ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ରାଗିଲା ଡିଏମକେ
ଚେନ୍ନାଇ,୩୦।୬: ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମନ୍ତ୍ରୀ ସେଂଥିଲ ବାଲାଜିଙ୍କୁ ପଦରୁ ହଟାଇବା ଓ ନିଜ ନିଷ୍ପତ୍ତିକୁ ଫେରାଇନେବା ପ୍ରସଙ୍ଗକୁ ନେଇ ରାଜନୀତି ହୋଇଛି ସରଗରମ। ଡିଏମକେ ଏବେ ରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।…
ହିଂସା ପ୍ରଭାବିତ ମଣିପୁର ଗସ୍ତର ଦ୍ୱିତୀୟ ଦିନରେ ମେଇତି ସମ୍ପ୍ରଦାୟର ଲୋକଙ୍କୁ ଭେଟିଲେ ରାହୁଲ
ଇମ୍ଫାଲ,୩୦।୬: ମଣିପୁରରେ ଗତ ପ୍ରାୟ ଦୁଇ ମାସ ହେବ ଲାଗି ରହିଥିବା ହିଂସା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ଇମ୍ଫାଲରୁ ୬୩ କିଲୋମିଟର ଦୂର ଚୁରାଚାନ୍ଦପୁରରେ ଥିବା ଆଶ୍ରୟ ସ୍ଥଳରେ…
ଗଛରେ ପିଟିହେଲା କାର୍, ୩ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ଉମରକୋଟ,୩୦ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବାସିନୀ ଛକରେ ଭାରସାମ୍ୟ ହରାଇ ଗଛକୁ ଏକ କାର୍ ପିଟିହେବାରୁ ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।…
ନିର୍ମାଣକୁ ବର୍ଷେ ପୂରିନି, କନପୁର ସେତୁ ଭାଙ୍ଗିଲାଣି
ରାଜକନିକା,୩୦ା୬ (ରବୀନ୍ଦ୍ର କୁମାର ଦାସ): କେନ୍ଦ୍ରାପଡ଼ା ଜିଲାରେ ଚଳିତବର୍ଷ ଆରମ୍ଭରେ ରାଜକନିକା ବ୍ଲକର କନପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମାତ୍ର ୬ ମାସ ମଧ୍ୟରେ ଏହି ସେତୁର ବିଭିନ୍ନ ସ୍ଥାନରେ ଭାଙ୍ଗିବା ଆରମ୍ଭ ହେଲାଣି। ଅତି ନିମ୍ନମାନର କାମକୁ…
ଅବହେଳିତ ଶହୀଦ ସ୍ମୃତିସ୍ତମ୍ଭ
ଖୋର୍ଦ୍ଧା,୩୦ା୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍ଘାଟନ କରିଥିଲେ। ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ସ୍ତମ୍ଭ ଚାରିପଟେ ଗଛଲତା ମାଡ଼ିଗଲାଣି। ଏକଦା ଏହି ସ୍ତମ୍ଭ ନିର୍ମାଣ…
ପାଇକ ସଂଗ୍ରହାଳୟରେ ପୁଣି ତାଲା
ଖୋର୍ଦ୍ଧା,୩୦ା୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଏବଂ ସ୍ମୃତିକୁ ସାଉଁଟିବା ସକାଶେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ଲକ୍ଷ୍ୟ ଥିଲା ବିଟ୍ରିଶ ସହିତ ଲଢ଼େଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର…
ବଉଳା କୁମ୍ଭୀର ସାଜିଛି ନରହନ୍ତା
ରାଜନଗର,୩୦ା୬(ଭାସ୍କର ରାଉତରାୟ): ପ୍ରକୃତିରାଣୀ ଭିତରକନିକାର ସୌନ୍ଦର୍ଯ୍ୟ, ଅପରୂପ ବିଭବ, ଧଳା ଶଙ୍ଖୁଆ କୁମ୍ଭୀର, ଦେଶ ବିଦେଶରୁ ଆସୁଥିବା ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି, ବିରଳ ହେନ୍ତାଳ ଜାତୀୟ ଉଦ୍ୟାନରେ ଥିବା ମ୍ୟୁଜିୟମ, ବିଶ୍ୱର ସବୁଠୁ ବିଶାଳକାୟ ବଉଳା କୁମ୍ଭୀରର ସ୍କେଲିଟନ, ଅସଂଖ୍ୟ…
ବିହନ ବୁଣି ବର୍ଷାକୁ ଚାହିଁଛନ୍ତି ଚାଷୀ
କେନ୍ଦ୍ରାପଡ଼ା,୩୦ା୬(ଜଗନ୍ନାଥ ଧଳ): ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଞ୍ଚତ୍ଛିି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା।…
ନିଶଙ୍ଖପୁର ଘାଟରୁ ବାଲି ଚୋରି ଅଣାୟତ୍ତ
କୋରେଇ,୩୦ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦର ପ୍ରାଚୁଯ୍ୟ ରହିଛି। ହେଲେ ଯେଉଁ ପରିମାଣରେ ରାଜସ୍ବ ଆଦାୟ ହେବା କଥା ତାହା ହେଉନାହିଁ। ଏହି ତହସିଲ ଅଧୀନ ନିଶଙ୍ଖପୁର ଘାଟରୁ ପ୍ରତିଦିନ ସ୍ଥାନୀୟ ଜଣେ ମାଫିଆ…
ଖରସ୍ରୋତା ନଦୀବନ୍ଧ କାର୍ଯ୍ୟରେ ଅନିୟମିତତା
ପ୍ରୀତିପୁର,୩୦ା୬(ସୁଶାନ୍ତ ବେହୁରିଆ): ସରକାର ପ୍ରତ୍ୟେକ ବର୍ଷ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାର୍ଯ୍ୟଗୁଡ଼ିକରେ ବ୍ୟାପକ ଅନିୟମିତତା ହେଉଛି। ଫଳରେ ଏହାର ସ୍ଥାୟିତ୍ୱ ପ୍ରତି…
୫ ବର୍ଷ ହେଲା ହୋଇନି ପାର୍କିଂ ଟେଣ୍ଡର
କୋଣାର୍କ,୩୦।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ଚାରିଚକିଆ ଯାନ, ବସ୍, ଅଟୋରିକ୍ସା ପାର୍କିଂ ନିମନ୍ତେ କୋଣାର୍କ ଏନ୍ଏସି ପକ୍ଷରୁ ଗତ ୨୦୧୮ ମସିହାଠାରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ପାର୍କିଂ ସ୍ଥାନ ନିଲାମ କରାଯିବାର ନିୟମ ରହିଛି। ହେଲେ…
‘ମଦରଙ୍ଗ-ଷୋଳପୁର ନଦୀବନ୍ଧ ରାସ୍ତା କାର୍ଯ୍ୟ ଶୀଘ୍ର କର’
ଗୋପ,୩୦।୬(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପସ୍ଥିତ ଶୋଳପୁର-ମଦରଙ୍ଗ ନଦୀବନ୍ଧ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ନିମାପଡ଼ା ଜଳସମ୍ପଦ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ବୈକୁଣ୍ଠନାଥ ଦଳାଇ ଗୁରୁବାର ନଦୀବନ୍ଧ ବୁଲିବା ସହ ତୁରନ୍ତ ରାସ୍ତା କାର୍ଯ୍ୟ ମରାମତି କରିବା…
Archives


