Home

କତାର ଜେଲରେ ୮ ପୂର୍ବତନ ନୌସେନା ଅଧିକାରୀ, ହୋଇପାରେ ଫାଶୀ !…

ଦୋହା,୩।୫ : ୨୦୨୨ ମସିହାରେ ଗୁପ୍ତଚରୀ ଅଭିଯୋଗରେ କତାରରେ ୮ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ସମସ୍ତେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଦୋହାରେ ଅବସ୍ଥିତ କତାରର ଇଣ୍ଟେଲିଜେନ୍ସ ସର୍ଭିସ ଦ୍ୱାରା ସମସ୍ତଙ୍କୁ ଗିରଫ କରାଯାଇଥିଲା।…

ବ୍ରିଟିଶ ସମୟ ପୋଲ ହେଲା ଦୁଇ ଭାଗ: ସମ୍ଭାଳି ପାରିଲାନି ୬୦ ଟନ ଲରିର ଓଜନ…

ବିଶାଖାପଟ୍ଟନମ,୩।୫ : ବୁଧବାର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀକାକୁଲମ ଜିଲାର ଇଚ୍ଛାପୁରମ ନିକଟ ବାହୁଡା ନଦୀ ଉପରେ ନିର୍ମିତ ଏକ ପୋଲ ଭୁଶୁଡି ପଡିଛି। ପୋଲ ଉପରୁ ୭୦ ଟନ ଓଜନର ଏକ ପଥର ଲରି ବାହାରକୁ…

ସ୍କୁଲରେ ଗୁଳିମାଡ଼ କଲେ ନାବାଳକ, ୨ ଆହତ

ବେଲଗ୍ରେଡ୍‌,୩ା୫ : ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଗୁଳିମାଡ଼ ହୋଇଛି। ଏଠାକାର ଏକ ସ୍କୁଲରେ ଜଣେ ୧୪ ବର୍ଷର ନାବାଳକ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ, ଏହି ଗୁଳି ବିନିମୟରେ ଅତି କମ୍‌ରେ ଦୁଇ ଜଣ ଆହତ…

କଂଗ୍ରେସ ଜାରି ରଖିଛି ବିଭାଜନ ରାଜନୀତି: ପ୍ରଧାନମନ୍ତ୍ରୀ…

ବେଙ୍ଗାଲୁରୁ,୩।୫ : କର୍ନାଟକର ମୁଦବିଦରିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ମାତା କି ଜୟ ଏବଂ ବଜରଙ୍ଗ ବାଲି କି ଜୟଙ୍କ ସହ ତାଙ୍କର…

ରୁଓ୍ବାଣ୍ଡାରେ ପ୍ରବଳ ବର୍ଷା: ବନ୍ୟାରେ ୫୫ ମୃତ…

କିଗାଲି,୩।୫ : ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଶ୍ଚିମ ରୁୱାଣ୍ଡାରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଅନେକ ଲୋକ ନିଜ ଘରେ ବନ୍ୟା ଜଳ ଘେରରେ ରହିଛନ୍ତି। ସରକାରୀ ବରିଷ୍ଠ ଅଧିକାରୀ ବୁଧବାର ଏ ସମ୍ପର୍କରେ ସୂଚନା…

ସମଲିଙ୍ଗୀଙ୍କ ସମସ୍ୟା ସମାଧାନ ପାଇଁ ପ୍ୟାନେଲ ଗଠନ କରିବେ ସରକାର…

ନୂଆଦିଲ୍ଲୀ,୩।୫ : ସମଲିଙ୍ଗୀ ବିବାହ ସମ୍ପର୍କିତ ଏକ ପିଟିଶନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ସମଲିଙ୍ଗୀ ଦମ୍ପତିମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଏକ ପ୍ୟାନେଲ ଗଠନ କରାଯିବ ବୋଲି ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି। କ୍ୟାବିନେଟ…

‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ମଧ୍ୟରେ ସେନସର ବୋର୍ଡ ଜାରି କଲା ‘ଏ’ ସାର୍ଟିଫିକେଟ

ମୁମ୍ବାଇ,୩।୫: ମୁଭି ‘ଦ କେରଲା ଷ୍ଟୋରି’ ରିଲିଜ ହେବା ପୂର୍ବରୁ ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛି। ଫିଲ୍ମକୁ ନେଇ କେରଳରେ କିଛି ରାଜନୈତିକ ଦଳ ଏହାର ରିଲିଜକୁ ବିରୋଧ କରିଛନ୍ତି। ଫିଲ୍ମକୁ ନେଇ ଚାଲିଥିବା କଣ୍ଟ୍ରୋଭର୍ସି ଭିତରେ ସେଣ୍ଟ୍ରାଲ ବୋର୍ଡ…

୪୫ ତମ ମ୍ୟାଚରେ ପିବିକେଏସ-ଏମଆଇ ମୁହାଁମୁହିଁ…

ମୋହାଲି,୩।୫ :ଆଇପିଏଲ ସିଜିନ ୧୬ର ୪୫ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ବୁଧବାର ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ମୋହାଲିର ପଞ୍ଜାବ କ୍ରିକେଟ ଆସେସିଏଶନ ଆଇଏସ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ ବଳ କଷିବେ।…

ଲକ୍ଷ୍ନୌରେ ଏଲଏସଜି-ସିଏସକେ ଲଢ଼େଇ…

ଲକ୍ଷ୍ନୌ,୩।୫ : ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ବୁଧବାର ଅପରାହ୍ନ ସାଢ଼େ ୩ଟାରେ ମୁହାଁମୁହିଁ ହେବେ। ଲକ୍ଷ୍ନୌର ଅଟଳ ବିହାରୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଦୁଇ ଟିମ ବଳ…

ଶରଦ ପାଓ୍ବାରଙ୍କ ଇସ୍ତଫା: ପରିବାର ସଦସ୍ୟ ହେବେ ନାହିଁ ଅଧ୍ୟକ୍ଷ, ଏନସିପି ସୂତ୍ରର ଦାବି

ମୁମ୍ବାଇ,୩।୫: ମହାରାଷ୍ଟ୍ର ରାଜନୀତିରେ ମଙ୍ଗଳବାର ସେତେବେଳେ ଏକ ଭୂକମ୍ପ ସୃଷ୍ଟି ହୋଇଥିଲା, ଯେତେବେଳେ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଦଖଲ ରଖିଥିବା ଏନସିପିର ଅଧ୍ୟକ୍ଷ ଶରଦ ପାଓ୍ବାର ତାଙ୍କ ଇସ୍ତଫା ଘୋଷଣା କରିଥିଲେ। ଦେଶର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ପାଓ୍ବାର କହିଥିଲେ…

ପାକିସ୍ତାନରେ ଗୋଟିଏ ଦିନରେ ନିର୍ବାଚନ ପାଇଁ ସହମତି…

ଇସଲାମାବାଦ,୩।୫ : ପାକିସ୍ତାନ ସରକାର ଏବଂ ବିରୋଧୀ ଦଳ ପିଟିଆଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଏହା ଅନୁସାରେ ସମଗ୍ର ଦେଶରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ସହମତି ପ୍ରକାଶ ପାଇଛି। ତେବେ ନିର୍ବାଚନର ତାରିଖ ନେଇ ଏପର୍ଯ୍ୟନ୍ତ ସହମତି…

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଜମ୍ମୁ-କଶ୍ମୀର-ଲଦାଖରେ ହେବନି ଯବାନଙ୍କ ଗିରଫଦାରୀ…

ନୂଆଦିଲ୍ଲୀ,୩।୫ : ଜମ୍ମୁ-କଶ୍ମୀର ଏବଂ ଲଦାଖରେ ସଶସ୍ତ୍ର ବାହିନୀର କର୍ମଚାରୀଙ୍କୁ ଗିରଫଦାରୀ ହେବ ନାହିଁ। କେନ୍ଦ୍ର ସରକାର ଏନେଇ ସୁରକ୍ଷା ଯୋଗାଇ ଦେଇଛନ୍ତି। ରାଜ୍ୟରେ ଧାରା ୩୭୦ ହଟାଇବା ପରେ ଏହି ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଅର୍ଥାତ ବର୍ତ୍ତମାନ କେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri