Home

ରୁଷିଆର ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ସମାଲୋଚନା କଲେ କିଶିଦା…

ଟୋକିଓ,୬।୮ : ରବିବାର ହିରୋସିମା ଉପରେ ପରମାଣୁ ବୋମା ବିସ୍ଫୋରଣର ୭୮ ତମ ବାର୍ଷିକୀ ପାଳନ କରାଯାଉଥିବାରୁ ଜାପାନର ପ୍ରଧାନମନ୍ତ୍ରୀ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁ୍‌ଥିବାନେଇ ରୁଷିଆର କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ହିରୋସିମାରେ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା…

ଏଏପି ସରକାର କିଛି ଶୁଣୁ ନାହାନ୍ତି, ପ୍ରଶାସନରେ ନାହିଁ ସ୍ବଚ୍ଛତା: ପଞ୍ଜାବ ରାଜ୍ୟପାଳ…

ଚଣ୍ଡିଗଡ଼,୬।୮ : ଶାସକ ଆମ ଆଦମୀ ପାର୍ଟି (ଏଏପି) ଏବଂ ରାଜ ଭବନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ଚଳିତ ମାସରେ ଦୁଇ ବର୍ଷ ପୂରଣ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧୀନ ସରକାରଙ୍କ ସହ…

ପ୍ରଧାନମନ୍ତ୍ରୀ କଲେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ…

ନୂଆଦିଲ୍ଲୀ,୬।୮ : ଭାରତରେ ୫୦୮ ରେଳ ଷ୍ଟେଶନର ପୁନର୍ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ପୂର୍ବାହ୍ନ ୧୧ଟାରେ ଭିତ୍ତିପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେଶନ ଯୋଜନା ଅନ୍ତର୍ଗତ ସାରା ଦେଶରେ…

‘ସେମାନଙ୍କୁ ମାରିଦିଅ, ବାକି ମୁଁ ଦେଖିବି’, ନୁହ ହିଂସା ସମୟରେ ମନ୍ତବ୍ୟ ଦେଇଥିବା ଏଏପି ନେତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

ନୂଆଦିଲ୍ଲୀ,୬।୮: ନୁହ ହିଂସା ମାମଲାରେ ହରିୟାଣା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଗୋଟିଏ ପଟେ ଅଭିଯୁକ୍ତଙ୍କ ବେଆଇନ ସମ୍ପତ୍ତି ବିରୋଧରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଚାଲିଥିବାବେଳେ ଅନ୍ୟପଟେ କଟକଣା ଜାରି କରାଯାଇଛି। ପୋଲିସ ପ୍ରତ୍ୟେକ ସିସିଟିଭି ଯାଞ୍ଚ କରୁଛି ଏବଂ ସାକ୍ଷୀଙ୍କ…

ହାତୀକୁ ଆଖୁ ଖୁଆଇଲେ ରାଷ୍ଟ୍ରପତି

ଚେନ୍ନାଇ,୬।୮:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାମିଲନାଡୁର ନୀଳଗିରି ଜିଲାର ଥେପାକାଡୁ ହାତୀ ଶିବିର ପରିଦର୍ଶନ କରି ଭାରତର ସାଂସ୍କୃତିକ ଐତିହ୍ୟ ରକ୍ଷା କରିବାରେ ଜଡିତ ଆଦିବାସୀଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ଆଦିବାସୀ ସମ୍ପ୍ରଦାୟଗୁଡିକ ସେମାନଙ୍କର ସାମ୍ବିଧାନିକ ଅଧିକାରକୁ…

ଦେଶରେ ସ୍ବାଧୀନତାକୁ ଦମନ କରାଯାଇଛି: ଚିଦାମ୍ବରମ…

ନୂଆଦିଲ୍ଲୀ,୬।୮ : କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ରବିବାର ଭାରତରେ ସ୍ବାଧୀନତାକୁ ଦମନ କରାଯାଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସରକାର କହିଛନ୍ତି ଧାରା ୩୭୦ ରଦ୍ଦ ହେବା ଦ୍ୱାରା ଜମ୍ମୁ-କଶ୍ମୀରରେ ଶାନ୍ତି ଆଣିଛି। କିନ୍ତୁ ପ୍ରକୃତ ପକ୍ଷେ ସାରା…

ଡେଙ୍ଗୁ ସତର୍କତା

ବର୍ତ୍ତମାନ ଚାରିଆଡ଼େ ଡେଙ୍ଗୁ ଜ୍ୱର ବ୍ୟାପୁଥିବାର ଦେଖିବାକୁ ମିଳୁଛି। ମଶା ଦ୍ୱାରା ବ୍ୟାପୁଥିବା ଏହି ମାରାତ୍ମକ ରୋଗର ଚିକିତ୍ସା ବି କଷ୍ଟକର। ଏମିତିରେ ଏହି ରୋଗଠୁ ଦୂରେଇ ରହିବା ଲାଗି କେତେକ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ……

ଫ୍ରେଣ୍ଡଶିପ୍‌ ଡେ: ନିଆରା ସେଲିବ୍ରେଶନ୍‌

ଆଜି ହେଉଛି ବନ୍ଧୁତ୍ୱ ଦିବସ ବା ଫ୍ରେଣ୍ଡଶିପ୍‌ ଡେ’। ବନ୍ଧୁତାର ଅତୁଟ ସମ୍ପର୍କକୁ ଅଧିକ ଖାସ୍‌ କରିବା ଲାଗି ଅନେକେ ଯେଉଁଠି ଥାଆନ୍ତୁ ନା କାହିଁକି ଏକାଠି ଭେଟି ପରସ୍ପରକୁ ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ ବାନ୍ଧି କେକ୍‌ କାଟିବା ସହ ଭୋଜି କରି…

ଆମେ ହିନ୍ଦୀ ଭାଷାର ଗୋଲାମ ହେବୁ ନାହିଁ: ଷ୍ଟାଲିନ୍‌

ନୂଆଦିଲ୍ଲୀ,୬।୮: ହିନ୍ଦୀ ଭାଷାକୁ ନେଇ ପୁଣି ଥରେ ବିତର୍କ ଆରମ୍ଭ ହୋଇଛି। ହିନ୍ଦୀ ଭାଷାକୁ ଗ୍ରହଣ ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ‘ସାହସିକ ଉଦ୍ୟମ’କୁ ନିନ୍ଦା କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ, ଆମେ ହିନ୍ଦୀର…

ଜନ୍ମରୁ ଦିବ୍ୟାଙ୍ଗ ଅଶ୍ରୁମୋଚନ, ନିଟ୍‌ରେ ସଫଳ

ଢେଙ୍କାନାଳ ଅଫିସ,୬ା୮(ରତନ ନାୟାର)ଜନ୍ମରୁ ଦିବ୍ୟାଙ୍ଗ। ବଙ୍କା ହୋଇଯାଇଛି ଦୁଇ ହାତ। ଗୋଡ଼ରେ ବି ସମାନ ସମସ୍ୟା। ସ୍ବାଭାବିକ ଜୀବନ ଜିଇବା କାଠିକର ପାଠ। ହେଲେ ଦୃଢ଼ ମନୋବଳ ଆଗରେ ହାରିଯାଇଛି ଭିନ୍ନକ୍ଷମତା। ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୩,୭୦୦ ର଼୍ୟାଙ୍କ୍‌ ରଖି…

୧୦ ବର୍ଷରେ ସ୍ତନ୍ୟପାନ ହାରରେ ୧୦ ପ୍ରତିଶତ ବୃଦ୍ଧି, କର୍ମକ୍ଷେତ୍ରରେ ସ୍ତନ୍ୟପାନକୁ ଉତ୍ସାହିତ କଲେ ଅଧିକ ଅଗ୍ରଗତି ଆଶା: ଡବ୍ଲୁଏଚଓ…

ଜେନେଭା,୬।୮ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) କହିଛି ସ୍ତନ୍ୟପାନ ହାର ବୃଦ୍ଧି ଦିଗରେ ଅନେକ ଦେଶ ଗୁରୁତ୍ୱପୂର୍ଣ ଅଗ୍ରଗତି କରିଛନ୍ତି, କିନ୍ତୁ ଯଦି କର୍ମକ୍ଷେତ୍ରରେ ସ୍ତନ୍ୟପାନ କରାଇବାକୁ ଉତ୍ସାହିତ କରାଯାଏ ଏବଂ ସମର୍ଥନ କରାଯାଏ ତେବେ ଆହୁରି ଅଧିକ ଅଗ୍ରଗତି ହୋଇପାରିବ।…

ସିଦ୍ଧେଶ୍ୱରୀଙ୍କ ମୂର୍ତ୍ତିକୁ ହାଣିଦେଲେ

ଝୁମ୍ପୁରୀ,୬ା୮(ସରୋଜ ନାୟକ): ଯାଜପୁର ଜିଲା ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ସିଦ୍ଧେଶ୍ୱର ଗ୍ରାମର ସିଦ୍ଧେଶ୍ୱର ମହାଦେବଙ୍କ ମନ୍ଦିର ନିକଟରେ ପୂଜା ପାଉଥିବା ସିଦ୍ଧେଶ୍ୱରୀ ଠାକୁରାଣୀଙ୍କ ମୂର୍ତ୍ତିକୁ ହଣାଯାଇଛି। ସେହି ଅଞ୍ଚଳର ଧୀରେନ୍‌ ଜେନା ଶୁକ୍ରବାର ରାତି ୮ଟାରେ ଏକ ଟାଙ୍ଗିଆ ସାହାଯ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri