ଆସନ୍ତା ବର୍ଷ ମେ’ ୨୦ରୁ ଡୋନାଲ୍ଡ ଟ୍ରମ୍ଫଙ୍କ ବିରୋଧରେ ଚାଲିବ ମୋକଦ୍ଦମା
ଓ୍ବାଶିଂଟନ,୨୨।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସମସ୍ୟା ଏବେ ବଢିବାକୁ ଯାଉଛି। ଗୁପ୍ତ ଦସ୍ତାବିଜ ରଖିଥିବା ମାମଲାରେ ଟ୍ରମ୍ଫଙ୍କ ବିରୋଧରେ ଆଗାମୀ ବର୍ଷ ମେ’ରେ ମୋକଦ୍ଦମା ଆରମ୍ଭ ହେବ। କୋର୍ଟ ୨୦ ମେ’ ୨୦୨୪କୁ ଶୁଣାଣି ପାଇଁ ତାରିଖ ସ୍ଥିର…
ଜିଓକୁ ୪,୮୬୩ କୋଟି ଟଙ୍କାର ଲାଭ
ନୂଆଦିଲ୍ଲୀ,୨୨।୭: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓର ଏପ୍ରିଲ-ଜୁନ୍ ତ୍ରୈମାସିକରେ ନେଟ୍ ପ୍ରଫିଟ୍(ଲାଭ) ୧୨% ବୃଦ୍ଧିପାଇ ୪,୮୬୩ କୋଟି ଟଙ୍କା ହୋଇଛି। ବର୍ଷେ ପୂର୍ବରୁ ଏହା ୪,୩୩୫ କୋଟି ଥିଲା। ପ୍ରଥମ ତ୍ରୈମାସିକରେ ଜିଓର ମୋଟ ଆୟ ବୃଦ୍ଧି ପାଇ ୨୪,୧୨୭ କୋଟି…
ବିମାନରେ ଅସଦାଚରଣର ଶିକାର ହେଲେ ଉର୍ଫି
ବମ୍ବେ: ବିମାନରେ ଅସଦାଚରଣର ଶିକାର ହୋଇଛନ୍ତି ଅଭିନେତ୍ରୀ ତଥା ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ। ସେ ଏନେଇ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଜଣାଇଛନ୍ତି। ମୁମ୍ବାଇରୁ ଗୋଆ ଫେରୁଥିବା ବେଳେ ନିଶାରେ ଥିବା କିଛି ଯୁବକ ଏଭଳି କାଣ୍ଡ କରିଥିବା…
ଆର୍ଟିଫିସିଆଲ ଇଣ୍ଟଲିଜେନ୍ସର ବିପଦକୁ ମିଳିମିଶି ମୁକାବିଲା କରିବେ ଭାରତ-ଆମେରିକା, ବାରମ୍ବାର ମୋଦି ଉଠାଇଥିଲେ ଏହି ପ୍ରସଙ୍ଗ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବୈଜ୍ଞାନିକ ଉପଦେଷ୍ଟା ବା ପରାମର୍ଶଦାତା ଭାରତୀୟ ଭୂଳ ବାସିନ୍ଦା ଆରତୀ ପ୍ରଭାକର କହିଛନ୍ତି ଯେ ଆମେରିକା ଏବଂ ଭାରତ ଭଳି ସମାନ ଚିନ୍ତାଧାରାର ଦେଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକାଠି କାମ କରିବା ଆବଶ୍ୟକ।…
ମଣିପୁରରେ ୨ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ୫ମ ଅଭିଯୁକ୍ତ ଗିରଫ
ଇମ୍ଫାଲ,୨୨।୭: ମଣିପୁରରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ମାମଲାରେ ପୋଲିସ ପଞ୍ଚମ ଅଭିଯୁକ୍ତକୁ ମଧ୍ୟ ଗିରଫ କରିଛି। ଶୁକ୍ରବାର ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୧୯ରେ ଦେଖାଦେଇଥିବା ଏକ ଭିଡିଓରେ ୨ଜଣ ମହିଳାଙ୍କୁ ଉଲଗ୍ନ କରି…
ଯଦି ସତ କହିବା ଅପରାଧ, ତେବେ ମୁଁ ଏଭଳି ଅପରାଧ ଆଗକୁ ମଧ୍ୟ କରିବି: ରାଜେନ୍ଦ୍ର ଗୁଧା
ଜୟପୁର,୨୨।୭: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ସରଗରମ ହୋଇଛି ରାଜ୍ୟ ରାଜନୀତି। ବିଧାନସଭାରେ ନିଜ ସରକାରଙ୍କୁ ଟାର୍ଗେଟ କରିଥିବା କଂଗ୍ରେସ ନେତା ରାଜେନ୍ଦ୍ର ଗୁଧାଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ତେବେ ମନ୍ତ୍ରୀ ପଦ ଯିବା…
ଗୋଟିଏ ମାସରେ ତୃତୀୟ ଥର ଛତିଶଗଡ଼ ପହଞ୍ଚିବେ ଅମିତ ଶାହା, ନିର୍ବାଚନ ରାଲିକୁ ନେଇ ହେବ ହାଇଲେବଲ ବୈଠକ
ନୂଆଦିଲ୍ଲୀ,୨୨।୭: ଚଳିତ ବର୍ଷ ଶେଷ ବେଳକୁ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ଅନ୍ୟ ସମସ୍ତ ରାଜନୈତିକ ଦଳ ସହ ଭାରତୀୟ ଜନତା ପାର୍ଟି(ଭାଜପା) ବି ମଇଦାନsକୁ ଓହ୍ଲାଇଛି। ଅନ୍ୟପକ୍ଷରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର…
ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ଆମେରିକାରେ ହିନ୍ଦୁଙ୍କ ବିଭାଜନ, ପ୍ରବାସୀ ଭାରତୀୟ ନାରାଜ
ଓ୍ବାଶିଂଟନ,୨୨।୭: ଆମେରିକାର କାଲିଫର୍ନିଆରେ ଉଚ୍ଚ ସଦନ(ସିନେଟ)ରେ ରାଜ୍ୟର ୧୦ମ ଜିଲାର ପ୍ରଥମ ମୁସଲମାନ ପ୍ରତିନିଧି ଆୟଶା ବହାବ ଜାତିଗତ ଭେଦଭାବ ବିଲ ଉପସ୍ଥାପନ କରିଛନ୍ତି। ଏହା ଜାତି ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ଅଛି। ଆମେରିକୀୟ ହିନ୍ଦୁ ସମାଜ ଏହାକୁ…
ଆମେରିକା ନୌସେନାରେ ମହିଳା ମୁଖ୍ୟ ଲିସା ଫ୍ରାନ୍ଚେଟ୍ଟି
ଓ୍ବାଶିଂଟନ,୨୨।୭: ଆମେରିକା ନୌସେନାର ନେତୃତ୍ୱ ଜଣେ ମହିଳା ନେବାକୁ ଯାଉଛନ୍ତି। ଆଡ୍ମିରାଲ୍ ଲିସା ଫ୍ରାନ୍ଚେଟ୍ଟିଙ୍କୁ ନୌସେନା ମୁଖ୍ୟ କରିବା ପାଇଁ ରାଷ୍ଟ୍ରପତି ଜୋ’ ବାଇଡେନ୍ ଶୁକ୍ରବାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନେଭିର ପାସିଫିକ୍ ଫ୍ଲିଟ୍ କମାଣ୍ଡର ଥିବା ଆଡ୍ମିରାଲ୍ ସାମୁଏଲ୍ ପାପାରୋଙ୍କ…
କୋହଲିଙ୍କ ସ୍ମରଣୀୟ ଶତକ
ପୋର୍ଟ ଅଫ୍ ସ୍ପେନ୍, ୨୨।୭: ବିରାଟ କୋହଲିଙ୍କ ଶତକ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବଡ଼ ସ୍କୋର ପଥରେ ଅଗ୍ରସର ହୋଇଛି। ଶୁକ୍ରବାର ଦ୍ୱିତୀୟ ଦିବସ ମଧ୍ୟାହ୍ନ…
କିମଙ୍କୁ ଚେତାବନୀ ଦେଲା ଦକ୍ଷିଣ କୋରିଆ
ସିଓଲ,୨୨।୭: ଉତ୍ତର କୋରିଆ କ୍ଷେପଣାସ୍ତ୍ର ଏବଂ ରକେଟ ପରୀକ୍ଷଣ କରିବା ମଧ୍ୟରେ କିମ ଜୋନ ଉନ ଶାସନକୁ ଦକ୍ଷିଣ କୋରିଆ ଚେତାବନୀ ଦେଇଛି। ସିଓଲରୁ ପକ୍ଷରୁ କୁହାଯାଇଛି ଯେ ଯଦି ଉତ୍ତର କୋରିଆ ଆମ ଉପରେ କୌଣସି ପ୍ରକାର ଆଣବିକ ଆକ୍ରମଣ…
ବିହାରରେ ହୋଇପାରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, କଂଗ୍ରେସ-ଆରଜେଡି ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀ ପଦ
ପାଟନା,୨୨।୭: ବିହାର ସରକାରଙ୍କ କ୍ୟାବିନେଟରେ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଜୁଲାଇ ୨୪ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଦାବି ହେଉଛି ଯେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ଦୁଇ ନେତା ଏବଂ କଂଗ୍ରେସର ଦୁଇଜଣ…
Archives


