ବ୍ରିକ୍ସ ଶିଖର ସମ୍ମିଳନୀ: ମୋଦିଙ୍କ ସହ ହାତ ମିଳାଇଲେ ସି ଜିନପିଙ୍ଗ
ଜୋହନସବର୍ଗ,୨୪।୮: ଦକ୍ଷିଣ ଆଫ୍ରିକାର ଜୋହନସବର୍ଗରେ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ସାକ୍ଷାତକାର ହୋଇଛି। ଉଭୟ ନେତା ପରସ୍ପରକୁ ଅଭିବାଦନ ଜଣାଇଲେ। ନ୍ୟୁଜ ଏଜେନ୍ସି ଏଏନଆଇ ଦ୍ୱାରା ସେୟାର ହୋଇଥିବା ଏକ…
ବ୍ରିକ୍ସ ସମ୍ମଳନୀରେ ନିଆଗଲା ବହୁ ବଡ ନିଷ୍ପତ୍ତି, ଆଫ୍ରିକା ରାଷ୍ଟ୍ରପତି କହିଲେ କେବେ ଆରମ୍ଭ ହେବ ନୂଆ ସଦସ୍ୟଙ୍କ କାର୍ଯ୍ୟକାଳ
ଜୋହାସନବର୍ଗ,୨୪।୮: ବ୍ରିକ୍ସ ଶିଖର ସମ୍ମିଳନୀରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶିଖର ସମ୍ମିଳନୀରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ଏହି ସମୟରେ ସିରିଲ ରାମାଫୋସା କହିଛନ୍ତି ଯେ ‘ଆମେ ଏକ ଚୁକ୍ତି କରିଛୁ, ଯାହା ଅଧୀନରେ ଆର୍ଜେଣ୍ଟିନା,…
ୟୁପିରେ କେହି ‘ଯାଦବ’ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ: ରାଜଭର
ନୂଆଦିଲ୍ଲୀ,୨୪।୮: ଏନଡିଏରେ ଯୋଗଦେବା ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମ ପ୍ରକାଶ ରାଜଭର ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ସେ ପୁଣି ଥରେ ଏସପି ମୁଖ୍ୟଙ୍କୁ ଟାର୍ଗେଟ କରି…
‘ହିସାବ କିତାବ ଆଉ ବେଶି ଦୂର ନୁହେଁ’, ଭାରତୀୟ କୁସ୍ତି ମହାସଂଘର ନିଲମ୍ବନକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା
କୋଲକାତା,୨୪।୮: ବିଶ୍ୱ କୁସ୍ତିର ସର୍ବୋଚ୍ଚ ସଂସ୍ଥା ୟୁଡବ୍ଲୁଡବ୍ଲୁ ନିର୍ଦ୍ଦାରିତ ସମୟରେ ନିର୍ବାଚନ ନ କରିବାକୁ ନେଇ ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)କୁ ଗୁରୁବାର ନିଲମ୍ବିତ କରି ଦିଆଯାଇଛି। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି…
ଖୁବ୍ଶୀଘ୍ର ମହାକାଶକୁ ଯିବ ମାନବ ଯାନ: ଇସ୍ରୋ ମୁଖ୍ୟ
ନୂଆଦିଲ୍ଲୀ,୨୪ା୮: ଚନ୍ଦ୍ରୟାନ-୩ର ସଫଳତା ପରେ ଇସ୍ରୋ ମୁଖ୍ୟ ଏସ. ସୋମନାଥ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହାକୁ କିପରି ବର୍ଣ୍ଣନା କରିବି ମୋ’ ପାଖରେ ଶବ୍ଦ ନାହିଁ। ଏହା ସହିତ ସେ ସ୍ପେସ୍ ଏଜେନ୍ସିର ପରବର୍ତ୍ତୀ ମିଶନ ବିଷୟରେ କହିଥିଲେ।…
‘ଚନ୍ଦ୍ରୟାନ-୩’କୁ ନେଇ ସ୍ବତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଲା ଅମୂଲ
ଚନ୍ଦ୍ରୟାନ-୩ ଅଗଷ୍ଟ ୨୩ରେ ଜହ୍ନରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି। ଏହାକୁ ନେଇ ସମଗ୍ର ବିଶ୍ୱରେ ଭାରତର ଚର୍ଚ୍ଚା ହେଉଥିବା ବେଳେ ଅନେକ ଦେଶ ଶୁଭେଚ୍ଛା ଜଣାଉଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହା ଟ୍ରେଣ୍ଡ କରୁଛି। ଏହି କ୍ରମରେ ଅମୁଲ ଗ୍ରୁପ୍…
ବିଳମ୍ବ ହେବାରୁ ପ୍ଲାଟଫର୍ମ ଭିତରେ କାର୍ ପୂରାଇଦେଲେ ମନ୍ତ୍ରୀ
ଲକ୍ଷ୍ନୌ,୨୪।୮: ୟୁପିର ପଶୁପାଳନ ମନ୍ତ୍ରୀ ଧରମପାଲ ସିଂ ବିଳମ୍ବ ହେବାରୁ ଟ୍ରେନ ଚଢିବା ପାଇଁ ରେଳ ପ୍ଲାଟଫର୍ମ ଭିତରେ ନିଜ କାରକୁ ପୁରାଇ ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ଦେଖି ସେଠାରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ୟୁପି…
କାବେରୀ ଜଳ ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କଲେ କର୍ନାଟକ ସରକାର
ନୂଆଦିଲ୍ଲୀ,୨୪।୮: କାବେରୀ ଜଳ ବିବାଦ ମାମଲାରେ କର୍ନାଟକ ସରକାର ଗୁରୁବାର ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କରିଛନ୍ତି। କର୍ନାଟକ ସରକାର କହିଛି ଯେ ରାଜ୍ୟ ଜଳଭଣ୍ଡାରରୁ ଦୈନିକ ୨୪ ହଜାର କ୍ୟୁସେକ ଜଳ ମୁକ୍ତ କରିବାକୁ ତାମିଲନାଡୁର ଆବେଦନ ଚଳିତ ବର୍ଷ ସାଧାରଣ…
୨୪ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ପାଳନ
ରାଇରଙ୍ଗପୁର,୨୪ା୮(ମାନସ ମହାନ୍ତି): ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେ.ଏମ୍.ଏମ୍.) ପକ୍ଷରୁ ଗୁରୁବାର ୨୪ ଘଣ୍ଟିଆ ମୟୂରଭଞ୍ଜ ଡାକରା କ୍ରମେ ଜେ.ଏମ୍.ଏମ୍. ଦଳୀୟ ବିଭିନ୍ନ କର୍ମକର୍ତ୍ତା ଏବଂ ଯୁବ ମହିଳା କର୍ମୀ ରାଇରଙ୍ଗପୁର ବନ୍ଦ ପାଳନ କରିଥିଲେ। ଏହି ବନ୍ଦ ପାଳନ ବିଭିନ୍ନ ସରକାରୀ…
ଚନ୍ଦ୍ରୟାନ-୩ର ସଫଳତାରେ ଗୁଗ୍ଲର ସ୍ପେଶାଲ୍ ‘ଡୁଡ୍ଲ’
ନୂଆଦିଲ୍ଲୀ,୨୪।୮: ଭାରତର ସଫଳତା ପାଇଁ ଗୁଗ୍ଲ ଭାରତକୁ ଏକ ସ୍ବତନ୍ତ୍ର ଢଙ୍ଗରେ ଅଭିନନ୍ଦନ ଜଣାଇଛି । ଡୁଡ୍ଲ ଚନ୍ଦ୍ରାୟନ-୩ର ସଫଳତା ଉପରେ ଭାରତର ସଫଳତାକୁ ଏକ ଡୁଡ୍ଲ ତିଆରି କରି ପାଳନ କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ…
୨୦୧୧ ବିଶ୍ୱକପ୍କୁ ମନେପକାଇ ରାଗିଗଲେ ଗୌତମ ଗମ୍ଭୀର
ନୂଆଦିଲ୍ଲୀ,୨୪।୮: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ବିଶ୍ୱକପ ପୂର୍ବରୁ ୨୦୧୧ ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିବା ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର କହିଛନ୍ତି ଯେ, ସମସ୍ତ ଖେଳାଳି ୨୦୧୧ ପାଇଁ ଶ୍ରେୟ ପାଇନାହାଁନ୍ତି, କେବଳ ଧୋନୀଙ୍କ ଛକା ବିଷୟରେ…
ଗଦର-୨ରେ ଖର୍ଚ୍ଚ ହୋଇଛି ଏତିକି କୋଟି
ମୁମ୍ବାଇ: ଗଦର -୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରୁଛି। ଘରୋଇ ବକ୍ସ ଅଫିସରେ ଏହି ଫିଲ୍ମଟି ‘ଓଃ ମାଇଁ ଗଡ୍ -୨ ରୁ ଆରମ୍ଭ କରି ‘ରକି ଔର୍ ରାନୀ କି ପ୍ରେମ କହାନୀ’ ଏବଂ ‘ଜେଲର’…

