Home

୨୦୫୦ ସୁଦ୍ଧା ପୃଥିବୀର ୯୦ କୋଟି ଲୋକ ଭୋକିଲା ରହିବେ…

ଓ୍ବାଶିଂଟନ,୯।୭ : ଏକ ଅଧ୍ୟୟନ ଅନୁଯାୟୀ, ପୃଥିବୀର ଅନେକ ଅଞ୍ଚଳରେ ଫସଲ ଅମଳ ହ୍ରାସ ହେବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଆମ ଖାଦ୍ୟ ପ୍ରଣାଳୀ ଉପରେ ବହୁତ ପ୍ରଭାବ ପକାଉଛି । ଅଧ୍ୟୟନ ଅନୁଯାୟୀ ଖାଦ୍ୟ ଉତ୍ପାଦନ ବିଶ୍ୱକୁ ଗରମ…

ବନ୍ୟାରେ ଭାସିଗଲେ ଦୁଇ ଯବାନ

ନୂଆଦିଲ୍ଲୀ,୯।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର ଏକ ଉଫନାତିି ନଦୀରେ ଭାରତୀୟ ସେନାର ଦୁଇ ଯବାନ ଭାସି ଯାଇଛନ୍ତି। ସେମାନେ ମଧ୍ୟରୁ ଜଣେ ହେଲେ ନାଏବ ସୁବେଦାର କୁଲଦୀପ ସିଂ ବୋଲି ଜଣାପଡିଛି। ଅନ୍ୟଜଣଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି…

ସମ୍ବେଦନଶୀଳ ବୁଥ ସମ୍ପର୍କରେ ସୂଚନା ଦେଇ ନ ଥିଲେ ରାଜ୍ୟ ନିର୍ବାଚନ ଆୟୋଗ: ବିଏସଏଫ…

କୋଲକାତା,୯।୭ : ପଶ୍ଚିମବଙ୍ଗରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ହିଂସା ନେଇ ସୀମା ସୁରକ୍ଷା ବଳ (ବିଏସଏଫ) ର ଜଣେ ବରିଷ୍ଠ ଅଧିକାରୀ ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି। ସମ୍ବେଦନଶୀଳ ବୁଥ ସମ୍ପର୍କରେ ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇ ନ…

ମହିଳାଙ୍କୁ ଲିଫ୍ଟ ଦେବା ଆଳରେ କାର୍‌ ଭିତରେ ବଳାତ୍କାର

ଲକ୍ଷ୍ନୌ,୯ା୭: ଉତ୍ତରପ୍ରଦେଶର କୌଶମ୍ବୀ ଜିଲାରେ ଜଣେ ମହିଳାଙ୍କୁ ଲିଫ୍ଟ ଦେବା ବାହାନା କରି କାର୍‌ ଭିତରେ ମୁଣ୍ଡରେ ବନ୍ଧୁକ ଲଗାଇ ବଳାତ୍କାର କରିଥିବା ମାମଲା ସାମ୍ନାକୁ ଆସିଛି। ବଳାତ୍କାର ଅଭିଯୋଗ ମଝାନପୁର ମ୍ୟୁନିସିପାଲିଟି ପରିଷଦର ବିଏସ୍‌ପି ପ୍ରାର୍ଥୀ ଥିବା ଦଶରଥ ସରୋଜଙ୍କ…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ଭାଜପା-ଟିଏମସି ମୁହାଁମୁହିଁ

କୋଲକତା,୯।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ଭାଜପା ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତି। ହିସଂସାକୁ ନେଇ ପରସ୍ପର ମଧ୍ୟରେ ବୟାନ ବାଜିରେ କାଦୁଅ ଫୋପଡିବା ଘଟଣା ଜାରି ରହିଛି। ଭାଜପା ନିର୍ବାଚନରେ ବୁଥ୍‌ କ୍ୟାପଚର ହୋଇଛି ବୋଲି ମିଥ୍ୟା ଖବର…

ସିଏପିଏଫ ଯବାନଙ୍କ ଓପିଏସ ସ୍ବପ୍ନ ଭାଙ୍ଗିଲା…

ନୂଆଦିଲ୍ଲୀ,୯।୭ : ସେଣ୍ଟ୍ରାଲ ପାରାମିଲିଟାରୀ ଫୋର୍ସ(ସିଏପିଏଫ)ର ଲକ୍ଷ ଲକ୍ଷ ଯବାନଙ୍କ ପୁରୁଣା ପେନସନ ପାଇବା ସ୍ବପ୍ନ ଭାଙ୍ଗି ଯାଇଛି। ଚଳିତ ବର୍ଷ ଜାନୁୟାରୀ ୧୧ରେ, ଦିଲ୍ଲୀ ହାଇକୋର୍ଟ ଦେଇଥିବା ସିଏପିଏଫରେ ପୁରୁଣା ପେନସନ ବ୍ୟବସ୍ଥାର କାର୍ଯ୍ୟକାରିତା ସମ୍ପର୍କରେ ନିଷ୍ପତ୍ତି ନେଇ ସୁପ୍ରିମକୋର୍ଟଙ୍କ…

ମାତ୍ର ଦେଢ଼ ମିନିଟ୍‌ରେ ଏତିକି ରକ୍ତ ପିଏ ମଶା, ଭିଡିଓ ଦେଖିଲେ ଜାଣିବେ…

ବର୍ତ୍ତମାନ ଚାଲିଛି ବର୍ଷାଋତୁ। ସବୁଆଡେ ସବୁଜ। ଘରେ ବସି ଚା’ ଏବଂ ପକୁଡ଼ି ଖାଇବାର ମଜା କିଛି ଅଲଗା। ଯଦିଓ ବର୍ଷା ଋତୁର ଅନେକ ଭଲ ଗୁଣ ଅଛି, କିଛି ଖରାପ ମଧ୍ୟ ଅଛି। ବର୍ଷା ଋତୁରେ ମଶାମାନଙ୍କର ପ୍ରାଦୁର୍ଭାବ ବଢ଼ିଯାଏ।…

୧୫ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା…

ରାମେଶ୍ୱରମ,୯।୭ : ଶ୍ରୀଲଙ୍କା ନୌସେନା ପାକ ଷ୍ଟ୍ରେଟର ଡେଲଫ୍ଟ ଦ୍ୱୀପରୁ ଦୁଇଟି ଡଙ୍ଗା ସହିତ ୧୫ ଜଣ ଭାରତୀୟ ଧୀବରଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଧୀବରମାନେ ରାମେଶ୍ୱରମର ବାସିନ୍ଦା ବୋଲି ଜଣାପଡ଼ିଛି। ପାକ ଷ୍ଟ୍ରେଟ ହେଉଛି ଭାରତୀୟ ତାମିଲନାଡୁ ଏବଂ…

ଆମେରିକୀୟ ସେନାର ଖବରୀଙ୍କୁ ଆମେରିକାରେ ଗୁଳି କରି ହତ୍ୟା

ଓ୍ବାଶିଂଟନ୍‌,୯।୭: ଆମେରିକାର ୱାଶିଂଟନରେ ଆଫଗାନିସ୍ତାନର ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯୁବକ ଜଣକ ଆଫଗାନିସ୍ତାନରେ ରହୁଥିବାବେଳେ ଆମେରିକୀୟ ସେନାକୁ ସାହାଯ୍ୟ କରୁଥିଲେ। ତେବେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଆଫଗାନିସ୍ତାନ ଯୁବକ ଆମେରିକାରେ ପଳାଇ ଆସିଥିଲେ। ଯୁବକ…

ଏଲନ ମସ୍କଙ୍କ ପିଲାଦିନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୯।୭ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଲିୟନେୟାର ଏଲନ ମସ୍କ ହେଡଲାଇନରେ ରହିଆସୁଛନ୍ତି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଙ୍କ ଅନୁଗାମୀ ଏବଂ ସମର୍ଥକମାନଙ୍କୁ ତାଙ୍କ ଜୀବନ, କାର୍ଯ୍ୟ ଏବଂ ବିଭିନ୍ନ କମ୍ପାନୀଗୁଡିକର ଅତ୍ୟାଧୁନିକ…

ଭାରତର ମୋଷ୍ଟ ଓ୍ବାଣ୍ଟେଡ ଅଲ କାଏଦା ଆତଙ୍କବାଦୀ ଇକରାମୁଲ ଢାକାରେ ଗିରଫ…

ଢାକା,୯।୭ : ଭାରତର ‘ମୋଷ୍ଟ ୱାଣ୍ଟେଡ’ ଅଲ କାଏଦା ଆତଙ୍କବାଦୀ ଇକରାମୁଲ ହକ ଛଦ୍ମନାମ ଆବୁ ତାଲହାଙ୍କୁ ତାଙ୍କ ସ୍ତ୍ରୀ ଫରିଆ ଆଫ୍ରିନଙ୍କ ସହ ବାଂଲାଦେଶରେ ଗିରଫ କରାଯାଇଛି। ବାଂଲାଦେଶ ଦୈନିକ ପ୍ରୋଥୋମାଲୋ ରିପୋର୍ଟ କରିଛି ଢାକାର ସବୁଜ ବାଗ ଅଞ୍ଚଳରୁ…

ଇଣ୍ଡଷ୍ଟ୍ରି ଛାଡ଼ିବାର କାରଣ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୧୯୯୧ ଫିଲ୍ମ ‘ଫୁଲ୍‌ ଔର୍‌ କାଣ୍ଟେ’ ଅଜୟ ଦେବଗନଙ୍କୁ ସୁପରଷ୍ଟାର କରିଥିଲା। ଏହି ଫିଲ୍ମଟି କେବଳ ପରଦାରେ ଏକ ସୁପର ହିଟ୍‌ ନୁହେଁ, ଏହାର ଷ୍ଟଣ୍ଟ୍‌ ଅନେକ ବର୍ଷ ଧରି ରହିଥିଲା। ଏହି ଫିଲ୍ମରେ ମଧୁ ଅଜୟ ଦେବଗନଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri