ଶତାୟୁ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ, ଗୋଟିଏ ଶ୍ରେଣୀରେ ପଢାଉଛନ୍ତି ଦୁଇଟି ଶିକ୍ଷୟତ୍ରୀ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ , ୨୯।୮(ଅରୁଣ ସାହୁ/ମନୋରଞ୍ଜନ ରଣା )- ରାଜ୍ୟରେ ସ୍ମାର୍ଟ ସ୍କୁଲର ରୂପାନ୍ତରିକରଣ ପରେ ଶିକ୍ଷାବ୍ୟବସ୍ଥାର ବିକଳ ଚିତ୍ର ଦେଖାଯାଇଛି ଦାରିଙ୍ଗବାଡିରେ। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ଯୋଗୁଁ ଛାତ୍ରୀଛାତ୍ର…
‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି ଖାର୍ଗେ
ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସଂଯୋଜକ ହୋଇପାରନ୍ତି। ମଙ୍ଗଳବାର ମେଣ୍ଟ ପକ୍ଷରୁ ଏହି ସୂଚନା ମିଳିଛି। ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବୈଠକରେ ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ଭାବରେ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ଘୋଷଣା…
ଆରମ୍ଭ ହେଲା ‘ଜିଓ ଭାରତ ୪ଜି’ ଫୋନର ବିକ୍ରି, ମୂଲ୍ୟ ୧୦୦୦ଟଙ୍କାରୁ କମ୍…
ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଜିଓ ଏହାର ନୂତନ ଉତ୍ପାଦ ଜିଓଭାରତ ୪ଜି ଫୋନ୍ ବଜାରକୁ ଆଣିଛି। ସୋମବାରଠାରୁ ଏହାର ବିକ୍ରି ଆରମ୍ଭ ହୋଇଛି। ଏହି ଫୋନ୍ ଇଣ୍ଟରନେଟ୍ ବ୍ୟବହାର ସହ ହଜାର ହଜାର ଫିଚର ଫୋନ୍ ବ୍ୟବହାରକାରୀଙ୍କୁ ୨ଜିରୁ ୪ଜିକୁ ଆସିବା ଲାଗି…
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ଜମ୍ମୁ କଶ୍ମୀରକୁ କେବେ ଦିଆଯିବ ରାଜ୍ୟ ମାନ୍ୟତା
ନୂଆଦିଲ୍ଲୀ,୨୯।୮:ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି। ମଙ୍ଗଳବାର ଏନେଇ ମଧ୍ୟ ଶୁଣାଣି ହୋଇଥିଲା। ଶୁଣାଣିରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜମ୍ମୁ କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ଦିଆଯିବ ନେଇ ପ୍ରଶ୍ନ କରିଛନ୍ତି। ମାମଲାର ଶୁଣାଣି…
‘ଏକ୍ସ’ରେ ଲିଙ୍କଡିନ୍ ଭଳି ଫିଚର ଆଣିଲେ ମସ୍କ, ଚାକିରି ଖୋଜିବାରେ…
ନୂଆଦିଲ୍ଲୀ,୨୯।୮: ଟୁଇଟରକୁ କିଣିବା ପରଠାରୁ ପ୍ଲାଟଫର୍ମ ସହ ଭିନ୍ନ ଭିନ୍ନ ପରୀକ୍ଷଣ କରୁଛନ୍ତି ଏଲନ ମସ୍କ। ନିକଟରେ ସେ ଏହାର ଲୋଗୋକୁ ବଦଳାଇ ‘ଏକ୍ସ’ କରିଥିଲେ। ଏବେ ଏହା ପ୍ରଫେସନାଲ ନେଟଓ୍ବାର୍କିଂ କ୍ଷେତ୍ରକୁ ଓହ୍ଲାଇବ। ମସ୍କ ହାୟରିଂର ବିଟା ଭର୍ସନ ଲଞ୍ଚ…
କାଲିଫର୍ନିଆରେ ଜାତିଗତ ଭେଦଭାବ ଉପରେ ପ୍ରତିବନ୍ଧକ ପାଇଁ ବିଲ ପାରିତ…
ଓ୍ବାଶିଂଟନ,୨୯।୮ : ଆମେରିକାର ଅନ୍ୟତମ ବୃହତ୍ତମ ରାଜ୍ୟ କାଲିଫର୍ନିଆ ଷ୍ଟେଟରେ ଜାତି ଭେଦଭାବକୁ ନିଷିଦ୍ଧ କରୁଥିବା ଏକ ବିଲ ପାରିତ ହୋଇଛି। ଭେଦଭାବ ବିରୋଧୀ ଆଇନରେ ଜାତିକୁ ସଂରକ୍ଷିତ ବର୍ଗ ଭାବରେ ଯୋଡିଥିବା ଏହା ବର୍ତ୍ତମାନ ଆମେରିକାର ପ୍ରଥମ ରାଜ୍ୟ ହୋଇପାରିଛି।…
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ନୂଆଦିଲ୍ଲୀ,୨୯।୮: ମୁଦ୍ରାସ୍ଫୀତି ବୃଦ୍ଧିରୁ ମୁକ୍ତି ଦେଇ କେନ୍ଦ୍ରର ମୋଦg ସରକାର ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ ଉପହାର ଦେଇଛନ୍ତି। ଉଜ୍ଜାଳା ଯୋଜନା ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ସରକାର ଘରୋଇ ଗ୍ୟାସ ସିଲିଣ୍ଡର…
ବୀମା କାରୋବାରକୁ ଓହ୍ଲାଇବ ଜିଓ ଫାଇନାନ୍ସିଆଲ
ନୂଆଦିଲ୍ଲୀ,୨୯।୮: ବୀମା କାରୋବାରକୁ ଓହ୍ଲାଇବେ ମୁକେଶ ଅମ୍ବାନୀ। ଏନେଇ ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଏଜିଏମ୍ ବୈଠକରେ ସ୍ପଷ୍ଟ କରି କହିଛନ୍ତି, ଜିଓ ଫାଇନାନ୍ସିଆଲ ସର୍ଭିସେସ ବୀମା କାରୋବାରକୁ ଓହ୍ଲାଇବ। ଏଥିଲାଗି କୌଣସି ବିଦେଶୀ କମ୍ପାନୀ ପାର୍ଟନର ହୋଇପାରେ। କମ୍ପାନୀ ଜୀବନ, ସାଧାରଣ…
ମଧ୍ୟପ୍ରଦେଣ ଡାକ୍ତରଙ୍କୁ ମିଳିବ ୨୦୧୬ଠାରୁ ସପ୍ତମ ବେତନ କମିଶନ ଦରମା…
ଭୋପାଳ,୨୯।୮: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ରାଜ୍ୟର ମେଡିକାଲ କଲେଜଗୁଡ଼ିକର ଡାକ୍ତରମାନେ ୧ ଜାନୁୟାରୀ ୨୦୧୬ ଠାରୁ ପର୍ଯ୍ୟାୟକ୍ରମେ ଦରମା ବୃଦ୍ଧି ସହିତ ସପ୍ତମ ବେତନ କମିଶନ ଦରମା ପାଇବେ। ସେ କହିଛନ୍ତି ସମସ୍ତ ବିଭାଗର ଡାକ୍ତରମାନଙ୍କୁ…
୨୦୧୬ ଇରାକ ବୋମା ବିସ୍ଫୋରଣର ୩ଦୋଷୀଙ୍କୁ ଫାଶୀ, ୩୦୦ରୁ ଅଧିକ ଲୋକଙ୍କ ହୋଇଥିଲା ମୃତ୍ୟୁ
ବାଗବାଦ,୨୯।୮: ଇରାକରେ ୨୦୧୬ ବୋମା ବିସ୍ଫୋରଣର ତିନିଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି। ଇରାକର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ୨୦୧୬ରେ ବାଗଦାଦର ସପିଂ ଜିଲାରେ ହୋଇଥିବା ବିସ୍ଫୋରଣରେ ୩୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ବିସ୍ଫୋରଣରେ ଆଇଏସଆଇଏସର…
କମାନ୍ତୁ ପେଟ ଚର୍ବି
ସାଧାରଣତଃ ମୋଟା ହେଲେ କିମ୍ବା ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କର ପ୍ରଥମେ ପେଟରେ ଚର୍ବି ଜମିବା ଆରମ୍ଭ ହୋଇଯାଏ। ଯାହାକି ଫିଗରକୁ ଖରାପ କରିଥାଏ। ହେଲେ ଏପରି ସମସ୍ୟା କମାଇ ନିଜକୁ ଏକ ଷ୍ଟାଇଲିସ୍ ତଥା ସୁନ୍ଦର ଲୁକ୍ ଦେବାକୁ…
ବୁଧବାରଠାରୁ ‘ଏସିଆ କପ୍ ୨୦୨୩’: ୬ ଟିମ୍ ମଧ୍ୟରେ ହେବ ଲଢ଼େଇ, ଜାଣନ୍ତୁ ଏହାର ଫର୍ମାଟ ଏବଂ କିଭଳି ଦେଖିବେ…
ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୩୦ରୁ ୬ ଟିମ୍ ମଧ୍ୟରେ ଏସିଆନ୍ ଚାମ୍ପିୟନ ହେବାର ମୁକାବିଲା ଆରମ୍ଭ ହେବ। ନେପାଳ ଲାଗି ଏଥର ପ୍ରଥମ ଏସିଆ କପ୍ ହୋଇଥିବା ବେଳେ ଭାରତର ନଜର ୮ଥର ଲାଗି ବିଜେତା ହେବା ଉପରେ ରହିଛି। ଏହି ଟୁର୍ନାମେଣ୍ଟରେ…

