Home

ଗିଲଗିତ-ବାଲତିସ୍ତାନରେ ରାଜେନୈତିକ ସଙ୍କଟ; ମେଣ୍ଟ ସରକାର ଗଠନ ହେବା ନେଇ ଚର୍ଚ୍ଚା

ଇସଲାମବାଦ,୮।୭: ପାକିସ୍ତାନର ଗିଲଗିତ-ବାଲତିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଜୁଲାଇ ୪ରେ ଗିଲଗିତ-ବାଲତିିସ୍ତାନର ଏକ ଅପିଲ କୋର୍ଟ ମୁଖ୍ୟମନ୍ତ୍ରୀ ଖାଲିଦ ଖୁରସିଦଙ୍କ ନକଲି ଆଇନ ଡିଗ୍ରୀ ଯୋଗୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ଘଟଣା ପରଠାରୁ ସେଠାରେ ରାଜନୈତିକ ସଙ୍କଟ ଘନେଇଛି।…

ନିଲମ ଗୋରେଙ୍କୁ ନେତା କଲେ ଏକନାଥ ଶିନ୍ଦେ, ପାର୍ଟି ଅଧ୍ୟକ୍ଷ ପରେ ସବୁଠାରୁ ବଡ ପଦ

ମୁମ୍ବାଇ,୮।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ନିଲମ ଗୋରେଙ୍କୁ ଶିବସେନାର ନେତା ନିଯୁକ୍ତ କରିଛନ୍ତି। ଦଳ ଅଧ୍ୟକ୍ଷ ପରେ ସବୁଠାରୁ ବରିଷ୍ଠ ନେତାଙ୍କୁ ଏହି ପଦ ଦିଆଯାଇଥାଏ। ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ତଥା ଉଦ୍ଧବ ଠାକରେ ଦଳର ନେତା ନୀଲମ…

ବାରିପଦାରେ ନୂଆ କୋର୍ଟ ବିଲ୍ଡିଂର ଶିଳାନ୍ୟାସ

ବାରିପଦା,୮।୭(ନୀଳାଦ୍ରି ବିହାରୀ ଦଣ୍ଡପାଟ) ବାରିପଦା ମୁର୍ଗାବାଡିଠାରେ ଜିଲା ଓ ଦୌରାଜଜ୍‌ଙ୍କ ଅଦାଲତର ନୂଆ କୋର୍ଟ ବିଲ୍ଡିଂର ଶିଳାନ୍ୟାସ ହୋଇଛି । ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ଆନୁଷ୍ଠାନିକ ଭାବେ ଶିଳାନ୍ୟାସ…

ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ମତଦାନ ଜାରି, ୫ ମୃତ ଅନେକେ ଆହତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ସକାଳୁ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସାରା ରାଜ୍ୟରେ ବର୍ତ୍ତମାନ ସ୍ଥାନେ ସ୍ଥାନେ ପଥରମାଡ, ହିଂସା, ଅଗ୍ନିକାଣ୍ଡ ଭଳି ଖବର ଆସୁଛି। ସମଗ୍ର ରାଜ୍ୟରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ପୋଲିସ ଓ…

ବସ୍ତା-ବାଲିଆପାଳ ରାସ୍ତାରେ ସିରିଜ ଦୁର୍ଘଟଣା

ବସ୍ତା,୮।୭(ହରିଶଙ୍କର ପାଢୀ) ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତା୍‌ର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବାଲିଆପାଳ ଅଞ୍ଚଳର ୨ଜଣ ଲୋକ ରୋଗୀ ନେଇ କଟକରୁ କାର୍‌ରେ…

ସ୍ତ୍ରୀଙ୍କୁ ମାରିବା ପରେ ତାଙ୍କ ମସ୍କିଷ୍କକୁ ଖାଦ୍ୟରେ ଖାଇଲେ!

ମେକ୍ସିକୋ,୮।୭: ମେକ୍ସିକୋରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ୩୨ ବର୍ଷୀୟ ମେକ୍ସିକାନ ବ୍ୟକ୍ତି ଅମାନୁଷିକତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ମାରିବା ପରେ ସ୍ତ୍ରୀଙ୍କ ମସ୍କିଷ୍କକୁ ଖାଦ୍ୟରେ ମିଶାଇ ଖାଇଛନ୍ତି। ସୂଚନାଯୋଗ୍ୟ, ବ୍ୟକ୍ତି ଜଣକ…

ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ୨୧ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ନାମ

ନୂଆଦିଲ୍ଲୀ,୮।୭: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ବିଦେଶରେ ବିସିଥିବା ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଉଛି।ଏନଆଇଏ ପ୍ରାୟ ୨୧ ଜଣ ଆତଙ୍କବାଦୀଙ୍କ ନାମ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ କରିଛି। ଏଥିରେ କନାଡା, ଆମେରିକା ଓ ପାକିସ୍ତାନରେ ଥିବା…

ମୋଦିଙ୍କ ଟିଫିନ ବୈଠକ: କର୍ମୀଙ୍କ ସହ ଖାଇଲେ ଖେଚୁଡି

ବାରାଣସି,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରେକା ଗେଷ୍ଟ ହାଉସରେ ଶୁକ୍ରବାର ରାତିରେ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ କେହି କେହି ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ ଏବଂ କେତେକ ପାର୍ଟି ସହିତ ଜଡିତ ଥିଲେ । ସେ ଶ୍ରମିକମାନଙ୍କ ସହିତ…

ଚାଇନା ସେନା ବିକଶିତ କରୁଛନ୍ତି ମସ୍ତିଷ୍କକୁ ଆଘାତ କରିପାରିବା ଭଳି ଅସ୍ତ୍ର, ବିଶ୍ୱ ପାଇଁ ହୋଇପାରେ ସତର୍କ ଘଣ୍ଟି

ବେଜିଂ,୮।୭: କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏବଂ ଚାଇନା ସେନାବାହିନୀ ବର୍ତ୍ତମାନ ଏକ ନୂତନ ପ୍ରକାରର ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏହି ଅସ୍ତ୍ର ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।…

ବ୍ରହ୍ମୋସ, ଅଗ୍ନୀ, ୟୁସିଭି ଭଳି ମିଶାଇଲର ତଥ୍ୟ ପାକିସ୍ତାନ ପଠାଇଲେ ଡିଆରଡିଓ ସାଇଣ୍ଟିଷ୍ଟ, ଚାର୍ଜସିଟରେ ଦିଆଯାଇଛି ଅନେକ ତଥ୍ୟ

ନୂଆଦିଲ୍ଲୀ,୮।୭: ପଡୋଶୀ ଦେଶ ପାକିସ୍ତାନ ସହ ଗୁଇନ୍ଦା ତଥ୍ୟ ଶେୟାର କରିବା ଅଭିଯୋଗରେ ଗିରଫ ହୋଇଥିବା ସାଇଣ୍ଟିଷ୍ଟ ପ୍ରଦିପ କୁରୁଲକରଙ୍କୁ ନେଇ ଚାର୍ଜସିଟରେ ବହୁ ତଥ୍ୟ ସାମ୍ନାକୁ ଆସିଛି। ଏଟିଏସ ଜୁନ ୩୦ରେ ଏକ ସ୍ବତନ୍ତ୍ର କୋର୍ଟଙ୍କୁ ଚାର୍ଜସିଟ ଦେଇଥିଲେ, ଯେଉଁଥିରେ…

ଧାନ କ୍ଷେତରେ ରାହୁଲ

ସୋନିପତ,୮।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ହଠାତ୍‌ ବରୋଦା ଗସ୍ତ କରିଛନ୍ତି। ସେଠାରେ ସେ ମଦିନା ଗାଁରେ ପହଞ୍ଚି କ୍ଷେତରେ ଥିବା ଚାଷି ଓ ଶ୍ରମିକଙ୍କ ସହ କଥା ହୋଇ ଫସଲ ସମ୍ପର୍କରେ କିଛି ତଥ୍ୟ ନେଇଛନ୍ତି,…

୪୨ବର୍ଷରେ ପଦାର୍ପଣ କଲେ ଧୋନୀ

ନୂଆଦିଲ୍ଲୀ, ୮ା୭ (ପି.ଟି.): ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ଏଥିପାଇଁ ସଚିନ ତେନ୍ଦୁଲକର, ହରଭଜନ ସିଂ ଓ ବୀରେନ୍ଦ୍ର ସେହ୍ବାଗ ଭଳି ଭାରତୀୟ କିମ୍ବଦନ୍ତୀଙ୍କ ସମେତ ସମଗ୍ର ବିଶ୍ୱର ଅଗ୍ରଣୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri