ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବା ଯୋଗୁଁ ଘରକୁ ଫେରୁଛନ୍ତି ପିଲା, ଅଭିଭାବକ ଅସନ୍ତୋଷ
କୋରୁକୋଣ୍ଡା ୨୯।୮(ଅବିନାଶ ବେହେରା)ପ୍ରାକ୍ ଶିକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରତେକ ଗ୍ରାମରେ ଅଙ୍ଗନୱାଡ଼ି କରାଯାଇଅଛି । ଯାହାକି ସ୍ଥାନୀୟ ଶିଶୁ ଛାତ୍ରୀଛାତ୍ରଙ୍କର ଶିକ୍ଷା ପ୍ରତି ଆଗ୍ରହ ଆଣିବାପାଇଁ। ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକ ସକାଳ ୯ଟା ରୁ ୧ଟା ପର୍ଯ୍ୟନ୍ତ ଖୋଲିବାକୁ ସରକାର…
ବିହାରରୁ ଗିରଫ ହେଲେ ଆନ୍ତରାଜ୍ୟ ୩ଜଣିଆ ଅନଲାଇନ ଠକେଇ ଦଳ
କୋରପୁଟ,୨୯।୮(ଅମିତାଭ ବେହେରା ): ଗୁଗୁଲିରେ ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କା ଅନଲାଇନ ଠକେଇ କରୁଥିବା ୩ଜଣିଆ ଆନ୍ତ ରାଜ୍ୟ ଠକ ଦଳକୁ ଗିରଫ କରିଛି କୋରାପୁଟ ପୋଲିସ। ପୋଲିସ ଅଭିଯୁକ୍ତଙ୍କୁ ବିହାରରୁ ଗିରଫ କରିଛି। ମଙ୍ଗଳବାର ଥାନା ପରିସରରେ ଆୟୋଜିତ ଏକ…
ଡାକ୍ତରଖାନାକୁ ଅଣଦେଖା କରୁଛନ୍ତି ସରକାର: ଆଦିତ୍ୟ ଠାକରେ…
ମୁମ୍ବାଇ,୨୯।୮ : ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ମଙ୍ଗଳବାର ବୃହନମୁମ୍ବାଇ ମୁନିସିପାଲ କର୍ପୋରେଶନ (ବିଏମସି) ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ମୁମ୍ବାଇର ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଖରାପ ରହିଛି। ଏପରିକି ସାଧାରଣ…
ଅଗଷ୍ଟ ୧୫ରେ ଓସିଏସ ପ୍ରିଲିମ୍
ଭୁବନେଶ୍ୱର,୨୯।୮(ଅସମାପିକା ସାହୁ): ଓଡିଶା ସିଭିଲ ସର୍ଭିସ-୨୦୨୩ର ପ୍ରିଲିମ୍ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୧୫ତାରିଖ ରବିବାର ଏହି ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡିଶା ଲୋକସେବା ଆୟୋଗ ଘୋଷଣା କରିଛି। ପରୀକ୍ଷାର ବିସ୍ତୃତ ବିବରିଣୀ ଆୟୋଗ ପରେ ଘୋଷଣା…
ମୋଦିଙ୍କ ବେକରେ ବସିବାକୁ ଯାଉଛୁ ମୁମ୍ବାଇ: ଲାଲୁଙ୍କ ବିବାଦୀୟ ମନ୍ତବ୍ୟ…
ପାଟନା,୨୯।୮ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ମଙ୍ଗଳବାର ଘୋଷଣା କରିଛନ୍ତି ମୁମ୍ବାଇରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବାକୁ ଇଣ୍ଡିଆ ମିଳିତ ମେଣ୍ଟ ପ୍ରସ୍ତୁତି କରୁଛି। ଅଗଷ୍ଟ ୩୧…
୭୦୩ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ ସିଲିଣ୍ଡର …
ନୂଆଦିଲ୍ଲୀ,୨୯।୮ : ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର କ୍ୟାବିନେଟ ଘରୋଇ ବ୍ୟବହାର ପାଇଁ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ମୂଲ୍ୟରେ ହ୍ରାସ କରିବାକୁ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଉଜ୍ୱଲା…
ପ୍ରିଗୋଝିନଙ୍କ ଶେଷକୃତ୍ୟରେ ଯୋଗ ଦେବେ ପୁଟିନ୍!
ମସ୍କୋ,୨୯।୮: ଗତ ସପ୍ତାହରେ ୱାଗନର୍ ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କ ସମେତ ୧୦ଜଣଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତେବେ ଏଥିରେ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ହାତ ଥିବା ନେଇ ଆଶଙ୍କା କରାଯାଉଛି। ଏଥିସହ ପୁଟିନ୍ ପ୍ରିଗୋଝିନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ କି…
ବିହାରରେ ଜାତିଗତ ଜନଗଣନାକୁ ନେଇ ମହାଭାରତ: ସର୍ଭେକୁ ରୋକିବାକୁ ଚେଷ୍ଟା କରୁଛି କେନ୍ଦ୍ର!
ନୂଆଦିଲ୍ଲୀ,୨୯।୮: ବିହାରରେ ଜାତିଗତ ଜନଗଣନା ପ୍ରସଙ୍ଗରେ ଆରଜେଡି ଏମପି ତଥା ଦଳର ମୁଖପାତ୍ର ମନୋଜ ଝା ଙ୍କର ଏକ ବଡ ବୟାନ ଆସିଛି। ରାଷ୍ଟ୍ରିୟ ଜନତା ଦଳ ବିହାରରେ ଜାତି ସର୍ବେକ୍ଷଣକୁ ସ୍ଥଗିତ ରଖିବା ଓ ସମାଜର ଏକ ବୃହତ ଭାଗକୁ…
କଂଗ୍ରେସ ପାଇଁ ର଼୍ୟାପ ଗାଇଥିବା ଅନାମ ଅଲୀଙ୍କ ଜୀବନ ପ୍ରତି ବିପଦ…
ରାୟପୁର,୨୯।୮ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପାଇଁ ର଼୍ୟାପ ଗାଇଥିବା ଅନାମ ଅଲୀଙ୍କ ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। କଂଗ୍ରେସ ଶାସିତ ଛତିଶଗଡରେ ଅନାମ ଅଲୀ ବାସ କରନ୍ତି। ଏକ ଭିଡିଓ ଜରିଆରେ ସିଏମ…
ବଡ଼ ପରଦାକୁ ଫେରିବା ଲାଗି ଆମିରଙ୍କ ପ୍ରସ୍ତୁତି…
ମୁମ୍ବାଇ : ଆମିର ଖାନଙ୍କ ଲାଲ ସିଂ ଚଢ଼ାର ବକ୍ସ ଅଫିସ ବିପର୍ଯ୍ୟୟରୁ ସୁଧୁରିଛନ୍ତି। କିଛି ସମୟ ବିରତି ନେବା ପରେ ଆମିର ବର୍ତ୍ତମାନ ପରବର୍ତ୍ତୀ ଫିଲ୍ମରେ କାମ କରିବା ଆରମ୍ଭ କରିଛନ୍ତି, ଏହା ବ୍ୟତୀତ ଫିଲ୍ମର ରିଲିଜ ତାରିଖ ମଧ୍ୟ…
ମଣିପୁର ବିଧାନସଭା ଅଧିବେଶନ: ଆରମ୍ଭ ହେବାର ଘଣ୍ଟାକ ମଧ୍ୟରେ ହୋଇଗଲା ବନ୍ଦ
ଇମ୍ଫାଲ,୨୯।୮: ମେ ମାସରୁ ଜାରି ହିଂସା ମଧ୍ୟରେ ମଣିପୁର ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ମଙ୍ଗଳବାର ବିଧାନସଭା ଆରମ୍ଭ ହେବାର ଏକ ଘଣ୍ଟା ମଧ୍ୟରେ ଗୃହକୁ ଅନିଶ୍ଚତକାଳ ପାଇଁ ସ୍ଥଗିତ ରଖାଯାଇଛି। ଅଧିବେଶନରେ ପୂର୍ବତନ ମଣିପୁର ମୁଖ୍ୟମନ୍ତ୍ରୀ ଓକ୍ରାମ…
ମମତା, ରାଜ୍ୟପାଳ କଳି: ପରସ୍ପର ପାଇଁ ଲକ୍ଷ୍ମଣ ରେଖା ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ…
କୋଲକତା,୨୯।୮ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି। ବେଳେବେଳେ ରାଜ୍ୟପାଳ ଏବଂ ସିଏମ ପରସ୍ପରକୁ ଟାର୍ଗେଟ କରୁଛନ୍ତିି। ରାଜ୍ୟପାଳ ମମତାଙ୍କ କଡ଼ା ସମାଲୋଚନା କରି କହିଛନ୍ତି ମୁଁ…

