Home

ଫ୍ରିଡମ୍‌ କ୍ୟାଚ୍‌ ଦି ମସଲା

ଭୁବନେଶ୍ୱର,୧।୮: ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସ ପକ୍ଷରୁ ଆକର୍ଷଣୀୟ ‘ଫ୍ରିଡମ୍‌ କ୍ୟାଚ୍‌ ଦି ମସଲା’ ଅଫରର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ପ୍ରତି ୧ ଲିଟର (ପାଉଚ/ ବଟଲ) ଫ୍ରିଡମ୍‌ ରିଫାଇନ୍‌ଡ ସନ୍‌ଫ୍ଲାଓ୍ବାର ଅଏଲର କ୍ରୟ ଉପରେ ଗ୍ରାହକ…

ଶେୟାର ବଜାରରେ ଉତ୍ସାହ

ଭୁବନେଶ୍ୱର,୧।୮: ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ(ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର ନିବେଶକଙ୍କ…

ଓଡ଼ିଶା ଡିଏମ୍‌ଏଫ୍‌ ପାଣ୍ଠିରେ ଅଭିବୃଦ୍ଧି

ଭୁବନେଶ୍ୱର,୧।୮ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେଉଁ ରାଜ୍ୟକୁ କେତେ ଟଙ୍କା ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିକୁ ଦିଆଯାଇଛି, ବିଶେଷ କରି ଡିଏମ୍‌ଏଫ୍‌ ପାଣ୍ଠି ଅଧୀନରେ କେଉଁ ରାଜ୍ୟକୁ କେତେ ଟଙ୍କା ମିଳିଛି। ବିଶେଷ…

ମୁସଲମାନ ପକ୍ଷଙ୍କୁ ଭୁଲ୍‌ ସୁଧାରିବାକୁ ହେବ: ୟୁପି ମୁଖ୍ୟମନ୍ତ୍ରୀ

ବାରାଣସୀ,୧।୮: ବାରାଣସୀର ଜ୍ଞାନବାପି ମସ୍‌ଜିଦକୁ ନେଇ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତ ଉଦ୍ୟମ କରୁଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର କହିଛନ୍ତି। ଜ୍ଞାନବାପି ପରିସରରେ ଦେବଦେବୀଙ୍କ ମୂର୍ତ୍ତି…

ହିଂସା ଥିଲା ଅଭୂତପୂର୍ବ ଭୟଙ୍କର

ନୂଆଦିଲ୍ଲୀ, ୧।୮ : ମଣିପୁରରେ ମେ ୪ରେ ଦୁଇ ଆଦିବାସୀ ମହିଳାଙ୍କୁ ଯେଭଳି ଉଲଗ୍ନ ପରେଡ୍‌ କରାଯାଇ ନିର୍ଯାତନା ଦିଆଯାଇଥିଲା ଓ ତାହାର ଦୃଶ୍ୟ ଭିଡ଼ିଓରୁ ଦେଖିବାକୁ ମିଳିଥିଲା, ତାହା ଥିଲା ଅଭୂତପୂର୍ବ ଭୟଙ୍କର। ସୋମବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌…

ୟୁକ୍ରେନ୍‌ ସୀମାରେ ରୁଷିଆର ମିଶାଇଲ ମାଡ଼: ୪ ନିହତ

କିଭ୍‌,୧।୮: ରୁଷିଆର ଏକ କ୍ଷେପଣାସ୍ତ୍ର ସୋମବାର କେନ୍ଦ୍ରୀୟ ୟୁକ୍ରେନ୍‌ର କ୍ରଭି୍ୟ ରିହ ସହରର ଏକ ଆପାର୍ଟମେଣ୍ଟରେ ମାଡ଼ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ୟୁକ୍ରେନ୍‌ ଗୃହମନ୍ତ୍ରୀ କହିଛନ୍ତି। ରୁଷିଆ ଛାଡ଼ିଥିବା ଦୁଇଟି ମିଶାଇଲ ମଧ୍ୟରୁ…

କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ,୧।୮: ଅଗଷ୍ଟ ମାସ ଆରମ୍ଭରୁ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଛି। ଏଥର କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ପାଇଛି। ଏହି ପରିବର୍ତ୍ତନ ଯୋଗୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୮୦ ଟଙ୍କାକୁ ବୃଦ୍ଧି…

ପୋଲିସ ପ୍ରତ୍ୟାହାର ଦାବିରେ ମହିଳାଙ୍କ ବିକ୍ଷୋଭ

ଇମ୍ଫାଲ,୧।୮: ମ୍ୟାନ୍‌ମାର ସୀମାକୁ ଲାଗିଥିବା ମଣିପୁରର ମୋରେହ ସହରରୁ ପୋଲିସ ଫୋର୍ସ ପ୍ରତ୍ୟାହାର ଦାବିରେ ୧,୦୦୦ରୁ ଊର୍ଦ୍ଧ୍ୱ ମହିଳା ସୋମବାର ଚୁରାଚାନ୍ଦପୁରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ରାଜ୍ୟ ପୋଲିସଙ୍କୁ ପ୍ରତ୍ୟାହାର କରି ନିଆ ନ ଗଲେ ମଣିପୁରର ସମସ୍ତ ଆଦିବାସୀ…

ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀ ଅଟଳ

ନୂଆଦିଲ୍ଲୀ,୧।୮: ମଣିପୁର ହିଂସା ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟରେ ସୋମବାର ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରର ଆଇନ ଶୃଙ୍ଖଳା ସ୍ଥିତି ଉପରେ ବିବୃତି ରଖନ୍ତୁ ବୋଲି ପୁଣି ଦାବି କରିଥିଲେ। ହିଂସାପ୍ରବଣ ଉତ୍ତରପୂର୍ବାଞ୍ଚଳ ରାଜ୍ୟ…

ଶିବକୁମାରଙ୍କ ବିରୋଧରେ ସିବିଆଇ ପିଟିଶନ ଖାରଜ

ନୂଆଦିଲ୍ଲୀ,୧।୮: କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ବିରୋଧରେ ଦୁର୍ନୀତି ମାମଲାର ସିବିଆଇ ତଦନ୍ତ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଥିବାବେଳେ ତଦନ୍ତକାରୀ ସଂସ୍ଥା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ରାୟରେ ହସ୍ତକ୍ଷେପ କରିବାକୁ ସୋମବାର ମନା କରିଛନ୍ତି। ଜଷ୍ଟିସ…

ଉତ୍ତର ଚାଇନାରେ ବାତ୍ୟା ତାଣ୍ଡବ

ବେଜିଂ,୧।୮: ଉତ୍ତର ଚାଇନାରେ ମହାବାତ୍ୟା ଡୋସ୍କୁରିର ତାଣ୍ଡବ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟାରେ ଆଠ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ବାତ୍ୟା ପରେ ବନ୍ୟା ଆସିବାରୁ ବେଜିଂର ପୂର୍ବ ଭାଗରେ ହଜାର ହଜାର…

ଛାତ୍ରୀଙ୍କ ବୋତଲରେ ପରିସ୍ରାକୁ ନେଇ ଉତ୍ତେଜନା

ଜୟପୁର,୧।୮:ରାଜସ୍ଥାନର ଭିଲଓ୍ବାରା ଜିଲା ଅନ୍ତର୍ଗତ ଏକ ସ୍କୁଲରେ କେତେଜଣ ଛାତ୍ର ଅନ୍ୟ ସମ୍ପ୍ରଦାୟର ଜଣେ ଛାତ୍ରୀଙ୍କ ପାଣି ବୋତଲରେ ପରିସ୍ରା ପୂରାଇବା ଘଟଣାକୁ ନେଇ ସୋମବାର ଉକ୍ତ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଜଣେ ଛାତ୍ରଙ୍କ ଘରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri