Home

୫-ଟି ସଚିବଙ୍କ ଆନନ୍ଦପୁର ବ୍ୟାରେଜ ପରିଦର୍ଶନ

ଆନନ୍ଦପୁର,୧୧ା୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ରବିବାର ଆନନ୍ଦପୁର ବ୍ୟାରେଜ ଅଞ୍ଚଳ ପରିଦର୍ଶନ କରି ଫେରିଛନ୍ତି। ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଢେଙ୍କରେ କାର୍ଯ୍ୟକ୍ରମ ଶେଷ ପରେ ଅପରାହ୍ନ ୩ଟାରେ ଆନନ୍ଦପୁର ବିଏନ୍‌ହାଇସ୍କୁଲ ପଡ଼ିଆରେ ହେଲିକପ୍ଟର ଯୋଗେ ଆସି…

ଟିଏମସି ପ୍ରାର୍ଥୀଙ୍କ ଘରେ କରାଯାଉଛି ନାମାଙ୍କନ ପତ୍ରର ହୋମ ଡେଲିଭରୀ: ଶୁଭେନ୍ଦୁ ଅଧିକାରୀଙ୍କ ଅଭିଯୋଗ…

କୋଲକାତା,୧୧।୬ : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ମାତ୍ରେ ରାଜ୍ୟର ବିଭିନ୍ନ ବ୍ଲକରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଶାସକ ଦଳରପ୍ରାର୍ଥୀ ତଥା ବିରୋଧୀ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ସଂଗ୍ରହ କରିବା ପାଇଁ ବିଡିଏ କାର୍ଯ୍ୟାଳୟରେ ପହଞ୍ଚିବା ଆରମ୍ଭ…

ଲାଲୁ ଜଣେ ନିର୍ଭୀକ ଯୋଦ୍ଧା, ଜନ୍ମଦିନରେ ଲାଲୁଙ୍କୁ ପ୍ରଶଂସା କଲେ ଷ୍ଟାଲିନ…

ପାଟନା/ଚେନ୍ନାଇ,୧୧।୬ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ଜନ୍ମଦିନରେ ରବିବାର (ଜୁନ ୧୧) ଅଭିନନ୍ଦନ ଜଣାଇ ତାଙ୍କୁ ସାମାଜିକ ନ୍ୟାୟର ନିର୍ଭୀକ ଯୋଦ୍ଧା…

ଦୈନିକ ସଂକ୍ରମଣ ୧୪୦, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୧୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…

ଥରିଲା ଜାପାନ

ଟୋକିଓ,୧୧ା୬: ରବିବାର ଅପରାହ୍ନରେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ଏଠାରେ ଥିବା ହୋକାଇଡୋରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଥିବା ଜାପାନ ପାଣିପାଗ ବିଭାଗ ସୂଚନାରୁ ପ୍ରକାଶ। ଭୂକମ୍ପର କେନ୍ଦ୍ରସ୍ଥଳ ଉରାକାଓ୍ବା ସହର…

ମିଳିତ ବିରୋଧୀ ମେଣ୍ଟରେ ସାମିଲ ହେବନି ଏନସି: ଓମାର…

ଶ୍ରୀନଗର,୧୧।୬ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତ ବିରୋଧୀ ଦଳକୁ ଭାଜପା ବିରୋଧରେ ଏକଜୁଟ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପ୍ରୟାସରେ ନୀତୀଶ କ୍ରମାଗତ ଭାବରେ ସମସ୍ତ ପ୍ରମୁଖ ଦଳର ମୁଖ୍ୟ ନେତାଙ୍କୁ…

ମୋରଡ଼ାରେ ହାତୀ ଉପଦ୍ରବ: ଭାଙ୍ଗିଲେ ଏକାଧିକ ଘର, ନଷ୍ଟକଲେ ଧାନଚାଉଳ

ମୋରଡ଼ା,୧୧ା୬(ଡି.ଏନ୍‌.ଏ.): ବର୍ଷ ତମାମ ହାତୀ ଉପଦ୍ରବ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ଲାଗି ରହିଥିବା ବେଳେ ଏହାକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ହାତୀ ଆକ୍ରମଣରେ ଧନଜୀବନ ନଷ୍ଟ ଘଟଣା ମୋରଡ଼ା ବ୍ଲକରେ ଯେମିତି ଏକ ନିତିଦିନିଆ ଘଟଣା ପାଲଟିଛି। ହାତୀ…

ମଧ୍ୟପ୍ରଦେଶରେ ଶାସକ ବିରୋଧୀ ଲହର ନାହିଁ: ଶିବରାଜ…

ଭୋପାଳ,୧୧।୬ : ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର କହିଛନ୍ତି ରାଜ୍ୟରେ ତାଙ୍କ ସରକାର ବିରୋଧରେ କୌଣସି ଆଣ୍ଟି-ଇନକମ୍ବୁନ୍ସି ବିରୋଧୀ ଲହର ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ରାଜ୍ୟବାସୀଙ୍କର ସମ୍ମାନ ଓ ଭଲପାଇବା ରହିଛି । ରାଜ୍ୟ ସରକାରଙ୍କ…

ଚତୁର୍ଥ ପାସ କରିଥିବା ରାଜାଙ୍କୁ ଜଣାନାହିଁ ରାଜ୍ୟ ଶାସନ: ମୋଦିଙ୍କୁ କେଜରିଓ୍ବାଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୧।୬ : ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଜାତୀୟ ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦାନରେ ଆମ ଆଦମୀ ପାର୍ଟି (ଏଏପି) ରବିବାର ଏକ ରାଲି କରିଛି। ଏହି ରାଲିରେ ଦିଲ୍ଲୀ ମୁଖମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ କେଜରିୱାଲ କହିଛନ୍ତି କେନ୍ଦ୍ର ସରକାରଙ୍କ…

ମୋଦି ହେବେ ପୁଟିନ, ଦେଶରେ ଆଉ ହେବନି ନିର୍ବାଚନ: ଏଏପି…

ନୂଆଦିଲ୍ଲୀ,୧୧।୬ : କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଦିଲ୍ଲୀରେ ଏକ ମେଗା ରାଲିର ଆୟୋଜନ କରିଛି। ଏଥିରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି।…

ଝଡ଼ପବନରେ ଭାଙ୍ଗିଲା ୩୦ ଫୁଟର ହକି ସ୍ମାରକୀ

ରାଉରକେଲା ଅଫିସ,୧୧ା୬: ସାମାନ୍ୟ ଝଡ଼ ପବନରେ ଟଳି ପଡ଼ିଛି ୩୦ ଫୁଟ ଉଚ୍ଚତାର ବିଶାଳକାୟ ସ୍ମାରକୀ। ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନବନ୍ଦର ଛକରେ ତିଆରି ହୋଇଥିବା ୩୦ ଫୁଟ ଉଚ୍ଚତାର ହକି ସ୍ମାରକୀ। ରବିବାର…

୨୦୨୪ ନିର୍ବାଚନରେ ଏସପି ସମସ୍ତ ୮୦ ଆସନ ଜିତିବ: ଅଖିଳେଶ…

ଲକ୍ଷ୍ନୌ,୧୧।୬ : ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଏକତା ଉଦ୍ୟମ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି। ୟୁପିରେ ଥିବା ୮୦ ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri