Home

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର,୪ା୮(ଅନିଲ ଦାସ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଜନିତ ବର୍ଷାରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ରାଜ୍ୟରେ ପ୍ରବାହିତ ଅନ୍ୟ କେତକ ଛୋଟବଡ଼ ନଦୀ ମଧ୍ୟରେ ବଢ଼ି ଆସିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମହାନଦୀର ଖଇରମାଳଠାରେ ୪ ଲକ୍ଷ ୭୨…

ଏପଟେ ବନ୍ଦ, ସେପଟେ ଖୋଲା

ନୂଆଦିଲ୍ଲୀ/ମୁମ୍ବାଇ,୪ା୮(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର):ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃ (ଆର୍‌ଆଇଏଲ୍‌) ବଜାରକୁ ୧୬,୪୯୯ ଟଙ୍କିଆ ଜିଓବୁକ୍‌ ଆଣିବା ପରେ ଗୁରୁବାର କେନ୍ଦ୍ର ସରକାର ବିଦେଶରୁ ଲାପ୍‌ଟପ୍‌, ଟାବ୍‌ଲେଟ୍‌ ଓ ପର୍ସନାଲ କମ୍ପ୍ୟୁଟର (ପିସି) ଆମଦାନୀ ଉପରେ ରୋକ୍‌ ଲଗାଇଛନ୍ତି। ‘ମେକ୍‌…

ପଶ୍ଚିମ ମେକ୍ସିକୋରେ ବଡ଼ ବସ୍‌ ଦୁର୍ଘଟଣା: ୧୭ ମୃତ

ମେକ୍ସିକୋ,୪।୮: ପଶ୍ଚିମ ମେକ୍ସିକୋର ରାଜପଥ ନିକଟରେ ଏକ ଯାତ୍ରୀବାହୀ ବସ ଖାଲରେ ପଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ୨୨ ଜଣ ଆହତ ହୋଇଛନ୍ତି। ନାୟରିଟ ରାଜ୍ୟ ସୁରକ୍ଷା ଏବଂ ନାଗରିକ ପ୍ରତିରକ୍ଷା ସଚିବ ଜର୍ଜ…

ଖୋଲିଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର,୪।୮ (ବନ୍ଦନା ସେଠୀ): ବହୁ ବାଦବିବାଦ, ଧାରଣା ଏବଂ ଆଲୋଚନା ପରେ ଶେଷରେ ଗୁରୁବାର ୟୁନିଟ-୨ସ୍ଥିତ ମାର୍କେଟ ବିଲ୍ଡିଂ ସର୍ବସାଧାରଣଙ୍କ ପାଇଁ ଖୋଲିଛି। ୧୮ଦିନ ପରେ ବିଧିବଦ୍ଧ ଭାବେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ସେଣ୍ଟ୍ରାଲ ମାର୍କେଟ ଆସୋସିଏଶନ୍‌ ସଭାପତି ପ୍ରଦ୍ୟୁମ୍ନ…

ଧସିଲା ପାହାଡ: ୧୫ ଲୋକ ଚାପିହୋଇଥିବା ଆଶଙ୍କା

ଡେରାଡୁନ,୪।୮: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାର ଗୌରୀକୁଣ୍ଡରେ ଥିବା ଏକ ପାହାଡ ଧସିଛି। ଏଥିରେ ୮ ରୁ ୧୫ ଜଣ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି। ଉତ୍ତରାଖଣ୍ଡରେ ପ୍ରବଳ…

ପାନ୍ଥନିବାସରେ ଅସ୍ଥାୟୀ ଖୋଲିବ ଓଡ଼ିଆ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟ

ଭୁବନେଶ୍ୱର/ସାକ୍ଷୀଗୋପାଳ,୪।୮(ଅନୁରାଧା ମହାରଣା/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ବିଶ୍ୱବିଦ୍ୟାଳୟ ସତ୍ୟବାଦୀରେ ୨୦୨୩-୨୪ ଶିକ୍ଷାବର୍ଷରୁ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏପିଏଚ୍‌ଡି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନାମଲେଖା, ନିଯୁକ୍ତି ଓ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ହେଲେ ଏବେ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ଓ ଭିତ୍ତିଭୂମି ନିର୍ମାଣ…

୬ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ

ବାଙ୍କୀ,୪ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ବାଙ୍କୀଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ୭.୭୮ମିଟର ଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟା ସୁଦ୍ଧା ୭.୮୧ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ବାଙ୍କୀର…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଖିରେ ଲୁହ

ତ୍ରିନିଦାଦ,୪।୮:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୪ ରନ୍‌ରେ ପରାସ୍ତ କରିଛି ଓ୍ବେଷ୍ଟଇଣ୍ଡିଜ୍‌। ୱେଷ୍ଟଇଣ୍ଡିଜ ଅଧିନାୟକ ରୋଭମାନ ପାୱେଲ ଏହି ପ୍ରଥମ ମ୍ୟାଚରେ ଟସ ଜିତିବା…

ବନ୍ୟା ସମୟରେ ତାଳଦଣ୍ଡା କେନାଲ ସଫେଇ

ପାରାଦୀପ,୪ା୮(ଶରତ ରାଉତ): ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ସଫେଇ ହେଉଛି। କେନାଲରେ ଥିବା ଯାବତୀୟ ଦଳକୁ ମେଶିନ ଦ୍ୱାରା କଢ଼ା ଯାଇ ରାସ୍ତା କଡ଼ରେ ରଖାଯାଉଛି। ପରେ କେନାଲରେ ଥିବା ପରିତ୍ୟକ୍ତ ପାଣିକୁ ଅଠରବାଙ୍କି ଲକ୍‌ ବାଟେ ନିଷ୍କାସନ…

ଦୀପିକାଙ୍କ ପ୍ରଶଂସାରେ ଶତମୁଖ ପ୍ରଭାସ

ମୁମ୍ବାଇ: ବଲିଉଡର ଡିମ୍ପଲ ଗାର୍ଲ ଦୀପିକା ପାଦୁକୋନଙ୍କ ପ୍ରଶଂସାରେ ଶତମୁଖ ବାହୁବଳୀ ସୁପରଷ୍ଟାର ପ୍ରଭାସ। ସେ ନିଜକୁ ଦୀପିକାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ନିକଟରେ ପ୍ରଭାସ ଏକ ସାକ୍ଷାତକାରରେ ଦୀପିକାଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟିଥିଲେ ଏବଂ…

ଭିତରକନିକା ରାସ୍ତା କାମ ବନ୍ଦ, ପର୍ଯ୍ୟଟକ ହୀନସ୍ତା

ରାଜନଗର,୪ା୮ (ଭାସ୍କର ରାଉତରାୟ): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଗତ ମଙ୍ଗଳବାର ଖୋଲିଛି। ୩ ମାସ ଧରି ଭିତରକନିକା କୁମ୍ଭୀର ପ୍ରଜନନ ନିମନ୍ତେ ବନ୍ଦ ରହିବା ପରେ ଖୋଲି ଥିବାରୁ ଉତ୍ସାହର ସହ ପର୍ଯ୍ୟଟକମାନେ ଭିତରକନିକା ପରିଭ୍ରମଣରେ…

ନିର୍ମାଣାଧୀନ ଅଙ୍ଗନଓ୍ବାଡି କେନ୍ଦ୍ର କାନ୍ଥ ଭୁଶୁଡ଼ିଲା

ପଟ୍ଟାମୁଣ୍ଡାଇ,୪ା୮(ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୱାର୍ଡ ନଂ. ୮ରେର ନିର୍ମାଣାଧୀନ ଏକ ଅଙ୍ଗନଓ୍ବାଡି କେନ୍ଦ୍ରର ଗୋଟିଏ ପାର୍ଶ୍ୱ କାନ୍ଥ ଭୁଶୁଡି ପଡ଼ିଛି। ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁ କାନ୍ଥଟି ଭୁଶୁଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?