Home

ଶେଷ ପର୍ଯ୍ୟାୟରେ ୩ ରଥର ଅଖ ନିର୍ମାଣ

ପୁରୀ ଅଫିସ,୧୮ା୫: ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୮ଟି ଚକର ନିର୍ମାଣ ସରିଥିବା ବେଳେ ଗୁରୁବାର ବାକି ୪ ଚକ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

୧୯ରୁ ଗ୍ଲୋବାଲ ବିଜ୍‌ନେସ୍‌ କାର୍ନିଭାଲ୍‌-୨୦୨୩

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଗୁପ୍ତା ଇଭେଣ୍ଟସ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ପ୍ରଥମ ଥର ପାଇଁ ଏକ ୧୧ ଦିନିଆ ବିଶ୍ୱସ୍ତରୀୟ ମେଳା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମେ ୧୯ରୁ ଭୁବନେଶ୍ୱରର ଜନତା…

ଶୃଙ୍ଖଳିତ ନୀତି ସମ୍ପାଦନ ଉପରେ ଗୁରୁତ୍ୱ

ପୁରୀ ଅଫିସ,୧୮ା୫: ମହାପ୍ରଭୁଙ୍କ ନୀତିରେ ଅନେକ ସମୟରେ ବିଳମ୍ବ ଘଟୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଉଥିଲେ ମଧ୍ୟ ସେହି ଅନୁସାରେ ନୀତି ହେଉ ନାହିଁ। ଫଳରେ ଅନେକ ସମୟରେ ନୀତି ବିଳମ୍ବ କାରଣରୁ ଶ୍ରୀବିଗ୍ରହମାନେ ଅନିଦ୍ରା…

ଶିଳ୍ପପତିଙ୍କ ପସନ୍ଦ ପାଲଟିଛି ଓଡ଼ିଶା

ଭୁବନେଶ୍ୱର,୧୮ା୫(ବ୍ୟୁରୋ) : ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ଓଡ଼ିଶା। ଦେଶ ହେଉ କି ବିଦେଶ, ନିବେଶ ପାଇଁ ଶିଳ୍ପପତି ଓଡ଼ିଶା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଶିଳ୍ପପତିଙ୍କ ଭରସା ବଢ଼ାଇଛି। ପୁଞ୍ଜିନିବେଶ, ଜାତୀୟ ହାରକୁ ବହୁ ପଛରେ…

ବିଜୟ ଆଶାରେ ଏର୍ଡୋଗାନ୍‌

ଆଙ୍କାରା,୧୮ା୫: ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ୍‌ ମେ’ ୨୮ ନିର୍ବାଚନ ଫଳ ତାଙ୍କ ସପକ୍ଷରେ ଯିବା ନେଇ ଦାବି କରିଛନ୍ତି। ଗତ ୧୪ରେ ଅନୁଷ୍ଠିତ ତୁର୍କୀ ରାଷ୍ଟ୍ରପତି ନିର୍ବାଚନରେ ଆମେ ହାସଲ କରିଥିବା ସଫଳତା ପାଇଁ ଏବେ ଉତ୍ସବ ମନାଇବାର…

ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପ୍ରକାଶ ପାଇବ ୪ ପୁସ୍ତକ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଓଡ଼ିଶାର ଐତିହ୍ୟ, କୀର୍ତ୍ତିରାଜି, ସଂସ୍କୃତି ଓ ପରମ୍ପରାର ମୁଖଶାଳା ପାଟିଛି ରାଜ୍ୟ ସଂଗ୍ରହାଳୟ। ସାଇତି ରଖିଛି କେତେ ସ୍ମୃତି, କେତେ ଗାଥା। କଳିଙ୍ଗ, ଉତ୍କଳରୁ ଓଡ଼ିଶା ଯାଏ, ପ୍ରାଚୀନରୁ ଅତି ପ୍ରାଚୀନତାର ତଥ୍ୟ, ପୋଥି, ଚିତ୍ର, ସାମଗ୍ରୀ ଅନେକ କିଛି…

ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ରାମାଫୋସାଙ୍କ ଉଦ୍ୟମ

କେପ୍‌ଟାଉନ,୧୮ା୫: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ମଙ୍ଗଳବାର କହିଛନ୍ତି ଯେ ତାଙ୍କ ରୁଷୀୟ ଓ ୟୁକ୍ରେନୀୟ ପ୍ରତିପକ୍ଷ ଏକ ଆଫ୍ରିକୀୟ ପ୍ରତିନିଧି ଦଳ ସହ ଶାନ୍ତି ଆଲୋଚନା ପାଇଁ ରାଜି ହୋଇଛନ୍ତି। ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିସମାପ୍ତି ଦିଗରେ ପ୍ରତିନିଧି ଦଳ…

ଅପରେଶନ ଧ୍ୱସ୍ତ: ୩୨୪ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୧୮ା୫: ଆତଙ୍କବାଦୀ-ଗ୍ୟାଙ୍ଗ୍‌ଷ୍ଟର-ନାର୍କୋ ମେଣ୍ଟ ବିରୋଧରେ ୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ପଞ୍ଜାବ ଓ ହରିୟାଣା ପୋଲିସ ସହଯୋଗରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେଶନ ଧ୍ୱସ୍ତ’ ନାମ…

ଖୋଲାରେ ପଡ଼ିଛି ରଥ କାଠ

ନିରାକାରପୁର,୧୮ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତରେ ଥିବା ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ପ୍ରତିବର୍ଷ ଅଶୋକାଷ୍ଟମୀରେ ବିଜୟା ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ସରିବା ପରେ ଉକ୍ତ ରଥକୁ ଖୋଲାଯାଇ ଆଗାମୀ ବର୍ଷ ପାଇଁ ଏହି କାଠଗୁଡିକୁ…

ସ୍ତ୍ରୀଙ୍କୁ ବାର୍‌ ଖୋଲିବାକୁ ମନାକଲେ ଭିକି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକି କୌଶଲଙ୍କ ନିକଟରେ ଏକ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ର ଟ୍ରେଲର ରିଲିଜ୍‌ ହୋଇଛି। ଯେଉଁଥିରେ ସେ ଅଭିନେତ୍ରୀ ସାରା ଅଲୀଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି। ଭିକି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ଅନାହାରରେ ୮,୭୫,୦୦୦ ଆଫ୍‌ଗାନ୍‌ ଶିଶୁ

କାବୁଲ, ୧୮।୫: ତାଲିବାନୀ ଶାସକ କାବୁଲକୁ ବଳପୂର୍ବକ ଦଖଲ କରିବା ପରେ ଆଫଗାନିସ୍ତାନବାସୀ ନାନାଦି ସମସ୍ୟା ଭିତର ଦେଇ ଗତି କରୁଥିବାବେଳେ ଖାଦ୍ୟାଭାବ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି। ଦେଶରେ ୮,୭୫,୦୦୦ ଶିଶୁ ଅନାହାରରେ ଥିବା ଏନ୍‌ଜିଓ ହ୍ୟୁମାନ ରାଇଟ୍‌ସ…

୭ ସପ୍ତାହରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ

ନିଆଳି,୧୮ା୫(ଡି.ଏନ୍‌.ଏ.): ସରକାରଙ୍କ ନିକଟରେ ଭୁଲ୍‌ ତଥ୍ୟ ଉପସ୍ଥାପନ କରାଯାଇ ନିଆଳି ପଞ୍ଚାୟତ ଅଧୀନ ଦିନାସିଂହପାଟଣା ପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟାଳୟ ମିଶ୍ରଣ ଯୋଜନାରେ ନିଆଳି ହାଇସ୍କୁଲ ସହିତ ମିଶାଇ ଦିଆଯାଇଥିଲା। ଏ ସମ୍ପର୍କରେ ଜଣାପଡିବା ପରେ ଦିନାସିଂହପାଟଣା, ବାରବୋଡିଆ, ହରିଶପୁର ଗ୍ରାମବାସୀ ଶିକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri