ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ କୁସ୍ତିଯୋଦ୍ଧା: ଅନୁରାଗ ଠାକୁର…
ନୂଆଦିଲ୍ଲୀ,୧।୬ : କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବିରୋଧୀ କୁସ୍ତିଯୋଦ୍ଧାମାନଙ୍କୁ ଧୈର୍ଯ୍ୟ ଧରିବାକୁ ଏବଂ ପୂର୍ବତନ ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଚାଲିଥିବା ଅଭିଯୋଗର ତଦନ୍ତ ଉପରେ ବିଶ୍ୱାସ କରିବାକୁ କହିଛନ୍ତି। ସେ କହିଛନ୍ତି…
ଆସନ୍ତା ବର୍ଷଠାରୁ ଜୁନ୍ ୧ରେ ଭୋପାଳରେ ସରକାରୀ ଛୁଟି: ଶିବରାଜଙ୍କ ଘୋଷଣା…
ଭୋପାଳ,୧।୬ : ମଧ୍ୟପ୍ରଦେଶର ରାଜଧାନୀରେ ଭୋପାଳ ମିଶ୍ରଣ ତଥା ଭୋପାଳର ଗୌରବ ଦିବସ ଅବସରରେ ଭୋପାଳ ଆସନ୍ତା ବର୍ଷ ଠାରୁ ଜୁନ ୧ ତାରିଖ ଏକ ସରକାରୀ ଛୁଟିଦିନ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁବାର ସକାଳ ୮ଟା ୧୫ରେ…
ସମୂହ ଛୁଟିରେ ଅମଲା, ସରକାରୀ କାର୍ଯ୍ୟ ଠପ୍
ବରଗଡ଼ ଅଫିସ,୧ା୬: ଶିକ୍ଷାଗତ ଯୋଗ୍ୟତା ଭିତ୍ତିକ ମୂଳ ଦରମା ୪୨୦୦ ଗ୍ରେଡ୍ ପେ’ ଦାବିରେ ରାଜ୍ୟ ଅମଲା ମିଳିତ ମଞ୍ଚର ଆନ୍ଦୋଳନ ଚରମସୀମାରେ ପହଞ୍ଚିଛି। ଏହି ଦାବି ପୂରଣ ନେଇ ଅମଲାମାନେ ସ୍ମାରକପତ୍ର ପ୍ରଦାନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ, କଳାବ୍ୟାଜ୍ ପରିଧାନ…
ମୋଦିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧।୬ : ଚାରି ଦିନିଆ ଗସ୍ତରେ ଭାରତରେ ପହଞ୍ଚିଥିବା ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡ ଗୁରୁବାର ଣ୍ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ନେତା ପରସ୍ପରକୁ ଉତ୍ସାହର ସହିତ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ…
ଆଜିଠାରୁ ସମୂହ ଛୁଟିରେ ଅମଲା
ଢେଙ୍କାନାଳ ଅଫିସ,୧ା୬: ଢେଙ୍କାନାଳ ଜିଲା ମିଳିତ ଅମଲା ମଞ୍ଚ ଆହ୍ବାନରେ ଜିଲାର ସମସ୍ତ କାର୍ଯ୍ୟାଳୟର ଅମଲାମାନେ ଆଜିଠାରୁ ସାମୁହିକ ଛୁଟିରେ ଯାଇଛନ୍ତି। ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତ୍ତକ ଥିବା ବେଳେ ବହୁବାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ରାଜ୍ୟ ସରକାର ଅମଲାମାନଙ୍କୁ…
କାଠରୁ ପ୍ରସ୍ତୁତ ହେଉଛି ଆଲକହଲ, କିପରି ହେଲା ସମ୍ଭବ…
ଟୋକିଓ,୧।୬: ଯଦି ଆପଣ ଆଲକହଲ ପିଇବାର ସୌକିନ ଅଟନ୍ତି ତେବେ ଏପର୍ଯ୍ୟନ୍ତ ଆପଣ ଅଙ୍ଗୁର, ଆଖୁ, ମକା, ଆଳୁ, ଚାଉଳ କିମ୍ବା ମହୁଆରୁ ପ୍ରସ୍ତୁତ ଓ୍ବିିସ୍କି, ମଦ, ଭୋଦକା କିମ୍ବା ବିଅର ଟେଷ୍ଟ କରିଥିବେ। କିନ୍ତୁ ବର୍ତ୍ତମାନ ଜାପାନ କାଠରୁ ଆଲକହଲ…
ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ
ଯୋଡ଼ା,୧ା୬(ଡି.ଏନ୍.ଏ.): ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ ମହୁଲଶୁଖା ପିଏମ୍ପି ଖଣି, ଯୋଡ଼ା ପିଏମ୍ପି ଅଫିସ, ପିଏମ୍ପି ମୁଖ୍ୟ ମାଲିକ ଏସ୍.କେ ପଟ୍ଟନାୟକଙ୍କର…
୩ଶହ ତଳେ ଦୈନିକ ସଂକ୍ରମଣ, ସକ୍ରିୟ ମାମଲା ୪ ହଜାରରୁ କମ…
ନୂଆଦିଲ୍ଲୀ, ୧।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ…
ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି
କେନ୍ଦୁଝର,୧ା୬(ସ୍ବ.ପ୍ର.): ଘଟଗାଁ ତହସିଲର କିରାଣି ଦେବାଶିଷ ପଣ୍ଡା ଏକ ଜମି ଚିହ୍ନଟ କେସ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ…
ମୃତଦେହକୁ ବଳାତ୍କାର କରୁଥିବା ଅପରାଧୀଙ୍କ ଦଣ୍ଡବିଧାନ ପାଇଁ ନାହିଁ କୌଣସି ଧାରା: ହାଇକୋର୍ଟ…
ବେଙ୍ଗାଲୁରୁ,୧।୬ : କର୍ନାଟକ ହାଇକୋର୍ଟ କେନ୍ଦ୍ରକୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ସଂଶୋଧନ କରିବାକୁ କିମ୍ବା ମୃତଦେହକୁ ବଳାତ୍କାର କରିବା ଅପରାଧଭୁକ୍ତ କରିବା ସହିତ ଏଥିପାଇଁ ଦଣ୍ଡ ବିଧାନ ପାଇଁ ଏକ ନୂତନ ଆଇନ ଆଣିବାକୁ କହିଛନ୍ତି। ଜଷ୍ଟିସ ବି ବିରପ୍ପା…
ଝିଅମାନଙ୍କୁ ସରକାରୀ ସ୍କୁଲରେ, ପୁଅମାନଙ୍କୁ ଇଂଲିଶ ମାଧ୍ୟମ ସ୍କୁଲରେ ଶିକ୍ଷା ଦେବାକୁ ଚାହୁଁଛନ୍ତି ଅଭିଭାବକ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରିପୋର୍ଟ…
ନୂଆଦିଲ୍ଲୀ,୧।୬ : ଦେଶର ଝିଅମାନେ ସବୁ କ୍ଷେତ୍ରରେ ଆଗୁଆ ରହିଥିବା ସ୍ଥଳେ ଆଜି ମଧ୍ୟ ସମାଜରେ ସେମାନଙ୍କୁ ଦ୍ୱିତୀୟ ସ୍ଥାନ ଦିଆଯାଉଛି। ଅଧିକାଂଶ ଲୋକ ସରକାରୀ ସ୍କୁଲରେ ଝିଅମାନଙ୍କୁ ଶିକ୍ଷା ଦେଇଥାନ୍ତି। ଅପର ପକ୍ଷରେ ଏଥି ସହିତ, ପୁଅମାନଙ୍କ ପାଇଁ ତାଙ୍କର…
ସମୁଦ୍ରରେ ବୁଡ଼ିଗଲେ ଦୁଇ ଛାତ୍ରୀ: ଜଣେ ମୃତ, ଆଉ ଜଣେ ନିଖୋଜ
ଛତ୍ରପୁର,୧ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ଗୁରୁବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଛାତ୍ରୀ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ…
Archives


