Home

ଦାବି ନ ମାନିଲେ ୧୬ରୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ୪ ଦଫା ଦାବି ନେଇ ଏକ ବିରାଟ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଥିଲା। କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ସଂଘ ସଭାପତି…

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଜଣେ ଗିରଫ

ବ୍ରହ୍ମପୁର,୫ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଫାଷ୍ଟଗେଟ୍‌ ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ସେଥିରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଛି। ଜଣେ ଚାଲାଣକାରୀଙ୍କୁ…

ଏହି ସହରରେ ହେବ ଇ.ଣ୍ଡି.ଆ. ମେଣ୍ଟର ଅଗାମୀ ବୈଠକ, ସଞ୍ଜୟ ରାଉତ କଲେ ଘୋଷଣା

ମୁମ୍ବାଇ,୫।୮: ପାଟନା ଓ ବେଙ୍ଗାଲୁର ପୁରେ ପୁଣି ବସିବାକୁ ଯାଉଛି ଇ.ଣ୍ଡି.ଆ. ମେଣ୍ଟର ବୈଠକ। ଶିବସେନା (ଉଦ୍ଧବ ଗୋଷ୍ଠୀ) ଉଦ୍ଧବ ଠାକରେ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ଘୋଷଣା କରିଛନ୍ତି। ବିରୋଧୀ ମେଣ୍ଟର ଆଗାମୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ…

ଶୃଗାଳଙ୍କର ମଧ୍ୟ କିଛି ଭଲ ଗୁଣ ଅଛି , କଂଗ୍ରେସ ନେତା ଏଏପିକୁ କଲେ ଆକ୍ଷେପ: ବିରୋଧୀ ଏକତାରେ ଫାଟ…

ନୂଆଦିଲ୍ଲୀ,୫।୮ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଦଳ ଏକଜୁଟ ହେବାକୁ ଚେଷ୍ଟା କରୁଥିବାବେଳେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମଞ୍ଚକୁ ନେଇ କଂଗ୍ରେସରେ ଅସନ୍ତୋଷ ରହିଛି। ବର୍ତ୍ତମାନ ଦିଲ୍ଲୀ କଂଗ୍ରେସର ବରିଷ୍ଠ…

ବନ୍ୟାପାଣିରେ ଭାସିଗଲେ ଯୁବକ

ଭଦ୍ରକ,୫ା୮(ସନାତନ ରାଉତ): ବୈତରଣୀ ବନ୍ୟା ଜଳରେ ଏପର୍ଯ୍ୟନ୍ତ ଭାସିଯାଇ ୨ ନାବାଳକ ଓ ଜଣେ ବୃଦ୍ଧାଙ୍କୁ ମିଶାଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଜଣେ ଯୁବକ ବନ୍ୟାପାଣିରେ ଭାସି ଯାଇଛନ୍ତି। ଧୂଷୁରୀ – ହସନବାଦ ରାସ୍ତାରେ ବନ୍ୟାପାଣି…

ଆମେରିକା ପାଇଁ ରୁଷିଆ ଅବା ଚାଇନା କିଏ ବଡ଼ ବିପଦ? ସ୍ପେସ ଫୋର୍ସର ଗୁପ୍ତଚର କଲେ ପର୍ଦ୍ଦାଫାଶ…

ଓ୍ବାଶିଂଟନ,୫।୮ : ରୁଷିଆ ଏବଂ ଚାଇନା ମଧ୍ୟରୁ ଆମେରିକା ପାଇଁ କିଏ ବଡ଼ ବିପଦ ସେ ନେଇ ସ୍ପେସ ଫୋର୍ସର ଗୁପ୍ତଚର ପର୍ଦ୍ଦାଫାଶ କରିଛନ୍ତି। ରୁଷିଆର ସ୍ପେସ ଫୋର୍ସର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀ କହିଛନ୍ତି ତାଙ୍କ ଦଳ ଚାଇନା କାର୍ଯ୍ୟ…

ମୋ ବିରୋଧରେ ଯେତେ ମାମଲା ରୁଜୁ କରାଯିବ ମୋର ସେତେ ଲାଭ ହେବ: ଟ୍ରମ୍ପ…

ଓ୍ବାଶିଂଟନ,୫।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ରାତିରେ ତୃତୀୟ ଥର ପାଇଁ ଅପରାଧିକ ମାମଲାରେ ହାଜର ହେବା ପରେ ଆଇନଜୀବୀମାନଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ତାଙ୍କ ୨୦୨୪ ରାଷ୍ଟ୍ରପତି ଅଭିଯାନରେ…

ଧାରା ୩୭୦ ଉଚ୍ଛେଦର ଦୁଇ ମହା ନାୟକ

ନୂଆଦିଲ୍ଲୀ,୫।୮: ରାଜୀବ ଗୌବା ଏବଂ ଅଜୟ ଭଲ୍ଲା କେନ୍ଦ୍ର ସରକାରଙ୍କର ଟପ୍‌ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ଅନ୍ୟତମ। କାହାଣୀ ପଛର ନାୟକ ପରି ଏମାନେ ହେଉଛନ୍ତି ଧାରା ୩୭୦ ଉଚ୍ଛେଦର ପ୍ରକୃତ ନାୟକ। କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଅମଲାତନ୍ତ୍ରରେ କ୍ୟାବିନେଟ ସଚିବ ରାଜୀବ…

ଦାରିଦ୍ର୍ୟତା ସବୁଠାରୁ ବୃହତ ଜାତି, ଏମପିଙ୍କୁ ମୋଦିଙ୍କ ୫ ମନ୍ତ୍ର..

ନୂଆଦିଲ୍ଲୀ,୫।୮ : ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଛି। ବିରୋଧୀ ଦଳ ଏକ ମହାମେଣ୍ଟ ଇଣ୍ଡିଆ ଗଠନ କରିଛନ୍ତି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଭାଜପା ନେତୃତ୍ୱାଧୀନ ଏନଡିଏ ମଧ୍ୟ ନୀରବ ଭାବରେ…

ମେଟଲ୍‌ ମିଟ୍‌ ୨୦୨୩: ଗ୍ରାଣ୍ଡ୍‌ ଫିନାଲେକୁ ଗଲେ ଜୁନିୟର ୮ ଟପ୍‌ ଟିମ୍‌

ଭୁବନେଶ୍ୱର,୫ା୮(ଶର୍ମିଷ୍ଠା ପାଣିଗ୍ରାହୀ): ‘ମେଟଲ୍‌ ମିଟ୍‌-୨୦୨୩’ର ଜୁନିୟର ପ୍ରିଲିମ୍ସ ରାଉଣ୍ଡ୍‌ ଶେଷ ହୋଇଛି। ଗ୍ରାଣ୍ଡ୍‌ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି ‘ଟପ୍‌-୮’ ଟିମ୍‌। ଜୁନିୟର ବର୍ଗରେ ମୋଟ୍‌ ୪୧ ଟିମ୍‌ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ୮ଟି ଟିମ୍‌ ଗ୍ରାଣ୍ଡ୍‌ ଫିନାଲେକୁ ଯାଇଛନ୍ତି।…

ଆଫଗାନିସ୍ତାନରେ ମାନବିକ ସଙ୍କଟ: ସହାୟତା ପାଇଁ ଅନୁରୋଧ କଲା ଜାତିସଂଘ ସୁରକ୍ଷା ପରିଷଦ…

ଜେନେଭା,୫।୮ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଉଚ୍ଚ ସ୍ତରୀୟ ଖୋଲା ବିତର୍କରେ ଆଫଗାନିସ୍ତାନରେ ମାନବିକ ସଙ୍କଟ ପ୍ରସଙ୍ଗ ଉଠିଥିଲା ଯେଉଁଠାରେ ବିଭିନ୍ନ ଦେଶର ପ୍ରତିନିଧୀମାନେ ଆଫଗାନିସ୍ତାନରେ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ ବୋଲି ଖାମା ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।…

କାମ୍ବୋଡିଆ ନିର୍ବାଚନ: ହୁନ ସେନଙ୍କ ପାର୍ଟିର ବିଜୟ…

ନୋମ ପେହ୍ନ,୫।୮ : ଦୀର୍ଘ ଦିନର ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ଶାସକ ଦଳକୁ ପୁଣି ଏକ ବିଜୟ ମିଳିଛି। ଫଳରେ ତାଙ୍କ ଦଳ ଆଗାମୀ ୫ ବର୍ଷ ପାଇଁ କ୍ଷମତାରେ ରହିବ। କାମ୍ବୋଡିଆର ନିର୍ବାଚନ କମିଶନ ଗତ ମାସରେ ନିର୍ବାଚନର ଶେଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri