ପ ପ୍ରତିଶ୍ରୁତିରେ ଜିଲାବାସୀ ଅଣନିଃଶ୍ୱାସୀ
କେନ୍ଦ୍ରାପଡ଼ା ଅଫିସ, ୨୭ା୫: ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ ସ୍ଥାନରେ କେନ୍ଦ୍ରାପଡ଼ା ଜିଲା ଅଛି। ଅର୍ଥକରୀ ଫସଲ ଯୋଜନା ନ ଥିଲେ ମଧ୍ୟ କୃଷିଭିତ୍ତିକ ଅର୍ଥନୀତିରେ ଏହି ଜିଲା ପରିଚାଳିତ ହେଉଛି। ରାଜନେତାମାନେ ଗତ ଦଶନ୍ଧି ଧରି ଏହାର ସୁଯୋଗ ନେଉଛନ୍ତି।…
ଆଜି ନୀତି ଅୟୋଗର ବୈଠକ, ମମତା କେଜରିଓ୍ବାଲଙ୍କ ସମେତ ଆଉ କେତେଜଣ ମୁଖ୍ୟମନ୍ତ୍ରୀ କରିଛନ୍ତି ବହିଷ୍କାର
ନୂଆଦିଲ୍ଲୀ,୨୭।୫: ଦେଶରେ ନୂଆ ସଂସଦ ଭବନ ଉଦଘାଟନକୁ ବିରୋଧ କରିବା ପରେ ଏବେ ବିରୋଧୀ ରାଜନୈତିକ ଦଳ ସରକାରଙ୍କ ନୀତି ଆୟୋଗ ବୈଠକକୁ ବି ବିରୋଧ କରିଛନ୍ତି। ଶନିବାର ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନୀତୀଶ କୁମାର,…
ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ବଡ ପଦକ୍ଷେପ, ଦୀପାବଳି ଛୁଟି ଘୋଷଣା ପାଇଁ ସଂସଦରେ ବିଧେୟକ ଉପସ୍ଥାପନ
ଓ୍ବାଶିଂଟନ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ ଉପସ୍ଥାପନ କରାଯାଇଛି। ଆମେରିକାର ମହିଳା ସାଂସଦ ଗ୍ରେସ ମେଂଗ ଶୁକ୍ରବାର ପ୍ରତିନିଧି ସଭାରେ ଦୀପାବଳି…
ରେସଲରଙ୍କୁ ସମର୍ଥନ କଲେ ବାବା ରାମଦେବ
ନୂଆଦିଲ୍ଲୀ,୨୭।୫: ଯୌନ ଉତ୍ପିଡନ ଭଳି ସମସ୍ୟାକୁ ସାମ୍ନା କରୁଥିବା ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନିଜ ଘରୁ ଏବେ ଚ୍ୟାଲେଞ୍ଜ ମିଳିଛି। ଯୋଗଗୁରୁ ବାବା ରାମଦେବ ଭାରତୀୟ ଜନତା ପାଟର୍ଇ(ଭାଜପା)ର ଏମପିଙ୍କ ବିରୋଧରେ ଦିଲ୍ଲୀର ଜନ୍ତର…
କ୍ରମ୍ପଟନ୍ର ମିନି ମାଷ୍ଟର ପ୍ଲସ୍ ପମ୍ପ
ନୂଆଦିଲ୍ଲୀ,୨୭।୫: କ୍ରମ୍ପଟନ୍ ଗ୍ରୀଭସ୍ କଞ୍ଜୁମର ଇଲେକଟ୍ରିକାଲ୍ସ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ହାଇଫ୍ଲୋ ମାକ୍ସ ପ୍ରଯୁକ୍ତିରେ ସୁସଜ୍ଜିତ ମିନି ମାଷ୍ଟର ପ୍ଲସ୍ ପମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ସଦ୍ୟତମ ଛାମୁଆ ଉପତ୍ାଦ ଏକାଧିକ ନବୋନ୍ମେଷୀ ବୈଶିଷ୍ଟ୍ୟ ସହ…
୧୯୨୭ରୁ ପାର୍ଲାମେଣ୍ଟ ବିଲ୍ଡିଂର ଯାତ୍ରା
ନୂଆଦିଲ୍ଲୀ,୨୭ା୫: ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ସ୍ଥାପତ୍ୟ ଉତ୍କର୍ଷର ଐତିହାସିକ ପ୍ରତୀକ, ଯାହାକି ଭାରତର ଭାଗ୍ୟକୁ ପ୍ରାୟ ୧ ଶତାବ୍ଦୀ ଧରି ନିର୍ଦ୍ଧାରିତ କରିଆସିଛି। ଏହାର ଜାଜୁଲ୍ୟମାନ ଧରୋହର ଏବେ ଇତିହାସ ପୃଷ୍ଠାକୁ ଚାଲିଯିବାକୁ ବସିଛି। ୧୯୨୭ ଜାନୁୟାରୀ ୧୮ରେ ତତ୍କାଳୀନ ଭାଇସରାୟ…
Archives


