Home

୩୬ ବର୍ଷ ପରେ ଦୀପାବଳିରେ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୦।୮: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଦିନିକିଆ ବିଶ୍ୱକପ୍‌ର ନୂତନ କାର୍ଯ୍ୟସୂଚୀ ଆଇସିସି ଦ୍ୱାରା ଅଗଷ୍ଟ ୯ରେ ଘୋଷଣା କରାଯାଇଥିଲା। ଜୁନ ମାସର ଶେଷ ସପ୍ତାହରେ ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀର ୯ଟି ମ୍ୟାଚର କାର୍ଯ୍ୟସୂଚୀ ପରିବର୍ତ୍ତନ କରାଯାଇଛି। ଏଥିରେ ଭାରତ…

ଫ୍ଲାଇଙ୍ଗ କିସ ମାମଲାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୧୦।୮: ଫ୍ଲାଇଙ୍ଗ କିସ ମାମଲାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଭାରତୀୟ ଜନତା ପାର୍ଟି (ଭଜପା)ନେତା। ଫ୍ଲାଇଙ୍ଗ କିସ ବିବାଦକୁ ନେଇ ଭାରତୀୟ ଜନତା ପାର୍ଟି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ କ୍ରମାଗତ ଟାର୍ଗେଟ କରି ଚାଲିଛନ୍ତି।…

ଭାରତ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ୩୩ ପ୍ରତିଶତ ହ୍ରାସ କରିଛି…

ନୂଆଦିଲ୍ଲୀ,୧୦।୮ : ଭାରତ ଗତ ୧୪ ବର୍ଷ ମଧ୍ୟରେ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ୩୩ ପ୍ରତିଶତ ହ୍ରାସ କରି ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ଏକ ମହତ୍ତ୍ୱପୂର୍ଣ ଅବଦାନ ଜାରି ରଖିଛି। ମିଳିତ ଜାତିସଂଘର ଫ୍ରେମୱାର୍କ କନଭେନଶନ ଅଫ…

ବିରୋଧୀଙ୍କୁ ଜବାବ ଦେବେ ମୋଦି

ନୂଆଦିଲ୍ଲୀ,୧୦।୮: ଲୋକ ସଭାରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବକୁ ନେଇ ଆଲୋଚନା ଚାଲୁଛି। ଆଜି ଅର୍ଥାତ ଗୁରୁବାର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଜବାବ ଦେବେ। ଦିନ ୩ଟାରୁ ୪ଟା ମଧ୍ୟରେ ମୋଦି ଗୃହରେ ନିଜର ମତ ରଖିବେ। ଗତ…

୯୫ ପ୍ରତିଶତରୁ ଅଧିକ ଗର୍ଭାଶୟ କର୍କଟ ଆକ୍ରାନ୍ତ ଗ୍ରାମାଞ୍ଚଳ ଗରିବ, ଶସ୍ତା ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି…

ନୂଆଦିଲ୍ଲୀ,୧୦।୮ : ଗର୍ଭାଶୟ କର୍କଟ ସମ୍ବନ୍ଧରେ ଏକ ଅଧ୍ୟୟନ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦେଶରେ ଗର୍ଭାଶୟ କର୍କଟରେ ପୀଡିତ ୯୫ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଗ୍ରାମାଞ୍ଚଳର ପରିବେଶରେ ବସବାସ କରୁଛନ୍ତି। ସେମାନଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହେଁ। ଆକ୍ରାନ୍ତଙ୍କ…

ସୋସିଆଲ ମିଡିଆରୁ ଏତିକି ରୋଜଗାର କରନ୍ତି ବିରାଟ କୋହଲି

ନୂଆଦିଲ୍ଲୀ,୧୦।୮: ପଡ଼ିଆ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ମଧ୍ୟ ପଡ଼ିଆ ବାହାରେ ସୁପରହିଟ ହୋଇଛନ୍ତି। ବିରାଟ କୋହଲି ଦୁନିଆର ସର୍ବାଧିକ ରୋଜଗାର କରୁଥିବା ଆଥଲେଟ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ବିରାଟ କୋହଲିଙ୍କର ଇନଷ୍ଟାଗ୍ରାମ ଏବଂ ଫେସବୁକରେ କୋଟି କୋଟି…

ରାତି ୪ଟାରେ ପ୍ରଧାନମନ୍ତ୍ରୀ ମୋତେ କଲ କରିଥିଲେ:ଶାହା

ନୂଆଦିଲ୍ଲୀ,୧୦।୮: ଗତ ଦୁଇ ଦିନ ଧରି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେଉଛି। ଆଲୋଚନାର ଦ୍ୱିତୀୟ ଦିନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିପୁର ପ୍ରସଙ୍ଗରେ ଭାଷଣ ଦେଇଥିଲେ। ଏହି ସମୟରେ ସେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ମଣିପୁରରେ ଶାନ୍ତି…

ଆମେରିକା ଗସ୍ତ କରିବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ, ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେରେ ହେବ ଆଲୋଚନା

ଓ୍ବାଶିଂଟନ୍‌,୧୦।୮: ଚଳିତ ବର୍ଷ ଅକ୍ଟୋବର ୨୫ରେ ଆମେରିକା ଗସ୍ତ କରିବେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେ। ଏନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ସୂଚନା ଜାରି ହୋଇଛି। ଆମେରିକା ଗସ୍ତ କରି ସେ ପ୍ରଧାନମନ୍ତ୍ରୀ ଜୋ ବାଇଡେନଙ୍କୁ ସାକ୍ଷାତ କରିବେ। ଉଭୟ ଦେଶ…

ବିନା ବିମାନରେ ୧୯୫ ଦେଶ ବୁଲିଛନ୍ତି ଏହି ବ୍ୟକ୍ତି, ତାଙ୍କ ଭ୍ରମଣ କାହାଣୀ ଶୁଣିଲେ ହେବେ ଚକିତ

ଡେନମାର୍କର ଟୋର୍‌ବର୍ନ ପେଡର୍ସନ ଏକ ସଫଳତା ହାସଲ କରିଛନ୍ତି। ଯାହା ଅଧିକାଂଶ ଲୋକ କେବଳ ସ୍ବପ୍ନରେ ଭାବିଥାନ୍ତି। ସେ ଗୋଟିଏ ବି ବିମାନ ନ ନେଇ ଦୁନିଆର ୧୯୫ଟି ଦେଶ ପରିଦର୍ଶନ କରିବାରେ ସଫଳ ହୋଇଛନ୍ତି। ଟୋର୍‌ବର୍ନ ୨୦୧୩ରେ ତାଙ୍କର ଯାତ୍ରା…

ରେପୋ ରେଟ ଅପରିବର୍ତ୍ତିତ: ମୁଦ୍ରା ନୀତି ଘୋଷଣା…

ନୂଆଦିଲ୍ଲୀ,୧୦।୮ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ପୂର୍ବାହ୍ନ ୧୦ଟାରେ ମୁଦ୍ରା ନୀତି କମିଟିର ସୁଧ ହାର ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଶ୍ୱ ର୍ଅନୈତିକ ଅନିଶ୍ଚିତତା ମଧ୍ୟରେ ସେ କେନ୍ଦ୍ରୀୟ ବ୍ୟାଙ୍କ ନେଇଥିବା ଅନ୍ୟ ନିଷ୍ପତ୍ତି ବିଷୟରେ ମଧ୍ୟ ଘୋଷଣା…

ନିଜକୁ ଅମିତ ଶାହାଙ୍କ ସିକ୍ୟୁରିଟି ଗାର୍ଡ କହି ଏସ୍‌ଡିଏମ୍‌ଙ୍କୁ ଧମକ ଦେଲେ କନଷ୍ଟେବଳ

ନୂଆଦିଲ୍ଲୀ,୧୦।୮: ଜମି ବିବାଦକୁ ନେଇ ଧିମରର୍ଖେଡା ଏସଡିଏମ କାର୍ଯ୍ୟାଳୟରେ ପହଞ୍ଚିଥିବା କନଷ୍ଟେବଳ ନିଜକୁ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି। ନିଜ ସମସ୍ୟାର ସମାଧାନ ପାଇଁ ତାଙ୍କୁ ପଚାରି ଏସ୍‌ଡିଏମ୍‌କୁ ଧମକ ଦେଉଥିବାର…

ଆସାମ ରାଇଫଲ୍ସ ଯବାନଙ୍କ ବିରୋଧରେ ଏଫଆଇଆର, ମଣିପୁର ଅପରେଶନ ଉପରେ ପକାଇବ ନାହିଁ କୌଣସି ପ୍ରଭାବ

ନୂଆଦିଲ୍ଲୀ,୧୦।୮: ମଣିପୁରରେ ପ୍ରାୟ ୩ ମାସହେବ ହେବ ହିଂସା ଲାଗି ରହିଥିବା ବେଳେ ସେଠାରେ କର୍ଫ୍ୟୁ ଭଳି ପରିସ୍ଥିତି ଏବେବି ଲାଗି ରହିଛି। ଏହାରି ଭିତରେ ସାରା ରାଜ୍ୟରେ ସେନା ଛାଉଣି କରାଯାଇଛି। ସୁରକ୍ଷାବଳର କିଛି କମ୍ପାନୀକୁ ମୁତୟନ କରାଯାଇଛି। ଆସାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri